• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

explosion
ବାଣ ଭିଡ଼ିଲା ବେଳେ ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର

ସାଲେପୁର: କଟକ ଜିଲ୍ଲା ସାଲେପୁରର ହରିଚନ୍ଦନପୁର ଗାଁ ପାଖରେ ଥିବା ଏକ ଘରେ ଆଜି ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତର ହୋଇ SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା...

tahasildar attack
ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀମାନେ। ଯାଜପୁର ରୋଡ଼ ମୁଣ୍ଡମାଳ ଗାଁରେ ପିଟିଲେ ଲୋକେ। ଆହତ ତହସିଲଦାର ହେଲେ ସପନ କୁମାର ନନ୍ଦ। ତହସିଲଦାର ଓ RIଙ୍କ ସମେତ କିଛି କର୍ମଚାରୀଙ୍କୁ ବି ପିଟିଲେ ଗ୍ରାମବାସୀମାନେ। ବେଆଇନ ମୋରମ ଅନଲୋଡ଼ ବେଳେ ଚଢ଼ାଉ କରିବାରୁ ମାଡ଼...

karti chidambaram
ମନି ଲଣ୍ଡରିଂ ମାମଲା: ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ସିବିଆଇ ଦ୍ୱାରା ଗିରଫ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଏକ ମନି ଲଣ୍ଡରିଂ ମାମଲାରେ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରିଛି। ଆଇଏନଏକ୍ସ ମିଡ଼ିଆ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ଲଣ୍ଡନରୁ ଫେରିବା ପରେ...

Jayendra Saraswathi
କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକ

ଚେନ୍ନାଇ: କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ତାମିଲନାଡ଼ୁର କାଞ୍ଚିପୁରମ୍ ଠାରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଜୟେନ୍ଦ୍ର ସରସ୍ୱତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ...

Bijay Mohanty
ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ

ଭୁବନେଶ୍ୱର: ଆସନ୍ତା ୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁଥିବା ଅଷ୍ଟମ ରୁଚି ଓଡିଆ ଫିଲ୍ମ ଫେୟାର ଆଓ୍ୱାର୍ଡରେ  ବିଶିଷ୍ଟ ସିନେ ଅଭିନେତା ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ ପ୍ରଦାନ କରାଯିବ। ଏହା ସହିତ ଆଇକନ ଅଫ୍ ଦି ଇୟର,ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ,...

sridevi
ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ

ମୁମ୍ବାଇ: ଆଜି ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସାଢେ ୧୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ହେବ। ସାଢେ ୩ଟାରେ ଏକ ଶୋଭାଯାତ୍ରାରେ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯିବ ଓ ସେଠାରେ ତାଙ୍କ ଅନ୍ତିମ ସଂସ୍କାର ହେବ। ମୃତ୍ୟୁର ପ୍ରାୟ ୭୨ ଘଣ୍ଟା...

cyber cell
ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣା: କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା

କେନ୍ଦ୍ରାପଡ଼ା: ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଆଳିରେ  କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା ଆରମ୍ଭ ହୋଇଛି। ଗତକାଲି ଅପରାହ୍ଣରେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦୁଇଜଣିଆ ଟିମ୍ ଆଳିରେ ପହଞ୍ଚି ଆଳିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତଦନ୍ତ କରିଛି। ପ୍ରଶ୍ନପତ୍ର ରଖାଯାଉଥିବା ନୋଡାଲ ସେଣ୍ଟରକୁ ଯାଇ...

bijepur election
ବିଜେପୁର ବ୍ୟାଟେଲ: ସକାଳ ୮ରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ

ବରଗଡ଼: ଆଜି  ବିଜେପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ପଦ୍ମପୁର ଅଞ୍ଚଳ କଲେଜରେ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ଜନାଦେଶ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। ୧୪ଟି ଟେବୁଲରେ ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ଗଣତି ବେଳେ ୧...

shreedevi-1
ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାକୁ କ୍ଲୋଜ୍ କଲା ଦୁବାଇ ପୋଲିସ୍ : ପରିବାରକୁ ହସ୍ତାନ୍ତର ପରେ ମୁମ୍ବାଇ ଆସୁଛି ମରଶରୀର

