ଝାରସୁଗୁଡ଼ା: ଖୁବ୍ ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡାଣ ଆରମ୍ଭ ହୋଇପାରେ। ଏୟାରବସ୍-୩୨୦ ଚଳାଚଳ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏବେ 4-C କ୍ୟାଟାଗୋରୀ ଲାଇସେନ୍ସ ମିଳିଛି । ଡିଜିସିଏ ପକ୍ଷରୁ ଏହି ଲାଇସେନ୍ସ ମିଳିବା ପରେ ଏୟାରବସ୍-୩୨୦ ଚଳାଚଳ ପାଇଁ ବାଟ ଫିଟିଲା ବୋଲି ଝାରସୁଗୁଡ଼ା ବିମାନ...
ଜଗତପୁର : କଟକ ଜଗତପୁର ମହାନଦୀ ପଠାରୁ ଜଣେ ଯୁବକଙ୍କ ମୃତଦେହ ବାଲିରେ ପୋତାଯାଇଥିବା ବେଳେ ଉଦ୍ଧାର ମୃତକ ହେଲେ ଜଗତପୁର ମୁଣ୍ଡାସାହି ବସ୍ତିର ଶିବ ସାହୁ। ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ମଦ ପିଇବାକୁ କେନ୍ଦ୍ରକରି ବସ୍ତିର କିଛି ଲୋକଙ୍କ ସହ ଶିବର ଗଣ୍ଡଗୋଳ ହୋଇଥିଲା। ...
ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅାବେଦନ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ ଜରିଅାରେ ଅାବେଦନ କରିପାରିବେ। ଏଥିପାଇଁ ଜୁନିୟର କଲେଜମାନଙ୍କରେ ସାମ୍ସ ରିସୋର୍ସ ସେଣ୍ଟର ଖୋଲାଯାଇଛି। ଅଗଷ୍ଟ ୧୦ ତାରିଖରେ...
ନୂଆଦିଲ୍ଲୀ: ନୂଆ ଦଳ ନୂଆ ଅଧିନାୟକ। ନୂଆ କୋଚ୍ ଫିଟ୍ ଏଣ୍ଡ ଫାଇନ୍ ୟୁଥ୍ ବ୍ରିଗେଡ୍। ୨୦୧୧ ପରାଜୟର ପ୍ରତିଶୋଧ ମୁଡ୍ରେ ଇଂଲିସ ଟିମ୍କୁ ଧୂଳି ଚଟାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। କାଲି ଠାରୁ ଆରମ୍ଭ ହେବ ହ୍ୱାଇଟ୍ ଡ୍ରେସ ଫାଇଟ। ଇଂଲିସ୍ ଟିମକୁ ସ୍ପିନ ଜାଲରେ ଫସାଇବାକୁ...
ଯାଜପୁର: ଓଡ଼ିଆ ବାଳକ ଅଭିଜିତ ରାଉତ ଅନ୍ତର୍ଜାତୀୟ ବେସବଲ ଲିଟିଲ୍ ଖେଳିବାକୁ ମନୋନିତ ହୋଇଛନ୍ତି। ୧୮ଜଣିଆ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଅଭିଜିତଙ୍କ ଘର ଯାଜପୁର ଦାନଗଦୀ ବ୍ଲକ ରାଛିପୁର ଗାଁରେ। ସେ ଯୁଝପଦା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ତାଇଓ୍ୱାନରେ ହେବାକୁ ଥିବା ବେସବଲ ଲିଟିଲ୍...
ଭୁବନେଶ୍ୱର: ଆଜି ଅଧିକ ଲାଲ୍ ଓ ଉଜ୍ୱଳ ଦୃଶ୍ୟମାନ ହେଉଛି ମଙ୍ଗଳ ଗ୍ରହ। କାରଣ ଦୀର୍ଘ ୧୫ ବର୍ଷ ପରେ ପୁଣି ପୃଥିବୀର ଅତି ନିକଟକୁ ଆସିଛି ମଙ୍ଗଳ। ଲାଲ୍ ଓ କମଳା ରଙ୍ଗ ସମ୍ମେଳନରେ ମଙ୍ଗଳ, ଆକାଶରେ ଏକ ବିରାଟ ତାରା ଭଳି ପ୍ରତୀୟମାନ ହେଉଛି। ଖାଲି ...
ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଅନେକ ଯବାନ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଏମ୍ସ କ୍ୟାମ୍ପସରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା। ମୂଳ ଡିଜାଇନ୍ରେ ଟ୍ରମା କେୟାର ସେଣ୍ଟର ପାଖରେ ହେଲିପ୍ୟାଡ୍...
ଭୁବନେଶ୍ୱର: ସମ୍ପର୍କର ସେତୁ ଗୁରୁପ୍ରିୟା ନିର୍ମାଣରେ ୭୪ କୋଟିର ଘୋଟାଲା। ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୁରୁପ୍ରିୟା ସେତୁ ନିର୍ମାଣରେ ଧରାପଡ଼ିଛି ଏହି ୭୪ କୋଟିର ଅନିୟମିତତା। ଠିକାଦାରଙ୍କୁ ଅହେତୁକ ଲାଭ ଦେବାକୁ ଯାଇ ହୋଇଛି ବଡ଼ ଧରଣର ଗଡ଼ବଡ଼ି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ବା ପିଏଜିର...
