• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

virat
ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ

ବର୍ମିହାମ : ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ। ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡ ମାଟିରେ ବିରାଟଙ୍କ ଏହା ପ୍ରଥମ ଶତକ। ଏହାସହ ଟେଷ୍ଟ କ୍ରିକେଟ୍‌ରେ କୋହଲି ୨୨ତମ ଶତକ ହାସଲ କରିଛନ୍ତି। ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଥିବା ବେଳେ କୋହଲି...

migrant2
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ  ଜଗତସିଂହପୁର। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି ଏଇ ୪ ଜିଲ୍ଲା। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବଳରାମଗଡ଼ି, ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର। ସମୁଦ୍ର କୂଳିଅା ଗାଁଗଣ୍ଡା,...

traffic
ଏଡିଜିଙ୍କ ଝିଅଙ୍କୁ ଚାପୁଡା ମାରିଲେ ଟ୍ରାଫିକ୍‌ କନଷ୍ଟେବଲ

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ୍‌ ଏଡିଜିଙ୍କ ଝିଅଙ୍କୁ ମାଡ଼ ଅଭିଯୋଗ। ଏଜି ଛକରେ ଜଣେ ଟ୍ରାଫିକ୍‌ କନଷ୍ଟେବଲ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ନିୟମ ଉଲଂଘନ ଅଭିଯୋଗକୁ ନେଇ ଏଭଳି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିଛି। ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅ...

election
ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରଚାର ଷ୍ଟ୍ରାଟେଜି

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ନୂଅା ଚାଲ୍। ସଫଳ ଯୋଜନାର ପ୍ରଚାର ପ୍ରସାର ପାଇଁ ଅାଉ ଏକ ଷ୍ଟ୍ରାଟେଜି ଗାଁରୁ ସହର ସବୁଠି ଛାଇଯିବ ଏଭଳି ବିଭିନ୍ନ ସ୍କିମ୍‌ର ହୋର୍ଡିଂ। ଯାହାର କିଛିଟା ଝଲକ୍ ଏବେଠାରୁ ଦେଖିବାକୁ ମିଳିଲାଣି ରାଜଧାନୀ ଭୁବନେଶ୍ୱରରେ। ରାଜ୍ୟର ସବୁ...

vlcsnap-error309
କ୍ୟାମ୍ପସ୍‌ରୁ ରାଗିଂ ଅାତଙ୍କ ଏବେ ବି ହଟିନି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ରାଗିଂ ବିଭିନ୍ନ କଲେଜ। ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂର୍ବ ଦୁଇ ବର୍ଷ ତୁଳନାରେ ୨୦୧୭ରେ ସ୍ଥିତି ସାଂଘାତିକ ରହିଛି। ଗତ ମାସ ୨୩ ତାରିଖରେ ଲୋକସଭାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଇଥିବା ସୂଚନା ଅନୁଯାୟୀ, ୨୦୧୭ରେ ସାରା...

Laagan2
ଆମୀର ଖାନ୍‌ଙ୍କ ଲଗାନ୍‌ ଫିଲ୍ମ ପ୍ରସଙ୍ଗରେ ପାକିସ୍ତାନୀ ଖବରକାଗଜରେ ରିପୋର୍ଟ

ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମୀର ଖାନ୍‌ଙ୍କୁ କାହିଁକି ନିମନ୍ତ୍ରଣ କଲେ ତାକୁ ନେଇ ଭାରତରେ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନର ଏକ ଖବରକାଗଜରେ ଆଜି ‘ଲଗାନ୍‌’ ଫିଲ୍ମକୁ ନେଇ ରିପୋର୍ଟ ପ୍ରକାଶ ପାଇଛି।  ଯାହାର ଶିରୋନାମାର ଅର୍ଥ ହେଉଛି ‘ଆମୀର...

kiki---
କିମିଅା କରୁଛି କିକି ଚ୍ୟାଲେଞ୍ଜ୍‌

ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍‌ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ। ସୋଶାଲ ମିଡିଅାରେ ବହୁଳ...

loka sabha
ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା ଜାରି। ଏସ୍‌ସି ଏସ୍‌ଟି ସଂଶୋଧିତ ବିଲ୍ ପ୍ରସଙ୍ଗରେ ଅାଜି ଲୋକସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ଏସ୍‌ସି ଏସ୍‌ଟି ବିଲ୍ ପ୍ରସଙ୍ଗରେ ଗୃହର ଚଳିତ ଅଧିବେଶନରେ ବିଲ୍ ଅାଗତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ...

golden bridge
ସୋଶାଲ ମିଡିଅାରେ ଭାଇରାଲ ଭିଏତନାମର ଗୋଲଡେନ୍ ବ୍ରିଜ୍

ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ। ଭିଏତନାମର...

