କେନ୍ଦୁଝର: କେନ୍ଦୁଝରରରେ ହାତୀ ଆତଙ୍କ। ପାଟଣା ରେଞ୍ଜ୍ ଚେମଣା ଗାଁ ପାଖରେ ଥିବା ଜଙ୍ଗଲକୁ ପଶି ଆସିଛନ୍ତି ହାତୀ ପଲ। ସ୍ଥାନୀୟ ୟୁକାଲିପଟାସ୍ ଜଙ୍ଗଲକୁ ଏହି ହାତୀ ପଲ ପଶି ଆସିଛନ୍ତି। ଏହି ପଲରେ ପ୍ରାୟ ୨୦ରୁ ଅଧିକ ହାତୀ ଥିବା ଜଣାପଡ଼ିଛି। ମୟୂରଭଞ୍ଜରୁ ବୈତରଣୀ ନଦୀ ପାର୍...
ମୁମ୍ବାଇ: କ୍ରିକେଟ ପଡିଆରେ ପୁଣିଥରେ ନଜର ଆସିବେ ତେନ୍ଦୁଲକର! କିନ୍ତୁ ଏହିଥର ସେଇ ଚର୍ଚ୍ଚିତ ଚେହେରା ସଚିନ ତେନ୍ଦୁଲକର ନୁହଁନ୍ତି ବରଂ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିବ। ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଛନ୍ତି ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଆସନ୍ତା ସେପ୍ଟେମ୍ବର ମାସରେ...
ଅନୁଗୁଳ: ଅନୁଗୁଳ ବସ୍ଷ୍ଟାଣ୍ଡରେ ବୁଲୁଥିବାଳେ ୨ ଶିଶୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଦୁଇ ଶିଶୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଦୁଇ ଶିଶୁ ଭାଇ ଭଉଣୀ ବୋଲି ଜଣାପଡ଼ିଛି। ଅନୁଗୁଳ ଥାନାରେ ଦୁଇ ଶିଶୁଙ୍କୁ ରଖି ସେମାନଙ୍କ...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା SBI ଗ୍ରାହକ ସେବା କେନ୍ଦ୍ରରୁ ହୋଇଥିବା ଠକେଇ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଆଞ୍ଚଳିକ ଶାଖା ଏବଂ ମୁଖ୍ୟ SBIର ତିନି ଜଣିଆ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗ୍ରାହକଙ୍କ ଠାରୁ ବିଭିନ୍ନ...
ଭୁବନେଶ୍ୱର: ରଜ, ଓଡ଼ିଶାର ଏକ ଗଣପର୍ବ। ରଜରେ ଭଲ ବ୍ୟବସାୟ ପାଇଁ ବ୍ୟବସାୟୀ ମାନେ ରାସ୍ତାଘାଟରେ ହୋର୍ଡିଂ ଜରିଆରେ ଏବଂ ଖବରକାଗଜରେ ବିଜ୍ଞାପନ ଦେଉଛନ୍ତି। ହେଲେ ଏହି ବିଜ୍ଞାପନ ଗୁଡିକରେ ରଜ ବଦଳରେ ଲେଖାହୋଇଛି ରଜୋ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି।...
ଭବାନୀପାଟଣା: ଭବାନୀପାଟଣା ଚାଞ୍ଚେର ନିକଟରରେ ବସ୍ ଧକ୍କାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ NH-26 ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ଗତ ରାତିରେ ଚାଞ୍ଚେର ନିକଟରେ ଜଣେ ପଥଚାରୀଙ୍କ ଉପରେ ବସ୍ ମାଡ଼ି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ...
ଜୟପୁର: କୋରାପୁଟ ବରିପୁଟରେ ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ସେନାର ଦ୍ୱିତୀୟ ଟିମ୍ ପହଞ୍ଚିବା ପରେ ଏବେ ବ୍ଲାଷ୍ଟିଂ ଜରିଆରେ ଉଦ୍ଧାର ଏବଂ ପଥର ହଟାଇବା କାମ ଆରମ୍ଭ ହୋଇଯାଇଛି। ପଥର ବ୍ଲାଷ୍ଟିଂ ପୂର୍ବରୁ ସଂପୃକ୍ତ...
ନାଗପୁର : ଦେଶପ୍ରତି ସମର୍ପଣ ହିଁ ଦେଶପ୍ରେମ। ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟରେ ସଂଘ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ନିଜ ବକ୍ତବ୍ୟକୁ କେନ୍ଦ୍ରିତ କରି ପ୍ରଣବ କହିଛନ୍ତି,ଭାରତର ରାଷ୍ଟ୍ରବାଦ ବସୁଧୈବ...
