ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଦୁଇଟି ବଡ ଫିଲ୍ମ। ହଲିଉଡ ଓ ବଲିଉଡ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗୋଟିଏ ପଟେ ରିଲିଜ୍ ହୋଇଛି ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ସାହିବ ବିବି ଔର ଗ୍ୟାଙ୍ଗଷ୍ଟାର୍ ଥ୍ରୀ’ ଯେଉଁଥିରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୁମିକାରେ ନଜର...
ଭୁବନେଶ୍ୱର : ସ୍ମାର୍ଟ ହେବେ ଚାଷୀ। ସେମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ୍। ପ୍ରତି ଜିଲ୍ଲାରୁ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜି ଏ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରତି ଜିଲ୍ଲାର...
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ୮ ବର୍ଷର ଶିଶୁକୁ ଜଣେ ବୟସ୍କ ବ୍ୟକ୍ତି ଅପ୍ରାକୃତିକ ଭାବେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ନାବାଳକ ଜଣଙ୍କ ଏକୁଟିଆ ଖେଳୁଥିବା ବେଳେ ଅଭିଯୁକ୍ତ ତାଙ୍କୁ...
ପୁରୀ: ପିପିଲି ନିକଟ ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରୁ ଜବତ ହୋଇଥିବା ସନ୍ଦିଗ୍ଧ ଆଟାଚିରୁ କୌଣସି ବିସ୍ଫୋରକ ମିଳି ନାହିଁ। ସେଥିରୁ ମିଳିଛି ପିଲାଙ୍କ ଖେଳଣା। ଛୋଟ ସୁରେଇରେ ଗୁଡ଼ା ହୋଇଥିବା ସୂତା ମିଳିଛି। ଆଟାଚିରୁ ପରୀକ୍ଷା କରିବା ପରେ ସ୍ପଷ୍ଟ କଲା ଆର୍ପିଏଫ୍ ରେଳ ଲାଇନରୁ ବିଦ୍ୟୁତ୍ ତାର...
ବ୍ରହ୍ମପୁର: ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ବ୍ରହ୍ମପୁରର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ତେଜୁଛି । ଖାମଖିଆଲି ଭାବରେ ଯୁକ୍ତ ୩ ପରୀକ୍ଷାରେ ମୂଲ୍ୟାୟନ କରାଯାଇଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ଆନ୍ଦୋଳନ ଦେଖାଦେଇଛି। ଛାତ୍ରାଛାତ୍ରୀଙ୍କ ଅଭିଯୋଗ ଯେ ଯୁକ୍ତ ୩ର ଦ୍ୱିତୀୟ ସେମିଷ୍ଟାରର ମୂଲ୍ୟାୟନ...
ଆଳି (କେନ୍ଦ୍ରାପଡ଼ା): ସରକାର ସ୍ୱାସ୍ଥ୍ୟେସବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା କହୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି କ’ଣ ତାହା କେନ୍ଦ୍ରାପଡ଼ା ଜିଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦେଖିଲେ ଜଣାପଡ଼ିବ। ଏହି ହସ୍ପିଟାଲ ସତେ ଯେମିତି ପାଲଟିଛି ଭୂତକୋଠି। କେଉଁଠି କାନ୍ଥରେ ଗଛ ଉଠିଲାଣି, ଆଉ କେଉଁଠି ଛାତ...
ରାୟଗଡା: ଗତ ତିନି ମାସ ହେଲା ଡାକ୍ତରଖାନା ଆସୁନାହାନ୍ତି ଡାକ୍ତର। ଦିନ ୧୦ଟା ଯାଏ ବି ଖୋଲୁନି ଡାକ୍ତରଖାନା। ଫଳରେ ରୋଗୀ ଉତ୍ତମ ଚିକିତ୍ସା ପାଇବା ବଦଳରେ ହନ୍ତସନ୍ତ ହେଉଛନ୍ତି। ଏମିତି ହୋଇଛି ରାୟଗଡା ଜିଲ୍ଲା କୁର୍ଲି ପଞ୍ଚାୟତର ଖମ୍ବେସୀ ଡାକ୍ତରଖାନାରେ। ଡାକ୍ତରଖାନା ଆଗରେ ଏପାଖ ସେପାଖ ହେଉଛନ୍ତି...
ସମ୍ବଲପୁର: ହୀରାକୁଦ ଡ୍ୟାମ୍ରୁ ଆଜି ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୭୬ ହଜାର ୫୬ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ହେଉଛି ୧ ଲକ୍ଷ ୬୪ ହଜାର ୩୨୬ ଘନ ଫୁଟ ଜଳ। ଡ୍ୟାମ୍ର ବାମ ପଟ...
ଭୁବନେଶ୍ୱର: ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ଆୟୋଜନ ନେଇ ଲଣ୍ଡନରେ ପ୍ରମୋସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ବିଶ୍ୱକପ୍ ହକି ଆୟୋଜନକୁ ନେଇ ଆମର ପ୍ରସ୍ତୁତିର ଖବର ଲଣ୍ଡନରେ ପହଞ୍ଚିଲାଣି। ଲଣ୍ଡନ ବସ୍ରେ ଓଡ଼ିଶାର ଲୋଗୋ ଏବଂ ଆମର ପର୍ଯ୍ୟଟନର ଝଲକ...
