ଭୁବନେଶ୍ୱର: ଅଗ୍ନି ନିର୍ବାପନ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ନେଇ ଅଗ୍ନିଶମ ବିଭାଗ ରାଜଧାନୀର ୧୩ଟି ପ୍ରତିଷ୍ଠାନକୁ ଆଜି ନୋଟିସ୍ ଜାରି କରିଛି। ଏନେଇ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି। ଏହି ୧୩ଟି ସଂସ୍ଥା ମଧ୍ୟରେ ହୋଟେଲ, ମଲ୍, ଓ ଜୁଏଲାରୀ ସପ୍ ରହିଛି।...
ଜଳେଶ୍ୱର : ଭୁଜାଲିରେ ହାଣି ଜଣେ ଔଷଧ ଦୋକାନୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେବାର ଅଭିଯୋଗ । ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ । ଭୋଗରାଇ ଖଳାଗଡ଼ଇ ରାସ୍ତାରେ ଦୋକାନୀ ଜଣକ ଗତକାଲି ବାଇକରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ତାଙ୍କ...
ଭୁବନେଶ୍ୱର: ଅଡୁଆରେ ପଡିଲେ ସିନେ ଅଭିନେତା ଅନୁଭବ ମହାନ୍ତି! ତେବେ ଏହି କଥା ଶୁଣିବାପରେ ସମସ୍ତଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ ଏହାର କାରଣ ଜାଣିବା ପାଇଁ। ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗାଡିକୁ କିଛି ବିଜେପି କର୍ମୀ ଘେରି ଯିବାଫଳରେ...
ବିଜେପୁର : ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ...
ରାଉରକେଲା : ୪ଦିନର ସଂଗ୍ରାମ ପରେ ଶେଷରେ ଅାଖି ବୁଜିଲା ୬ଦିନର ଶିଶୁ । ରାଉରକେଲା ନର୍ସିଂହୋମ୍ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣାରେ ଶେଷରେ ଅାଖି ବୁଜିଛି । ୬ଦିନର ଶିଶୁ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତ...
କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏନେଇ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ଠାରୁ ରିଲେ ଅନଶନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ପରିସରରେ ଚାଲିଥିବା ଏହି ଅନଶନରେ ହାଇକୋର୍ଟରେ କୌଣସି ମାମଲା ଦାୟର...
ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋସନରେ ବ୍ୟସ୍ତ । ନିକଟରେ ସେ ଅଭିନେତ୍ରୀ ନେହା ଧୂପିଆଙ୍କ ଟକ୍ ଶୋ’ରେ ପହଁଚିଥିଲେ । ଏହି ଶୋ’ରେ ସେ ପ୍ରସିଦ୍ଧ ଫ୍ୟାଶନ୍ ଡ଼ିଜାଇନର ସବ୍ୟସାଚୀଙ୍କ ସହ ଯାଇଥିଲେ । ଏହି ଅବସରରେ ନିଜର...
ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ପୁଣିଥରେ ଆଉ ଏକ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି। ବର୍ତ୍ତମାନର ବିବାଦ ଘେରକୁ ତାଙ୍କୁ ଟାଣିଛନ୍ତି ଖୋଦ୍ ପାର୍ଟିର ସାଂସଦ। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆମ୍ ଆଦମୀ ପାର୍ଟିର ୨ ଜଣ ସାଂସଦ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟ ଶାସନ...
ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ...
ଭୁବନେଶ୍ୱର/ ନୂଆଦିଲ୍ଲୀ : ଓଡ଼ିଶାର ୪ଜଣ ହକି ଖେଳାଳି -ଦିପସାନ୍ ତିର୍କୀ , ଅମିତ୍ ରୋହିଦାସ୍ , ନିଲମ୍ ସଂଜୀପ୍ ଜେସ୍ ଓ ଶିଲାନନ୍ଦ ଲାର୍କାଙ୍କୁ ଆସନ୍ତା ୨୭ତମ ଜନାଲ୍ ଶାହା କପ୍ ପାଇଁ ଚୟନ କରାଯାଇଛି । ଏହି କପ୍ ମାର୍ଚ୍ଚ ୩ରୁ ମାଲେସିଆରେ ଆରମ୍ଭ ହେବାକୁ...
ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍କାଉଣ୍ଟର । ପୋଲସରା କାକୁଡିଆଇ ଜଙ୍ଗଲରେ ପୋଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି । ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତା’ଠାରୁ...
ମାଲକାନଗିରି: ଗତକାଲି ଛତିଶଗଡ଼ ସୁକ୍ମା ଜିଲ୍ଲାର ଭେଜି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଯବାନ ଆହତ ହୋଇଛନ୍ତି। ପ୍ରାୟ ୫ ଘଣ୍ଟା...
ଯାଜପୁର: ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଛନ୍ତି ସିକ୍ୟୁରିଟି ଗାର୍ଡ। ଯାଜପୁର କଳିଙ୍ଗନଗର ଗୋବରଘାଟି ଆବାସିକ ସ୍କୁଲରେ ଘଟିଛି ଏଭଳି ଘଟଣା। ଗତକାଲି ରାତି ଅଧରେ ଟାଟା ଷ୍ଟିଲର ସିକ୍ୟୁରିଟି ଗାର୍ଡ ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।...
ମୁମ୍ବାଇ: କୁହାଯାଏ ସେଲିବ୍ରେଟିମାନଙ୍କ ଲାଇଫ୍ ଏକ ଅଲଗା ଅନ୍ଦାଜର । ସେମାନଙ୍କର କଥାବାର୍ତ୍ତା, ଚାଲିଚଳନ , ବେଶଭୂଷା ଆଦିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ଏମିତି ଭାବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର । ଫେବୃଆରି ୧୫ରେ କରିସ୍ମା କପୁରଙ୍କ ବାପା...
ନୂଆ ଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକର ବହୁଳ ବ୍ୟବହାରକୁ ଦେଖି ରେଳବିଭାଗ କିଛି ପଦକ୍ଷେପ ନେବାକୁ ଯୋଜନା କରିଛି । ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡିକର ଚାର୍ଜିଂ ପାଇଁ ଷ୍ଟେସନ ବନେଇବାକୁ ଯୋଜନା କରିଛି । ଗ୍ରୀନ୍ ଏନର୍ଜୀକୁ ପ୍ରମୋଟ କରିବା ଓ ଏହାର ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ...
ମଣିଷ ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଖାଇବା ପିଇବା ସହିତ ଠିକ୍ ସମୟରେ ଶୋଇବା ନିହାତି ଆବଶ୍ୟକ। ଅନେକ ବ୍ୟକ୍ତି ନିଜର ଖିଆଲି ଜୀବନଶୈଳୀ ଯୋଗୁଁ ଶୋଇବା ଅବହେଳା କରନ୍ତି। ଠିକ୍ ସମୟରେ ନଶୋଇ ବିଳମ୍ବରେ ଶୋଇଥାନ୍ତି। ଏପରି କରିବା ଦ୍ୱାରା ନିଦ୍ରାହୀନତା ଭଳି ରୋଗ ଦେଖାଦିଏ।...
ଭୁବନେଶ୍ୱର : ଅାଜି ବିଜେପିରେ ସାମିଲ୍ ହେଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅାୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀମତୀ...
ଭୁବନେଶ୍ୱର : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଅାନ୍ଦୋଳନ କରିବ କଂଗ୍ରେସ । ଅାଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଅାଦି ସ୍ଥାନରେ ଦଳ ଅାନ୍ଦୋଳନକୁ ଓହ୍ଲାଇବ । କୋର୍ଟଙ୍କ ତତ୍ତ୍ୱାବଧାନରେ...
ସମ୍ବଲପୁର: ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ। ଆଜିଠାରୁ ୬ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କହିଛି, ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି କୋର୍ଟ ଖୋଲା ରହିବ ନାହିଁ। ଉଭୟ ରାଜ୍ୟ...
ବରଗଡ଼ : ଉପନିର୍ବାଚନ ପାଇଁ କମ୍ପୁଛି ବିଜେପୁର । ୩ ପ୍ରମୁଖ ଦଳର କ୍ୟାମ୍ପେନ୍ରେ ଉଠୁଛି ପଡୁଛି ପ୍ରଚାର ମୈଦାନ । ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଏବଂ ଷ୍ଟାର୍ ପ୍ରଚାରକ । ବିଜେଡି ନେତ୍ରୀ ରୀତା...