ଆଠଗଡ଼ : ଆଠଗଡ଼ ବିଜେଡିରେ ଗୋଷ୍ଠୀ କନ୍ଦଳ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧୀ ଅଭୟ ବାରିକଙ୍କ ଗୋଷ୍ଠୀ ପକ୍ଷରୁ ବ୍ଲକ ଘେରାଉ ଓ ବିକ୍ଷୋଭ ବେଳେ ବ୍ଲକ ପରିସରରେ ୩ଟି ବୋମାମାଡ ହୋଇଛି। ଏହା ବିଧାୟକଙ୍କ ସମର୍ଥକମାନେ କରିଥିବା ଅଭିଯୋଗ କରିଛନ୍ତି ଅଭୟଙ୍କ ଗୋଷ୍ଠୀ। ଅଭୟଙ୍କ ସମର୍ଥିତ...
ଆଟଲାଣ୍ଟିକ ସିଟି: ଅାମେରିକାର ମିସ୍ ଅାମେରିକା ପ୍ରତିଯୋଗିତାରେ ଏବେ ନିଅା ଯାଇଛି ଏକ ଐତିହାସିକ ନିଷ୍ପତ୍ତି । ଏବେ ସୁନ୍ଦର ଚେହେରା ବଦଳରେ ସୁନ୍ଦର ବ୍ୟକ୍ତିତ୍ୱ ଦେଖି ମିସ ଅାମେରିକା ବଛାଯିବ। ଚଳିତ ବର୍ଷ ସେପଟେମ୍ବରରୁ ଅାରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ନୂଅା ନିୟମ ଲାଗୁ କରାଯିବ।...
ଭୁବନେଶ୍ୱର : ବିଜେଡିରେ ଚାଲିଛି ପ୍ରବଳ ବିଶୃଙ୍ଖଳା। ଦଳରେ ବଢୁଛି ଅସନ୍ତୋଷ। ଏସବୁ ପଛରେ ଯେ କେବଳ ପି ନୁହଁନ୍ତି,ବରଂ ମୁଖ୍ୟ କାର୍ପଟଦାର ହେଉଛନ୍ତି ବବି। ଆଉ କେହି ନୁହେଁ ଖୋଦ୍ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ମନ୍ତବ୍ୟରୁ ଏହି କଥା ସ୍ପଷ୍ଟ ହେଉଛି। ବୈଜୟନ୍ତଙ୍କ ସମର୍ଥକ...
ଦେବଗଡ଼ : ଦେବଗଡ଼ ଜିଲ୍ଳା ବାରକୋଟ ଥାନା କେଲଡା ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏସପିଙ୍କ ନିର୍ଦ୍ଦେଶରେ ଡିଭିଏଫ୍ ପକ୍ଷରୁ ଏରିଆ ଡୋମିନେସନ ଚାଲିଥିବା ବେଳେ ଜଙ୍ଗଲରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, ମାଓ...
ବାଲେଶ୍ୱର : ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଂଚାୟତର ଚିତ୍ତଳ ଗାଁରେ ଘଟିଛି ଏ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ଗାଁର ଜଣେ ଯୁବକ ଦୁର୍ଷ୍କମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ନାବାଳିକା ଜଣକ ଅଜା...
ଜଗତସିଂହପୁର : ଘରୋଇ କଳିର କରୁଣ ପରିଣତି। ମା ଓ ଝିଅଙ୍କ କଟୁରୀ ଚୋଟରେ ବାପା ଗୁରୁତର। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଳାଂଶ ଗାଁରେ। କୌଣସି କାରଣରୁ ଓଳାଂଶ ଗାଁର ନିତ୍ୟାନନ୍ଦ ଗୋଛାୟତ ଓ ତାଙ୍କ ସ୍ତ୍ରୀ କବିତା ଗୋଛାୟତଙ୍କ ମଧ୍ୟରେ...
ଭୁବନେଶ୍ୱର : କଂଗ୍ରେସ ଭବନରେ ମିଶ୍ରଣ ପର୍ବ। ଦଳ ଛାଡି ଚାଲିଯାଇଥିବା କିଛି ନେତା ପୁଣି ଥରେ ଆଜି କଂଗ୍ରେସକୁ ଫେରୁଛନ୍ତି। ଏଥିପାଇଁ କଂଗ୍ରେସ ଭବନରେ ଆୟୋଜିତ ହୋଇଛି ମିଶ୍ରଣ ପର୍ବ। ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ...
ବରଗଡ଼ : ଫସଲ ବୀମା ଟଙ୍କା ପ୍ରଦାନରେ ବିଳମ୍ବର ପ୍ରତିବାଦରେ ବରଗଡ଼ରେ କୃଷକ ସଂଗଠନର ତାଲା ବନ୍ଦ ଆନ୍ଦୋଳନ। କ୍ଷତି ଚାଷର ବୀମା ଅର୍ଥ ପ୍ରଦାନ ନିମନ୍ତେ ବାରମ୍ବାର ଦାବି ସତ୍ୱେ କୌଣସି ସୁଫଳ ନ ମିଳିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା...
