• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Bijoy Mohapatra
ରତ୍ନଭଣ୍ଡାର ଚିନ୍ତା: ଯାଞ୍ଚ ପାଇଁ ମତ ରଖିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବର୍ତ୍ତମାନ ଯେହେତୁ ସନ୍ଦେହ ଉପୁଜିଛି, ତେଣୁ ରତ୍ନଭଣ୍ଡାର ଖୋଲାହେବା ଉଚିତ୍‌ ବୋଲି ସେ କହିଛନ୍ତି । ଆଉଥରେ ରତ୍ନଭଣ୍ଡାର ଖୋଲି ସମସ୍ତ ଅଳଙ୍କାର...

monsoon
ଆସୁଛି ମୌସୁମୀ! ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଆସୁଛି ମୌସୁମୀ। ଏହା ପୂର୍ବରୁ ରାଜ୍ୟରେ କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।...

cctv
ପରୀକ୍ଷା କେନ୍ଦ୍ରରେ ଲାଗିବ CCTV

ଭୁବନେଶ୍ୱର: ମାଟ୍ରିକ, +୨ ପରୀକ୍ଷାକୁ ସଂପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ମାଟ୍ରିକ, +୨ ପରୀକ୍ଷା କେନ୍ଦ୍ରରେ CCTV ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରକୁ...

sheep
ଯାଜପୁରରେ ନିଆଳି ରିଟର୍ଣ୍ଣସ୍‌! ମାରିଲା ୨ ମେଣ୍ଢା

ଯାଜପୁର: ଯାଜପୁରରେ ନିଆଳି ରିଟର୍ଣ୍ଣସ୍‌! ନିଆଳିରେ ଅଜଣା ଜନ୍ତୁ ଆତଙ୍କକୁ ନେଇ ଏପର୍ଯ୍ୟନ୍ତ ବି ଭୟ ଯାଇନଥିବାବେଳେ ପୁଣି ଥରେ ଅଜଣା ଜନ୍ତୁ ଆତଙ୍କ ଫେରିଛି। ଯାଜପୁର ଜିଲ୍ଲା ବଡ଼ଚଣାରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଏଠାରେ ନିଆଳି ଭଳି ମେଣ୍ଡାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।...

iaf
ଖସି ପଡ଼ିଲା ବିମାନ, ପାଇଲଟ ମୃତ

ଅହମଦାବାଦ: ଗୁଜରାଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ। ବାୟୁସେନା ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୁଜରାଟ କଚ୍ଛର ମୁନ୍‌ଦ୍ରା ଜିଲ୍ଲାରେ ଘଟିଛି। ଦୁର୍ଘଟଣାରେ ଏୟାର କମାଣ୍ଡର ସଞ୍ଜୟ ଚୌହ୍ୱାନଙ୍କ ମୃତ୍ୟୁ ଘଟିଛି। ଜାମନଗର ଏୟାର ବେସ୍‌ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନଟି ବେରଜା ଗାଁ ନିକଟରେ...

representational image
ଦଳି ଦେଲା ଦନ୍ତା ହାତୀ

ବୌଦ୍ଧ: ଦନ୍ତା ନେଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପଲସାପଦର ଗାଁର ଭରତ ବଗର୍ତ୍ତୀ। ଆଜି ଭୋରରୁ ଭରତ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଥିଲା। ଖବରପାଇ କଣ୍ଟାମାଳ...

Hockey World Cup
ମଦ ପରଷିବ କ୍ରୀଡ଼ା ବିଭାଗ !

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅତିଥିମାନଙ୍କୁ ମଦ ଓ ବିୟର ସୁବିଧା ଦେବା ଲାଗି ଅବକାରୀ କମିଶନରଙ୍କ ଅନୁମତି ଲୋଡ଼ିଛି କ୍ରୀଡ଼ା ବିଭାଗ। ଏନେଇ କ୍ରୀଡ଼ା ସଚିବ ଅବକାରୀ କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି।...

world environment day
ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା

ପୁରୀ: ଆଜି ବିଶ୍ୱ ପରିବେଶ ଦିବସ।  ଚଳିତ ବର୍ଷର ଥିମ୍ ରହିଛି ‘ବିଟ୍‌ ପ୍ଲାଷ୍ଟିକ୍‌ ପଲ୍ୟୁସନ୍‌’। ଏହି ଅବସରରେ ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପୁରୀ...

fake ias officer
IAS କହି ବାହା ହେଉଥିଲେ!

ଭଦ୍ରକ: ପୋଲିସ ହାବୁଡ଼ରେ ଧରାପଡିଲା ନକଲି IAS ।  ନିଜକୁ  IAS ଅଧିକାରୀ କହି ବିବାହ କରିଥିବା ଜଣେ ଯୁବକଙ୍କୁ ଖୁଣ୍ଟା ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ରଜତ୍‌ ପଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେରେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ,...

koaraput
୬ ଦିନ ବିତିଲାଣି, ହେଲେ ଉଦ୍ଧାର ହୋଇପାରୁନାହାନ୍ତି ଫସି ରହିଥିବା ୨ ଜେସିବି ଅପରେଟର

ଜୟପୁର: ୬ ଦିନ ବିତିଲାଣି, ହେଲେ କୋରାପୁଟ ଜିଲ୍ଲା ଜୟପୁର ବରିପୁଟରେ ପାହାଡ ଧସି ପଥର ତଳେ ରହିଯାଇଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଏମାନେ ମୃତ ନା ଜୀବିତ ତାହା ମଧ୍ୟ କାହାକୁ ଜଣାନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ...

