• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

assam
ଖଣ୍ଡେ ଲାଠିରେ ଚାଲିଛି ତଟ ସୁରକ୍ଷା

ଭୁବନେଶ୍ୱର: ଓଡ଼ିଶାକୁ ମୁହାଁଇଛନ୍ତି ଆସାମ ଶରଣାର୍ଥୀ। ସେ ଦୃଷ୍ଟିରୁ ଆମ ସାମୁଦ୍ରିକ ଥାନା ଗୁଡ଼ିକ ସତର୍କ ରହିବା କଥା। ହେଲେ ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସାମୁଦ୍ରିକ ଥାନାର ଦୃଶ୍ୟ ଥିଲା ଅଲଗା। ଥାନା ପରିସର ଖାଁ ଖାଁ ଲାଗୁଥିଲା। ଆଉ ଉପକୂଳ ସୁରକ୍ଷାର ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଛାଡ଼ନ୍ତୁ...

land
ଶ୍ରାବଣରେ ବର୍ଷା ସଙ୍କଟ

ଭୁବନେଶ୍ୱର : ଶ୍ରାବଣରେ ବର୍ଷା ସଙ୍କଟ। କ୍ଷେତ ଶୁଖି ଆଁ କରିଛି, ଧାନଗଛ ବି ମରିଗଲାଣି। ବିଲ ମଝିକୁ ଧସେଇ ପଶିଲେଣି ଗାଈଗୋରୁ। ଏହି ସମସ୍ୟାର ଚିତ୍ର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର। ପ୍ରାୟ ୧୫ ଦିନ ହେଲା ବର୍ଷାର ଦେଖାନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ସମାନ...

sebasrjram
ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ମାଲକାନଗିରି  : ସେବାଶ୍ରମରେ ଯୌନ ଶୋଷଣ । ଜଣଙ୍କ ପରେ ଜଣେ କିଶୋରୀଙ୍କ ଇଜ୍ଜତ ସହ ଖେଳିଛନ୍ତି ହେଡ୍‌ସାର୍‌ । ଗୁରୁ ନାଁରେ କଳଙ୍କ ବୋଳି ଦେଇଛନ୍ତି ଏହି ବ୍ୟକ୍ତି ଜଣକ। ଯାହାଙ୍କ ନାଁ ବିଶ୍ୱଜିତ ସରକାର। ମାଲକାନଗିରି ଜିଲ୍ଲାର ଏକ ଛାତ୍ରୀ ସେବାଶ୍ରମର ପ୍ରଧାନ ଶିକ୍ଷକ ଏହି...

decline
ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍

ଭୁବନେଶ୍ୱର : ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍। କିଛି ମାସ ତଳେ ଇଜ୍-ଅଫ୍-ଡୁଇଂ ବିଜ୍‌ନେସ୍‌ରେ ଓଡ଼ିଶାର ସ୍ଥାନ ୧୪କୁ ଖସିଥିଲା। ଅାଉ ଏବେ ନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଅାପ୍ଳାଏଡ୍ ଇକୋନୋମିକ୍ ରିସର୍ଚ୍ଚ- NCAER ପକ୍ଷରୁ କରାଯାଇଥିବା ପୁଞ୍ଜିନିବେଶ ସର୍ଭେରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଅାହୁରି ୬ଟି ସ୍ଥାନ ତଳକୁ...

vlcsnap-error380
ନଦୀ ପାଲଟିଛି ଚଲାପଥ

ଗଜପତି : ବିପଦ ସଂକୁଳ ଉଛୁଳା ନଈରେ ପାର ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି କିଏ ସାଇକେଲକୁ ବୋହି ତ କିଏ ପ୍ରଖର ସ୍ରୋତକୁ ଖାତିର ନକରି ପିଲାଙ୍କୁ କାନ୍ଧରେ ଧରି ହେଉଛନ୍ତି ନଈପାର। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ୯ ଖଣ୍ଡ...

vlcsnap-error811
ନିରାମୟ କେନ୍ଦ୍ରରେ ନିଆଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ। ହସ୍ପିଟାଲ ପରିସର ନିରାମୟ ଯୋଜନା କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଔଷଧ ଓ କମ୍ପ୍ୟୁଟର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ନିରାମୟ କେନ୍ଦ୍ରରୁ ଧୂଆଁ ବାହାରୁଥିବା ଦେଖି ୱାଚ୍ ମ୍ୟାନ ଓ...

terrorists killed
ଜାମ୍ମୁ-କାଶ୍ମୀର ସୋପିଅାନରେ ଏନକାଉଣ୍ଟର

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଅାତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୋପିଅାନ ଜିଲ୍ଲାରେ କିଲ୍ଲୋରା ଗାଁରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ଅପରେସନ ଅାରମ୍ଭ କରିଥିଲା ସେନା। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଦେଖିବାମାତ୍ରେ ଅାତଙ୍କବାଦୀମାନେ ଅଚାନକ ଗୁଳିମାଡ କରିଥିଲେ। ଯାହାର...

india -england
ଭାରତକୁ ୩୧ରନ୍‌ରେ ପରାସ୍ତ କଲା ଇଂଲଣ୍ଡ

ବର୍ମିଂହାମ: ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପରାଜୟର ତିକ୍ତ ସ୍ୱାଦ ପାଇଛି। ଏହା ସାଙ୍ଗକୁ ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଇନିଂସରେ ଦର୍ଶନୀୟ ଶତକ ସାଙ୍ଗକୁ ଦ୍ୱିତୀୟ ଇନିଂସରେ କୋହଲିଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ପ୍ରଥମ ଟେଷ୍ଟର...

