ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଗାଁ ଲୋକଙ୍କର ସରକାର ବିରୋଧରେ କ୍ଷୋଭ। କେଉଁଠି ୫୦ ବର୍ଷ ତ ଆଉ କେଉଁଠି ୧୫ ବର୍ଷ ବିତିଗଲାଣି। ସରକାରଙ୍କୁ ଗୁହାରି ସତ୍ତ୍ୱେ ମିଳିପାରିନି ମୌଳିକ ସୁବିଧା। ଅନୁଗୁଳ ବରହାକୁଦର ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ...
ନୂଆଦିଲ୍ଲୀ : ବୁମେରାଂ ହେଲା ଅାଧାର ଚାଲେଞ୍ଜ। ଟ୍ରାଇର ଅଧ୍ୟକ୍ଷ ଆର୍ଏସ୍ ଶର୍ମାଙ୍କୁ ମହଙ୍ଗା ପଡ଼ିଛି ତାଙ୍କର ଚ୍ୟାଲେଞ୍ଜ। ନିଜ ଅାଧାର ନମ୍ବର ସର୍ବସାଧାରଣରେ ସେ ପ୍ରକାଶ କରି ଚ୍ୟାଲେଞ୍ଜ ଦେଇଥିଲେ, କିଏ ଯଦି ଅାଧାର ତଥ୍ୟ ହ୍ୟାକ୍ କରି ପାରୁଛି କରୁ ଦେଖାଯିବ, ତାଙ୍କର କଣ କ୍ଷତି...
ପାଟନା: ପାଣିରେ ବୁଡ଼ିଛି ବିହାରର ସୁଶାସନ ବ୍ୟବସ୍ଥା। ବର୍ଷା ପାଣିରେ ଭାସିଲା ମେଡିକାଲ କଲେଜ। ଏପରିକି ଆଇସିୟୁରେ ମଧ୍ୟ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି। ରୋଗୀ ସୁସ୍ଥ ହେବ କି ଆହୁରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେବ, କହିବା ମୁସ୍କିଲ। ବିହାର ରାଜଧାନୀ ପାଟନାର ଦ୍ୱିତୀୟ ବୃହତ...
ଚେନ୍ନାଇ : ଡିଏମ୍କେ ସଭାପତି ଏମ୍. କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପହଞ୍ଚି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କରୁଣାନିଧିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ମଧ୍ୟ ଅାଲୋଚନା କରିଛନ୍ତି। କରୁଣାନିଧିଙ୍କ ପୁଅ ଡିଏମ୍କେ କାର୍ଯ୍ୟକାରୀ ସଭାପତି ଏମ୍କେ...
ଅାଜି ବିଶ୍ୱ ବ୍ୟାଘ୍ର ଦିବସ। ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ବ୍ୟାଘ୍ର ଦିବସ ପାଳନ କରାଯାଉଛି। ୨୦୧୦ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀରେ ଜୁଲାଇ ୨୯କୁ ବ୍ୟାଘ୍ର ଦିବସ ରୂପେ ଘୋଷଣା କରାଯାଇଥିଲା। ଘଞ୍ଚ...
ନୂଆଦିଲ୍ଲୀ: ଚାରିବର୍ଷ ଭିତରେ ବହୁତ କିଛି ବଦଳି ସାରିଛି। ଏହାରି ଭିତରେ ବିରାଟ କୋହଲି କ୍ରିକେଟ ଜଗତରେ ବ୍ୟାଟିଂର ବାଦ୍ଶାହ ବନିଯାଇଛନ୍ତି। ଏହି କଥା କହିଛନ୍ତି ବିରାଟ କୋହଲିଙ୍କ ପିଲାଦିନର କୋଚ୍ ରାଜ୍ କୁମାର ଶର୍ମା। ସେ କହିଛନ୍ତି ୧ ଅଗଷ୍ଟରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ୫...
ଗଂଜାମ : ଗଂଜାମ ଜିଲ୍ଲା ଅାସିକା ଢଉଗାଁ ଛକରେ ଦୁର୍ଘଟଣା। ଏକ ଟାଟା ଏସି ଗାଡ଼ି ଓଲଟି ପଡିବା ଫଳରେ ୧୫ରୁ ଅଧିକ କାଉଡିଅା ଅାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଅାହତଙ୍କୁ ଅାସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର...
ଖୋର୍ଦ୍ଧା : ଖୋର୍ଦ୍ଧା ବୋଲଗଡ଼ରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବୋଲଗଡ଼ ଥାନା ଠଣାପଲ୍ଲୀ ଗାଁରେ ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପଘର ଲୋକେ। ମୃତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ତାଙ୍କ ସ୍ୱାମୀ ଖବର ଦେଇଥିଲେ।...