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସର ଅବସାନ। କେସ୍‌ କ୍ଳୋଜ୍ କଲା ଦୁବାଇ ପୋଲିସ୍। ମୃତ୍ୟୁର କାରଣକୁ ନେଇ ସନ୍ଦେହ ଦୂର ହେବା ପରେ ମୃତଦେହ ହସ୍ତାନ୍ତର ଲାଗି ପରିବାର ଏବଂ ଭାରତୀୟ ବାଣିଜ୍ୟକ ଦୂତାବାସକୁ ଅନୁମତି ଦେଇଥିଲା ଦୁବାଇ ପୋଲିସ୍। ପରେ ତାଙ୍କ ମରଶରୀର ମୁମ୍ବାଇ...

amir
ପାଠରେ ପଛୁଆ କିନ୍ତୁ ଅଭିନୟରେ ଆଗୁଆ : ଜାଣନ୍ତୁ କେଉଁ ଷ୍ଟାରଙ୍କ କ୍ୱାଲିଫିକେସନ କେତେ

ଫିଲ୍ମରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ମନଛୁଆଁ ଅଭିନୟ ଦେଖି ଆପଣ ଖୁବ୍ ଆକର୍ଷିତ ହୁଅନ୍ତି। ଆଉ ଖୁବ୍ ତାରିଫ୍‌ ମଧ୍ୟ କରନ୍ତି। ହେଲେ ଆପଣ ଜାଣନ୍ତି ଏହି କଳାକାରମାନଙ୍କ ମଧ୍ୟରୁ ଅନେକ ଅଧାରୁ ପାଠ ଛାଡ଼ିଛନ୍ତି। ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା କଳାକାରମାନଙ୍କ...

patanagarh gift blast
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ୫ ଦିନ ପରେ ବି ପୋଲିସ୍ ହାତ ଖାଲି : ମୃତ୍ୟୁର ପ୍ରେରକ କିଏ ଥଳକୂଳ ପାଉନି ପୋଲିସ୍

ବଲାଙ୍ଗିର : କେମିତି ଖୋଲିବ ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ? କିଏ ସେ ମୃତ୍ୟୁର ପ୍ରେରକ? ଘଟଣାର ୫ ଦିନ ପରେ ବି ଥଳକୂଳ ପାଉନି ବଲାଙ୍ଗିର ପୋଲିସ୍। ତଦନ୍ତ ପାଇଁ ରାୟପୁର ଯାଇଥିବା ବଲାଙ୍ଗିର ପୋଲିସ୍‌ର ଟିମ୍ କେବଳ କୋରିୟର ଆସିଥିବା ସ୍କାଏ କିଂ ଶାଖାରେ ଚକ୍କର...

bijepur
କାହାର ହେବ ବିଜେପୁର : ରାତି ପାହିଲେ ଆସିବ ଜନତାଙ୍କ ଫୈସଲା

ଭୁବନେଶ୍ୱର : ରାତି ପାହିଲେ ଆସିବ ବିଜେପୁର ଫୈସଲା। ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି। ପରସ୍ପରକୁ ମାତ୍‌ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ,  କିଏ ୨୦ ହଜାର। ପୁଣି...

gift blast
ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା : ରାୟପୁର ସମେତ ବିଭିନ୍ନ ସ୍ଥାନରେ ପୋଲିସର ଛାନ୍‌ଭିନ୍‌ ଜାରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ଜୋରଦାର ତନାଘନା ଜାରି ରଖିଛି ପୋଲିସ। ବଲାଙ୍ଗିର ଜିଲ୍ଲା ପୋଲିସର ଦୁଇଟି ଟିମ୍ ରାୟପୁର ସମେତ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି। ତେବେ ଏହି ବିସ୍ଫୋରଣର ଏକମାତ୍ର ସାକ୍ଷୀ ତଥା ମୃତ ସୌମ୍ୟଶେଖରଙ୍କ ନବବିବାହିତା...

drumstick
ବୈବାହିକ ଜୀବନକୁ ମଧୁର କରେ ସଜନା ଛୁଇଁ ସୁପ୍ : ଜାଣନ୍ତୁ ଏହାର ମହତ ଗୁଣ ବିଷୟରେ

ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ? ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ , ତା’ଠାରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଭଲ। ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା...

ram nath kovind
ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆନନ୍ଦ ଭବନ ମ୍ୟୁଜିୟମ ଓ ଲର୍ଣିଂ ସେଣ୍ଟର ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ମାର୍ଚ୍ଚ ୧୭ କିମ୍ବା ୧୮ରେ ଓଡ଼ିଶା ଆସିପାରନ୍ତି ବୋଲି...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result