ପାରାଦୀପ : ପାରାଦୀପ ବନ୍ଦରରେ ତାଇଓ୍ୱାନ୍ର ୨୦ ଜଣିଆ ପ୍ରତିନିଧି ଦଳ। ପାରାଦୀପ ବନ୍ଦରର ଭିତ୍ତିଭୂମି ଓ ସ୍ଥିତି ଉପରେ ଏହି ଟିମ୍ ଆଲୋଚନା କରୁଛି। ଓଡ଼ିଶାରେ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ତାଇଓ୍ୱାନ୍ ଟିମ୍ ଯୋଜନା ରଖିଛି। ଏହି ପ୍ରିତିନିଧି ଦଳ ପ୍ରଥମେ ବନ୍ଦର...
ଭଦ୍ରକ : ଭଦ୍ରକ ତାଳସିଠା ଜଘନ୍ୟ ଡବଲ ମର୍ଡର ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବବୁଅା ମହାନ୍ତିକୁ ଅାଜି କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଭଦ୍ରକ ଏଡିଜେ କୋର୍ଟରେ ହାଜର କରାଯାଇଛି। ବବୁଅାକୁ ପୁଲିସ୍ ରିମାଣ୍ଡରେ ନେବାର ସମ୍ଭାବନା ଅଛି। ଯେଉଁ କାରଣ...
କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ାର ରିଜର୍ଭ ପୁଲିସ୍ ହାବିଲ୍ଦାର। ହାବିଲ୍ଦାର ତୈଲୋକ୍ୟନାଥ ଜେନା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ୍ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଟିମ୍ ତୈଲୋକ୍ୟଙ୍କ ବାସଭବନ ସହ ୩ଟି ସ୍ଥାନରେ ଚଢ଼ଉକରିଛି। ଚଢ଼ଉବେଳେ ବ୍ୟାଙ୍କ ପାସବୁକ୍,...
ଅନୁଗୋଳ : ଶକ୍ତି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ଅନୁଗୋଳ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଅନୁଗୋଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରି ସେମାନେ ମନ୍ତ୍ରୀଙ୍କ...
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି। ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ,...
ନବରଙ୍ଗପୁର : ରୋଗ ଭଲ ନ ହେବାରୁ ଜଣେ ଦେଢ଼ ବର୍ଷର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଛି। ଏହି ଘଟଣା ଘଟିଛି ନବରଙ୍ଗପୁରର ନନ୍ଦାହାଣ୍ଡି ବ୍ଲକ ନିଶିନାହାଣ୍ଡି ଗାଁରେ। ଶିଶୁର ଦେହ ଖରାପ ହେବା ପରେ ପରିବାର ଲୋକ ତାର ପେଟ ଓ ମୁଣ୍ଡରେ ଚେଙ୍କ ଦେଇଥିଲେ। କିନ୍ତୁ ରୋଗ...
ଦେବଗଡ଼ : ଗୁରୁ ନାଁରେ କଳଙ୍କ। ବିଭିନ୍ନ ସମୟରେ ୫ ଛାତ୍ରୀଙ୍କ ସହ ଯୌନ ସଂପର୍କ ଅଭିଯୋଗରେ ଟ୍ୟୁସନ ସାର୍ ଗିରଫ। ଏହି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ। ଅଭିଯୁକ୍ତ ହେଲେ ରବୀନ୍ଦ୍ର ସାହୁ। ତାଳସେର ଗାଁରେ ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ...
ନୟାଗଡ଼: ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଚାଷୀଙ୍କ ମୃତ୍ୟୁ ନେଇ ଉତ୍ତେଜନା। ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଖଣ୍ଡପଡା ବ୍ଳକ ଶିଖରପୁର ଗାଁରେ। ମିଳିଥିବା ସୂଚନା ଅନୁସାରେ, ସକାଳେ ଗାଁର ପାଣୁ ଭଟ୍ଟ ନାମକ ଜଣେ ଚାଷୀ ଜମିକୁ ଯାଉଥିବାବେଳେ ଅଳ୍ପ...
