ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍କୁ ନେଇ ଆରମ୍ଭ ହୋଇଯାଇଛି ପଲିଟିକାଲ ବ୍ଲେମ ଗେମ୍। ମୁହାଁ ମୁହିଁ ହୋଇଛନ୍ତି ଦାମ, ବିଷ୍ଣୁ ଓ ବାପି ସର୍ଖେଲ। ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ୍ ଟିଟୋ ଲିଙ୍କ ନେଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ୍ଙ୍କୁ...
ଭୁବନେଶ୍ୱର : ରାଜ୍ୟରେ ବାଳିକା ଶିକ୍ଷାର ଦୟନୀୟ ସ୍ଥିତି। ପ୍ରାୟ ୫୫ ହଜାରରୁ ଅଧିକ କିଶୋରୀ ସ୍କୁଲ ମାଟି ମାଡୁନାହାନ୍ତି । ଏଭଳି ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଅାଣିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ୧୧ରୁ ୧୪ ବର୍ଷ ବୟସରେ ଏତେ ସଂଖ୍ୟକ କିଶୋରୀ ଅଧାରୁ ପାଠ...
ଭଦ୍ରକ: ଧରମ ପୁଅ ରଚିଲା ଅଧର୍ମ କାଣ୍ଡ। ଧରମ ମା’ଙ୍କୁ ହତ୍ୟା, ଧରମ ଭଉଣୀକୁ ଦୁଷ୍କର୍ମ। ସମ୍ପର୍କର ବନ୍ଧ ଡେଇଁ ଭିଆଇଛି ଜଘନ୍ୟ କାରନାମା। ଅଭିଯୁକ୍ତର ନାଁ ବବୁଆ ମହାନ୍ତି। ସମୟ ବିଳମ୍ବିତ ରାତି। ଅଭିଯୋଗ ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ତଥା ଧରମ ବାପାଙ୍କ ସହ ବାହାରକୁ...
କଟକ : କଟକ ଜିଲ୍ଲା ଚୌଦ୍ୱାର ମଙ୍ଗରାଜପୁର ପଞ୍ଚାୟତରେ ଡେଙ୍ଗୁ ଅାତଙ୍କ। ଗାଁରେ ପ୍ରାୟ ୨୦ ଜଣଙ୍କୁ ଜ୍ୱର ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ୩ ଜଣଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି। ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ମଇଳା ପାଣି ଜମି...
ଇସ୍ଲାମାବାଦ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ପାକିସ୍ତାନ ତେହରିକ୍ -ଇ-ଇନ୍ସାଫ ସୁପ୍ରିମୋ ଇମ୍ରାନ ଖାନ୍। ପାକିସ୍ତାନ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ସହ ରେଡିଓ ପାକିସ୍ତାନରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଛି। ପୂର୍ବରୁ ତାଙ୍କ ଦଳର ମୁଖପାତ୍ର ଦେଶର...
ନୂଆଦିଲ୍ଲୀ : ଏବେ ବି ବିପଦ ସଙ୍କେତ ଉପରେ ରହିଛି ଯମୁନା ନଦୀର ଜଳସ୍ତର ଯମୁନାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ହରିଅାଣାର ହାଥିନକୁଣ୍ଡ ବ୍ୟାରେଜରୁ ପାଣିଛଡା ଯାଉଥିବାରୁ ଯମୁନାରେ ଜଳସ୍ତର ବିପଜ୍ଜନକ ସ୍ଥିତିରେ ରହିଛି । ସୋମବାର ନଦୀର ଜଳସ୍ତର ୨୦୫.୫ ମିଟର ରହିଛି।...
କଟକ: ବିପଦ ସଙ୍କୁଳ ଅବସ୍ଥାରେ ଟାଙ୍ଗୀ-ଚୌଦ୍ୱାର ଜେନିପୁର ଗାଁରେ ଥିବା ଲକ୍ ପୋଲ। ମହାନଦୀ ବନ୍ଧ ଉପରେ ଜଳ ନିଷ୍କାସନ ପାଇଁ ଅନେକ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ପୋଲଟି ମାଙ୍କଡା ପଥରରେ ନିର୍ମିତ ହୋଇଥିଲା। ହେଲେ ପୋଲ ତଳୁ ମାଟି ଓ ପଥର ଧସିଯିବାରୁ ସେଠାରେ ଘାଇ...
ଗଜପତି : ନାହିଁ ନାହିଁରେ ଚାଲିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ର ବେତାରସିଂ ଗାଁ। ଶିକ୍ଷା, ସ୍ୱାସ୍ଥ୍ୟ , ବିଦ୍ୟୁତ୍ ଭଳି ମୌଳିକ ସୁବିଧାରୁ ବଂଚିତ ଏଠାର ଲୋକେ। ପୁଣି ରାସ୍ତା ନଥିବାରୁ ବେତାରସିଂ ସମେତ ଗାଣ୍ଡେଲି, ଲାଂଜା, ପିଆଶାଳ ଭଳି ୪ ଖଣ୍ଡ ଗାଁ ଲୋକଙ୍କ ସାହା...
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପେଲାଠେଲା। ବେକାରୀ ସମସ୍ୟା ବିରୋଧରେ ଅାନ୍ଦୋଳନ ବେଳେ ଧସ୍ତାଧସ୍ତି ହୋଇଛି। ଲୋୟର ପିଏମ୍ଜିରେ ବିକ୍ଷୋଭ କରୁଥିଲେ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଅାଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ ପୁଲିସ୍ ଅଟକାଇଥିଲେ। ଅଟକାଇବାବେଳେ ପୁଲିସ ସହ...
ନୂଆଦିଲ୍ଲୀ : ଓଡ଼ିଶାରେ ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମାର ବକେୟା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ବୀମା କମ୍ପାନୀ ଗୁଡ଼ିକ ବକେୟା ଅର୍ଥ ପୈଠ ପାଇଁ...
ଗଞ୍ଜାମ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ପଂଚାୟତ ସମିତି କାର୍ଯ୍ୟାଳୟରେ। ଧରାକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଘୁମୁସର ସାଂଗଠନିକ ଜିଲ୍ଲା...
ପୁରୀ : ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଜଷ୍ଟିସ୍ ରଘୁବୀର ଦାଶ କମିଶନ ଅାଜିଠୁ ତଦନ୍ତ ଅାରମ୍ଭ କରିଛନ୍ତି। ଅାଜି ପ୍ରଥମ ଶୁଣାଣି ପରେ ସେ କହିଛନ୍ତି, ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ହୋଇନାହିଁ। ଅାଗରୁ ଦାଖଲ ହୋଇଥିବା ୪ଟି ସତ୍ୟପାଠ ତଥ୍ୟ ଭିତ୍ତିକ ନୁହେଁ। ସତ୍ୟପାଠ ଦାଖଲ...
ପାରାଦୀପ: କ୍ରାଇମ ସିଣ୍ଡିକେଟର ଦାମ ହେଉଛନ୍ତି ରିଂ ମାଷ୍ଟର। ଏକ ପ୍ରେସ୍ମିଟରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ଏଥିସହ ଗ୍ୟାଙ୍ଗଷ୍ଟର ଟିଟୋ ସହ ବାପୁ ପରିଡ଼ାର ସଂପର୍କ ନଥିବା ଦାମ କେମିତି ଜାଣିଲେ ବୋଲି ପ୍ରଶ୍ନ...
ଭଦ୍ରକ : ଭଦ୍ରକ ଧାମନଗର ତାଳସିଠା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଟ୍ୱିଷ୍ଟ। ମୃତ ମହିଳାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଅାସିଛି। ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର। ମୃତା ମହିଳାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଏବଂ ବେଡ୍ ଓ ସଂପୃକ୍ତ ରୁମ୍ରୁ...
ଇସ୍ଲାମାବାଦ: ପାକିସ୍ତାନ ଜେଲରେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ୪୭୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଦିଆଯାଇଥିବା ଏକ ରିପୋର୍ଟରେ ପାକିସ୍ତାନ ସରକାର ଏହି ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଭାରତୀୟ ଜେଲ୍ରେ ୩୫୭ ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି।...