• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

biuffalo death
ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ : ଚାଷୀଙ୍କ ମଧ୍ୟରେ ଆତଙ୍କ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ।  ସପ୍ତାହକ ମଧ୍ୟରେ ମଲେଣି ୧୦୦ରୁ ଅଧିକ ମଇଁଷି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ ମଧ୍ୟ ମଇଁଷି ମଡ଼କକୁ ରୋକାଯାଇ ପାରିନାହିଁ। ମୃତ ମଇଁଷିଙ୍କର ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା...

manohar parikar
ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗୋଆ ମୁଖ୍ୟମନ୍ତ୍ରୀ ପାରିକର ହସ୍ପିଟାଲରେ ଭର୍ତ୍ତି; ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ପାନାଜୀ: ପୁଣିଥରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ ଓ କମ୍ ରକ୍ତ ଚାପ ଜନିତ ସମସ୍ୟା ନେଇ ରବିବାର ଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ...

matric exam
ପୁଣି ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ୱର: ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହେବାପରେ ଆଜି ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ସକାଳ ୧୦.୫୧ରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ସୂଚନା ମିଳିଛି। ୧୦ଟା ୫୧ରେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ବୋର୍ଡର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଛି ବୋଲି ଜଣାପଡ଼ିଛି। ତେବେ କେଉଁ ଅଞ୍ଚଳରୁ...

sudarshan sand art
ବାଲୁକା କଳା ମାଧ୍ୟମରେ ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ୍ ଆଣ୍ଡ ଆର୍ଟ ଅନୁଷ୍ଠାନ ପକ୍ଷରୁ ଶ୍ରୀଦେବୀଙ୍କ ସୁନ୍ଦର ବାଲୁକା ଚିତ୍ର କରାଯାଇ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। Tribute to...

ISL
ଆଇଏସଏଲ ୨୦୧୮: ଜାମସେଦପୁର FCକୁ ହରାଇ ବେଙ୍ଗାଲୁରୁ FC ୨-୦ ଗୋଲରେ ଜିତିଲା ମ୍ୟାଚ୍

ଭୁବନେଶ୍ୱର: ଭୁବନେଶ୍ୱର ISL ମୁକାବିଲାରେ ବେଙ୍ଗାଲୁରୁ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଜାମସେଦପୁର FCକୁ ହରାଇ ବେଙ୍ଗାଲୁରୁ FC ୨-୦ ଗୋଲରେ ମ୍ୟାଚ୍  ଜିତି ନେଇଛି। ଏହାସହ ପ୍ରଥମ ଲିଗରେ ଜାମସେଦପୁରଠାରୁ ପରାଜୟର ପ୍ରତିଶୋଧ ନେଇଛି ବେଙ୍ଗାଲୁରୁ ଟିମ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ISL...

bird flu
ପାରାଦୀପରେ ବାର୍ଡ ଫ୍ଲୁ ଆତଙ୍କ: କୁକୁଡ଼ା ମରା ଅଭିଯାନ ଆରମ୍ଭ

ପାରାଦୀପ: ପାରାଦୀପରେ ବାର୍ଡ ଫ୍ଲୁ ବ୍ୟାପିବା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି।  ଗତକାଲି ପ୍ରଥମ ଦିନରେ ଦୁଇ ଶହ କୁକୁଡା ସହ ବହୁ ଅଣ୍ଡା ମାଟିରେ ପୋତାଯାଇଛି। କାଉ ଓ କୁକୁଡା ମଡକ ପରେ ରକ୍ତ ନମୁନା ସଂଗ୍ରହ କରାଯାଇ ଭୋପାଳ ପରୀକ୍ଷାଗାର ପଠାଯାଇଥିଲା।  ରିପୋର୍ଟ...

naveen patnaik
ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯିବ

ଭୁବନେଶ୍ୱର: ଆଗାମୀ ରାଜ୍ୟସଭା ନିର୍ବାଚନ ନେଇ କାର୍ଡ ଖୋଲିଲା ବିଜେଡି। ଓଡ଼ିଶାରୁ ଖାଲି ପଡୁଥିବା ୩ଟି ସିଟ୍ ଲାଗି ବିଜେଡି ରାଜନୈତିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ। ଆଜି ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଠିକ୍ ସମୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ।...

