ପୁରୀ: ପରିବେଶ ସୁରକ୍ଷା ନେଇ ଦିଲ୍ଲୀରେ ହେବାକୁ ଥିବା ‘ଦ ମାସିଭ୍ ଆର୍ଥ ସମିତି-୨୦୧୮’ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରଦୂଷଣ ମୁକ୍ତ ସୁସ୍ଥ ପରିବେଶ ଗଠନ ସହ ଆବର୍ଜନାକୁ କିଭଳି ବ୍ୟବହାରଯୋଗ୍ୟ କରାଯାଇପାରିବ ସେ ନେଇ ତାଙ୍କ ବାଲୁକାକଳାରେ...
କେନ୍ଦୁଝର: ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଡମ୍ପର,ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ ଯୋଗୁ ଖଣିଜ ପଦାର୍ଥ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗତକାଲି ସକାଳୁ କେନ୍ଦୁଝର ଯୋଡ଼ା ଖଣି ଅଞ୍ଚଳରୁ ପରିବହନ ବନ୍ଦ ହୋଇ ପଡ଼ିରହିଛି। ଖଣି ଅଞ୍ଚଳରେ ମାଲ ପରିବହନ କରୁଥିବା ଗାଡ଼ି ମାଲିକମାନେ ଆନ୍ଦୋଳନରେ...
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମିଳିବ ପାରମ୍ପରିକ ଓଡ଼ିଆ ଖାଦ୍ୟ। ରଜ ପୂର୍ବରୁ ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ଏଥିପାଇଁ ବିମାନବନ୍ଦର ଟର୍ମିନାଲ୍-୧ ବାହାରେ ନୂତନ ଫୁଡ୍ ଓ ବେଭେରେଜ୍ ପଏଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିମାନବନ୍ଦର...
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏ ସମ୍ପର୍କରେ ସେ କହିଛନ୍ତି, ରତ୍ନଭଣ୍ଡାରର ବ୍ୟବସ୍ଥା କେବେଠୁ ରହିଛି। ଏହାକୁ ସମୀକ୍ଷା କରାଯାଉ। ହାଇକୋର୍ଟ ମୁଖ୍ୟ ବିଚାରପତି, ସଂସ୍କୃତି ଓ ଆଇନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ...
ଭୁବନେଶ୍ୱର: ଏକକ ଟ୍ରିବ୍ୟୁନାଲ୍ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍। ବିବାଦର ସମାଧାନ ପାଇଁ ଇଣ୍ଟରଷ୍ଟେଟ ରିଭର ଡିସ୍ପୁଟ ଆକ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିବେ। ଏନେଇ ଲୋକସଭାରେ ସଂଶୋଧିତ ବିଲ୍ ଉପସ୍ଥାପିତ...
ଶିମଲା : ମଙ୍ଗଳବାର ହିମାଚଳ ପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଥର୍ମୋକୁଲ୍ ପ୍ଲେଟ୍ର ବ୍ୟବହାରରେ ରୋକ୍ ଲଗାଇଛନ୍ତି। କାରଣ ଏହା ପ୍ରଦୂଷଣର ମୁଖ୍ୟ କାରଣ ସାଜୁଛି । ଏହା ସହ ଅଫିସିଆଲ୍ ଫଙ୍କସନ ଗୁଡିକରେ ବହୁଳ ବ୍ୟବହାର ହେଉଥିବା ୧ଲିଟରରୁ କମ୍ ପାଣି ବୋତଲର...
ଭିଆଇପି ଲାଉଞ୍ଜରେ ମଦ ପରିବେଷଣ ଲାଗି ଅନୁମତି ଦେବା ଲାଗି କ୍ରୀଡ଼ା ବିଭାଗ ଅବକାରୀ କମିଶନଙ୍କ ଅନୁମତି ମାଗିଛନ୍ତି । ଏହି ଅନୁମତିର ଅପବ୍ୟବହାର ହେବ ନାହିଁ ତ? ଯଦି ନିର୍ଦ୍ଧାରିତ ବ୍ୟକ୍ତିବିଶେଷଙ୍କ ଛଡ଼ା ଆଉ କେହି ଏଭଳି ଅନୁମତିରୁ ମନ୍ଦ ଫାଇଦା ଉଠାବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ...
ପୁରୀ : କାହିଁକି ୧୯୮୫ ମସିହା ପରଠୁ ଆଉ ଖୋଲାଯାଇନି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଯଦିଓ ପ୍ରତି ୬ ମାସରେ ଥରେ ଭଣ୍ଡାର ଘର ସମ୍ପତ୍ତି ଯାଞ୍ଚ କରିବାକୁ ଜଗନ୍ନାଥ ଟେମ୍ପଲ୍ ରୁଲ୍ସରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ତାହା ଅନୁପାଳନରେ ଅସୁବିଧା ରହିଲା କେଉଁଠି ? ସମ୍ପତ୍ତିର...