bombing
ରାଜଧାନୀରେ ଫୁଟିଲା ବୋମା: ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା। ଗତକାଲି ରାତିରେ ଭୁବନେଶ୍ୱର ବାପୁଜୀ ନଗର ସ୍ଥିତ ଏକ ରେଷ୍ଟୁରାଣ୍ଟ ଉପରେ ବୋମାମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ସୂଚନା ଅନୁସାରେ, ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରେଷ୍ଟୁରାଣ୍ଟ ଉପରକୁ ସୁତୁଲି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ରେଷ୍ଟୁରାଣ୍ଟର ଜଣେ...

jagannath temple
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ। ଜିଲ୍ଲାପାଳଙ୍କ ନିକଟରେ ଥିବା ଚାବି ହଜିବାକୁ ସ୍ୱୀକାର କରିବା ସହ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥାରେ ଅଛି ବୋଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଗତ ଏପ୍ରିଲ୍...

mahandi
ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରୁ ମାଛ ମାରୁଛି ଛତିଶଗଡ଼

ଝାରସୁଗୁଡ଼ା : ପାଣି ପରେ ଏବେ ଓଡ଼ିଶାର ମାଛ ଉପରେ ଛତିଶଗଡ଼ି ମାଫିଆ ଓ ମତ୍ସ୍ୟଜୀବୀଙ୍କ ନଜର। ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଏକାଧିକ ବ୍ୟାରେଜ୍ ନିର୍ମାଣ କାରଣରୁ ଓଡ଼ିଶାର ପ୍ରବେଶ ପଥରୁ ମହାନଦୀ ଶୁଖିଗଲାଣି। ଏହିକାରଣରୁ ତଳମୁଣ୍ଡରେ ଥିବା ଛତିଶଗଡ଼ୀ ମତ୍ସ୍ୟଜୀବୀ ବି ନିଜ ଇଲାକାରୁ ଜୀବିକା ହରାଇ...

contract-farming-scheme-service-500x500
ରାଜ୍ୟରେ ହେବ ଚୁକ୍ତି ଭିତ୍ତିକ ଚାଷ

ଭୁବନେଶ୍ୱର : ଆଳୁ ,ଟମାଟୋ ,କୋବି ନିଜ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ନ ମିଳିବାରୁ ବାଧ୍ୟ ହୋଇ ବ୍ୟବସ୍ଥାକୁ ଦୋଷ ଦେଇ ବିଷ ଓଗାଳୁଥିଲେ ଚାଷୀ। ପ୍ରତିବାଦ ସ୍ୱରୂପ ରାସ୍ତାରେ ଫିଙ୍ଗୁଥିଲେ, ଢାଳୁଥିଲେ। ଏବେ କିନ୍ତୁ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ମୁକ୍ତି ଦେବାକୁ ସରକାର ଆଣିବାକୁ...

govinda
ଡ଼୍ୟାନ୍ସିଂ ଅଙ୍କଲଙ୍କୁ ପ୍ରଶଂସା କଲେ ଗୋବିନ୍ଦା

ମୁମ୍ବାଇ: ଇଣ୍ଟରନେଟ୍‌ରେ ଡ଼୍ୟାନ୍ସିଂ ଅଙ୍କଲ୍‌ ନାମରେ ନାଁ କମେଇଥିବା ୪୬ ବର୍ଷୀୟ ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବଲିଉଡ୍‌ରୁ ପ୍ରଶଂସା ମିଳିଛି। ଏମିତି ବି ଶ୍ରୀବାସ୍ତବଙ୍କୁ ଅଭିନେତା ଗୋବିନ୍ଦା ବି ତାରିଫ୍‌ କରିଛନ୍ତି। ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ପାଖରେ ମଧ୍ୟ ପହଞ୍ଚି ଯାଇଛି ଡ଼୍ୟାନ୍ସିଂ ଅଙ୍କଲଙ୍କର ଏ ଭିଡିଓ। ଏହି...

representational
ପାଠ ପଢାଇବା ବାହାନାରେ ନାବାଳିକାଙ୍କୁ ଘରେ ରଖି ଦୁଷ୍କର୍ମ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ୬୦ବର୍ଷର ଜଣେ କଣ୍ଟ୍ରାକ୍ଟର ଜଣେ ୧୨ବର୍ଷର ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ତା ନାଁ ପ୍ରମୋଦ କୁମାର ସିଂ।  ଘଟଣା ପରେ ଅଭିଯୁକ୍ତ କଣ୍ଟ୍ରାକ୍ଟର ଫେରାର ଅଛି। ସୂଚନା ଅନୁସାରେ ନାବାଳିକାଙ୍କ ବାପା...

car
ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼

ଢେଙ୍କାନାଳ  : ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଅଭିଯୋଗ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଛନ୍ତି। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ନବୀନ ନନ୍ଦ। ନବୀନ ଆଜି ଶତାଧିକ କର୍ମୀ ଓ ସମର୍ଥକଙ୍କ...