ମୁମ୍ବାଇ: ବଲିଉଡ୍ ସିନେମାରେ ନିଖୁଣ ଅଭିନୟରେ ସିନେପ୍ରେମୀଙ୍କ ମନ ଜିଣିଥିବା ନାନା ପାଟେକର ବି ଲିଭ୍-ଇନ୍-ରିଲେସନ୍ସିପ୍ରେ ଥିଲେ। ଯଦିଓ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନେତା ଅଭିନେତ୍ରୀ ଲିଭ୍-ଇନ୍-ରିଲେସନ୍ସିପ୍ରେ ରହିଥିବା ନୂଆ ନୁହେଁ, କିନ୍ତୁ ନାନାଙ୍କ କଥା ଟିକେ ଅଲଗା। କାରଣ ତାଙ୍କର ବଲିଉଡ୍ରେ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ଫ୍ୟାନ୍ମାନେ...
କଟକ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ। ଦୀର୍ଘ ୨୩ ଦିନ ପରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ସ୍ପାଇନାଲ୍ ଇଂଜୁରିଜ୍ ସେଣ୍ଟରରୁ ସେ ଆଜି ଡିସ୍ଚାର୍ଜ ହୋଇଛନ୍ତି। ‘ଦେହ ଭଲ ଲାଗୁଛି, କିଛି ଦିନ ପରେ ଓଡ଼ିଶା ଫେରିବି’ ବୋଲି ଡିସ୍ଚାର୍ଜ ହେବାପରେ ସେ କହିଛନ୍ତି। ଦିଲ୍ଲୀ:...
ଢେଙ୍କାନାଳ: ଢେଙ୍କାନାଳରେ ଜୋର ଧରିଛି ବିଜେଡିର ଗୋଷ୍ଠୀ କନ୍ଦଳ। ଦଳର ରାଜ୍ୟ ସମ୍ପାଦକ ଓ ଜିଲ୍ଲା ଏସ୍ସି ସେଲ୍ ସଭାପତିଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଜିଲ୍ଲା ଏସ୍ସି ସେଲ୍ ସଭାପତି କୈଳାସ ନାୟକ ଓ ରାଜ୍ୟ ସାଧାରଣ ସମ୍ପାଦକ ସୁଧିର ସାମଲଙ୍କ ନାଁରେ ଅାଣିଛନ୍ତି ହତ୍ୟା ଧମକ...
ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱର ବ୍ଲକ୍ ନୂଅାବଜାର ସ୍ଥିତ ଦେବୀ ପେଟ୍ରୋଲ ପମ୍ପରେ ମାପକୁ ନେଇ ଠକେଇ ଅଭିଯୋଗ। ପେଟ୍ରେଲ ପମ୍ପରେ ୧ ଲିଟର ବଦଳରେ ୬ଶହ ମିଲିଲିଟର ପେଟ୍ରୋଲ ମିଳିଥିବା ଅଭିଯୋଗ ହୋଇଥିଲା। ଖବର ମୁତାବକ, ଜଣେ ଯୁବକ ପେଟ୍ରୋଲ ପମ୍ପ ଯାଇ ଏକ ଲିଟର ତେଲ ମାଗିଥିଲେ...
ବାରିପଦା: ବାରିପଦା ସଦର ବ୍ଲକ୍ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ୍ଙ୍କୁ ମାଡ଼ ପରେ ଭାଇରାଲ ହୋଇଛି ଏହାର ଭିଡିଓ। ବ୍ଲକ୍ ଅଧ୍ୟକ୍ଷା ଏକ ନାବାଳିକା ଅପହରଣ ମାମଲାର ରଫାଦଫା ଲାଗି ନୂଅାଡ଼ିହି ଗାଁକୁ ଯାଇଥିବା ବେଳେ ମହିଳାମାନେ ତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଗତ ଗୁରୁବାର ଶଙ୍ଖାଭଂଗା ପଂଚାୟତର ନୂଅାଡିହି...
ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଲୋମ୍ବକ୍ ଦ୍ୱୀପରେ ରବିବାର ପ୍ରାୟ ସକାଳ ୬ଟା ୪୭ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଭୂକମ୍ପରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏହାର...
