• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

jaga-kalia
ଗୋଟିଏ ବେଡରେ ଜଗା କାଳିଆ

ଭୁବନେଶ୍ୱର: ଗୋଟିଏ ବେଡରେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଦୁଇ ଭାଇଙ୍କୁ ଗୋଟିଏ ବେଡରେ ଦେଖିବାକୁ ମିଳିଛି। ପୂର୍ବରୁ ଜଗା ସୁସ୍ଥ ହୋଇ ଖେଳାଖେଳି କରୁଥିଲା।  ତେବେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ବର୍ତ୍ତମାନ ଜଗାକୁ କାଳିଆର ଓ୍ୱାର୍ଡକୁ ସ୍ଥାନାନ୍ତର...

dead body found
ଅପହରଣ ପରେ ହତ୍ୟା!

ଭୁବନେଶ୍ୱର:  ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ମୃତ ଯୁବକଙ୍କ ପରିଚୟ ମିଳିଲା।  ତାଙ୍କ ନାମ ଉନ୍ମୁକ୍ତ ପାଢୀ।  ତାଙ୍କ ଘର ଭୁବନେଶ୍ୱର ବିଜେବି ନଗରରେ ବୋଲି ଜଣାପଡିଛି। ସେ କଲିକତାରେ ଚାକିରୀ କରୁଥିଲେ, ଗତ କିଛି ମାସ ହେବ ଘରକୁ ଆସିଥିଲେ।  ତାଙ୍କୁ ଅପହରଣ ପରେ...

otv
ଓଟିଭିକୁ ବିଜେଡ଼ିର ନା

ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିର ଡିସକସନ୍ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ ବିଜେଡି। ଓଟିଭି ନିରପେକ୍ଷ ଭାବେ ଖବର ପରିବେଷଣ କରୁନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ...

love sex dhoka12
ଜୀବନ ସାଥୀ କରିବାକୁ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ: ବିବାହ ପୂର୍ବରୁ ଫୋନ୍‌ କରି ମନାକଲେ

ସୁନ୍ଦରଗଡ଼: ଆଉ କେଇ ଦିନ ପରେ ବାଜିଥାଆନ୍ତା ସାହାନାଇ। ବଧୂ ବେଶରେ ଯାଇଥାଆନ୍ତେ ଶାଶୁ ଘରକୁ। ଏଥିପାଇଁ ହୋଇଥିଲା ନିର୍ବନ୍ଧ। ସାତ ଜନମର ଜୀବନ ସାଥୀ ହେବାକୁ ଧକ୍କାବାଜ ପ୍ରେମିକ ଦେଇଥିଲା ପ୍ରତିଶ୍ରୁତି। ଭାବି ସ୍ୱାମୀଙ୍କ ସରଳ କଥାରେ ବିଶ୍ୱାସ କରି ବିବାହ ପୂର୍ବରୁ ନିଜର ସର୍ବସ୍ୱ ଉଜାଡ଼ି...

chrc odisha
ଟ୍ରେନ୍‌ରେ ଯାତ୍ରୀଙ୍କୁ ଆକ୍ରମଣ ଘଟଣା: ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୧୫ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନ୍‌ ଡକାୟତି ଘଟଣାରେ ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଆହତଙ୍କୁ ୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି।  ୬ ସପ୍ତାହ ମଧ୍ୟରେ...

new
ଶପଥ ନେଲେ ନୂଆ ରାଜ୍ୟପାଳ ସତ୍ୟପାଲ

ଭୁବନେଶ୍ୱର: ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ମଲ୍ଲିକ। ରାଜଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ। ବିହାର ରାଜ୍ୟପାଳ ଥିବା ସତ୍ୟପାଲଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମିଳିଛି। ଆଜି ଅପରାହ୍ନରେ ସତ୍ୟପାଲ ମଲ୍ଲିକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏୟାରପୋର୍ଟରେ...

obesity-2
ଆପଣ ନିଜ ଶରୀରର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ଏହି ଟିପ୍ସକୁ ଆପଣାନ୍ତୁ

