ଭୁବନେଶ୍ୱର: ବିଧାନସଭାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ଭିକ ବିବୃତି ରଖି କହିଛନ୍ତି ଯେ କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି। ଆପୋଷ...
ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ହଟବାଡି ଅଂଚଳରୁ ୧୬ ଜଣ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇଛି। ଏମାନଙ୍କୁ ପାଠ ପଢାଇବା ବାହାନାରେ ଜଣେ ସ୍କୁଲ ଶିକ୍ଷକ ତାଙ୍କ ବସ୍ତା ତିଆରି ଫ୍ୟାକ୍ଟ୍ରି କାମରେ ଲଗାଉଥିଲେ। ଏନେଇ ଖବର ପାଇବା ପରେ ବିଶ୍ରା ଚାଇଲଡ ଲାଇନ ଅଧିକାରୀ ଓ ବିଶ୍ରା...
ନୂଆଦିଲ୍ଲୀ: ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲା ଗୃହ ମନ୍ତ୍ରାଳୟ। ଏଥଅ କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଅଧିକ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ପରାମର୍ଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନରେ...
ଶ୍ରୀନଗର: ଆତଙ୍କବାଦୀ ସହିତ ସମ୍ପର୍କ ନେଇ ପିଡିପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହୀଦ ଉର ରେହମାନ ପାର୍ରାଙ୍କୁ ବୁଧବାର ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ (ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ ଏଜେନ୍ସି)। ଏହି ମାମଲାରେ ପୂର୍ବରୁ ନିଲମ୍ବିତ ଓ ହୋଇଥିବା ଏସ୍ପି ଦବିନ୍ଦରଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିବା...
ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱର ନରହତ୍ୟା ଚଳାଇଥିବା ବେଳେ କରୋନାକୁ ଦମନ କରିବାରେ ଲାଗିପଡ଼ିଥିବା ସ୍ୱାସ୍ଥ୍ୟକର୍ମୀମାନେ କେତେ ଯେ କଷ୍ଟ ସହୁଛନ୍ତି ତାର ଅନେକ ନିଦର୍ଶନ ଦେଖିବାକୁ ମିଳୁଛି। ଆମେରିକାର ଜଣେ ନର୍ସ ଏହାର ଏକ ଉତ୍ତମ ଉଦାହରଣ। ଆମେରିକାର ଟେନେସୀ ରାଜ୍ୟରେ ଏକ ନର୍ସ ଦୀର୍ଘ...
କଟକ: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆ ଅବସ୍ଥା ସଂକଟାପନ୍ନ। କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା କାଳିଆ ସଂକଟାପନ୍ନ ଥିବା ଏସ୍ସିବି ଅଧୀକ୍ଷକ ଡା. ଲୁସି ଦାସଙ୍କ ସୂଚନା ଦେଇଛନ୍ତି। ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି...
କଟକ: ସିଏ ବଞ୍ଚୁ, ଏକଥା ସମସ୍ତେ ଚାହୁଁଥିଲେ। ଯୋଡ଼ାମୁଣ୍ଡ ଶିଶୁ କାଳିଆ ଓ ବଳିଆ ପାଇଁ ମଙ୍ଗଳ କାମନା କରି ଦୀପା ଜାଳିଥିଲା ସାରା ଓଡ଼ିଶା। ହେଲେ ବଞ୍ଚିବାର ଆଶା ନେଇ ଦୀର୍ଘଦିନର କାଳ ସହିତ ଯୁଦ୍ଧ କରୁଥିବା କାଳିଆ ଶେଷରେ ହାରିଯାଇଛି। ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ...
ଭୁବନେଶ୍ୱର: ଦିନକରେ କରୋନାରୁ ସୁସ୍ଥ ହେଲେ ୭୨୮ ଜଣ କରୋନା ରୋଗୀ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇଲେ ଆଜି ସୁଦ୍ଧା...
ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୦ ବର୍ଷ ବୟସ ହୋଇଥିଲା। ଜନ୍ମଦିନ ପାଳନ ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନଭେମ୍ବର ଆରମ୍ଭରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିଏଗୋଙ୍କ ବ୍ରେନ୍ରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତରମାନେ...
ପାଟନା: ଝାଡ଼ଖଣ୍ଡ ଜେଲ୍ରେ ଥିବା ଆର୍ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି। ଜେଲ୍ରେ ଥାଇ ଲାଲୁ ଫୋନ୍ ଯୋଗେ ବିହାରରେ ଏନ୍ଡିଏ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ବରିଷ୍ଠ ବିଜେପି ନେତା ସୁଶିଲ ମୋଦି ଅଭିଯୋଗ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର...
ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାକୁ ନେଇ କମ୍ପିଲା ବିଧାନସଭା। ବିଜେପି, କଂଗ୍ରେସ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପରୀଙ୍କ ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁ ତୁରନ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିଜେପି ସଦସ୍ୟମାନେ ବ୍ୟାନର୍ ଦେଖାଇ ବିରୋଧ...
ଭୁବନେସଶ୍ୱର: ଗୃହ ଭିତରେ ଓ ବାହାରେ ସାରା ରାଜ୍ୟରେ ନାନା ତମ୍ବିତୋଫାନ ହେବା ପରେ ଶେଷରେ ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ମନ୍ତ୍ରୀ ଅରୁଣ ସାହୁ। ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି ଅରୁଣ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ସ୍ଲୋଗାନ ଦୋହରାଇଛନ୍ତି। ୭୧ ତମ ସମ୍ବିଧାନ ଦିବସରେ ସେ କହିଛନ୍ତି, ଏହା ହେଉଛି ବର୍ତ୍ତମାନର ଆବଶ୍ୟକତା। ବ୍ୟବସ୍ଥାକୁ ଯୁଗଉପଯୋଗୀ କରିବାକୁ ପଡ଼ିବ। ଦେଶରେ ବାରମ୍ବାର ନିର୍ବାଚନ ହେଉଥିବାରୁ ଏହାର ପ୍ରଭାବ ବିକାଶ ଉପରେ ପଡୁଛି...
ଭୁବନେଶ୍ୱର: ପରୀ ହତ୍ୟାଘଟଣାରେ ସାରା ରାଜ୍ୟ ତାତିବା ପରେ ଏସମ୍ପର୍କରେ ଗୃହ ଭିତରେ ବିବୃତି ରଖିଥିଲେ ମନ୍ତ୍ରୀ ଅରୁଣ ସାହୁ। ଏବେ ଗୃହ ବାହାରେ ସମାନ କଥା ଦୋହାରଇଛନ୍ତି ମନ୍ତ୍ରୀ। ଅରୁଣ କହିଛନ୍ତି, ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ, ପରିବାରକୁ...
ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି...