ଭଦ୍ରକ: ପୁଣି ଜନନୀ ଯନ୍ତ୍ରଣା। ୧୦୮ କି ୧୦୨ କୌଣସି ଆମ୍ବୁଲାନ୍ସ ଆସିଲା ନାହିଁ। ଶେଷରେ ଟ୍ରଲିରେ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତା ମଝିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟ ସେରପୁର ଗାଁରେ। ଭାନୁ ମହାଳିକ ନାମକ ମହିଳାଙ୍କୁ...
ଭୁବେନଶ୍ୱର: ରିମାଣ୍ଡରେ ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କ। ଲୁଟ୍ ଘଟଣାର ଖୋଳତାଡ଼ ପାଇଁ କମିଶନରେଟ ପୁଲିସ୍ ନିଶଙ୍କକୁ ୪ ଦିନିଆ ରିମାଣ୍ଡରେ ଆଣିବ। ସଞ୍ଜୟ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି ଆଉ ଚୋରି ବେଳେ କେଉଁ ଟେକ୍ନିକ୍ ଆପଣାଉଥିଲା ରିମାଣ୍ଡ ସମୟରେ ସେନେଇ ପୁଲିସ୍ ଖୋଳତାଡ଼ କରିବ।...
ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ ଡିଏଭି ସ୍କୁଲ ପରିସରରେ ଅଭିଭାବକ ଏବଂ ସ୍କୁଲ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ। ବିଭିନ୍ନ ଅଭିଯୋଗ ନେଇ ଗତକାଲି ସନ୍ଧ୍ୟାରେ ଆଲୋଚନା ଚାଲିଥିବାବେଳେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ସ୍ଥିତି ଏପରି ହେଲା ଯେ, ଘଟଣାସ୍ଥଳକୁ ପୁଲିସ୍କୁ ଆସିବାକୁ ପଡ଼ିଥିଲା। ଅଭିଭାବକଙ୍କ ଅଭିଯୋଗ,...
ଭଦ୍ରକ: ପୁରୁଣା ରାଗ ସୁଝାଇବାକୁ ଯାଇ ଦୁଇ ଦୁଇ ଜଣଙ୍କୁ ହତ୍ୟା। ଧରମ ମାଆ ଓ ବାପାଙ୍କୁ ହତ୍ୟା କଲା ଧରମ ପୁଅ। ଭଦ୍ରକ ଧାମନଗରରେ ଗତକାଲି ଘଟିଥିବା ଡବଲ ମର୍ଡର ଘଟଣାରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ଅଭିଯୁକ୍ତ ବବୁଆ ମହାନ୍ତି। ବବୁଆ କହିଛି ରବୀନ୍ଦ୍ର ବେଉରିଆ,...
ଭୁବନେଶ୍ୱର: ଟଙ୍କା ଓ ସମ୍ପତ୍ତି ଲୋଭରେ ତାଙ୍କ ସ୍ୱାମୀ ଏକାଧିକ ବିବାହ କରିଛନ୍ତି। ଆଉ ପ୍ରତିବାଦ କଲେ ତାଙ୍କୁ ମିଳୁଛି ହତ୍ୟା ଧମକ। ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀର ଜଣେ ମହିଳା। ସୂଚନା ଅନୁସାରେ, ରାଜଧାନୀର ଜଣେ ମହିଳା ରାଜେନ୍ଦ୍ର ନାରାୟଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ...
ଅନୁଗୁଳ: ଦିନକୁ ଦିନ ହଜି ଯାଉଛି ମାନବିକତା। ଦୁର୍ଘଟଣାରେ ଆହତମାନେ ଛଟପଟ ହେଉଥିବା ବେଳେ ସେମାନଙ୍କୁ ସାହାଯ୍ୟ ବଦଳରେ ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ୟାକେଟ୍ ଓ ଟ୍ୟାଙ୍କରରୁ ତେଲ ଲୁଟିବାରେ ଲାଗି ପଡ଼ିଛନ୍ତି ଲୋକେ। ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ଡାଳପକା ନିକଟରେ ଏଭଳି ଅଭାବନୀୟ...
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତେଲିବିଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୯ ମାସର ଝିଅ ସହିତ ଜିଅନ୍ତା ଜଣେ ମହିଳା ଜଳି ଯାଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଉଭୟଙ୍କ ମୃତ୍ୟୁ ହୋଇଛି। ସୂଚନା...
ସୁନ୍ଦରଗଡ଼: ସ୍ୱାଧୀନତାର ଏତେ ବର୍ଷ ପରେ ବି କରୁଆଡ଼େରାରେ ପହଞ୍ଚି ପାରିନି ସରକାରଙ୍କ ବିକାଶ ରଥ। ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ପାଇଁ ନଳ କୂଅଟିଏ ବି ନାହିଁ। ବର୍ଷା ହେଲେ ଡିବିରି ଆଲୁଅ ସାହା ଭରସା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ...
କେନ୍ଦ୍ରାପଡ଼ା: ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି...
ବାରିପଦା: ବାରିପଦାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରପଦା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନ ୟୁଥ୍ ଆସୋସିଏସନ୍ ବା ମାରିସା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ମାରିସା ସଂଗଠନର କର୍ମୀମାନେ ବାରିପଦା ଉପକଣ୍ଠ ମୁର୍ଗାବାଡ଼ି ଛକରେ ୧୮ ନମ୍ବର ଜାତୀୟ...
ଭୁବନେଶ୍ୱର: ସରକାରଙ୍କ ତାଗିଦ ପରେ ରେଜଲ୍ଟ ସୁଧାରିବାକୁ ସ୍କୁଲ୍ ମାନଙ୍କ ପ୍ରଚେଷ୍ଟା। ଛୁଟି ଦିନ ରବିବାରରେ ବି ପାଠପଢ଼ା ହେଉଛି। କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାର କେତେକ ସ୍କୁଲରେ ପାଠପଢ଼ା ହେଉଥିବା ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି। ପରୀକ୍ଷାରେ ଫଳାଫଳ ଠିକ୍ ହେଉନଥିବାରୁ ଶିକ୍ଷକମାନଙ୍କୁ...
କେନ୍ଦୁଝର: କେନ୍ଦୁଝର ସଦରଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି। କାର୍ ଗଛରେ ପିଟି ହେବାଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାଇରଙ୍ଗପୁର ଠାରେ ସତ୍ସଙ୍ଗ...
ଭୁବନେଶ୍ୱର : ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅାଣିବାକୁ ଅାଉ ପାଦେ ଅାଗେଇଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କଲା ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବ। ଅାଜି ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅାଯାଇଛି। ରାଜ୍ୟର ଏହି ନିଜସ୍ୱ ଖାଦ୍ୟ ସୁରକ୍ଷା...
ଭୁବନେଶ୍ୱର: ଶିବ ଆରାଧନାରେ ମଗ୍ନ ହେଉଛି ଜଗତ। ନେପାଳର କାଠମାଣ୍ଡୁ ସ୍ଥିତ ପଶୁପତି ନାଥ ମନ୍ଦିର ହେଉ କି, ଉତ୍ତରଭାରତର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ, ରାତି ପାହୁ ନପାହୁଣୁ ଆଜି ବୋଲ୍ବମ୍, ହର ହର୍ ବମ୍ ଧ୍ୱନିରେ କମ୍ପୁଥିଲା ସବୁ ଶୈବାଳୟ। ଲମ୍ବା ଲାଇନ୍ରେ ଶିବ ଦର୍ଶନ ଅପେକ୍ଷାରେ...