ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆସନ୍ତାକାଲିଠୁ ଅନ୍ଲାଇନ୍ ଯୋଗେ ଛାତ୍ରଛାତ୍ରୀ ମାନେ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୨୬। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍...
ବାଲେଶ୍ୱର: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ଗାଁ ଦାଣ୍ଡରେ ତାକୁ ଘୋଷାଡ଼ି ଘୋଷାଡ଼ି ମାରିଲା । ବିଚାରୀ ମା କଲବଲ ହୋଇ ଚିତ୍କାର କରୁଥିବା ବେଳେ ହାତ ମାଡ଼ ଅଣ୍ଟିଲାନି ଯେ ଶେଷରେ କାଠ ଫାଳିଆ ଆଣି ମା ପେଟ...
ନୂଆଦିଲ୍ଲୀ: ସମାଜବାଦି ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ୨୦୧୯ ରେ ବିଜେପିକୁ ହରାଇବା ପାଇଁ ଆମର ଏହି ମେଣ୍ଟ ଜାରି ରହିବ। ...
ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି। କୋଦାଳରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତର ମଙ୍ଗଳାପଦା ଗାଁରେ ଘଟିଛି। ଏହି ଘଟଣା ଘଟିବା ପରେ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛି। ଏପରିକି ପାରିବାରିକ କଳହକୁ...
ପାରଳାଖେମୁଣ୍ଡି: ବଣଭୋଜି ମଉଜ ବେଳେ ଅଘଟଣ। ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମାଙ୍କଡ଼ଡିଆ ଜଳ ପ୍ରପାତରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗଞ୍ଜାମ କେ. ନୂଆଗାଁ ଥାନା ବୀରମେଖପୁର ଗାଁର...
ଅନୁଗୁଳୁ: ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ଅନୁଗୁଳ ଜିଲ୍ଲା ତାଳଚେର କଲିଅରୀ ଥାନା ମୁଣ୍ଡା ବସ୍ତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୮ଟାରେ ଏହି ଘଟଣା ଘଟିଛି। ଏହି ଘଟଣା ଖବରପାଇ...
ଭବାନୀପାଟଣା: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପାଷ୍ଟିଗୁଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ କିଛି ଯାତ୍ରୀ ସାମାନ୍ୟ ଆଘାତ ହୋଇଥିବା ଜଣାପଡ଼ିଛି। ବସ୍ଟି ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବସ୍ଟି...
ନୂଆଦିଲ୍ଲୀ: ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲରେ କେନିଆକୁ ପରାସ୍ତ କରି ଭାରତ ଚାମ୍ପିଅନ୍। କ୍ୟାପଟେନ୍ ସୁନିଲ ଛେତ୍ରୀଙ୍କ ଚମତ୍କାର ୨ଟି ଗୋଲ ଯୋଗୁଁ ଦଳ ଏକତରଫା ୨-୦ ଗୋଲରେ ବିଜୟୀ ହୋଇଥିଲା। ମ୍ୟାଚ୍ର ଅଷ୍ଟମ ଓ ୨୯ତମ ମିନିଟ୍ରେ ଗୋଲ କରି ଛେତ୍ରୀ ଭାରତକୁ ବିଜୟ ଭେଟି ଦେଇଥିଲେ। ପୂରା...
ଭୁବନେଶ୍ୱର: ଆସନ୍ତା ଜୁଲାଇରେ ହେବାକୁ ଯାଉଛି ପ୍ରିନ୍ସ ଆଣ୍ଡ୍ ପ୍ରିନ୍ସେସ୍ ଇଣ୍ଟରନ୍ୟାସନାଲ ୨୦୧୮ ପ୍ରତିଯୋଗିତା। ଏଥିରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ଲାବଣ୍ୟ ଦାସ। ଓଡ଼ିଆ ସଂସ୍କୃତି, ପରମ୍ପରା ଓ ବେଶଭୂଷା ସାଙ୍ଗରେ ନିଜକୁ ବିୟୁଟି ପିଜାଣ୍ଟ ଭାବେ କ୍ୟାରିୟର କରିବାକୁ ନେଇ ଆଖିରେ ଆଖିଏ...
ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସିଂହଦ୍ୱାର ପୋଲିସ୍ ଜଣେ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତକାଲି ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପରିବାର ସହ ଠାକୁର ଦର୍ଶନ କରିବାକୁ ଆସିଥିଲେ। ...
ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ରୁଲ୍ସ ୧୯୬୦ର ଧାରା-୭। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଦୈନନ୍ଦିନ ଭକ୍ତଙ୍କଠାରୁ ଦାନ ସୂତ୍ରରେ ଆସୁଥିବା ସୁନା, ରୁପା ଓ ଅନ୍ୟ ଅଳଙ୍କାର ସବୁକୁ ଏକ ରେଜିଷ୍ଟରରେ ଏଣ୍ଟ୍ରି କରାଯାଇ ତାଲିକା କରାଯିବ। ଏସବୁକୁ ରତ୍ନଭଣ୍ଡାରରେ ଅଲଗା କରି ରଖାଯିବ। ପ୍ରତି ମାସରେ...
ସୁନ୍ଦରଗଡ଼ : ହକି ମ୍ୟାଚ୍ ବେଳେ ବଜ୍ରପାତ। ଗଲା ୩ ଜଣଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଶଙ୍କରାବାହାଲ ଗାଁରେ ଘଟିଛି ଏହି ଅଘଟଣ। ହକି ମ୍ୟାଚ୍ ଚାଲିଥିବା ବେଳେ ପ୍ରଥମେ ବର୍ଷା ହୋଇଥିଲା। ଏହାପରେ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛତଳେ ଆଶ୍ରୟ ନେଇଥିଲେ...
ଭୁବନେଶ୍ୱର : ଜାତୀୟ ଟିଭି ଚ୍ୟାନେଲ୍ରେ ବୈଜୟନ୍ତଙ୍କ ବିସ୍ଫୋରକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ। ଟିଭି ଇଣ୍ଟରଭ୍ୟୁରେ ବୈଜୟନ୍ତ, ବିଜେଡିର ଗୁମର ଉପରୁ ପରଦା ହଟାଇଛନ୍ତି। ଦଳ ଓ ମୁଖ୍ୟମନ୍ତ୍ରୀ କୋଟେରୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ୩ରୁ ୪ ବର୍ଷ ହେଲା ଦଳ...
ଭାରତୀୟ ମହିଳା ଟିମ୍ର ଲଗାତର ସପ୍ତମ ଥର ଏସିଆ କପ୍ ଟାଇଟଲ ଜିତିବା ସ୍ୱପ୍ନ ମଉଳି ଯାଇଛି। ଭାରତକୁ ହରାଇ ଏସିଆ କପ୍ ଟି-୨୦ ଟାଇଟଲ ହାତେଇଛି ବାଂଲାଦେଶ। ଫାଇନାଲରେ ଛଅ ଥରର ଚାମ୍ପିଅନ୍ ଭାରତୀୟ ମହିଳା ଟିମ୍କୁ ୩ ୱିକେଟ୍ରେ ହରାଇ ବାଂଲାଦେଶ ପ୍ରଥମ ଥର ଏସିଆ...
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜର ବ୍ୟାଟିଂ ଜରିଆରେ ବହୁ ରେକର୍ଡ ନିଜ ନାମରେ କରିସାରିଛନ୍ତି। କୋହଲି ସୋସିଆଲ ମେଡିଆରେ ମଧ୍ୟ ବେଶ ଲୋକପ୍ରିୟ। ସେହିପରି ନିଜ ଫିଟନେଶ ଓ ଲୁକ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିରାଟ କିଛି ବର୍ଷ ହେବ ଦାଢି ରଖିଆସୁଛନ୍ତି।...
ଭୁବନେଶ୍ୱର : ନେପାଳର ସ୍ଥଳସେନା ମୁଖ୍ୟ ଜେନେରାଲ ରାଜେନ୍ଦ୍ର ଛେତ୍ରୀ। ସପରିବାର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଆଜି ସକାଳ ୯ଟା ୨୦ ମିନିଟରେ ସେ ସୂର୍ଯ୍ୟମନ୍ଦିରରେ ପହଞ୍ଚିବା ପରେ ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା। ୪୫ ମିନିଟ ଧରି ସେ ସୂର୍ଯ୍ୟମନ୍ଦିର ବୁଲି ଦେଖିଥିଲେ।...
ଭୁବନେଶ୍ୱର: ପୁଣି ହଟଚମଟ କଲେ ଦାମ । ସାମ୍ବାଦିକଙ୍କ ପ୍ରଶ୍ନର ବେପରୁଆ ଉତ୍ତର ଦେଇଛନ୍ତି ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ । ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ସେ କିଏ (?)…. ‘ମୁଁ ଜଣେ ରାଜନେତା, କିରାଣିଙ୍କ ସହ ମୋର କି...