ମୁମ୍ବାଇ: ଭୟଙ୍କର ରୂପ ନେବାରେ ଲାଗିଛି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି। ଆଉ ଦାବି ପୂରଣ ପାଇଁ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଆଜି ନାନ୍ଦେଡ୍ ଅଂଚଳରେ ଜଣେ ଆନ୍ଦୋଳନକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦାବିରେ...
ଭୁବନେଶ୍ୱର: ‘୧୦ ଲକ୍ଷ ଦିଏ, ନ ହେଲେ ଭାଇରାଲ କରିଦେବି’ । ରାଜଧାନୀରେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଏମିତି ଚାଲିଥିଲା ବ୍ଲାକ୍ମେଲିଂ। ତାହା ପୁଣି ଦ୍ୱିତୀୟ ପତ୍ନୀଙ୍କୁ ବ୍ୟବହାର କରି। ଏଭଳି ମାରାତ୍ମକ ଧନ୍ଦା କରୁଥିବା ଲୋକକୁ ଧରିଛି ପୁଲିସ। ଲୋକଙ୍କୁ ହନିଟ୍ରାପ୍ରେ ପକାଇ...
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି...
ନୂଆଦିଲ୍ଲୀ: ଆସାମ ନାଗରିକ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଗୃହ ଭିତରେ ନାରାବାଜି ସହ ବାହାରେ ପ୍ଲାକାର୍ଡ ଧରି ବିରୋଧୀମାନେ ପ୍ରତିବାଦ କରିଥିଲେ। ଅନ୍ୟ ରାଜ୍ୟର ନାଗରିକମାନଙ୍କୁ ବାହାର...
ଭୁବନେଶ୍ୱର: ୨୦୧୮ ନୁହେଁ,୨୦୧୯ରେ ହେବ ସାଧାରଣ ନିର୍ବାଚନ। ନିର୍ବାଚନ ପାଇଁ ଆଜିଠାରୁ ଏକ ପ୍ରକାର ବିଗୁଲ୍ ବାଜିଛି। ଏହା ସହିତ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ ନେଇ ଦିନ ମଧ୍ୟ ଧାର୍ଯ୍ୟ ହୋଇଛି। ୧ ସେପ୍ଟେମ୍ବର ୨୦୧୮ ରେ ଚିଠା ତାଲିକା...
ଢେଙ୍କାନାଳ: କାମାକ୍ଷାନଗର ମରିଚାକଣରେ ଓଟିପିସିଏଲ୍ କାର୍ଯ୍ୟକୁ ବିରୋଧ। ଲୋକଙ୍କ ବିଭିନ୍ନ ସମସ୍ୟା ନେଇ କିଛି ଦିନ ତଳେ ଗାଁରେ ଏକ ଗ୍ରାମସଭା ହୋଇଥିଲା। ସେଠାରେ ଲୋକଙ୍କ ବିଭିନ୍ନ ଦାବି ପୂରଣ ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଆଜି କମ୍ପାନୀ ତରଫରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ...
ରାଉରକେଲା: ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ଦୁଇ ଦିନ ଧରି ଦୁଷ୍କର୍ମର ଶିକାର ହେବା ପରେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଲେ ଯୁବତୀ। ଏଭଳି ଗୁରୁତର ଅଭିଯୋଗ ଆସିଛି ରାଉରକେଲାରୁ। ସୂଚନା ଅନୁସାରେ ଗତ ୨୮ ତାରିଖରେ ଯୁବତୀ ଜଣକ ହିଲ୍ ଟପ୍ ବସ୍ତିରେ ଥିବା ନିଜ ଘରକୁ...
ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ। ପାଇଖାନା ପାଇଁ ଆସିଥିବା ସାଢ଼େ ୬ ଲକ୍ଷ ଟଙ୍କା ଦୁଇ ଜଣ ବିଜୁ ଯୁବ ବାହିନୀ କର୍ମୀ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି,...
ଯାଜପୁର: ପାଣିକୋଇଲିର ଏକ ପେଟ୍ରୋଲ ପମ୍ପ ନିକଟରୁ ଫର୍ଚୁନର ଗାଡ଼ି ଜବତ। ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏହି ଫର୍ଚୁନର ଗାଡ଼ି ଜବତ କରିଛି। ଗତ ଦୁଇ ଦିନ ଧରି ଗାଡ଼ିଟି ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବାବେଳେ ଗତକାଲି ପୁଲିସ ଗାଡ଼ିକୁ ଜବତ କରିଥିଲା। ଜବତ ଗାଡ଼ିଟି...
ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ପ୍ରତାପ ଯାଦବଙ୍କୁ ନେଇ ନୂଆ ବିବାଦ। ଶ୍ରାବଣ ମାସରେ ବୋଲବମ୍ ଚାଲିଥିବା ବେଳେ ଶିବ ପୋଷାକ ପରିଧାନ କରି ବିବାଦକୁ ଆସିଛନ୍ତି ତେଜ ପ୍ରତାପ। ଦେଓଘର ସ୍ଥିତ ବାବା ବୈଦ୍ୟନାଥଙ୍କ ଠାରେ ପାଣି ଢାଳିବା ବେଳେ ସେ ଶିବଙ୍କ...