ମାଲକାନଗିରି: ମାଓବାଦୀଙ୍କ ସହିଦ ସପ୍ତାହରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ବିରାଟ ମାଓବାଦୀ ମେଳି। ମାଲକାନଗିରିର ରାଲେଗାଡ଼ା ପଞ୍ଚାୟତ ଓ ଆନ୍ଧ୍ରପ୍ରଦେଶର କୋରୁକୁଣ୍ଡା ସୀମାନ୍ତ ଅଞ୍ଚଳରେ ଗତକାଲି ମାଓବାଦୀ ମେଳି କରାଯାଇଥିବା ଜଣାପଡ଼ିଛି। ଏହି ମେଳିରେ ୬୦୦ରୁ ଅଧିକ ମାଓବାଦୀ ଏକାଠି ହୋଇଥିଲେ। ଓଡ଼ିଶା-ଆନ୍ଧ୍ର ବର୍ଡର ଜୋନାଲ କମିଟି ପକ୍ଷରୁ ଏହି...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ଡାଲ୍ ହ୍ରଦ। ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଏହାର ମନୋରମ ସୌନ୍ଦର୍ଯ୍ୟ ଆକର୍ଷଣ କରିଥାଏ। ଖାଲି ଏତିକି ନୁହେଁ ବୋଟ୍ରେ ବସି ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିଥାନ୍ତି ପର୍ଯ୍ୟଟକ। ତେବେ ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଅନ୍ୟତମ କାରଣ ପାଲଟିଛି...
ପୁରୀ: ପୁରୀ ସିଟି ରୋଡ୍ରେ ଥିବା ଏକ ହୋଟେଲ୍ରେ ଅଭାବନୀୟ ଘଟଣା ଘଟିଛି। ବିଷ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଯୁବତୀଙ୍କ ଘର ବାଲିସାହି ଅଞ୍ଚଳରେ ହୋଇଥିବା ବେଳେ ଯୁବକଙ୍କ ଘର ଚନ୍ଦନପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।...
ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ। ନିର୍ମାଣାଧିନ ସିନେମାର ଟିଜର ସିକ୍ୱେନ୍ସରେ ଦମଦାର୍ ଷ୍ଟାରକାଷ୍ଟରୁ ବାରି ହେଉଛି ଫିଲ୍ମର କେମିତି ହେଉଥିବ ମେକିଂ। ଆଜି ରିଲିଜ୍ ହୋଇଛି ଏହି ଚଳଚ୍ଚିତ୍ରର ଟିଜର। ଯାହାକି ଏବେ ବଢ଼ାଇଛି ଦର୍ଶକଙ୍କ ଉତ୍କଣ୍ଠା। ରେଂଜ ରୟାଲ ସିନେ ଲ୍ୟାବ...
ବିଶାଖାପାଟଣା : ବିଶାଖାପାଟଣା ରାମକୃଷ୍ଣ ସମୁଦ୍ର କୂଳର ଐତିହାସିକ ହାୱା ମହଲ। ଲିପିବଦ୍ଧ ହୋଇଛି ରାଜତନ୍ତ୍ରର ସ୍ୱର୍ଣ୍ଣାକ୍ଷର। ହେଲେ ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ଛନ୍ଦି ହୋଇଯାଇଛି ପାରିବାରିକ ବିବାଦ ଭିତରେ। ମାଲିକାନାସତ୍ତ୍ୱକୁ ନେଇ ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କ ଦୁଇ ପୁତ୍ରବଧୂଙ୍କ ମଧ୍ୟରେ ଲାଗିରହିଛି ଟଣା...
ଭୁବନେଶ୍ୱର : ଧିରେ ଧିରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ରାଜନେତା ଏବଂ ଅଫିସରଙ୍କ ଲିଙ୍କ୍ର ଗୁମର ଖୋଲୁଛି। ଏପଟେ କୁଖ୍ୟାତ ଅପରାଧୀ ବାପୁ ପରିଡାକୁ କ୍ରାଇମବ୍ରାଞ୍ଚ ଏସଟିଫ୍ ଗିରଫ କରିବା ପରେ ସାମ୍ନାକୁ ଅାସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଧମକ ସହ ଦାଦାବଟି ଅାଦାୟ...
