ରାଉରକେଲା: ରାଉରକେଲା ଉଦିତ ନଗର ଥାନା ଅଞ୍ଚଳର ମାଲଗୋଦାମ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ମାଲଗୋଦାମ ବସ୍ତିର ପିଣ୍ଟୁ ବାରିକଙ୍କ ପରିବାର ଲୋକେ ଶୋଇଥିବା ବେଳେ ହଠାତ୍ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ପିଣ୍ଟୁଙ୍କ...
ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ଧରି ଚାଲିଥିବା ଟ୍ରକ୍ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି। ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏବଂ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସଂଘର ବିଭିନ୍ନ ଦାବି ମାନିନେବାକୁ...
ଭୁବନେଶ୍ୱର: ଦୃଶ୍ୟମାନ ହେଲା ଶତାବ୍ଦୀର ବିରଳ ଦୀର୍ଘତମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଆଉ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିଲା ସାରା ବିଶ୍ୱ। ଗତରାତିରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗହଣ ଦେଖିବା ଲାଗି ଲୋକଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ରାତି ୧୦ଟା ୪୪ ମିନିଟ୍ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ...
ଭୁବନେଶ୍ୱର : ଟିଟୋ ସହ ସରକାରୀ ବାବୁ ଲିଙ୍କ୍ ନେଇ ଭିଜିଲାନ୍ସର ଜାରି ରହିଛି ଖୋଳତାଡ଼ ରେଡ୍। କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍ ଅାଜି ଟିଟୋର ବାଲି ଖାଦାନ, ବ୍ୟାଙ୍କ୍ ଓ ପେଟ୍ରୋଲ ପମ୍ପ ସମ୍ପର୍କରେ ତନାଘନା କରିଛି। ତାସହ କେନ୍ଦ୍ରାପଡ଼ା ସବ୍ ରେଜିଷ୍ଟାର ଅଫିସ୍, ମ୍ୟୁନିସିପାଲିଟି ଅଫିସ୍ରୁ କାଗଜପତ୍ର...
ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। MBBS ଓ BDS କୋର୍ସରେ ଆଡମିଶନ ନେଇ ବମ୍ବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ଆଡମିଶନ ଅପେକ୍ଷାରେ ଦେଶର ହଜାର ହଜାର ଛାତ୍ରଛାତ୍ରୀ। ଏହି କାରଣ ପାଇଁ ନିଟ୍ ଅଧୀନରେ ଆସୁଥିବା ଓଡ଼ିଶାର ୧୦ଟି ପ୍ରତିଷ୍ଠାନରେ ଖାଲି ପଡ଼ିଛି ୨୧୩...
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ ଇନଫୋସିଟି ପ୍ରଶାନ୍ତି ବିହାର ସବୁଠି ହେଲ୍ମେଟ୍ ଭିତରେ ମୁହଁ ଲୁଚେଇ ଘରେ କଳାକନା ବୁଲାଇଥିଲା ସଞ୍ଜୟ ନିଶ। ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ କୈଳାସ ବିହାରସ୍ଥିତ ଏକ ଆପାର୍ଟମେଣ୍ଟରେ ହେଲ୍ମେଟ୍ ପିନ୍ଧି ପୁରା ହିରୋମାର୍କା ଷ୍ଟାଇଲ୍ରେ ପସିଥିଲା ସଂଜୟ। ଆଉ କିଛି ସମୟ ପରେ...
ଭୁବନେଶ୍ୱର : ବଦଳିବେ ନାହିଁ ବସନ୍ତ। ୧୯ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ମଙ୍ଗୁଅାଳ ହୋଇ ରହିବେ ବସନ୍ତ ପଣ୍ଡା। ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ଗସ୍ତ ପରେ ବସନ୍ତଙ୍କ ଯାଗାରେ ପ୍ରତାପଙ୍କୁ ଦଳ କ୍ୟାପଟେନ କରିବା ନେଇ କିଛି ମହଲରେ ଚର୍ଚ୍ଚା ଚାଲିଥିଲା। ତେବେ ଅାଜି ଏ ଚର୍ଚ୍ଚା ଉପରେ...
ପୁରୀ: ପୁରୀ ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ୨୫ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର। ଆଜି ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି...
ଭୁବନେଶ୍ୱର : ସରକାରଙ୍କ ବିଜୁ ପକ୍କାଘରର ସଂଖ୍ୟାକୁ ନେଇ ବଢୁଛି ବିବାଦ। ଗତ ୪ ବର୍ଷରେ ସରକାର ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିଥିବା ଦାବି କରି ଦେଇଥିବା ବିଜ୍ଞାପନ ଉପରେ ଅାପତ୍ତି ଉଠାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି...
