ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଡିପିସିଏଲ୍(ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍)ର କୋଇଲା ଅନଲୋଡିଂ ବେଲ୍ଟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବହୁ ପରିମାଣରେ କୋଇଲା ସହ ସେଠାରେ ଥିବା କିଛି ମେସିନ୍ ପୋଡ଼ି ଯାଇଛି। ଧାମରା ଦମକଳ କେନ୍ଦ୍ରର ୨ଟି ଗାଡ଼ି ସହ କମ୍ପାନୀ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣ...
କେନ୍ଦ୍ରାପଡ଼ା: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ଠିକ୍ ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍ସ ଆପ୍ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି,...
ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହେବାସହ ୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ରହିଛି। ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ। । ୮ଟା...
ଜୟପୁର : ବିବାଦୀୟ କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍ । ଚନରେଡି ବାଲସା ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ଅବସରରେ ଏକ ମୋବାଇଲ୍ ଆମ୍ବୁଲାନ୍ସକୁ ଗାଁ ଲୋକଙ୍କ ପାଇଁ ଏହି ଟିମ୍...
ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ତାଣ୍ଡବ । ପୁଣି ଏକ ମୁଣ୍ଡ ଗଡ଼ାଇଲେ ମାଓବାଦୀ । ଅଣ୍ଡ୍ରାପାଲି ଓରାପଦର ଗାଁରେ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ , ମାଓବାଦୀମାନେ ରାତିରେ ଘରୁ ଟେକିନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବାର ଅଭିଯୋଗ ହୋଇଛି...
କାବୁଲ୍ : ଆଫଗାନୀ ସେନା ଲଖମନ୍ ପ୍ରାନ୍ତରେ ଥିବା ଏକ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବଂ ୩୦ଜଣ ନାଗରିକ ମୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତିରେ ଏହି ସୂଚନା...
ଭୁବନେଶ୍ୱର: ପୁଣି ଥରେ ଧାରଣାକୁ ଓହ୍ଲାଇବେ ରେଲୱେ ଆଶାୟୀ ପ୍ରାର୍ଥୀ। ରେଲୱେ ଗ୍ରୁପ-ଡ଼ି ପଦବୀ ପାଇଁ ଆବଶ୍ୟକୀୟ ଯୋଗ୍ୟତାରେ କିଛି ପରିବର୍ତ୍ତନ ନେଇ ଆସନ୍ତା ସପ୍ତାହରେ ପୁନର୍ବାର ଛାତ୍ରଛାତ୍ରୀମାନେ ଧାରଣା କରିପାରନ୍ତି ବୋଲି ସୂଚନା ମିଳିଛି। ବୟସ ସୀମାରେ ପରିବର୍ତ୍ତନ ନେଇ ଛାତ୍ରଛାତ୍ରୀମାନେ ଗତ ଫେବୁଆରୀ ୧୭ ରେ...
ଭୁବନେଶ୍ୱର: ଅଗ୍ନି ନିର୍ବାପନ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ନେଇ ଅଗ୍ନିଶମ ବିଭାଗ ରାଜଧାନୀର ୧୩ଟି ପ୍ରତିଷ୍ଠାନକୁ ଆଜି ନୋଟିସ୍ ଜାରି କରିଛି। ଏନେଇ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି। ଏହି ୧୩ଟି ସଂସ୍ଥା ମଧ୍ୟରେ ହୋଟେଲ, ମଲ୍, ଓ ଜୁଏଲାରୀ ସପ୍ ରହିଛି।...
ଜଳେଶ୍ୱର : ଭୁଜାଲିରେ ହାଣି ଜଣେ ଔଷଧ ଦୋକାନୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେବାର ଅଭିଯୋଗ । ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ । ଭୋଗରାଇ ଖଳାଗଡ଼ଇ ରାସ୍ତାରେ ଦୋକାନୀ ଜଣକ ଗତକାଲି ବାଇକରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ତାଙ୍କ...
ଭୁବନେଶ୍ୱର: ଅଡୁଆରେ ପଡିଲେ ସିନେ ଅଭିନେତା ଅନୁଭବ ମହାନ୍ତି! ତେବେ ଏହି କଥା ଶୁଣିବାପରେ ସମସ୍ତଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ ଏହାର କାରଣ ଜାଣିବା ପାଇଁ। ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗାଡିକୁ କିଛି ବିଜେପି କର୍ମୀ ଘେରି ଯିବାଫଳରେ...
ବିଜେପୁର : ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ...
ରାଉରକେଲା : ୪ଦିନର ସଂଗ୍ରାମ ପରେ ଶେଷରେ ଅାଖି ବୁଜିଲା ୬ଦିନର ଶିଶୁ । ରାଉରକେଲା ନର୍ସିଂହୋମ୍ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣାରେ ଶେଷରେ ଅାଖି ବୁଜିଛି । ୬ଦିନର ଶିଶୁ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତ...
କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏନେଇ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ଠାରୁ ରିଲେ ଅନଶନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ପରିସରରେ ଚାଲିଥିବା ଏହି ଅନଶନରେ ହାଇକୋର୍ଟରେ କୌଣସି ମାମଲା ଦାୟର...
ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋସନରେ ବ୍ୟସ୍ତ । ନିକଟରେ ସେ ଅଭିନେତ୍ରୀ ନେହା ଧୂପିଆଙ୍କ ଟକ୍ ଶୋ’ରେ ପହଁଚିଥିଲେ । ଏହି ଶୋ’ରେ ସେ ପ୍ରସିଦ୍ଧ ଫ୍ୟାଶନ୍ ଡ଼ିଜାଇନର ସବ୍ୟସାଚୀଙ୍କ ସହ ଯାଇଥିଲେ । ଏହି ଅବସରରେ ନିଜର...
ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ପୁଣିଥରେ ଆଉ ଏକ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି। ବର୍ତ୍ତମାନର ବିବାଦ ଘେରକୁ ତାଙ୍କୁ ଟାଣିଛନ୍ତି ଖୋଦ୍ ପାର୍ଟିର ସାଂସଦ। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆମ୍ ଆଦମୀ ପାର୍ଟିର ୨ ଜଣ ସାଂସଦ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟ ଶାସନ...
ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ...
ଭୁବନେଶ୍ୱର/ ନୂଆଦିଲ୍ଲୀ : ଓଡ଼ିଶାର ୪ଜଣ ହକି ଖେଳାଳି -ଦିପସାନ୍ ତିର୍କୀ , ଅମିତ୍ ରୋହିଦାସ୍ , ନିଲମ୍ ସଂଜୀପ୍ ଜେସ୍ ଓ ଶିଲାନନ୍ଦ ଲାର୍କାଙ୍କୁ ଆସନ୍ତା ୨୭ତମ ଜନାଲ୍ ଶାହା କପ୍ ପାଇଁ ଚୟନ କରାଯାଇଛି । ଏହି କପ୍ ମାର୍ଚ୍ଚ ୩ରୁ ମାଲେସିଆରେ ଆରମ୍ଭ ହେବାକୁ...
ବ୍ରହ୍ମପୁର : ଗଞ୍ଜାମରେ ପୁଣି ଏନ୍କାଉଣ୍ଟର । ପୋଲସରା କାକୁଡିଆଇ ଜଙ୍ଗଲରେ ପୋଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଅାହତ ହୋଇଛି । ବୁଚିର ୨ଟି ଗୋଡ଼ରେ ଗୁଳି ବାଜିବାରୁ ସେ ଅାହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତା’ଠାରୁ...