ଭୁବନେଶ୍ୱର : ଆାଦିବାସୀ ଇଲାକାରେ ବିଜୁଯୁବ ବାହିନୀକୁ ଝଟ୍କା। ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ଯୋଜନା ଆଡକୁ ଢଳୁ ନାହାଁନ୍ତି ପାଠୁଆ ଯୁବକଯୁବତୀ। ମାଟ୍ରିକ ପାସ ଯୁବକ ଯୁବତୀ ଯୁବ ବାହିନୀର ସଭାପତି, ସଂପାଦକ ଓ କୋଷାଧ୍ୟ୍ୟକ୍ଷ ପଦରେ ରହି ପାରିବେ ବୋଲି ପୂର୍ବରୁ ଗାଇଡଲାଇନ ପ୍ରସ୍ତୁତ କରିଥିଲେ...
ଆମେ କଦଳୀ ତ ସବୁବେଳେ ଖାଉଛେ କିନ୍ତୁ କଦଳୀ ମଞ୍ଜା କ୍ୱଚିତ୍ ଖାଉଛୁ। ଭାରତରେ ଯଦିଓ କଦଳୀ ମଂଜାକୁ ପରିବା ଆକାରରେ ଖିଆଯାଏ ତେବେ ବହୁତ୍ କମ୍ ଲୋକ ମଂଜାର ଜୁସ୍ ପିଇଥା’ନ୍ତି। କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ପିଇଲେ ଆପଣ ସର୍ବଦା ନିରୋଗ ରହିବେ । ଏହା...
ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର...
ଭୁବନେଶ୍ୱର : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁହଁ ଖୋଲିଲେ ଗଜପତି ମହାରାଜ। ଚାବି ହଜିବା ଘଟଣାରେ ତାଙ୍କର ସାମାନ୍ୟତମ ଭୂମିକା ନାହିଁ। ବିଦେଶରୁ ଥାଇ ଓଟିଭିକୁ ଦେଇଥିବା ଏକ୍ସକ୍ଲୁସିଭ୍ ଲିଖିତ ପ୍ରତିକ୍ରିୟାରେ ଏକଥା ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ସ୍ପଷ୍ଟ...
ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା...
ଭୁବନେଶ୍ୱର : ରାଜଧାନୀରେ ଅଟୋ ଓ ଟାକ୍ସି ଚାଳକଙ୍କ ଆନ୍ଦୋଳନବେଳେ ସାମନାକୁ ଆସିଲା ଓଟିଭି ଟିମ୍ର ଦାୟିତ୍ୱବୋଧର ଚିତ୍ର। ଏକ ଅସୁସ୍ଥ ଶିଶୁ ଓ ପରିବାର ଲୋକଙ୍କୁ ମେଡିକାଲ ପହଞ୍ଚାଇଲା ଓଟିଭି ଟିମ୍। ସୂଚନା ଅନୁସାରେ ଭୁବନେଶ୍ୱର ବାଳକାଟିର ରଶ୍ମିତା ରଥ ନାମ୍ନୀ ମହିଳା ତାଙ୍କ ଅସୁସ୍ଥ ଶିଶୁକୁ...
ରାୟଗଡା : ୧୧ମାସ ଧରି ରାୟଗଡା ଓ ଟିଟିଲାଗଡ ମଧ୍ୟରେ ବାତିଲ ହୋଇଥିବା ଦୁଇଟି ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ ହୋଇଛି। ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଓ ବିଶାଖାପାଟନାମ୍-ଦୁର୍ଗ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଛି। ଏଥିସହ ଚଳିତମାସ ଶେଷ ସୁଦ୍ଧା ଆଉ ତିନିଟି ଟ୍ରେନ୍ ଚଳାଚଳ କରାଯିବ ବୋଲି ରାୟଗଡାର...
ପୁରୀ : ପୁରୀରେ ଗତକାଲିଠାରୁ ନିଖୋଜ ଥିବା କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ପେଣ୍ଠକଟା ନିକଟ ସମୁଦ୍ର ବେଳାଭୂମିରୁ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତ୍ରିପୁରା ପୋଲିସର କନଷ୍ଟେବଲ ସୁମନ ନାଥ। ସେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଚକ୍ରତୀର୍ଥ ରୋଡସ୍ଥିତ ଏକ ହୋଟେଲରେ...
କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପୁଣି କୁମ୍ଭୀର ଆତଙ୍କ। ଗତକାଲି କୁମ୍ଭୀର ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଜି ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ବିଜୟ ପାତ୍ର। ସେ ଗତକାଲି ବ୍ରାହ୍ମଣୀ ନଦୀ କୂଳରେ ଗାଈ...
ଭୁବନେଶ୍ୱର : ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ଭୁବନେଶ୍ୱରରରେ ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨ ଦିନ ତଳେ ଆକ୍ରାନ୍ତ ହୋଇ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ...
ଭୁବନେଶ୍ୱର : ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାବି ହଜିବା ଯଦି ସତ ହୋଇଥାଏ ତେବେ ଭାବନାତ୍ମକ ଦୃଷ୍ଟିରୁ ଏହା ସାଂଘାତିକ। ଘଟଣାକୁ ୨ ମାସ ହେଲାଣି ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନାହାନ୍ତି। ଟିକେ ଟିକେ କଥାରେ...