ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସ୍ ତନାଘନା ଚଲାଇଛି। ପ୍ରାଥମିକ ତଦନ୍ତରୁ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଆର.କେ. ଶର୍ମା। ଏହି ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପାଇଁ ପୋଲିସ୍ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ପଚରାଉଚରା ଆରମ୍ଭ କରିଦେଇଛି। ଏହି...
ଭୁବନେଶ୍ୱର: ସୁପର ସଣ୍ଡେରେ ଇଣ୍ଡିଆନ୍ ସୁପରଲିଗ୍ (ଆଇଏସଏଲ)ର ସୁପର ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଲୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ଜାମସେଦପୁରର ନୂଆକରି ହୋମ ଟର୍ଫ ହୋଇଛି। ପୂର୍ବରୁ ଆଏସ୍ଏଲ୍ରେ ଏହି ଦୁଇ ଦଳ ମଧ୍ୟରେ...
ମୁମ୍ବାଇ: ବଲିଓଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ଶନିବାର ଦୁବାଇ ଠାରେ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଦୁବାଇ ଠାରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦାନ ସମୟରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଥିଲା। ଶ୍ରୀଦେବୀଙ୍କ ସହ ବିବାହ...
ପାଟଣାଗଡ଼: ନୂଆ ଏକ ଜୀବନ ଆରମ୍ଭ ହେଉଥିଲା। ପାଦରେ ପାଦ ମିଶେଇ ସାରା ଜୀବନ ଆଗକୁ ବଢିବାର ସଂକଳ୍ପ କଢ଼ ମେଲୁଥିଲା। ଡେଣା ଝାଡୁଥିଲା କେତେ କେତେ ଅସୁମାରୀ ସ୍ୱପ୍ନ। ସୌମ୍ୟଶେଖର ଆଉ ରୀନାଙ୍କ ଏ ଯୋଡ଼ିକୁ ଯିଏ ଦେଖୁଥିଲା ଘଡ଼ିଏ ଚାହୁଁଥିଲା। ହେଲେ ଏ ଖୁସିକୁ ୫...
ଭୁବନେଶ୍ୱର : ମାତୃଭାଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ଭାଇରାଲ୍ ହେବା ପରେ ଚେତା ପଶିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗର। ଆଗକୁ ଥିବା ପରୀକ୍ଷାରେ ଯେପରି ଭୁଲ୍ ନହେବ ସେନେଇ ବୋର୍ଡ ପକ୍ଷରୁ ଜାରି କରାଯାଇଛି ଗାଇଡ୍ ଲାଇନ୍। ଗତକାଲି କିନ୍ତୁ ପ୍ରଶ୍ନପତ୍ର ଲିକ୍କୁ ନେଇ ଉଭୟ ମନ୍ତ୍ରୀ ଓ...
ଭୁବନେଶ୍ୱର: ରାଜନୈତିକ ହିଂସାରେ ଗଡ଼ିଲା ମୁଣ୍ଡ । ୨ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଆଖିବୁଜିଲେ ସୋହେଲା ବନାବିରା ଆକ୍ରମଣର ଅନ୍ୟ ଜଣେ ଆହତ ଦିଲେଶ୍ୱର ସାହୁ। ବୁର୍ଲା ମେଡ଼ିକାଲରୁ କଟକ ଏସସିବିକୁ ସ୍ଥାନାନ୍ତରର କେଇ ମିନିଟ୍ ପରେ ଚାଲିଗଲା ଦିଲେଶ୍ୱରଙ୍କ ପ୍ରାଣବାୟୁ। ଆଉ ଏପଟେ ରାଜନୀତିର...
ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥି ପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର...
ପୁରୀ: ପୁରୀରେ ଚାଲିଛି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଅଫ’। ଉତ୍ସବର ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’। ଆଜିର ସମାଜରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ କିଭଳି ଅନ୍ଧବିଶ୍ୱାସର ଶିକାର ହୋଇ ଗୁଣି ଗାରେଡି, ଡାଆଣି ଓ ମଣିଷ ଦେହରେ ଠାକୁର ଲାଗିବା ଉପରେ ବିଶ୍ୱାସ କରନ୍ତି, ତାକୁ...