ଇଂଲଣ୍ଡ : ଅାଜିଠୁ ଅାରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍। ଇଂଲଣ୍ଡ ସହ ଭାରତ ଖେଳିବ ୫ଟିକିଅା ଟେଷ୍ଟ ସିରିଜ୍। ଶେଷ ଥର ପାଇଁ ୨୦୧୧ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ହାରିବା ପରେ ପୁଣି ଥରେ ଇଂଲଣ୍ଡ ଗସ୍ତ କରିଛି ଟିମ୍ ଇଣ୍ଡିଅା। ଚଳିତ ବର୍ଷ ସିରିଜ...
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗାର ଗାଁରେ ଅଛି ନା ଅଙ୍ଗନଓ୍ୱାଡି ନା ଅଛି ସ୍କୁଲ ଘର। ଗୁହାଳ ଘର ପାଲଟିଛି ପିଲାଙ୍କ ଶିକ୍ଷାକେନ୍ଦ୍ର। କେବଳ ପାଠ ପଢା ନୁହେଁ ପିଲାଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଇବା ବି ଦିଆଯାଉଛି। ଲୋକଙ୍କ ଅଭିଯୋଗ ଯେ ଗତ ୧୨ ବର୍ଷ...
କେନ୍ଦ୍ରାପଡ଼ା : ଖୋଲିଲା ଭିତରକନିକା। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ଲାଗି ଗତ ମେ’୧ ତାରିଖରୁ ବନ୍ଦ ଥିଲା ଭିତରକନିକା। ପ୍ରଜନନ ଋତୁ ଶେଷ ହୋଇଥିବାରୁ ଅାଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ। ତେବେ ଭିତରକନିକା ଅଂଚଳରେ ଲଗାଣ ବର୍ଷା ହେଉଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା...
ମୁମ୍ବାଇ: ତେଜୁଛି ମରାଠା ସଂରକ୍ଷଣର ଆନ୍ଦୋଳନ। ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜେଲ୍ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିପାଇଁ ମୁମ୍ବାଇର ଆଜାଦ୍ ମଇଦାନରେ ପ୍ରତିବାଦ ସଭାର ଡାକରା ଦିଆଯାଇଛି। ମରାଠାମାନଙ୍କୁ ସଂରକ୍ଷଣ ସହ ବିକ୍ଷୋଭକାରୀଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ଏଥିସହ...
ରାୟଗଡ଼ା (ମନୋଜ ପାତ୍ର) : ରାୟଗଡ଼ା ଜିଲ୍ଲା ଘୋଡ଼ାନାଲରେ ନିର୍ମାଣାଧୀନ ଚେକ୍ ଡ୍ୟାମ୍ର କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଲୁହାଛଡ଼କୁ ଟାଣିଲେ ଉପୁଡ଼ି ଯାଉଥିବା ସହ ବାଲିବସ୍ତା ପୁରାଇ କଂକ୍ରିଟ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେବଳ...
ପୁରୀ : ଅାଜି ଶ୍ରୀଜିଉଙ୍କ ବନକଲାଗି ହେବ। ଦତ୍ତମହାପାତ୍ର ସେବକମାନେ ହିଙ୍ଗୁଳ, ହରିପଲ, ଧଳା କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବିଧି ମୁତାବକ ଦ୍ୱିତୀୟ ଭୋଗମଣ୍ଡପରେ ଏହି ବନକଲାଗି ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ...
ଲଣ୍ଡନ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍ ହକିରେ ଭାରତର ବାଜିମାତ। ମହିଳା ହକି ଟିମ୍ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ଗତକାଲି ଖେଳାଯାଇଥିବା ଏକ କ୍ରସ୍ଓଭର ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି। କାଲି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ...
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ। ଓଡିଶାରୁ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅମିତ ଶାହଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଅଗଷ୍ଟ ୧୮ ଓ ୧୯ରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା...