• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

SBI
ଏସବିଆଇ କିଓସ୍କର ଏମିତି ଗ୍ରାହକ ସେବା; ଆକାଉଣ୍ଟରୁ ଟଙ୍କା ଗାଏବ

ବାଲେଶ୍ୱର: ଟଙ୍କା ସୁରକ୍ଷିତ ରହିବ ବୋଲି ବ୍ୟାଙ୍କରେ ଟଙ୍କା ରଖିଥିଲେ ଗରିବ ଲୋକେ। ହେଲେ ଫଳ ହେଲା ଓଲଟା। ଟଙ୍କା ଉଠାଇବାକୁ ଗଲାବେଳକୁ ଆକାଉଣ୍ଟ ଖାଲି। ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ଥିବା ଏସବିଆଇର କିଓସ୍କ ଗ୍ରାହକ ସେବା କେନ୍ଦ୍ରରେ।...

rain
ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ, ୨୪ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ। ଏ ନେଇ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାରା ଦକ୍ଷିଣ ଓଡ଼ିଶା ଛୁଇଁବ, ଆଉ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସଂପୂର୍ଣ୍ଣ...

lightning
ବଜ୍ରାଘାତରେ ୩ ମୃତ, ୨ ଆହତ

କେନ୍ଦ୍ରାପଡ଼ା: ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା କୋରତନା ଗାଁ’ରେ କିଛି ଯୁବକ ସାଙ୍ଗ ହୋଇ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ଜଣ...

gopichand
ଓଡ଼ିଶାରେ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ଗୋପୀଚାନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦ। ଓଡ଼ିଶା-ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡସେନ ସହ MOU ସ୍ୱାକ୍ଷର ପାଇଁ ସେ ଭୁବନେଶ୍ୱର ଆସିଛନ୍ତି। କ୍ରୀଡ଼ା ବିଭାଗ ସହିତ ଆଲୋଚନା ମଧ୍ୟ କରିବେ। ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏସିଆନ...

dr kishore chandra das
ଡାକ୍ତର ନୁହେଁ ସେ ଦ୍ୱିତୀୟ ଈଶ୍ୱର, ବିଦାୟ ଦେଲାବେଳେ କାନ୍ଦୁଛି ଗାଁ

ନବରଙ୍ଗପୁର: କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଆଉ ସେହିଭଳି ଈଶ୍ୱରୀୟ ଗୁଣ ଥିବା ଜଣେ ଡାକ୍ତରଙ୍କୁ ଆଜି ଝୁରୁଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଁ। ସେ ହେଉଛନ୍ତି ଡାକ୍ତର କିଶୋର ଚନ୍ଦ୍ର ଦାସ। ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ସେ ଯେ କେବଳ ରୋଗୀସେବା କରୁଥିଲେ ତାହା ନୁହେଁ। ପ୍ରଶାସନିକ...

mao
ମାଓ ମୁକାବିଲା ଚିନ୍ତା; ପୂର୍ବ ଭାରତ ଜୋନ୍‌ର ପୋଲିସ୍‌ ଅଧିକାରୀଙ୍କୁ ନେଇ ସମନ୍ୱୟ ବୈଠକ

ଭୁବନେଶ୍ୱର: ମାଓ ମୁକାବିଲା ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗରେ ଆନ୍ତରାଜ୍ୟ ସମନ୍ୱୟ ବୈଠକ ସହ ପୂର୍ବ ଭାରତ ଜୋନର ପୋଲିସ ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସମେତ...

bjp
ରତ୍ନଭଣ୍ଡାର ଚାବି ହଜିବା ଘଟଣା: ୧୧ରେ ବିଜେପିର ରାଜ୍ୟବ୍ୟାପି ଆନ୍ଦୋଳନ

ପୁରୀ:  ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦ କରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି। ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ଉପଖଣ୍ଡରେ ବିକ୍ଷୋଭ କରିବାକୁ ଅଣ୍ଟା ଭିଡ଼ିଛି ଦଳ। ଏହା ପରଦିନ ଅର୍ଥାତ ୧୨ ତାରିଖରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ...

shabana
ରେଳ ବିଭାଗକୁ କ୍ଷମା ମାଗିଲେ ଶବନା ଅାଜମୀ

ନୂଅାଦିଲ୍ଲୀ: ବାହାର ଦେଶର ରେଷ୍ଟୁରାଣ୍ଟ ଭିଡିଓକୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ରେଳ ମନ୍ତ୍ରାଳୟକୁ ଟ୍ୟାଗ୍ କରିବା ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶବନା ଅାଜମୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ୩୦ ସେକେଣ୍ଡର ଭିଡିଓରେ ରେଳକର୍ମଚାରୀମାନେ ଅଳିଅା ପାଣିରେ ବାସନ ଧୋଉଥିବା ଶବନା ଦର୍ଶାଇଥିଲେ। ଭିଡିଓଟି ଯାଞ୍ଚ...

eas summit
ଭୁବନେଶ୍ୱରରେ ପୂର୍ବ ଏସୀୟ ଶିଖର ସମ୍ମିଳନୀ ବୈଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୂର୍ବ ଏସୀୟ ଶିଖର ସମ୍ମିଳନୀ।  ଭାରତ, ଆମେରିକା, ଋଷିଆ, ଚୀନ, ଅଷ୍ଟ୍ରେଲିଆ ସମେତ ୧୮ଟି  ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ସାମୁଦ୍ରିକ କ୍ଷେତ୍ରକୁ ନେଇ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁରକ୍ଷା, ନିରାପତ୍ତା, ବିକାଶ ଏବଂ ସହଭାଗିତା ସମ୍ମିଳନୀର ମୁଖ୍ୟ...

modi
ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର! ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବାକୁ ଏକ ବଡ଼ ଯୋଜନା ଚାଲିଥିବା ନେଇ ପୁଣେ ପୋଲିସ୍‌ ହାତରେ ଏକ ବଡ଼ ସୁରାକ୍‌ ଲାଗିଛି। ଯାହାକୁ ନେଇ ଖୁଲାସା ହୋଇଛି। ଏ ସମ୍ପର୍କିତ ଏକ ଚିଠିକୁ ପୁଣେ ପୋଲିସ ଉଦ୍ଧାର...

baragarh
ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ିଲା ବୋହୂ, ଦେଖନ୍ତୁ ଭିଡ଼ିଓ

ବରଗଡ଼: ଶାଶୁ ଉପରେ ବୋହୂର ଅମାନୁଷିକ ଅତ୍ୟାଚାର। ବିଚ୍‌ ରାସ୍ତାରେ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ଟାଣିବା ସହ ଲହୁଲୁହାଣ କଲା ବୋହୂ। ଏଭଳି ଅମାନବୀୟ ଘଟଣା ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ତାଲପାଲି ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ୭୫ ବର୍ଷୀୟ ବୃଦ୍ଧା ଶାଶୁଙ୍କୁ ବୋହୂ ରାସ୍ତାରେ...

deogarh
ଦେବଗଡ଼ ସହରରେ ୬ ଘଣ୍ଟିଆ ବନ୍ଦ ପାଳନ

ଦେବଗଡ଼: ଭୂମିହୀନଙ୍କୁ ଘରଡ଼ିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦାବିରେ ଆଜି ଦେବଗଡ଼ ସହରରେ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ପୁରୁଣା ପୋଷ୍ଟ ଅଫିସ ଛକ ନିକଟରେ ଶହ ଶହ ସଂଖ୍ୟାରେ ଲୋକ ରାଜରାସ୍ତାରେ ଶୋଭାଯାତ୍ରା...