ପତଳା ଥିବା ଲୋକେ ଭାବନ୍ତି ଟିକେ ମୋଟା ହୋଇଗଲେ ଭଲ ହୁଅନ୍ତା। ସେମାନେ ଜାଣିନାହାଁନ୍ତି ମୋଟାପଣ କମେଇବାକୁ ଲୋକେ କେତେ କସରତ କରିଥାନ୍ତି। ମୁଣ୍ଡରେ ଚିନ୍ତା ଘାରେ, ଶରୀରର ଓଜନ କେମିତି କମାଇବେ। ସାଧାରଣତଃ ମୋଟା ଲୋକମାନେ ନିଜ ଶରୀରର ଓଜନ ହ୍ରାସ କରିବା ପାଇଁ ଅନେକ ପ୍ରୟାସ...

nabanirman
ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ। ଆସନ୍ତା ମେ ୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ନବନିର୍ମାଣ କୃଷକ ସଂଗଠନ। ୪ ବିଜେଡି ବିଧାୟକଙ୍କ ସହ ଆଲୋଚନା ପରେ ସଂଗଠନ ଏହି ନିଷ୍ପତ୍ତି ନେଇଛି। ବିଜେଡିର ୪ ବିଧାୟକ ସମୀର ଦାଶ,...

rape
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର

ଜଗତସିଂହପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା। ଜଗତସିଂହପୁର ଜିଲ୍ଲା ଏରସମାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏରସମାର ଗଡ଼ ହରିଶପୁର ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁସାରେ, ଗତ ରାତିରେ ଶୌଚ ପାଇଁ ଯାଇଥିଲେ ନାବାଳିକା ଜଣକ।  ଏହି...

radhika
ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣ ମଧ୍ୟ ହୁଏ :  ରାଧିକା ଆପଟେ

ବଲିଉଡ ଅଭିନେତ୍ରୀ ରାଧିକା ଆପଟେ ଏବେ ପୁଣି ଚର୍ଚ୍ଚାରେ। ଘଟଣାହେଲା ଏହା ଯେ, ସେ ଖୋଲାଖୋଲି ଭାବେ ବଲିଉଡର ପରଦା ପଛର ଅସଲ କଥାକୁ କହିଛନ୍ତି। ଏକ ଚାର୍ଟ ଶୋ’ରେ କହିଛନ୍ତି, ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣର ମଧ୍ୟ ସାମ୍ନା କରିବାକୁ ପଡିଥାଏ। କିନ୍ତୁ...

patanagarh
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ଆହତ ବୋହୂ ରୀମା

କଟକ : ତୁରନ୍ତ ନ୍ୟାୟ ଦାବି କଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ରୀମାରାଣୀ ସାହୁ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉ। ବିସ୍ଫୋରଣର ଆସାମୀଙ୍କୁ ତୁରନ୍ତ ଗିରଫ...

killer wife
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କଟକ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପିଟି ପିଟି ମାରି ଦେଇଥିବା ହୋଇଛି ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ବାଆଁର ରାମଚଣ୍ଡୀ ଗାଁରେ। ମୃତକ ହେଲେ ଗଜେନ୍ଦ୍ର ସାହୁ। ତାଙ୍କ ସ୍ତ୍ରୀ କୁଙ୍କୁମ ସାହୁ ପ୍ରଥମେ ଗଜେନ୍ଦ୍ରଙ୍କ ହାତ ଗୋଡ଼...

virat
IPL ପାଇଁ ବିରାଟଙ୍କ ସଜବାଜ : ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସବୁଥିରେ ବିରାଟଙ୍କ କିଛି ନା କିଛି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ତାହା ଖେଳ ହେଉ ବା ନିଜର ବ୍ୟକ୍ତଗତ ଜୀବନ। ସବୁବେଳେ ସେ ଚର୍ଚ୍ଚାରେ। ଫିଟ୍‌ ଏବଂ ହଟ୍‌କେ ରହିବାକୁ ବିରାଟ ମଧ୍ୟ ସବୁବେଳେ ପ୍ରୟାସ କରିଥାନ୍ତି। ଏବେ ଏକ ଅଲଗା ଲୁକ୍‌ରେ ବିରାଟ ନଜର...