ଅଲ୍ ଇଣ୍ଡିଆ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଯୋଧପୁର( AIIMS, Jodhpur) ଖାଲି ଥିବା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରଫେସର,ଆସିଷ୍ଚାଣ୍ଟ ପ୍ରଫେସର ଓ ଅନ୍ୟ ପଦବୀ ଗୁଡ଼ିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିମ୍ନ ସୂଚୀ...
ଭୁବନେଶ୍ୱର: ଗୋଟିଏ ଗୁଳିରେ ଦୁଇଟି ଶିକାର। ନବୀନଙ୍କ ଏ ବାଣରେ ରହିଛି କେନ୍ଦ୍ରକୁ ନିଶାନା। ପୁଣି ରାଜ୍ୟ ଦେଇଛି ଗରିବଙ୍କ ପାଇଁ ନିର୍ବାଚନୀ ଭେଟି। କେନ୍ଦ୍ରର ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ। ସରକାରଙ୍କ ହିସାବରେ ଏମାନଙ୍କ ସଂଖ୍ୟା ୩୪ ଲକ୍ଷ ୪୪...
ଭୁବନେଶ୍ୱର : ବଦଳିଲେ ଟ୍ୱିନ୍ସିଟି ପୋଲିସ୍ କମିଶନର। ୱାଇ.ବି. ଖୁରାନିଅାଙ୍କ ବଦଳରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଅା ପୋଲିସ୍ କମିଶନର। ଅାଇପିଏସ୍ ସ୍ତରରେ ରାଜ୍ୟ ସରକାର କରିଥିବା ଅଦଳବଦଳରେ ୱାଇ.ବି. ଖୁରାନିଅାଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଅାଯାଇଛି। ସେହିପରି ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର ଦାୟିତ୍ୱ ମିଳିଛି। ଅାଇଜି...
ସୁରତ୍ : ଗୁଜରାଟ ସୁରତ୍ରେ ହଟହଟା ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଓଡ଼ିଶା ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ସୁରତ୍ରେ ରହୁଥିବା କ୍ଷତିଗ୍ରସ୍ତ ଓଡ଼ିଆ ଜମାକାରୀ। ତାସହ ବ୍ୟାନର୍ ଧରି ଅର୍ଥମନ୍ତ୍ରୀଙ୍କୁ ଜୋରଦାର ବିରୋଧ କରିଛନ୍ତି। ଅାଜି ସୁରତ ନାନ୍ପୁରାସ୍ଥିତ...
ନୂଆଦିଲ୍ଲୀ: କେଉଁଠି ଘରର କାନ୍ଥ ପଡ଼ି ତ ଆଉ କେଉଁଠି ବନ୍ୟା ପାଣିରେ ଭାସି ଯାଇଛନ୍ତି ଲୋକେ। ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଲୋକଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି। ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ଯୋଗୁଁ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର...
ମୟୁରଭଞ୍ଜ: କାଠ ଫାଳିଆରେ ବାପାକୁ ବାଡେଇ ବାଡେଇ ମାରିଲା ପୁଅ। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ୭ ନମ୍ବର ଓ୍ୱାର୍ଡ ନାଗବଣୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କହଳକୁ କେନ୍ଦ୍ର କରି ବାପା କ୍ଷୀରକୁ ପୁଅ ସତ୍ୟବାନ ଏକ କାଠ ଫାଳିଆରେ ମାରିଥିଲା। ଗୁରୁତର ଅବସ୍ଥାରେ...
ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ୍ କର୍ମଚାରୀଙ୍କ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ମିଳିବ ମାସିକ ବେତନ। ଷ୍ଚେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI), ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍(PNB) ଏବଂ ବ୍ୟାଙ୍କ୍ ଅଫ୍ ବରୋଦା ପ୍ରଦର୍ଶନ ଆଧାରରେ ଦରମା ପାଇଁ ଏକ ଯୋଜନା...