ନୂଆଦିଲ୍ଲୀ : ଧୋନିଙ୍କ ଅାୟରଲ୍ୟାଣ୍ଡ ଗସ୍ତକୁ ନେଇ ଉତ୍ସାହିତ ହୋଇପଡିଛି କ୍ରିକେଟ୍ ଅାୟାରଲ୍ୟାଣ୍ଡ I ଦର୍ଶକଙ୍କୁ ଆକର୍ଷିତ କରିବା ତଥା ଅଧିକ ଟିକେଟ ବିକ୍ରି ପାଇଁ ସେ ତାଙ୍କ ଅଫିସିଅାଲ ଟ୍ୱିଟର ପେଜରେ ଧୋନିଙ୍କ ଫଟୋ ପୋଷ୍ଟ କରିଛନ୍ତି I ଏଥିରେ ଲେଖାଯାଇଛି ‘ଏମଏସ ଧୋନି ଅାସୁଛନ୍ତି, ୨୭...
କେନ୍ଦ୍ରାପଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ। ଅର୍ଥାତ୍ ଈଶ୍ୱର ଯାହାକୁ ରକ୍ଷା କରିବେ ତା’ର ବା କିଏ କ’ଣ କରିପାରିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ତୁବିରରେ ଗାଁରେ। ଏହି ଗାଁର ଜଣେ ଯୁବକ କୁମ୍ଭୀର ମୁହଁରୁ ଅଳ୍ପକେ...
ଭୁବନେଶ୍ୱର: ରାଜଧାନୀର କାନନବିହାର କପିଳେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଦିଲୀପ ପରିଚ୍ଛା। ତାଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡ଼ାରେ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ଏହା ଏକ ଆତ୍ମହତ୍ୟା ବୋଲି...
ନୂଆପଡ଼ା: ନୂଆପଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ର କାମ ଶୀଘ୍ର ସାରିବା ପାଇଁ ଦାବି ଜୋର ଧରିଛି। ଗତକାଲି ଜନ ସଚେତନ ମଞ୍ଚ ପକ୍ଷରୁ ଅର୍ଥନୈତିକ ବନ୍ଦ ଡାକରା ଦିଆଯାଇଥିଲା। ଆଜି କିନ୍ତୁ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଏଥଯୋଗୁଁ ରାୟପୁର ଗୋପାଳପୁର ମଧ୍ୟରେ ଯାତାୟତ...
କଳାହାଣ୍ଡି: କୋକସରା ବ୍ଲକରେ ଡାକ୍ତର ନିଯୁକ୍ତି ଦାବିରେ ଜୋର ଧରିଛି ପ୍ରତିବାଦ। ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଦାବି ପୂରଣ ପାଇଁ ସେମାନେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି। ଫଳରେ...
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ...
ପୁରୀ: ବିପଦରେ ପୁରୀ କୋଣାର୍କ ବେଳାମାର୍ଗ। କାରଣ ଧୀରେ ଧୀରେ ଅବକ୍ଷୟ ହେବାରେ ଲାଗିଛି ଏହି ବେଳାମାର୍ଗକୁ ସୁରକ୍ଷା ଦେଉଥିବା ପ୍ରାକୃତିକ ବାଲୁକାସ୍ତୁପ। ବେଳାମାର୍ଗକୁ ସାମୁଦ୍ରିକ ଜୁଆର ଏବଂ ପବନ ଦାଉରୁ ସୁରକ୍ଷା ଦେଉଥିବା ବୃକ୍ଷରାଜି ମଧ୍ୟ ଧ୍ୱଂସ ହେବାରେ ଲାଗିଛି। କେଉଁଠି ଗଛ ଉପୁଡ଼ି ପଡ଼ିଛି ତ...
କେନ୍ଦୁଝର/ ବାଲେଶ୍ୱର: ବିପର୍ଯ୍ୟସ୍ତ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ। କେଉଁଠି ଠିକାଦାର ଠିକ୍ ଭାବେ ପାଇଖାନା ନିର୍ମାଣ କରିନାହିଁ ତ, ଆଉ କେଉଁଠି ପାଇଖାନା ଥାଇ ମଧ୍ୟ ପାଣିର ଅଭାବ ଯୋଗୁଁ ଏହା ବ୍ୟବହାର ହୋଇ ପାରୁନାହିଁ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଏହିଭଳି ଚାଲିଛି ସରକାରଙ୍କ...
ନବରଙ୍ଗପୁର: ଧରା ପଡ଼ିଲା ବେଆଇନ ଦାଦନ ଚାଲାଣ। ବିଶାଖାପାଟଣାକୁ ଚାଲାଣ ବେଳେ ୨୦ ଜଣ ଦାଦନ ଶ୍ରମିକଙ୍କୁ ଗତକାଲି ରାତିରେ ନବରଙ୍ଗପୁର ସହରରୁ ଉଦ୍ଧାର କରାଯାଇଛି। ସେମାନଙ୍କ ଭିତରୁ ୬ ଜଣ ମହିଳା ଓ ୪ ଜଣ ନାବାଳକ ଥିବା ଜଣା ପଡ଼ିଛି। ଗତକାଲି ସନ୍ଧ୍ୟାରେ ଚିଲିକା ଅଞ୍ଚଳର...
ରାୟଗଡ଼ା: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଳ ହଟୁ ନାହିଁ। ଚିକିତ୍ସା ବିଜ୍ଞାନର ଉନ୍ନତି ଘଟିଲେ ମଧ୍ୟ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଞ୍ଜାଙ୍ଗମଣ୍ଡି ଗାଁରେ। ଗତକାଲି ଜିଲ୍ଲାର କାଶିପୁର...