(ପ୍ରଦୀପ ଭାରତୀ) “ମରୁଭୂମିର ପୂର୍ଣ୍ଣିମା ରାତି ମତେ ଭାରି ଭଲ ଲାଗେ। ପୂର୍ଣ୍ଣଚନ୍ଦ୍ରର ଏହି ରାତିରେ ମୁଁ କିଛି ସମୟ ଏକୁଟିଆ ରହିବାକୁ ଚାହେଁ। ମୁଁ ପୋଖରାନ୍କୁ ଭଲ ପାଏ। କାରଣ କିଛି କରିବା ପାଇଁ ଏହା ଥିଲା ଏକ ଉତ୍କୃଷ୍ଟ ମଞ୍ଚ” ଭାରତର ପୂର୍ବତନ ରାଷ୍ଟ୍ରପତି ଡ....
ଭୁବନେଶ୍ୱର : ଇଛାଧୀନ କୋଟା କେଳଙ୍କାରୀକୁ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗର ତାଗିଦ୍। ଘର ଓ ପ୍ଲଟ୍ ବଣ୍ଟନରରେ ଅନିୟମିତତା ନେଇ ତାରା ଦତ୍ତ କମିଟି କରିଥିବା ସୁପାରିଶକୁ କେତେ କାର୍ଯ୍ୟକାରୀ କରାଯାଇଛି ତାହା ଜଣାଇବା ଲାଗି କହିଛି ସାଧାରଣ ପ୍ରଶାସନ...
ପୁରୀ : ରାସ୍ତାରେ ଅାଣ୍ଠୁଏ ଉଚ୍ଚର ପାଣି। ଅାଉ ପାଣି ଭିତରେ କିଛି ଛାତ୍ର ଚାଲି ଚାଲି ସ୍କୁଲ ଯାଉଛନ୍ତି ତ ଅାଉ କିଛି ଛାତ୍ର ସାଇକେଲରେ ସ୍କୁଲକୁ ଯାଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଏହି ରାସ୍ତା ଦେଇ ସ୍କୁଲକୁ ଯାଅାନ୍ତି। ସ୍କୁଲକୁ ଭଲ...
ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ଶକ୍ତିନଗରରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ା ଘରେ ଚଢ଼ଉ କରି ଅଇଁଠାପାଲି ପୁଲିସ ଘର ମାଲିକଙ୍କ ସହ ୭ଜଣ ଯୁବକ ଓ ୫ଜଣ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଅନେକ ଅାପତ୍ତିଜନକ ସାମଗ୍ରୀ ଜବତ...
ଅାନ୍ଧ୍ରପ୍ରଦେଶ : ଅାନ୍ଧ୍ରପ୍ରଦେଶରେ ଥିବା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁରମ, ସୋମପେଣ୍ଟା, ମନ୍ଦସା ଅାଦି ଅଞ୍ଚଳର ୧୦ରୁ ଅଧିକ ଓଡ଼ିଆ ଗାଁ ବୁଲିବା ସହ ଓଡ଼ିଆ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲରେ...
ବିଷମ କଟକ : ଅାସନ୍ତାକାଲି ଠାରୁ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଳନ ହେବାକୁ ଥିବାବେଳେ ବିଷମ କଟକ କୁର୍ଲା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଅାଜି ଦେଖିବାକୁ ମିଳିଛି ମାଓ ବ୍ୟାନର ଓ ପୋଷ୍ଟର। ଗତକାଲି ରାତିରେ ମାଓବାଦୀମାନେ ଏହି ପୋଷ୍ଟର ମାରିଥିବା ଜଣାପଡ଼ିଛି। ମାଓ ସଂଗଠନ ବଂଶଧାରା ଘୁମୁଷର...
ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଓ କୋଇଲା ଦରକୁ ନେଇ ଶିଳ୍ପପତି ନବୀନ ଜିନ୍ଦଲ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶ୍ୱରେ ଲୁହାପଥର ଦର କମୁଥିବା ବେଳେ ଓଡିଶାରେ ବଢୁଛି ବୋଲି କହିଛନ୍ତି ନବୀନ ଜିନ୍ଦଲ। ଆଜି ସେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି।...
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କୁଲାବିରାରେ ହାତୀ ଅାତଙ୍କ। ଅାଜି ସକାଳେ ୩ଟି ହାତୀ କୁଲାବିରା ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶି ଅାସିଥିଲେ। ଗାଁର କେତେ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବା ଜଣା ପଡିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀକୁ ତୁରେଇକେଲା ଜଙ୍ଗଲ...
ଭଦ୍ରକ: ଭଦ୍ରକ ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ଦେଖାଦେଇଛି। ତରେଇସାହି ନିକଟରେ ନଦୀବନ୍ଧର ବାମ ପାର୍ଶ୍ୱ ଦବି ଯାଇଥିବା ଜଣା ପଡ଼ିଛି। ନଦୀବନ୍ଧ ଦବିବା ଯୋଗୁଁ ପ୍ରାୟ ୫୦ଫୁଟ୍ର ଫାଟ ହୋଇ ଯାଇଛି। ଏଥିପାଇଁ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ବଡ଼ ବର୍ଷା...