ganjam
ପୂର୍ବ ଶତ୍ରୁତାରୁ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା। ଅନ୍ୟଜଣେ ଗୁରୁତର ଅାହତ ହୋଇଛନ୍ତି। ଅାକ୍ରମଣରେ ଗୁରୁତର ଅାହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ...

headmaster
ସୈତାନ୍‌ ସାର୍‌ଙ୍କ ପାଇଁ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶିଖାପାଲ୍ଲୀ ସେବାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ଅାତ୍ମହତ୍ୟା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି। ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ସମ୍ପର୍କରେ ଛାତ୍ରୀ ଜଣଙ୍କ ଖାତାରେ ଉଲ୍ଲେଖ କରିଛନ୍ତି। ସେବାଶ୍ରମର...

jagannath puri
ଶ୍ରୀମନ୍ଦିର ସଂସ୍କାର ବୈଠକ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ଅାଲୋଚନା ହୋଇଛି। କୋର୍ଟ ୧୨ଟି ପ୍ରସ୍ତାବ ଦେଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ତୁରନ୍ତ ଲାଗୁ କରାଯାଇ ପାରିବ ସେନେଇ ଅାଲୋଚନା କରାଯାଇଛି। ଶୃଙ୍ଖଳିତ...

ujwala
‘ଉଜ୍ଜ୍ୱଳା ଯୋଜନା’ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର : ବିଜେପିକୁ ବିଜେଡିର ଟାର୍ଗେଟ୍। କେନ୍ଦ୍ର ସରକାରଙ୍କ ‘ଉଜ୍ଜ୍ୱଳା ଯୋଜନା’ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ। ଦେଶରେ ୫ କୋଟି ସଂଯୋଗ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି...

Kishore-Kumar-picture
ମନେ ପଡ଼ନ୍ତି ସ୍ୱରର ଯାଦୁଗର କିଶୋରଦା

ତାଙ୍କରି ଗୀତର ଲହର ଆପଣଙ୍କୁ ହସାଇପାରେ ଆଉ କନ୍ଦାଇ ବି ପାରେ। ସ୍ୱରର ଯାଦୁଗର କିଶୋର କୁମାର ଖାଲି ଯେ ଜଣେ ଗାୟକ ଥିଲେ ତାହା ନୁହେଁ, ଜଣେ ସଙ୍ଗୀତକାର, ଅଭିନେତା, ମ୍ୟୁଜିକ୍‌ କମ୍ପୋଜର ଓ ନିର୍ଦ୍ଦେଶକ ମଧ୍ୟ ଥିଲେ। ବଲିଉଡ୍‌ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଆଜି...

cm
ସ୍କିଲ୍ ମ୍ୟୁଜିୟମ୍‌ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ : କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହି ମ୍ୟୁଜିୟମ ଖୋଲିଛି। ଏହା ଅାଇଟିଅାଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ହେବ ଓ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବ। ଏହା ଦେଶର ସର୍ବପ୍ରଥମ...

bomb
ବୋମା ମାଡ଼ରେ ଥରିଲା କାମାକ୍ଷାନଗର କଲେଜ କ୍ୟାମ୍ପସ

କାମାକ୍ଷାନଗର  : ବୋମା ମାଡ଼ରେ ଥରିଲା କଲେଜ କ୍ୟାମ୍ପସ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ବୋମା ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣେ ଛାତ୍ରଙ୍କ ସମେତ ଜଣେ ଅଣଛାତ୍ର ମଧ୍ୟ ଗୁରୁତର ଅାହତ ହୋଇଛନ୍ତି। ଅାହତମାନେ ହେଲେ ସଂଗ୍ରାମ ନାୟକ ଓ ସଂଜୀବ ନାୟକ। ଅାଜି ଦିନ...

arrest
ଭିଜିଲାନ୍ସ କୋର୍ଟରେ ଅାତ୍ମସମର୍ପଣ କଲେ ଅାଶିଷ ନାୟକ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟରେ ଅାତ୍ମସମର୍ପଣ କଲେ ଅାଶିଷ ନାୟକ। ଅାତ୍ମସମର୍ପଣ ପରେ ଅାଶିଷଙ୍କୁ ଗିରଫ କଲା ପୁଲିସ୍‌। ପୂର୍ବରୁ ଅାଶିଷଙ୍କ ସହ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେପଟେ ORHDCର ଅନ୍ୟ ଏକ ମାମଲାରେ ଅାଜି କୋର୍ଟରେ ହାଜର...

happy-Indian-couple
ସୁଖୀ ଦାମ୍ପତ୍ୟ ଜୀବନ ଗଢ଼ିବେ କିପରି? ମନେ ରଖନ୍ତୁ ଏହି ୧୦ଟି କଥା

ରୋଜାଲିନ୍‌ ରଥ ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିସାତ୍‌ ମଧ୍ୟ କରିଦେଇପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳ ଶକ୍ତି ଉପରେ। ଆଜିକାଲି ଦେଖାଯାଉଛି ଯେ,ଦାମ୍ପତ୍ୟ ସମ୍ପର୍କ ଅଧିକା ଦିନ...