evm machine
ଇଭିଏମରେ ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ

ବରଗଡ଼: ଗତକାଲି ବିଜେପୁର ଉପ-ନିର୍ବାଚନ ପାଇଁ ମତଦାନ ସରିବା ପରେ ଇଭିଏମ୍ ଭିତରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ପରେ ଇଭିଏମ୍ ଗୁଡିକୁ  ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ହୋଇଥିବା କାଉଣ୍ଟିଂ ସେଣ୍ଟରକୁ ନିଆଯାଇଛି। ଏକ କଂପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କଡ଼ା ପହରା ଭିତରେ ଷ୍ଟ୍ରଙ୍ଗ ରୁମରେ...

pm modi
ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜ୍ଞାନ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।  ଆଜି ଜାତୀୟ ବିଜ୍ଞାନ ଦିବସ ହୋଇଥିବାରୁ ମୋଦି କହିଛନ୍ତି, ମାନବ ସମାଜର ମଙ୍ଗଳ ପାଇଁ ବିଜ୍ଞାନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯୁବପୀଢ଼ି ସତ୍ୟ ଓ ଜ୍ଞାନର ଅନ୍ୱେଷଣରେ ପ୍ରେରିତ ହୁଅନ୍ତୁ। ...

gift packet blast
ଗିଫ୍ଟ ପ୍ୟାକେଟ୍ ବିସ୍ଫୋରଣ ଘଟଣା: ପାର୍ସଲ ବୋମା ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଲା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସ୍ ତନାଘନା ଚଲାଇଛି। ପ୍ରାଥମିକ ତଦନ୍ତରୁ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଆର.କେ. ଶର୍ମା। ଏହି ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପାଇଁ ପୋଲିସ୍ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ପଚରାଉଚରା ଆରମ୍ଭ କରିଦେଇଛି। ଏହି...

football match
ରାଜଧାନୀରେ ଫୁଟ୍‌ବଲ ଫିଭର୍‌: ISL ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତ

ଭୁବନେଶ୍ୱର: ସୁପର ସଣ୍ଡେରେ ଇଣ୍ଡିଆନ୍ ସୁପରଲିଗ୍‌ (ଆଇଏସଏଲ)ର ସୁପର ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଲୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ଜାମସେଦପୁରର ନୂଆକରି ହୋମ ଟର୍ଫ ହୋଇଛି। ପୂର୍ବରୁ ଆଏସ୍‌ଏଲ୍‌ରେ ଏହି ଦୁଇ ଦଳ ମଧ୍ୟରେ...

sridevi
ଆଖିବୁଜିଲେ ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ

ମୁମ୍ବାଇ: ବଲିଓଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ଶନିବାର ଦୁବାଇ ଠାରେ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଦୁବାଇ ଠାରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦାନ ସମୟରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଥିଲା। ଶ୍ରୀଦେବୀଙ୍କ ସହ ବିବାହ...

gift-1
ସ୍କାଏକିଙ୍ଗ୍‌ କୋରିଅରରେ ଆସିଥିଲା ମୃତ୍ୟୁର ପାର୍ସଲ : ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣ ଖୋଳତାଡ଼ ପାଇଁ ରାୟପୁରରେ ବଲାଙ୍ଗିର ପୋଲିସ୍

ପାଟଣାଗଡ଼: ନୂଆ ଏକ ଜୀବନ ଆରମ୍ଭ ହେଉଥିଲା। ପାଦରେ ପାଦ ମିଶେଇ ସାରା ଜୀବନ ଆଗକୁ ବଢିବାର ସଂକଳ୍ପ କଢ଼ ମେଲୁଥିଲା। ଡେଣା ଝାଡୁଥିଲା କେତେ କେତେ ଅସୁମାରୀ ସ୍ୱପ୍ନ। ସୌମ୍ୟଶେଖର ଆଉ ରୀନାଙ୍କ ଏ ଯୋଡ଼ିକୁ ଯିଏ ଦେଖୁଥିଲା ଘଡ଼ିଏ ଚାହୁଁଥିଲା। ହେଲେ ଏ ଖୁସିକୁ ୫...

matric exam
ହ୍ୱାଟ୍ସଆପ୍‌ରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ପରେ ଭାଙ୍ଗିଲା ବୋର୍ଡର ନିଦ : ବିଭ୍ରାଟ ଏଡ଼ାଇବାକୁ ଜାରି ହେଲା ସାନି ଗାଇଡ୍ ଲାଇନ୍