ଭୁବନେଶ୍ୱର : ପୁଣି ମନେପଡ଼ିଲା ବିଧାନ ପରିଷଦ କଥା। ଖୋଲିଲା ଥଣ୍ଡାବସ୍ତାରେ ପଡ଼ିରହିଥିବା ଫାଇଲ୍। ସାଢେ ୩ ବର୍ଷ ପରେ ବିଧାନ ପରିଷଦ ଗଠନ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ କମିଟି, ବିଧାନସଭା ପରିଷଦ ଗଠନ ସଂପର୍କରେ ଅନୁଧ୍ୟାନ କରିଥିଲା।...
ଭୁବନେଶ୍ୱର : ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ପକ୍ଷୀ ଭୟ। ବିମାନ ବନ୍ଦରକୁ ଲାଗିଥିବା ରାସ୍ତା କଡରେ ଦିନକୁ ଦିନ ଉଠା ଦୋକାନୀଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହାକୁ ନେଇ ଚିନ୍ତାରେ ବିମାନ ବନ୍ଦର କର୍ତ୍ତୃପକ୍ଷ। ତେବେ କିଭଳି ଏହାକୁ ରୋକାଯାଇପାରିବ ସେନେଇ ପଦକ୍ଷେପ ନିଆଯାଇଛି। ଏକ ସ୍ୱତନ୍ତ୍ର...
କୋଲକାତା: ଜଣେ ହୋଟେଲ ବ୍ୟବସାୟୀ ବିରିୟାନି ଖାଇଥିବା ଗ୍ରାହକଙ୍କୁ ପଇସା ମାଗିବାରୁ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି । ପୋଲିସର କହିବା ମୁତାବକ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଛି ଏମିତି ଘଟଣା। ରବିବାର ରାତିରେ ଚାରି ଜଣ ଯୁବକ ଆସି ଏକ ହୋଟେଲରେ ବିରିୟାନି ମାଗିଥିଲେ...
ନୀଳଗିରି : ମହିଳା ସୁରକ୍ଷା ଓ ପ୍ରଦୂଷଣ ରୋକିବା ବାର୍ତ୍ତା ନେଇ ଭାରତ ଭ୍ରମଣରେ ବାହାରିଥିବା ପୁନେର ଦୁଇ କଲେଜ ଛାତ୍ରୀ ଓଡ଼ିଶାରରେ ପହଞ୍ଚିଛନ୍ତି। ୧୬ ଜୁନ୍ ୨୦୧୮ରୁ ପୁନେରୁ ସାଇକେଲରେ ବାହାରି, କୋଲାପୁର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରେ ଏହି ଦୁଇ ଛାତ୍ରୀ ଓଡ଼ିଶାରେ ପହଞ୍ଚିଛନ୍ତି।...
କେନ୍ଦୁଝର : ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀର ନାରକୀୟ କାଣ୍ଡ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଗୋଉଣିପୋଷା ପଞ୍ଚାୟତ ଖଡ଼ିଖମଣ ଗ୍ରାମରେ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ। ମୃତକ ହେଲେ ଖଡ଼ିଖମଣ ଗ୍ରାମର ମାଦା ମାରାଣ୍ଡି। ଘଟଣା ଘଟାଇବା ପରେ ଆଜି ସକାଳୁ ସ୍ତ୍ରୀ ମାୟାବତୀ ମାରାଣ୍ଡି...
ଜୟପୁର : କୋରାପୁଟ ଜୟପୁର ବରିପୁଟ ପାହାଡରୁ ପଥର ଟ୍ରାଜେଡି ଘଟଣାରେ ଉଦ୍ଧାର ଓ ସହାୟତା ପାଇଁ ରାଞ୍ଚିରୁ ଆସୁଛି ସେନାର ସ୍ୱତନ୍ତ୍ର ଇଞ୍ଜିନିୟରିଂ ଟିମ୍। ଏହି ଟିମ୍ ଉଦ୍ଧାରକାରୀ ଦଳକୁ ଅଧିକ ସହୟତା କରିବ। ଦୀର୍ଘ ୬ ଦିନ ହେବ ନିରନ୍ତର ପ୍ରଚେଷ୍ଟା ପରେ ବି ଏହି...
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଜଣେ NRIଙ୍କ ଠାରୁ ଲୁଟ୍ ଅଭିଯୋଗ। ଘାନାରୁ ଆସିଥିବା NRI ନିରଜ ଚାନ୍ଦନଙ୍କ ପରିବାର ଠାରୁ ଲକ୍ଷାଧତ୍କ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ଦୁଇ ପିଲାଙ୍କର ମୋଟ୍ ୯ଟି ପାସ୍ପୋର୍ଟ ସହ ୩ ହଜାର...
ଭୁବନେଶ୍ୱର (ଅମରେଶ ବିଶ୍ୱାଳ): କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି। ତାକୁ ନେଇ ହୋହଲ୍ଲା ଚାଲିଥିବା ବେଳେ, ଏବେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁହଁ ଖୋଲି କେଇଧାଡ଼ି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନର ଚର୍ଚ୍ଚା ପରେ...