pic
ଦିନେ ଏମାନେ କରୁଥିଲେ ଦେହ ବ୍ୟବସାୟ : ଆଜି କରୁଛନ୍ତି ବିରୋଧ

ଛତିଶଗଡ : ଏମାନେ ଜୀବନ ଓ ଯନ୍ତ୍ରଣାର ମଝି ନଈରେ ଭାସି ଚାଲିଥିଲେ। ସୁଖ ଓ ଦୁଃଖର ଭାଗବାଣ୍ଟ କରିବାକୁ ତାଙ୍କ ପାଖରେ ନଥିଲା ସମୟ। କାରଣ ରାତି ପାହିଲେ ସେମାନେ ଭେଟୁଥିଲେ ନୂଆ ଚେହେରାଙ୍କୁ। ଆରମ୍ଭ ହୋଇଯାଉଥିଲା ଦେହ ସଉଦା , ମୂଲଚାଲ। ଏମିତି ଅନେକ ଦିନରୁ...

susant dhala sdamnata
ସୁଶାନ୍ତ ଧଳ ସାମନ୍ତର ନେଟଓ୍ୱାର୍କ ଭାଙ୍ଗିବାକୁ ପୋଲିସର ଯୋଜନା

ଭୁବନେଶ୍ୱର : ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳ ସାମନ୍ତ। କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ ତାର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ,ତାକୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା...

isis
୩୯ଜଣ ଭାରତୀୟଙ୍କ ଶବ ବାହାରିଲା କବର ଭିତରୁ

ନୂଆଦିଲ୍ଲୀ : ପ୍ରାୟ ୪ ବର୍ଷ ତଳେ ଇରାକ୍‌ରେ ମୋସୁଲ ସହରରୁ ଅପହୃତ ସମସ୍ତ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସଆଇଏସ୍। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ ରାଜ୍ୟସଭାରେ ଶ୍ରମିକଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଭାରତୀୟମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଗତବର୍ଷ ସୁଷମା ପାର୍ଲାମେଣ୍ଟକୁ ଜଣାଇଥିଲେ।...

heatwave
ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଧିରେ ଧିରେ ତାପମାତ୍ରା ବଢିବାରେ ଲାଗିଛି।  ଅଧିକାଂଶ ସ୍ଥାନରେ ୩୫ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଆସନ୍ତା ୨୩ ତାରିଖରେ ମୟୂରଭଞ୍ଜ,...

ugc
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା UGC ଦ୍ୱାରା ଅଟୋନମି କ୍ଷମତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଅଟୋନମି କ୍ଷମତା। ୟୁନିଭରସିଟି ଗ୍ରାଣ୍ଟସ କମିଶନ UGC ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ୱଂୟଶାସନ କ୍ଷମତା ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୨ଟି ଡିମଡ୍ ବିଶ୍ୱବିଦ୍ୟାଳୟ ଏବଂ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି। ଦେଶର...

gift blast
ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା : ୨୫ ଦିନ ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିଲେ ରୀମା

ବଲାଙ୍ଗିର:ସିନ୍ଦୁର ପିନ୍ଧି ଶିଖିବା ଆଗରୁ ସିନ୍ଦୁର ଲିଭିଯିବାର ଦୁଃଖ ଇଏ। ସଂସାର କଣ ଜାଣିବା ଆଗରୁ ସବୁକିଛି ଉଜୁଡ଼ିଯିବାର କୋହ ଇଏ। ବାହାଘରର ମାତ୍ର ୫ଦିନ ପରେ ଆତତାୟୀର ମୃତ୍ୟୁ ଉପହାର ସ୍ୱାମୀଙ୍କୁ ଚିରଦିନ ପାଇଁ ଛଡ଼ାଇ ନେଇଛି ଜାଣିବା ପରେ, ନବବିବାହିତା ରୀମାରାଣୀ ସାହୁ ବିଳାପ ଚିତ୍କାର...

naba dihganta
ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲା : ଜେଲ୍‌ରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା

ଭୁବନେଶ୍ୱର : ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରାଯାଉଛି। ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ତିନି ଜଣିଆ ଟିମ୍ ହାଁସଦାଙ୍କୁ ଜେରା କରୁଛି। ଏଥିପାଇଁ ସ୍ୱତନ୍ତ୍ର...