ଭୁବନେଶ୍ୱର : ମାତୃଭାଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍‌ରେ ଭାଇରାଲ୍ ହେବା ପରେ ଚେତା ପଶିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗର।  ଆଗକୁ ଥିବା ପରୀକ୍ଷାରେ ଯେପରି ଭୁଲ୍ ନହେବ ସେନେଇ ବୋର୍ଡ ପକ୍ଷରୁ ଜାରି କରାଯାଇଛି ଗାଇଡ୍ ଲାଇନ୍। ଗତକାଲି କିନ୍ତୁ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଉଭୟ ମନ୍ତ୍ରୀ ଓ...

dileswar death
ଦିଲେଶ୍ୱରଙ୍କ ମୃତ୍ୟୁ ପରେ ତେଜିଲା ପଲିଟିକାଲ୍ ଓ୍ୱାର୍ : ଶ୍ରଦ୍ଧାଞ୍ଜଳି ଦେଇ ବିଜେପିକୁ  ନରହନ୍ତା କହିଲା ବିଜେଡି

ଭୁବନେଶ୍ୱର: ରାଜନୈତିକ ହିଂସାରେ ଗଡ଼ିଲା ମୁଣ୍ଡ । ୨ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଆଖିବୁଜିଲେ ସୋହେଲା ବନାବିରା ଆକ୍ରମଣର ଅନ୍ୟ ଜଣେ ଆହତ ଦିଲେଶ୍ୱର ସାହୁ। ବୁର୍ଲା ମେଡ଼ିକାଲରୁ କଟକ ଏସସିବିକୁ ସ୍ଥାନାନ୍ତରର କେଇ ମିନିଟ୍ ପରେ ଚାଲିଗଲା ଦିଲେଶ୍ୱରଙ୍କ ପ୍ରାଣବାୟୁ। ଆଉ ଏପଟେ ରାଜନୀତିର...

radio-1
ରେଡ଼ିଓ ଲାଇଭ୍‌ ସୋ’ କରୁଥିବା ବେଳେ ସନ୍ତାନ ଜନ୍ମ ଦେଲେ RJ : ଶ୍ରୋତାଙ୍କ ସହ ବାଣ୍ଟିଲେ ମାଆ ହେବାର ଅନୁଭୂତି  

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥି ପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍‌ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର...

puri
ପୁରୀରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 'ବାୟୋଅଫ' ଅନୁଷ୍ଠିତ : ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’

ପୁରୀ: ପୁରୀରେ ଚାଲିଛି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଅଫ’। ଉତ୍ସବର ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’।  ଆଜିର ସମାଜରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ କିଭଳି ଅନ୍ଧବିଶ୍ୱାସର ଶିକାର ହୋଇ  ଗୁଣି ଗାରେଡି, ଡାଆଣି ଓ ମଣିଷ ଦେହରେ ଠାକୁର ଲାଗିବା ଉପରେ ବିଶ୍ୱାସ କରନ୍ତି, ତାକୁ...

exam
ମୋବାଇଲ ବ୍ୟବହାର ନେଇ କଟକଣା : ପରୀକ୍ଷା ବେଳେ ମୋବାଇଲ ଧରି ପାରିବେନି ପରୀକ୍ଷକ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକମାନେ ମୋବାଇଲ ବ୍ୟବହାର କରିପାରିବେନି। ଏନେଇ ଜାରି ହୋଇଛି କଟକଣା। କିନ୍ତୁ ଏହାକୁ କେତେକ ପରୀକ୍ଷାକେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଅାସିଛି। ତେବେ ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ପରୀକ୍ଷକମାନେ କୌଣସି ପରିସ୍ଥିତିରେ...

naveen-patnaik
୨ଦିନିଅା ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅାଜିଠାରୁ ୨ଦିନିଅା ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଡାକରା କ୍ରମେ ନବୀନ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି। କାର୍ଯ୍ୟସୂଚି ଅନୁସାରେ, ଅାଜି ସଂଧ୍ୟା ୬ଟା୧୫ମିନିଟ୍‌ରେ ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କେଉଁ କାରଣ ପାଇଁ ନବୀନଙ୍କୁ...

bijepur voting
ବିଜେପୁର ଉପନିର୍ବାଚନ : ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁ ବୁଥ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍

ବରଗଡ଼ : ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁଠି ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ବିଜେପୁର, ଗାଇସିଲାଟ, ବରପାଲି ବ୍ଲକ ଓ ବରପାଲି ଏନଏସିର ସବୁ ମତଦାନ କେନ୍ଦ୍ରରେ ଭୋଟରମାନେ ସାଙ୍ଗରେ ପରିଚୟପତ୍ର ଧରି ସେମାନଙ୍କ ମତାଧିକାର...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result