• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

delhi
ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ୍ତ ହେଉଛି କରୋନା। ଆଜି ଗୋଟିଏ ଦିନରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୭ ହଜାର ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଛି। ଏପଟେ...

niteesh-kumar
ମନ୍ତ୍ରୀପଦ ସମ୍ଭାଳିବାର ଦେଢ଼ ଘଣ୍ଟା ପରେ ଇସ୍ତଫା ଦେଲେ ନୀତୀଶଙ୍କ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ନୀତୀଶଙ୍କ ୩ ଦିନିଆମନ୍ତ୍ରୀ। ୩ ଦିନ ପାଇଁ ଶିକ୍ଷା ମନ୍ତ୍ରୀ ହୋଇଥିବା ମେୱାଲାଲ୍ ଚୌଧୁରୀ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବାରୁ ବିରୋଧୀଙ୍କ ଚାପ ଯୋଗୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା...

helmt
ଏଣିକି ହେଲ୍‌ମେଟ୍‌ ନପିନ୍ଧିଲେ ଲାଇସେନ୍ସ ବାତିଲ୍, ଦେବାକୁ ପଡ଼ିବ ଫାଇନ୍

ଭୁବନେଶ୍ୱର: ରାଜ୍ୟରେ ହେଲମେଟ ନିୟମ ଏଣିକି କଡାକଡି କରାଯିବ। ସୁପ୍ରିମ କୋର୍ଟ କମିଟିଙ୍କ ଉଦବେଗ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ହେଲମେଟ ନିୟମ ନ ମାନିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ନେଇ ଆଇନରେ ଯେଉଁ ବ୍ୟବସ୍ଥା ରହିଛି ତାକୁ କଡାକଡି ପାଳନ କରିବାକୁ ରାଜ୍ୟ ସରକାର...

tara-bahini-pati
ବିଧାନସଭା ଲାଗି ଶାସକ ବିଜେଡି ଏବଂ କଂଗ୍ରେସର ବୈଠକ ଶେଷ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଲାଗି ଶାସକ ବିଜେଡି ଦଳ ବୈଠକ ଶେଷ ହୋଇଛି। ଆସନ୍ତା ଅଧିବେଶନରେ ଗୃହରେ ୧୦ଟି ବିଲ୍ ଆସିବା ନେଇ ବୈଠକ ପରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ। ତା ସହିତ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି...

coronavirus
ଦିନକରେ ସୁସ୍ଥ ହେଲେ ୧୦୧୯ କରୋନା ରୋଗୀ; ଏହି ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୨ ହଜାର ୭୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

6
ଆସନ୍ତା କାଲିଠାରୁ ଏହି ସହରରେ ଲାଗୁ ହେବ କର୍ଫ୍ୟୁ

ଅହମ୍ମଦାବାଦ: ଗୁଜୁରାଟର ରାଜଧାନୀରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ଅହମ୍ମଦାବାଦ ମୁନିସ୍‌ପାଲ କର୍ପୋରେଶନ୍ କର୍ଫ୍ୟୁ ଲାଗୁକରିବାକୁ ଯାଉଛି। ଏହି କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୁଜୁରାଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଅହମ୍ମଦାବାଦରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫...

curruption
ଘର ନାଁରେ ଘୋଟାଲା, ନିରୀହଙ୍କୁ ମୋହରା ବନେଇ ଚଳୁ ହେଉଛି ଟଙ୍କା  

କଳାହାଣ୍ଡି:  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାକେଳେଙ୍କାରୀ ସାମ୍ନାକୁ ଆଇଛି। କେଉଁଠି ମଲା ଲୋକ ନାଁରେ ମିଥ୍ୟା ବିଲ୍ କରି ଟଙ୍କା ଚଳୁ ତ ଆଉ କେଉଁଠି ଘର ଖଣ୍ଡିଏ ପାଇଁ ବାସହୀନଙ୍କୁ ନାକେଦମ୍ ହେବାକୁ ପଡୁଛିା ଖାଲି ସେତିକି ନୁହେଁ, କଳାହାଣ୍ଡିରେ ଘର ଖଣ୍ଡିଏ ପାଇଁ ମହିଳା ହିତାଧିକାରୀଙ୍କୁ...

kejariwal
ବଢ଼ିଲା ଜରିମାନା; ମାସ୍କ ନପିନ୍ଧିଲେ ଗଣିବେ ୨ ହଜାର

  ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। କରୋନା ମୁକାବିଲା ଲାଗି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସର୍ବଦଳୀୟ ବୈଠକ ପରେ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧିଲେ ଜରିମାନା...

7
ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

ନୀଳଗରି: ନୀଳଗିରିରେ ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଭାରି ଚର୍ଚ୍ଚା ହେଉଛି। କାରଣ ଏକ ଶୌଚାଳୟକୁ ସେ  ନୂଆ ରୂପ ଦେଇଛନ୍ତି। ଯିଏ ଦେଖୁଛି ପ୍ରଶଂସା ନକରି ରହିପାରୁନି। ଏହି ଶୌଚାଳୟରେ ଲାଗିଛି ଟିଭି, ଫ୍ୟାନ୍, ମ୍ୟୁଜିକ୍ ସିଷ୍ଟମ ଏବଂ ରଙ୍ଗବେରଙ୍ଗର ଲାଇଟ୍। ଏଥିସହ ସୁନ୍ଦର ସୁନ୍ଦର ଫୁଲରେ...

7
ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ଗଙ୍ଗା ନଦୀ ପରେ ଏବେ ସିନ୍ଧୁ ନଦୀରୁ ଉଦ୍ଧାର ହୋଇଛି ସାର୍କମାଉଥ କ୍ୟାଟ ମାଛ। ଏହାମଧ୍ୟପ୍ରଦେଶ ଭୀଣ୍ଡ ନିକଟସ୍ଥ ସିନ୍ଧ ନଦୀରୁ ମିଳିଛି। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧୁ ନଦୀର ମେହେଡା ଘାଟରୁ ଧରିଛନ୍ତି। ସାର୍କମାଉଥ କ୍ୟାଟ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ମାଂସାହାରୀ...

12
ଏହି ସହରରେ ଡିସେମ୍ୱର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ମୁମ୍ୱାଇ: ମୁମ୍ୱାଇ ସହରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ୱର ୨୩ରୁ ଖୋଲାଯିବାକୁ ଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି( Brihanmumbai Municipal Corporation)। ବିଏମ୍‌ସି ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟକୁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ବନ୍ଦ ରଖାଯିବ। କିଛିଦିନ ହେବ ମୁମ୍ୱାଇ...

13
ଆରମ୍ଭ ହେଲା ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ତଦନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।  NHRCଙ୍କ ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯାଉଛି ବୋଲି ପଶ୍ଚିମାଞ୍ଚଳ DIG କବିତା ଜଲାନ କହିଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଥିବାରୁ ପୋଲିସ୍ ଫୋର୍ସ ସଂଖ୍ୟା ବଢ଼ାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତି ଯେପରି...