• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ranbir
ରଣବୀର ଜୀବନରେ ପୁଣି ଜଣେ ଚୁଲବୁଲି ନାୟିକାଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ଼ର ଲଭର ବୟ ରଣବୀର କପୁର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥାଏ ତାଙ୍କ ରୋମାନ୍ସକୁ ନେଇ। ବଲିଉଡ୍‌ରେ ପାଦ ଦେବା ପରଠାରୁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସଂପର୍କକୁ ନେଇ କିଛି ନା କିଛି ଶୁଣିବାକୁ ମିଳିଥାଛି। ବିଶେଷ...

spacex
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଗଲା ମହାକାଶ

ୱାସିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ‘ଫାଲକନ ହେଭି’ ମହାକାଶକୁ ଯାଇଛି। ଘରୋଇ କମ୍ପାନୀ SPACE X ପକ୍ଷରୁ ଏହାକୁ ଉତ୍‌କ୍ଷେପନ ହୋଇଯାଇଛି। ଆମେରିକାର ଫେ୍ଲାରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହି ଉତ୍‌କ୍ଷେପଣ ଗତକାଲି ହୋଇଛି। ଏହାର ଓଜନ ପାଖାପାଖି ୬୩.୮ ଟନ୍ ଓ ଲମ୍ବ ୨୩୦...

dada
ଗାଙ୍ଗୁଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ବିରାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟଇମ୍‌ ୬ଟିକିଆ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଜିତି ସାରିଛି। ଏହି ୩ଟି ମ୍ୟାଚରୁ ବିରାଟ କୋହଲି ୨ଟି ଶତକ ହାସଲ କରିସାରିଛନ୍ତି। ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ବିରାଟ ପ୍ରଥମ ଖେଳାଳି ଭାବେ ସର୍ବାଧିକ ଶତକ...

download
ଅଧିକାଂଶ ଭାରତୀୟ ମହିଳାଙ୍କ ପସନ୍ଦ ଛୋଟ ପରିବାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସମୟ ସହ ତାଳ ଦେଇ ଆମ ସମାଜରେ ପରିବର୍ତ୍ତନ ଘଟୁଛି। ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ। ବଡ଼ ପରିବାରକୁ ସମାଜରେ ବିଶେଷ ସମ୍ମାନ ମିଳୁଥିଲା। ଲୋକେ ମଧ୍ୟ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁଥିଲେ। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ...

cancer-cells-dividing
ସ୍ୱତନ୍ତ୍ର ସଫ୍ଟୱେରରେ ହେବ କର୍କଟ ଚିକିତ୍ସା

ଚେନ୍ନାଇ: ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାଖାପାଖି ବାର୍ଷିକ ୮୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଦୂରାରୋଗ୍ୟରୁ ମୁକ୍ତି ପାଇବା ବଡ କଷ୍ଟକର ଓ ବ୍ୟୟବହୁଳ। ସାମାନ୍ୟତମ ଅବହେଳା ଜୀବନ ନେଇଯାଇପାରେ। ଏପରି ସ୍ଥିତିର ମୁକାବିଲା ପାଇଁ...

paralakhemundi
ନାବାଳିକାଙ୍କୁ ପ୍ରତାରଣା ଦେଇ ଗର୍ଭବତୀ କରିଥିବା ଯୁବକ ଗିରଫ

ପାରଳାଖେମୁଣ୍ଡି: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଲେ ଓ ପୁଣି ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବାତ କରାଇ ଦେଲେ। ଏହାପରେ ଫେରାର ହୋଇଗଲେ ଧୋକ୍କାବାଜ୍‌ ପ୍ରେମିକ। ଏପରି ଏକ ଅଭିଯୋଗ ଘଟିଛି ଗଜପତି ଜିଲ୍ଲାରେ। ରାୟଗଡ଼ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌...

zodaic1-1-1-1-2-1-1-1-1-1-2-1-1
ଜାନୁଆରୀ ୨୯, ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ

ମେଷ: ମନ ଚଞ୍ଚଳ ରହିବ। ସେଥିପାଇଁ ଯେ କୌଣସି ନିଷ୍ପତ୍ତି ନେବାରେ ଆପଣଙ୍କୁ ସମସ୍ୟା ହେବ। ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ। ବୃଷ: ସ୍ଥିର ଚିତରେ କାମ କରନ୍ତୁ। ନହେଲେ ଭଲ ସୁଯୋଗ ହାତରୁ ଖସି ଯିବ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ମିଥୁନ:...