salepur
ପେନସନ୍ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ

କଟକ : ପେନସନ୍ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ। ସାନଭାଇର ପନିକି ଚୋଟରେ ବଡ଼ଭାଇ ଓ ଭାଉଜ ଗୁରୁତର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସାଧୁପୁର ଗାଁରେ। ଗୁରୁତର ଦୁଇ ଜଣ ହେଉଛନ୍ତି ପ୍ରମୋଦ ପଣ୍ଡା ଓ ତାଙ୍କ ପତ୍ନୀ...

vlcsnap-error122
ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା

ଭଦ୍ରକ: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା। ବସ୍ତା ପ୍ରତି କିଲେ ନୁହେଁ କି ଦୁଇ କିଲୋ ନୁହେଁ ୮ କିଲୋ କମ୍‌ ଦିଅାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଅାସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷା ସର୍କଲରୁ। ଏଫସିଅାଇ ଗୋଦାମରୁ ଚାଉଳ ଅାସିବାପରେ ଅନ୍ୟ ଗୋଦାମରେ...

road
ରୋଡ୍‌ ରୋମିଓକୁ ପାନେ : ସୋଶାଲ ମିଡିଆରେ ଭାଇରାଲ

ବ୍ରହ୍ମପୁର : ବ୍ରହ୍ମପୁରରେ ରୋଡ୍‌ ରୋମିଓକୁ ପାନେ। ବାରମ୍ବାର ପିଛା କରୁଥିବା ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି ଜଣେ ଛାତ୍ରୀ। ଏହି ମାଡ଼ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବ୍ରହ୍ମପୁର ସହରର ଗାନ୍ଧିନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ସଂପୃକ୍ତ...

HC
ବେଅାଇନ ନିର୍ମାଣକୁ ବୈଧ କରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ବେଅାଇନ ନିର୍ମାଣକୁ ବୈଧ କରିବାକୁ ସରକାର ନେଇଥିବା ନିଷ୍ପତ୍ତି ଉପରେ ନଗର ଉନ୍ନୟନ ସଚିବ ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଏନେଇ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପୂର୍ବରୁ ଏହି ମାମଲାରେ...

scb
ଟଙ୍କା ନାହିଁତ ଟ୍ରିଟ୍‌ମେଣ୍ଟ ନାହିଁ

କଟକ : ପାଖରୁ ଟଙ୍କା ସରିଯିବାରୁ ଚିକିତ୍ସା ଅଧାରୁ ବିଦାକଲା ଏସ୍‌ସିବି। ବାଦାମବାଡି ରାସ୍ତା ପଡ଼ରେ ଛଟପଟ ହେଉଛନ୍ତି ଉମରକୋଟର ଏହି ରୋଗୀ ଜଣକ। ଦୀର୍ଘଦିନ ଧରି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁସାରେ ବାହୁଡ଼ା ଯାତ୍ରା ଦିନ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ।...

alert
ବର୍ଷା, ବଜ୍ରପାତ ନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ,କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା। ସନ୍ଧ୍ୟା ୭ଟା୪୫ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ। ଏ ସମୟରେ ଘରୁ ନବାହାରିବାକୁ...

resham 2
ଗାୟିକା ତଥା ମଂଚ ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ

ପେଶୱାର: ପାକିସ୍ତାନର ପ୍ରସିଦ୍ଧ ପାଷ୍ଟୋ ସିଙ୍ଗର ତଥା ମଞ୍ଚ ଅଭିନେତ୍ରୀ ରେଶମ୍ ଖାଁଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ରେଶମ୍‌ଙ୍କ ଭାଇ ଓବୈଦୁଲ୍ଲା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ରେଶମ୍‌ଙ୍କ ସ୍ୱାମୀ ଫାଏଦା ଖାନ୍‌ ରହିମାବାଦ୍‌ର ବାସିନ୍ଦା। ସେ ବିଦେଶରେ...

tito link
କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ କେନ୍ଦ୍ରାପଡ଼ାର ୩ଟି ସ୍ଥାନରେ ରେଡ୍ ଚାଲିଛି। ଭିଜିଲାନ୍ସର୨ଟି ଟିମ୍ ଏକାସାଙ୍ଗରେ ଚଢ଼ଉ କରିଛି। ପଟ୍ଟାମୁଣ୍ଡାଇ ତହସିଲ, କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟି ସହ କେନ୍ଦ୍ରାପଡ଼ା ମାପ ଓ ଓଜନ ବିଭାଗ ଅଫିସ୍‌ରେ ରେଡ୍‌ ଚାଲିଛି। ଟିଟୋ ସହ ଲିଙ୍କ୍‌ ଅଭିଯୋଗରେ ଗତ କିଛି ଦିନ...

bjp
ସାଇକଲରେ ଶ୍ମଶାନକୁ ଶବ ବୁହା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ବୌଦ୍ଧରେ ସାଇକଲରେ ଶ୍ମଶାନକୁ ଶବ ବୁହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି। ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଅାଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବସନ୍ତ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ, ସାରା...