• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

journalist
ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ ରାଜ୍ୟ ସରକାର। ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ଘୋଷଣା କରାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି  ସରକାର। ନିକଟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଥିଲେ। ସରକାର ଆଜି...

monsoon
ଘନୀଭୂତ ହେଉଛି ଲଘୁଚାପ! ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏପଟେ ଆଜି ରାଜ୍ୟରେ...

shloka
ହୀରା ବ୍ୟବସାୟୀଙ୍କ ଝିଅକୁ ବୋହୂ କରିବେ ମୁକେଶ ଅମ୍ବାନୀ!

ମୁମ୍ବାଇ: ଖୁବ୍‌ଶୀଘ୍ର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ଶବ୍ଦ ଶୁଣିବାକୁ ମିଳିବ। କାହିଁକି ନା ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ତାଙ୍କ ପିଲା ବେଳର ସାଙ୍ଗ ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବାକୁ ଯାଉଛନ୍ତି। ଆଉ ମାତ୍ର କିଛିଦିନ ପରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବାକୁ...

yoga
ପ୍ରାଣାୟାମ ଶିଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଅାଦିଲ୍ଲୀ: ଜୁନ୨୧ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରାଣାୟାମ କରୁଥିବାର ଏକ ଥ୍ରୀ ଡି ଅାନିମେଟେଡ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଯେ ନାଡି ସୋଧନ ପ୍ରାଣାୟାମର ଏକ ଭିଡିଓ ସେଅାର କରୁଛି । ଏହାକୁ...

plus two result
ଜୁନ୍‌ ୯ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଜୁନ୍‌ ୯ ତାରିଖରେ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଗତକାଲି କୁହାଯାଉଥିଲା କି, ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ଜୁନ୍‌ ୮ କିମ୍ବା ୯ ତାରିଖରେ...

keonjhar
ଘରୋଇ କଳହକୁ ନେଇ ମହିଳାଙ୍କୁ ତୀରମାଡ଼

କେନ୍ଦୁଝର: ଘରୋଇ କଳହକୁ କେନ୍ଦ୍ରକରି ମହିଳାଙ୍କୁ ତୀରମାଡ଼ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଘଷିପୁରା କାଠକଟା ଗାଁରେ ଘରୋଇ କଳହକୁ କେନ୍ଦ୍ରକରି ଏହି ତୀରମାଡ଼ ହୋଇଥିବା ଜଣାପଡିଛି। ଅଭିନ୍ନ ଜେନା ନାମକ ଜଣେ ବ୍ୟକ୍ତି ଜଣେ ମହିଳା ତୀର ମାଡ କରିଥିବା ଅଭିଯୋଗ ହୋଇଛି। ଦେହରେ ତୀର ଲାଗିଥିବା...

accident
ଦୋକାନ ଉପରକୁ ମାଡ଼ିଗଲା ହାଇୱା

କେନ୍ଦ୍ରାପଡ଼ା: ଦ୍ରୁତ ଗତି ହେଲା କାଳ। ଆଉ ମାଡ଼ିଗଲା ଦୋକାନ ଉପରେ। ଶେଷରେ ଚାଲିଗଲା ୨ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ କରସିଂଗ ଛକରେ ଘଟିଛି। ଦୋକାନ ଉପରକୁ ଏକ ହାଇୱା ମାଡ଼ିଯିବା ଫଳରେ ଜଣେ ଦୋକାନୀଙ୍କ ସମେତ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା...

koraput
୮ ଦିନ ବିତିଲାଣି, ହେଲେ ଏଯାଏଁ ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର

ଜୟପୁର: କୋରାପୁଟ ଜିଲ୍ଲା ବରିପୁଟ ପଥର ଟ୍ରାଜେଡି ଘଟଣାକୁ ୮ ଦିନ ହେଲାଣି, ତଥାପି ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ଏଥିପାଇଁ ଗତକାଲି ଘଟଣାସ୍ଥଳରେ ସେନାରେ ଟେକ୍‌ନିକାଲ ଟିମ୍‌...

atm loot
ଏଟିଏମ୍‌ ଭାଙ୍ଗି ଲୁଟିଲେ

ସୋର: ବାଲେଶ୍ୱର ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ ଥିବା ଏକ ଆକ୍ସିସ୍‌ ବ୍ୟାଙ୍କରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏଟିଏମ୍‌କୁ ଭାଙ୍ଗି ଲୁଟେରାମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଦୁଇ ଦିନ ଧରି ଏହି ଏଟିମ୍‌ଟି ବନ୍ଦ ରହିଥିଲା। ତେବେ କେବେ ଏହି ଏଟିଏମ୍‌ଟି ଲୁଟ୍...

result
ଜୁନ୍‌ ୮ କିମ୍ୱା ୯ରେ ପ୍ରକାଶ ପାଇପାରେ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ଜୁନ୍‌ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇପାରେ। ୯ ତାରିଖରେ  ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୂର୍ବରୁ କହିଥିଲେ। ମାତ୍ର...

pranab mukherjee
କ’ଣ କହିବେ ପ୍ରଣବ ମୁଖାର୍ଜୀ?

ନୂଆଦିଲ୍ଲୀ: ନାଗପୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଆଜି କ’ଣ କହିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ଦେଶର ବୁଦ୍ଧିଜୀବୀଙ୍କ ନଜର।  ଆର୍‌ଏସ୍‌ଏସ୍‌ ନିମନ୍ତ୍ରଣକୁ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଣବ ମୁଖାର୍ଜୀ ସମ୍ମତି ପ୍ରଦାନ କରିବା ପରଠୁ ହିଁ ଏହାକୁ...

firing
କନଷ୍ଟେବଳଙ୍କୁ ଗୁଳିମାଡ଼

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୋଲିସ କନଷ୍ଟେବଳଙ୍କୁ ଗୁଳିମାଡ଼। ଗତକାଲି ବିଳମ୍ବିତ ରାତିରେ ଖମାରିପଡ଼ାରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ସ୍ପେଶାଲ ବ୍ରାଞ୍ଚ୍  କନଷ୍ଟେବଳ ସୌମେନ୍ଦ୍ର ସେଠୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସୌମେନ୍ଦ୍ରଙ୍କୁ ରାଉରକେଲା IGHକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗତକାଲି...

auto
ରାଜ୍ୟବ୍ୟାପୀ ଅଟୋ, ଟ୍ୟାକ୍ସି ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜି ରାଜ୍ୟ ବ୍ୟାପୀ ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘର ଦିନିକିଆ ଧର୍ମଘଟ।  ଅଟୋ,ଟ୍ୟାକ୍ସି ଚାଳକଙ୍କ ଜୀବନ ଜୀବିକା ରକ୍ଷା ଓ ସାମାଜିକ ସୁରକ୍ଷା ଦାବିରେ ମହାସଂଘ ଏହି ଧର୍ମଘଟ ଡାକରା ଦେଇଛି। ମହାସଂଘ ଅଭିଯୋଗ କରିଛି, ଉଭୟ କେନ୍ଦ୍ର ଓ ରାଜ୍ୟ...