ପୁରୀ: ଆସନ୍ତାକାଲି ଅାଷାଢ ମାସ ପୂର୍ଣ୍ଣିମା ତିଥି, ଗୁରୁପୂର୍ଣ୍ଣିମା। ଜ୍ୟୋତିଷୀଙ୍କ ମତରେ ଏହା କେତୁୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ସବୁଠାରୁ ଅଧିକ ସମୟ ଅର୍ଥାତ୍ ପ୍ରାୟ ୩ଘଣ୍ଟା ୫୬ମିନିଟି ଦୃଶ୍ୟମାନ ହେବ । ଗ୍ରହଣ ଅାରମ୍ଭ ରାତ୍ର ୧୧ଟା ୫୩ ମିନିଟ ୪୮ ସେକେଣ୍ଡ ଥିବା ବେଳେ ସର୍ବ ମୋକ୍ଷ...
ପୁରୀ: ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାରୁ ଦ୍ୱାରଫିଟା ହେବ। ମଙ୍ଗଳ ଅାଳତୀ ୫ଟା ୪୦ରେ କରାଯାଇ ମଇଲମ, ତଡପଲାଗି, ଅବକାଶ ନୀତି ପରେ ସକାଳ ୯ଟାରେ ଗୋପାଳ ବଲ୍ଲଭ ଏବଂ ଅନ୍ୟାନ୍ୟ ନୀତି କରାଯିବ। ୯ଟା ୩୦ରୁ...
ଭବାନୀପାଟଣା: ଅଡ଼ୁଅାରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର। ତାଙ୍କ ଗିରଫ ଦାବିରେ ଧର୍ମଗଡ଼ ଥାନାରେ ଏତଲା ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେନ୍ର ଏକ ସଭାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଟଙ୍କଧର ଖର୍ସେଲ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ଧମକାଇବା ଅଭିଯୋଗକୁ ନେଇ ଏହି ମାମଲା ହୋଇଛି। ଅାଜି...
ଭୁବନେଶ୍ୱର: ଅାସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାଙ୍ଗକୁ ଦୃଶ୍ୟମାନ ହେବ ବିରାଟକାୟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ୍। ଭାରତ ସମେତ ଅନ୍ୟ କିଛି ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ତେବେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଏହା...
କରାଚୀ: ପାକିସ୍ତାନ ନିର୍ବାଚନରେ ସଫଳତା ପରେ ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପ୍ରଥମ ପ୍ରେସମିଟ୍। ତେବେ କ୍ଷମତା ଗାଦିରେ ବସିବା ପୂର୍ବରୁ ହିଁ ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି ଇମ୍ରାନ୍। କହିଛନ୍ତି ଭାରତୀୟ ଗଣମାଧ୍ୟମ ଉପରେ ସେ ସନ୍ତୁଷ୍ଟ ନାହାନ୍ତି। ଭାରତୀୟ ଗଣମାଧ୍ୟମ ତାଙ୍କୁ ବଲିଉଡ୍ ଭିଲେନ୍ ଭଳି...
ବ୍ରହ୍ମପୁର: ଦୀର୍ଘ ସାଢ଼େ ୫ ଘଣ୍ଟା ପରେ ଅାଜି ବ୍ରହ୍ମପୁର ମେଡିକାଲ୍ରେ ଶେଷ ହୋଇଛି ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍। ଏହି ଅପରେସନ୍ ସଫଳ ହୋଇଥିବା ଡାକ୍ତର କହିଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ବିରଳ ଅସ୍ତ୍ରୋପଚାର ପରେ...
ରାୟଗଡ଼ା: ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା। ରଥଯାତ୍ରା ସମୟରେ ତାଳ ପତ୍ରରେ ପ୍ରସ୍ତୁତ ତଲାରୀ ବିକ୍ରି କରାଯାଉଥିବାରୁ ଏହାକୁ ତଲାରୀ ଯାତ୍ରା କୁହାଯାଇଥାଏ। ତଲାରୀ ବିକ୍ରି କରି ବ୍ୟବସାୟୀମାନେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଦୀର୍ଘ୨ ଶହ ବର୍ଷର ଏହି ପୁରୁଣା ଯାତ୍ରାରେ ବହୁ ଲୋକଙ୍କ ସମାଗମ...
ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ ଅବଧି ଆଉ ଏକ ମାସ ଘୁଂଚାଇଛନ୍ତି ସିବିଡିଟି। ପୂର୍ବରୁ ଆୟକର ରିଟର୍ଣ୍ଣସର ଶେଷ ତାରିଖ ଜୁଲାଇ ୩୧ ନିର୍ଦ୍ଧାରିତ ହୋଇଥିଲା। ରିଟର୍ଣ୍ଣସ ଅବଧି ଘୁଂଚିବା ପରେ ବିନା ଜରିମାନାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣସ ଦାଖଲ କରିହେବ।...