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକମାନେ ମୋବାଇଲ ବ୍ୟବହାର କରିପାରିବେନି। ଏନେଇ ଜାରି ହୋଇଛି କଟକଣା। କିନ୍ତୁ ଏହାକୁ କେତେକ ପରୀକ୍ଷାକେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଅାସିଛି। ତେବେ ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ପରୀକ୍ଷକମାନେ କୌଣସି ପରିସ୍ଥିତିରେ...
ଭୁବନେଶ୍ୱର: ଅାଜିଠାରୁ ୨ଦିନିଅା ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଡାକରା କ୍ରମେ ନବୀନ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି। କାର୍ଯ୍ୟସୂଚି ଅନୁସାରେ, ଅାଜି ସଂଧ୍ୟା ୬ଟା୧୫ମିନିଟ୍ରେ ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କେଉଁ କାରଣ ପାଇଁ ନବୀନଙ୍କୁ...
ବରଗଡ଼ : ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁଠି ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ବିଜେପୁର, ଗାଇସିଲାଟ, ବରପାଲି ବ୍ଲକ ଓ ବରପାଲି ଏନଏସିର ସବୁ ମତଦାନ କେନ୍ଦ୍ରରେ ଭୋଟରମାନେ ସାଙ୍ଗରେ ପରିଚୟପତ୍ର ଧରି ସେମାନଙ୍କ ମତାଧିକାର...
ଢ଼େଙ୍କାନାଳ : ଢ଼େଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍ର ରହଣି ଦାବିରେ ରେଳରୋକ୍। ଆନ୍ଦୋଳନକାରୀମାନେ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଏକ ଘଣ୍ଟା ପାଇଁ ଅଟକାଇଥିଲେ। ରେଳରୋକ୍ରେ ଓକିଲ ସଂଘ ସହ ବହୁ ସଂଗଠନ ସାମିଲ ହୋଇଥିଲେ। ସମ୍ବଲପୁର ରୁଟ୍ରେ ଚାଲିଥିବା ରାଜଧାନୀ ଏକ୍ସପ୍ରେସକୁ ଢେଙ୍କାନାଳ ଷ୍ଟେସନରେ ରହଣି ପାଇଁ ବାରମ୍ବାର...
ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଚାଲିଛି। ଗତକାଲି ଅାସିଥିବା ଏହି ପାର୍ସଲ ବୋମାଟି ରାୟପୁରରୁ ଅାସିଥିବା ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିଅର ଦ୍ୱାରା ଏହା ରାୟପୁରରୁ ଅାସିଥିବା କଥା ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ...
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର କିଛିଦିନ ନପୂରୁଣୁ ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମନାକୁ ଆସିଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ରୁ ୩୯୦କୋଟି ଠକେଇ ଅଭିଯୋଗରେ, ସିବିଆଇ ଗୁରୁବାର ଦିଲ୍ଲୀର ଏକ ଜୁଏଲାରୀ ଆଉଟଲେଟ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘ ୬...
ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ରେ ବୋମା ଥିବା ନେଇ ଆଜି ସକାଳେ ଏକ ସୂଚନା ଆସିଥିଲା। ଟ୍ରେନ୍ର ସଂରକ୍ଷିତ ବଗି S-11ରେ ଦୁଇଟି ବାକ୍ସ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ପରେ ଏହି ସୂଚନା ଆସିଥିଲା। ତେବେ ଜବତ କରାଯାଇଥିବା ୨ଟି ସନ୍ଦିଗ୍ଧ ବାକ୍ସ ରଙ୍ଗ ବାକ୍ସ ବୋଲି ରେଲୱେ...
ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସଂପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ପ୍ରାୟତଃ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ସବୁ ସମ୍ଭବତଃ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶରୁ ଆମଦାନୀ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି।...
ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଟ୍ରେନ୍ର ସଂରକ୍ଷିତ ବଗି S-11ରୁ ଆରପିଏଫ୍ ୨ଟି ସନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ...
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।। ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ...
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ବିଜେପୁର ଉପ-ନିର୍ବାଚନ ମତଦାନରେ ବାଧାପ୍ରାପ୍ତ ନେଇ ସୂଚନା ମିଳିଛି। ଭିଭିପାଟ୍ ମେସିନ୍ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍ରେ ମେସିନ୍ ତ୍ରୁଟି ଯୋଗୁଁ ଏହି ସମସ୍ୟା...
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।। ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ...