ଢ଼େଙ୍କାନାଳ : ଢ଼େଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍ର ରହଣି ଦାବିରେ ରେଳରୋକ୍। ଆନ୍ଦୋଳନକାରୀମାନେ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଏକ ଘଣ୍ଟା ପାଇଁ ଅଟକାଇଥିଲେ। ରେଳରୋକ୍ରେ ଓକିଲ ସଂଘ ସହ ବହୁ ସଂଗଠନ ସାମିଲ ହୋଇଥିଲେ। ସମ୍ବଲପୁର ରୁଟ୍ରେ ଚାଲିଥିବା ରାଜଧାନୀ ଏକ୍ସପ୍ରେସକୁ ଢେଙ୍କାନାଳ ଷ୍ଟେସନରେ ରହଣି ପାଇଁ ବାରମ୍ବାର...
ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଚାଲିଛି। ଗତକାଲି ଅାସିଥିବା ଏହି ପାର୍ସଲ ବୋମାଟି ରାୟପୁରରୁ ଅାସିଥିବା ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିଅର ଦ୍ୱାରା ଏହା ରାୟପୁରରୁ ଅାସିଥିବା କଥା ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ...
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର କିଛିଦିନ ନପୂରୁଣୁ ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମନାକୁ ଆସିଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ରୁ ୩୯୦କୋଟି ଠକେଇ ଅଭିଯୋଗରେ, ସିବିଆଇ ଗୁରୁବାର ଦିଲ୍ଲୀର ଏକ ଜୁଏଲାରୀ ଆଉଟଲେଟ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘ ୬...
ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ରେ ବୋମା ଥିବା ନେଇ ଆଜି ସକାଳେ ଏକ ସୂଚନା ଆସିଥିଲା। ଟ୍ରେନ୍ର ସଂରକ୍ଷିତ ବଗି S-11ରେ ଦୁଇଟି ବାକ୍ସ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ପରେ ଏହି ସୂଚନା ଆସିଥିଲା। ତେବେ ଜବତ କରାଯାଇଥିବା ୨ଟି ସନ୍ଦିଗ୍ଧ ବାକ୍ସ ରଙ୍ଗ ବାକ୍ସ ବୋଲି ରେଲୱେ...
ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସଂପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ପ୍ରାୟତଃ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ସବୁ ସମ୍ଭବତଃ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶରୁ ଆମଦାନୀ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି।...
ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଟ୍ରେନ୍ର ସଂରକ୍ଷିତ ବଗି S-11ରୁ ଆରପିଏଫ୍ ୨ଟି ସନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ...
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।। ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ...
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ବିଜେପୁର ଉପ-ନିର୍ବାଚନ ମତଦାନରେ ବାଧାପ୍ରାପ୍ତ ନେଇ ସୂଚନା ମିଳିଛି। ଭିଭିପାଟ୍ ମେସିନ୍ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍ରେ ମେସିନ୍ ତ୍ରୁଟି ଯୋଗୁଁ ଏହି ସମସ୍ୟା...
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।। ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ...
ନୂଆଦିଲ୍ଲୀ: ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ୧୬ଟି ରାଜ୍ୟର ଖାଲି ପଡୁଥିବା ୫୮ଟି ଆସନ ପାଇଁ ଏହି ନିର୍ବାଚନ କରାଯିବ। ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ ସହ ନାମାଙ୍କନ ଦାଖଲର ଶେଷ ତାରିଖ ୧୨। ସେହିପରି ୧୩ ତାରିଖରେ...
କଟକ: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ଆକ୍ରମଣ ଘଟଣାରେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରେ ଆହତ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କ ଉପରେ ହୋଇଥିବା...
କଟକ/ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ବିଭ୍ରାଟ ଦେଖାଦେଇଛି। ଆଜି ମାତୃଭାଷା ବିଷୟରେ ପରୀକ୍ଷା ଚାଲିଥିବା ବେଳେ ହ୍ୱାଟ୍ସଅପ୍ରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର। କେନ୍ଦ୍ରାପଡ଼ା ଆଳି ବଜାରରୁ ଏହା ଭାଇରାଲ ହୋଇଥିଲା। ଚାହୁଁ ଚାହୁଁ ପ୍ରଶ୍ନପତ୍ର ହ୍ବାଟ୍ସ ଅାପ୍ ମାଧ୍ୟମରେ ସାରା ରାଜ୍ୟରେ ପହଞ୍ଚି ଯାଇଥିଲା। ଏହାକୁ...
ବଲାଙ୍ଗିର : ବାହାଘର ଉପହାରରେ ଆସିଲା ମୃତ୍ୟୁ। ଉତ୍କଣ୍ଠାରେ ଖୋଲୁଥିଲେ ବାହାଘରର ଗିଫ୍ଟ ପ୍ୟାକେଟ୍ । ଭୟଙ୍କର ବିସ୍ଫୋରଣରେ ଚାଲିଗଲା ଗିଫ୍ଟ ପ୍ୟାକେଟ୍ ଖୋଲୁଥିବା ବର ଓ ତାଙ୍କ ଜେଜେମା’ଙ୍କ ଜୀବନ। ଆଉ ଏହା ସହ ନବବିବାହିତା ପତ୍ନୀଙ୍କ ଅବସ୍ଥା ବି ଗୁରୁତର। ବଲାଙ୍ଗିର ପାଟଣାଗଡ଼ ଅନ୍ତର୍ଗତ ବ୍ରହ୍ମପୁରା...
ବଲିଉଡ଼ରେ ଏବେ ଖୁବ୍ ନାଁ କମେଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ ଜଣେ। ନିକଟରେ ରିଲିଜ୍ ହୋଇଥିବାବିବାଦୀୟ ଫିଲ୍ମ ‘ପଦ୍ମାବତ୍’ରେ ଅଭିନୟ କରି ଦୀପିକା ପାଲଟିଯାଉଛନ୍ତି ବଲିଉଡ଼ର ଜଣେ ଚର୍ଚ୍ଚିତ ଚେହେରା। ଏହି ଅଭିନେତ୍ରୀ ଜଣଙ୍କ ଯେ ଅତ୍ୟନ୍ତ ଟ୍ୟାଲେଣ୍ଟେଡ୍ ସେ ବିଷୟରେ ପ୍ରଶ୍ନ କରାଯାଇନପାରେ। ତେବେ ‘ପଦ୍ମାବତ୍’ର...
ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ରାଜନୀତି ସରଗରମ୍ । ଏପି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପ୍ରତିକ୍ରିୟାରେ କହିଛନ୍ତି , ‘ଗଣତନ୍ତ୍ରରେ ଅପରାଧର କୌଣସି ସ୍ଥାନ ନାହିଁ । ଓଡ଼ିଶାର ଲୋକମାନେ ଶାନ୍ତିପ୍ରିୟ...
ଭାରତ ଡିଜିଟାଲ୍ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନବରତ ଚେଷ୍ଟା ଚଳେଇଛି ଓ ଡିଜିଟାଲ୍ ଇଣ୍ଡିଆ ହେବାର ଲକ୍ଷ୍ୟରେ ଆଗେଇ ଚାଲିଛି। ହେଲେ ଏହା ସେତେବେଳେ ସମ୍ଭବ , ଯେତେବେଳେ ଏହି ସଂପର୍କିତ ସବୁ ବ୍ୟବସ୍ଥାର ସଠିକ୍ ରୂପାୟନ ହୋଇପାରିବ। ଏଥିପାଇଁ ସବୁଠୁ ଜରୁରୀ ଭଲ ଇଂଟରନେଟ୍ ସେବା...
ବଲାଙ୍ଗିର : ବଲାଙ୍ଗିରରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଖର ମାହୋଲରେ ଦୁଃଖର ଛାୟା ଖେଳିଯାଇଛି । ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍ରେ ବିସ୍ଫୋରଣ ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ,ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍ ଖୋଲିବା ବେଳେ...
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ସରିଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା କେନ୍ଦ୍ରରେ ପରୀକ୍ଷା ହେଉଛି। ଆଜି ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ। ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା। ୮ଟା...