ବାଲେଶ୍ୱର:ଗ୍ରାମାଞ୍ଚଳର ବିକାଶ ପାଇଁ ହେଉଛି ଗୋଟିଏ ପରେ ଗୋଟିଏ ସରକାରୀ ଯୋଜନା। ହେଲେ ଏଭଳି ଅନେକ ଗାଁ ଅଛି ଯେଉଁଠି ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ। ଏଭଳି ଏକ ଗାଁ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ର ସିନ୍ଦୁରିଆ ଗାଁ। ଗାଁକୁ ନାହିଁ ପକ୍କା ରାସ୍ତା।...
ଅନୁଗୁଳ: ଅନୁଗୁଳ ଜିଲ୍ଲା କୁକୁଡାଙ୍ଗ ଗାଁରେ ମଦବିକ୍ରିକୁ ବିରୋଧ କରି ମହିଳାମାନେ ମଦଭାଟିର ଆସବାବପତ୍ର ଭାଙ୍ଗିବା ସହ ପାଉଚ ଫୋପାଡି ଦେଇଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ମଦଭାଟିରେ ମଧ୍ୟ ନିଆଁ ଲଗାଇଦେଇଥିଲେ। ଗାଁ ନିକଟରେ ମଦଭାଟି ଥିବାରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦଭାଟିକୁ ଉଚ୍ଛେଦ...
ଇସ୍ଲାମାବାଦ୍: ପାକିସ୍ତାନରେ ବଦଳିପାରେ ସତ୍ତା। କ୍ରିକେଟର୍ରୁ ରାଜନେତା ବନିଥିବା ଇମ୍ରାନ୍ ଖାନ୍ ଦଳ ସବୁଠୁ ଅଧିକ ଆସନରେ ଆଗୁଆ ରହିଛି। ଗତକାଲିଠୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ଗଣନାରେ ଇମ୍ରାନ୍ ଖାନ୍ ଦଳ ଆଗୁଆ ରହିଛି। ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ ଏବେ ସୁଦ୍ଧା ୧୧୯ଟି ସିଟ୍ରେ ଆଗୁଆ ଥିବା ବେଳେ...
ଆଳି/ସାଲପୁର/ଚାନ୍ଦବାଲି: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ସଲାମ୍ ସେହି ସହିଦମାନଙ୍କ ବାପା ମା’ଙ୍କୁ ଯିଏ ଜନ୍ମ ଦେଇଥିଲେ ବୀର ସନ୍ତାନମାନଙ୍କୁ। ଏହି ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ...
ନୂଆଦିଲ୍ଲୀ: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ୧୯୯୯ ମସିହା ଜୁଲାଇ ୨୬ ଅର୍ଥାତ୍ ଆଜିର ଦିନରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଅନୁପ୍ରବେଶକାରୀ କବ୍ଜା କରିଥିବା ସମସ୍ତ ଘାଟିକୁ ପୁଣି ଦଖଲ କରିନେଇଥିଲା ଭାରତୀୟ ସେନା। ଏହି କାର୍ଗିଲ...
ନୁଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜ୍ୟର ନାଁ ବଦଳି ବାଙ୍ଗଲା ହୋଇପାରେ। ଏହି ପ୍ରସ୍ତାବ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି। ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ ବିଧାନସଭାରେ ମଞ୍ଜୁରୀ ମିଳିଛି। ତିନୋଟି ନାଁକୁ ନେଇ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାଙ୍ଗଲାକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି।...
ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ନିର୍ମାଣ କାମ ଶେଷ ହେବା ସହ ବିମାନ ବନ୍ଦରର ଲାଇସେନ୍ସ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସଂସଦରେ ଉତ୍ତର ରଖିଛନ୍ତି। ଏଥିସହ ଝାରସୁଗୁଡ଼ା ବିମାନ...
ଭୁବନେଶ୍ୱର: କମିଶନରେଟ ପୁଲିସ୍କୁ ଏକ ବଡ଼ ସଫଳତା। ଚନ୍ଦ୍ରଶେଖରପୁର ପୁଲିସ ହାତରେ ଧରା ପଡ଼ିଛି ଏକ ବଡ଼ଧରଣର ଲୁଟେରା। ଲୁଟେରା ଜଣକ ହେଲେ ଖୋର୍ଦ୍ଧା ଟାଉନଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁମାର ନିଶାଙ୍କ। ସଞ୍ଜୟଙ୍କ ପାଖରୁ ବହୁ ପରିମାଣର ଲୁଟ୍ ସାମଗ୍ରୀ ଜବତ ହୋଇଛି। ୭୭୮ ଗ୍ରାମ...
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ନବବଧୂଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବିବାହର ୧୦ ଦିନ ପରେ...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୁଟୁ ପ୍ରଧାନ(୧୦)। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ମାଆ ଓ ୫ ମାସର ଭଉଣୀ। ସୂଚନା ଅନୁସାରେ, ଗତକାଲି ରାତିରେ...