ଭୁବନେଶ୍ୱର: ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ କିପରି କମାଯାଇପାରିବ, ସେନେଇ ପରିବହନ ବିଭାଗ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛି। NHରେ ପାଟ୍ରୋଲିଂ ପାଇଁ ଆବଶ୍ୟକ ପଦବି ପୂରଣ କରିବାକୁ ଚିଠିରେ ଦର୍ଶାଯାଇଛି। ଓଡ଼ିଶାରେ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଥିବାରୁ ସଡ଼କ...
ଜୋହାନ୍ସବର୍ଗ: ବିଶ୍ୱର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟା, ବହୁ ପାକ୍ଷିକ ସହଯୋଗିତା ଓ ଦକ୍ଷତା ବିକାଶ ନିହାତି ଜରୁରୀ। ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିଳ୍ପ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ମାଧ୍ୟମର ପ୍ରସାର ଦ୍ୱାରା ବିଶ୍ୱ ଏକ ନୂଆ...
ଭୁବେନଶ୍ୱର: ରାଜଧାନୀ ପାଲଟିଲାଣି ଡ୍ରଗ୍ସ କାରବାରର ପେଣ୍ଠସ୍ଥଳ। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ପୁଣି ଭୁବନେଶ୍ୱରରେ ବ୍ରାଉନ୍ ସୁଗାର ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଆଜି ହଳଦୀପଡ଼ିଆ କେଉଟସାହିରେ...
ଖୋର୍ଦ୍ଧା: ଜଳବନ୍ଦୀ ଅବସ୍ଥାରେ ଖୋର୍ଦ୍ଧା ବ୍ଲକର ୫ଟି ପଞ୍ଚାୟତ। ଉବୁଟୁବୁ ଗାଁ ଗଣ୍ଡା ରାସ୍ତା ଘାଟ, ବିଲ ବାଡ଼ି ସବୁଆଡେ ପାଣି। ୫ ଦିନ ହେବ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ହିରିମୂଳ, ଓରବରସିଂ, ଶରଧାପୁର, ଡିହଖଳା ଓ ଓରମି ପଞ୍ଚାୟତ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ...
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ପାଇଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର। ତାଙ୍କ ସହ ୧୫ ଜଣ ସାରସ୍ୱତ ସାଧକ ଏବଂ ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, କୁମାର ଚକ୍ରବର୍ତ୍ତୀ, ସୀତାରାମ ବିର୍ତ୍ତିଆ,...
ବରଗଡ଼: ଭଟ୍ଲି ବିଜେପି ଅଫିସ ଗୁଳିକାଣ୍ଡ ଘଟଣାରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫର ପ୍ରତିବାଦ ହୋଇଛି। ଆଜି ଦଳ ପକ୍ଷରୁ ୧୨ ଘଣ୍ଟିଆ ଭଟ୍ଲି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦର ପ୍ରଭାବ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିଛି। ଭଟ୍ଲିରେ ଦୋକାନ ବଜାର ସହିତ ଗାଡ଼ି...
ଆଜି ଶତାବ୍ଦୀର ସବୁଠୁ ବିରଳ ଚନ୍ଦ୍ରଗ୍ରହଣ ପଡୁଛି। ଚଳିତ ଶତାବ୍ଦୀର ସବୁଠୁ ବିରଳ ମହାଜାଗତିକ ଘଟଣା। ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଅାକାରରେ ଓ ସଂପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ଏକ ଘଣ୍ଟା ୪୩ ମିନିଟ୍ ଧରି ଏହି...
ଭୁବେନଶ୍ୱର: ରାଜଧାନୀରେ ଡ୍ରେନେଜ୍ ସମସ୍ୟା ନେଇ ପୁଣି ବିଏମସିର କାରଣ ଦର୍ଶାଅ ନୋଟିସ୍। ୮ ନମ୍ବର ଡିଏଭି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଭୁବନେଶ୍ୱର ମହାନଗର ନିଗମ ଉଦ୍ବେଗ ପ୍ରକାଶ କରିଛି। ବେଆଇନ୍ ଭାବେ ଡିଏଭି କର୍ତ୍ତୃପକ୍ଷ ରାସ୍ତା ଉପରେ ଇଟାବାଲି ସହ ଅଳିଆ ଜମା କରୁଥିବାରୁ ଏହା...
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କୌଣସି କାରଖାନା ନୁହେଁ। ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ। ସେବା ପରମ୍ପରା ବ୍ୟବସ୍ଥିତ ଢଙ୍ଗରେ ହେବା ଉଚିତ୍। ଗତକାଲି ପୁରୀ ଗୋବର୍ଦ୍ଧନ ମଠରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ମନ୍ତବ୍ୟ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହାସହ କହିଛନ୍ତି...
ବାଲେଶ୍ୱର: ପାରିବାରିକ କଳହ ଶେଷରେ କରୁଣ ପରିଣତିର ରୂପ ନେଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ବାହାନଗା ବରିପଦା ଗାଁରେ। ସୂଚନା ଅନୁସାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେଥିରେ...
ଭୁବନେଶ୍ୱର: ଆଜି ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିବ। ଆଜି ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଆକାରରେ ଓ ସମ୍ପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ୧ ଘଣ୍ଟା ୪୩ ମିନଟ୍ ଧରି ଏହି ପୂର୍ଣ୍ଣଗ୍ରାସ...