ଗୋରଖପୁର : ମୁଖ୍ୟମନ୍ତ୍ରୀଙ୍କ ଅାଶିଷ ଲାଭ କରିଛନ୍ତି ପୋଲିସ ଅଧିକାରୀ। ତାହା ପୁଣି ପୁଲିସ ୟୁନିଫର୍ମରେ। ଏପରି ଘଟଣା ପରେ ଏବେ ପୁଣି ଥରେ ବିବାଦ ଘେରକୁ ଅାସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ। ଗୋରଖପୁର ସର୍କଲ ଅଫିସର୍ ପ୍ରବୀଣ କୁମାର ସିଂ ଗତକାଲି ଗୁରୁ ପୂର୍ଣ୍ଣିମା ଅବସରରେ...
ଢେଙ୍କାନାଳ: ପଇସା ଦିଅ, ଘର ନିଅ। ପଇସା ନାହିଁ ତ ଘର ବି ନାହିଁ। ଇନ୍ଦିରା ଆବାସ ଘର ଦେବା ପାଇଁ ମଗାଯାଉଛି ୨୦ ହଜାର ଲେଖାଏଁ ଟଙ୍କା। ଏଭଳି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ସଦର ବ୍ଲକ ଚଷାପଡ଼ା ଗାଁ’ର ଲୋକେ। ଗାଁର କିଛି ଲୋକ ପଇସା ଦେଇ...
ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା। ଏ ସମ୍ପର୍କରେ ଅାଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅାଇନ୍, ୨୦୧୧ ଜନ ଗଣନା ଅାଧାରରେ କାର୍ଯ୍ୟକାରୀ ହେଉଛି।...
ବାଲେଶ୍ୱର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ମୁହଁକୁ ଛେଚି ଅମାନୁଷିକ ଭାବେ ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଡଙ୍ଗୀ ଗାଁରୁ ଏହି ଅଭିଯୋଗ ଅାସିଛି। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ...
ମୁମ୍ବାଇ: ମହାରାଷ୍ଟ୍ର ମହାବଳେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା। ରାଇଗଡ଼ ଜିଲ୍ଲା ଅମ୍ବେନାଳି ଘାଟିରୁ ବସ୍ ଖସି ୩୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରୀ ଏକ ବସ୍ରେ ମହାବଳେଶ୍ୱର ପିକ୍ନିକ୍ କରିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗାଡ଼ିଟି ଭାରସାମ୍ୟ ହରାଇ...
ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ଏବେ ପୁଲିସ୍ ଅଧିକାରୀ। ଜାମ୍ମୁ ଓ କାଶ୍ମୀରରେ ଆଉ ଜଣେ ପୁଲିସ୍ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ସୂଚନା ଅନୁସାରେ ପୁଲଓ୍ୱାମା ଜିଲ୍ଲାର ଟ୍ରାଲ୍ ଅଞ୍ଚଳରୁ ଗତକାଲି ରାତିରେ ସ୍ପେଶାଲ୍ ପୁଲିସ୍ ଅଫିସର ମୁଦାସିର୍ ଅହମ୍ମଦ ଲୋନ୍ଙ୍କୁ ଆତବାଦୀମାନେ ଘରୁ ଅପହରଣ କରି...
ଭୁବନେଶ୍ୱର: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆସନ୍ତା ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏମ୍ସର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ...
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍ରୁ ଜଣେ କଏଦୀ ଚମ୍ପଟ୍ ମାରିଛନ୍ତି। ଜେଲ୍ ପରିସରରେ ଥିବା ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ...
ମାଲକାନଗିରି: ଆଜିଠାରୁ ମାଓମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାର କୁମ୍କୁମ୍ପୁଡ଼ି ଗାଁରେ ନକ୍ସଲମାନେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟରାମ। ଗତକାଲି...
ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ବିଏମ୍ସିର ଜବରଦଖଲ ଉଚ୍ଛେଦ। ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ BMC, BDA ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ୩ଟି ଜେସିବିକୁ ଜବରଦଖଲ ଉଚ୍ଛେଦ କାମରେ ନିୟୋଜିତ କରାଯାଇଛି। ପୂର୍ବରୁ ବେଆଇନ ନିର୍ମାଣ ପାଇଁ ଗତ ୨୫ରେ ଇସ୍କନକୁ ବିଏମ୍ସି...
ମାଲକାନଗିରି: ପୋଲ ଉପରେ ପାଣିର ସୁଅ ଛୁଟୁଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବା ଫଳରେ ବହୁ ଛୋଟ ବଡ଼ ନାଳ ଭର୍ତ୍ତି ହୋଇଯାଇଛି। ଯାହାଦ୍ୱାରା MV-୩୭...
ବାହୁଡ଼ା ଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ ।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ହୁଡ଼ାରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅପମାନ ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ନାବାଳକଙ୍କ ପରିବାର ଲୋକେ ଅଭିଯୋଗ...
ମାଲକାନଗିରି: ଆଜିଠୁ ସପ୍ତାହେ ବ୍ୟାପୀ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳୁଛନ୍ତି ସହିଦ ସପ୍ତାହ। କୌଣସି ଅଘଟଣ ଆଶଙ୍କାରେ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସହିଦ ସପ୍ତାହରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା...
ଚେନ୍ନାଇ: ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସଭାପତି ଏମ୍. କରୁଣାନିଧି ଅସୁସ୍ଥ। ରକ୍ତଚାପ ହ୍ରାସ ଯୋଗୁଁ ଗତକାଲି ମଧ୍ୟରାତ୍ରରେ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଗତକାଲିଠୁ ସେ ICUରେ ଅଛନ୍ତି। ବର୍ତ୍ତମାନ ତାଙ୍କର ରକ୍ତଚାପ ସ୍ଥିର ରହିଥିବା...