ରାଉରକେଲା: ଇସ୍ପାତ୍ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବା ପାଇଁ ମୋଦି ଯେଉଁ ଘୋଷଣା କରିଥିଲେ ସେହି କାମ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ଗତକାଲି ରାଉରକେଲା ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ବର୍ଣ୍ଣ...
ଭୁବନେଶ୍ୱର: ବସ୍ ଭିତରେ ବଦମାସୀ। ବସ୍ରେ ଯୁବତୀଙ୍କୁ କଣ୍ଡକ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ଯୁବତୀ ଜଣକ କେନ୍ଦୁଝର ଯିବା ପାଇଁ ବସ୍ଷ୍ଟାଣ୍ଡରେ ଏକ ପ୍ରାଇଭେଟ ବସ୍ରେ ଚଢ଼ିଥିଲେ। ସେତେବେଳେ କୌଣସି ଯାତ୍ରୀ ନ ଥିବାର ସୁଯୋଗ ନେଇ କଣ୍ଡକ୍ଟର ତାଙ୍କୁ ଅଶାଳୀନ ବ୍ୟବହାର...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ। ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୨ଜଣ ପୋଲିସ ସହିଦ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଭୋରରୁ ଆତଙ୍କବାଦୀମାନ ପୁଲୱାମା ଜିଲ୍ଲାର କୋର୍ଟ କମ୍ପ୍ଲେକ୍ସ ଠାରେ ପୋଲିସ୍ ଗାର୍ଡ଼ ପୋଷ୍ଟ ଉପରକୁ ପ୍ରଥମେ ଆକ୍ରମଣ କରିଥିଲେ।...
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ଏନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂ ସୂଚନା ଦେଇ କହିଛନ୍ତି ଯେ, ଏବେ ସେ ଭଲ ଅଛି। ବ୍ୟସ୍ତ ହେବାର କିଛି କାରଣ ନାହିଁ। ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି।...
ଭୁବନେଶ୍ୱର : ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ତାଙ୍କ ସ୍ଥାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ନୂଆ ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଛି। ଏବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅଛନ୍ତି ପ୍ରଦୀପ୍ତ ମହାପାତ୍ର। ଏହି ବିଭାଗ ସହ ତାଙ୍କୁ ଶ୍ରୀମନ୍ଦିର...
ଭୁବନେଶ୍ୱର : ରାଜ୍ୟରେ ବଢୁଛି ବଜ୍ରାଘାତ ବିପତ୍ତି। ଗତ ୩ ଦିନରେ ୧୮ ଜଣଙ୍କ ଜୀବନ ନେଇଛି ଘାତକ ବଜ୍ରାଘାତ। ସେହିପରି ୨୨ ମେ’ରୁ ଅର୍ଥାତ୍ ଗତ ୨୨ ଦିନରେ ଯାଇଛି ୪୦ ଜୀବନ। ବଜ୍ରାଘାତ ନେଇ ଏମିତି କିଛି ଘଟଣା ଏବେ ରାଜ୍ୟରେ ଦୁଃଖଦ ମୁହୂର୍ତ୍ତ ପାଲଟିଛି।...
ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ହଲ୍ଲାବୋଲ। ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଗର୍ଜିଛନ୍ତି ବିଜେପି କର୍ମୀ ଓ ନେତା। ପୁରୀ ଭଦ୍ରକ ବାଲେଶ୍ୱର ସବୁଠି ବିକ୍ଷୋଭ ଓ ପ୍ରତିବାଦ ସଭା। କେନ୍ଦ୍ରାପଡା ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର...
ନୂଆଦିଲ୍ଲୀ : ବ୍ରିଟେନରେ ରାଜନୈତିକ ଶରଣ ନେବା ପାଇଁ ପ୍ରସ୍ତୁତି ଚଳାଇଛି ପିଏନବି। ମହାଠକେଇ ଅଭିଯୁକ୍ତ ନିରବ ମୋଦି ଭାରତ ଓ ବ୍ରିଟିଶ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିଛି। ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧୩ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗତ ଫେବ୍ରୁୟାରୀରୁ...
ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ I ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ଦାତି...
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ସମ୍ଭାବନା। ପବନ ବହିବା ସହିତ ବଜ୍ରପାତ ବି ହେବ। ଏଥିପାଇଁ ୧୧ ଜିଲ୍ଲାକୁ ରାତି ସାଢ଼େ ୮ଟା ଯାଏଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ନୂଆପଡ଼ା, ବଲାଙ୍ଗିର,...
ନୂଆଦିଲ୍ଲୀ: ହରିଆଣା ସରକାରଙ୍କ ପଶୁପାଳନ ବିଭାଗରେ କାର୍ଯ୍ୟରତ ଜୁନିଅର ମହିଳା ଆଇଏଏସ୍ଙ୍କୁ ସିନିଅର ଆଇଏଏସ୍ଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ। ଅଭିଯୋଗ ଆସିଛି ସିନିଅର ଆଇଏଏସ୍ ତଥା ହରିଆଣା ସରକାରଙ୍କ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ସୁନୀଲ ଗୁଲାଟୀଙ୍କ ବିରୋଧରେ। ମହିଳା ଆଇଏଏସ୍ ଜଣଙ୍କ ରବିବାର ସକାଳେ ଏକ ଫେସବୁକ୍ ପୋଷ୍ଟରେ...
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ସେ ରୁଟିନ୍ ଚେକ୍ ଅପ୍ ଓ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କୁହାଯାଉଛି। ଡାକ୍ତରଙ୍କ ପରାମର୍ଶକ୍ରମେ ବାଜପେୟୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ...
କଟକ: କଟକ ସହରରେ ଅଜଣା ଜନ୍ତୁ ଆତଙ୍କ। କଟକ ସୂତାହାଟ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଗତ ୩ ଦିନ ଧରି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ଯଦିଓ କାହାରିକୁ ଆକ୍ରମଣ କରିନାହିଁ, କିନ୍ତୁ କିଛି କୁକୁଡାଙ୍କୁ ମାରି ଖାଇଦେଉଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଦିନ ଜଣଙ୍କ...