ପାରାଦୀପ : ପୋଲରୁ ଖସି ନଦୀରେ ପଡିଲା ଟ୍ରକ୍। ପାରାଦୀପରେ ଘଟିଛି ଏହି ଦୁର୍ଘଟଣା। ପାରାଦୀପ ଉପକଣ୍ଠ ଭୂତମୁଣ୍ଡେଇଠାରେ ପୋଲ ଉପରୁ ଟ୍ରକ୍ ମହାନଦୀରେ ଖସି ପଡ଼ିଛି। ଚଣ୍ଡିଖୋଲ ଅାଡକୁ ଯାଉଥିବାବେଳେ ଟ୍ରକଟି ପୋଲର ବାମ ପଟକୁ ମାଡି ଯାଇ ପାଣିକୁ ଖସି ପଡ଼ିଥିଲା । ଭାରସାମ୍ୟ ହରାଇ...
ରାୟଗଡ଼ା: ନିର୍ମାଣକୁ ମାସେ ପୁରିନଥିବାବେଳେ କେନାଲ ଭୁଷୁଡି ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଚାଷ ଜମିକୁ ପାଣି ଯିବା ପରିବର୍ତ୍ତେ ଏଣେ ତେଣେ ବୋହିଯାଉଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଳିସିରିପୁର ଗାଁ ନିକଟରେ। ଏଠାରେ ପ୍ରାୟ ୧୦ ଫୁଟ୍ ଓସାରରେ ଭୁଷୁଡି...
ଭୁବନେଶ୍ୱର : ଆଜି ରାତି ୮ଟା ଯାଏ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା। ଏହି ୧୦ଟି ଜିଲ୍ଲା ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,ବରଗଡ଼ ,କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର,କଟକ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା...
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଅାୟୋଗଙ୍କ ପକ୍ଷରୁ ଅାରମ୍ଭ ହୋଇଛି ପ୍ରସ୍ତୁତି। ନିର୍ବାଚନ ପ୍ରକ୍ରିୟା ପରିଚାଳନା ନେଇ ସରକାରୀ ଅଧିକାରୀଙ୍କୁ ଦିଅାଯାଇଥିବା ତାଲିମର ଅାଜି ମୂଲ୍ୟାୟନ ହୋଇଛି। ଅାଜି ଭୁବନେଶ୍ୱରରେ ରାଜ୍ୟର ୧୬୬ ଜଣ ଅଧିକାରୀଙ୍କୁ ଦିଅାଯାଇଥିବା ତାଲିମ୍ ଓ ତରିକା ସମ୍ପର୍କରେ...
ଭୁବନେଶ୍ୱର : ବିଜେଡିକୁ ‘ଲଲିପପ୍’ର ସରକାର କହି କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ନବୀନ ଶାସନକାଳ ଭିତରେ ରୋଜଗାର ଦେଇପାରି ନାହାନ୍ତି। କିନ୍ତୁ ୧୯ ବର୍ଷ ହେଲା ଲଲିପପ୍ ଦେଇ ଅାସୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି। ରାଜ୍ୟ...
ମାଲକାନଗିରି : ନକ୍ସଲଙ୍କ ସହିଦ ସପ୍ତାହ ପାଳନ ଚାଲିଥିବାବେଳେ ଏପଟେ ଦୁଇ ଜଣ ହାର୍ଡକୋର ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଅାତ୍ମସମର୍ପଣ କରିଛନ୍ତି। ସହିଦ ସପ୍ତାହ ପାଳନର ଦ୍ୱିତୀୟ ଦିନରେ କାଲିମେଳା ଦଳମର ୨ କ୍ୟାଡର ମାଓବାଦୀ ହିଂସା ମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଅାତ୍ମସମର୍ପଣ କରିଥିବା...
ରାଉରକେଲା: ସଡ଼କ ଦୁର୍ଘଟଣାକୁ ନେଇ ରାଉରକେଲାରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଛି। ତେବେ ଲୋକଙ୍କ ଦାବି ପ୍ରକାରେ ସେଠାରେ ଏକ ଚେକ୍ ପୋଷ୍ଟ୍ ନିର୍ମାଣ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ତା’ସହିତ ହକି ଛକରେ ୩ ଜଣ କନଷ୍ଟେବଳଙ୍କୁ...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିକଶିତ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାସ୍ତା ଖରାପ ଯୋଗୁ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ। ସେପଟେ ପ୍ରସବ ବେଦନା ଛଟପଟ ହେଉଛନ୍ତି ଆସନ୍ନ ପ୍ରସବା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାଇମାଟି ଗାଁରେ। ସୂଚନା ଅନୁସାରେ, ଏହି...