କଟକ : ନକଲି ଗୁଟଖା, ଘିଅ ଓ ତେଲ ପରେ ଏବେ କଟକରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ସଦର ଥାନା ପୀର ବଜାରରେ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରାଯାଛି। ଏହି ଘଟଣାରେ...
ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଧ୍ୱଂସୀ କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ୨୦କିଲୋମିଟର ଉଚ୍ଚତା ମଧ୍ୟରେ ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଅତି ସହଜରେ ଧ୍ୱଂସ କରିବାର କ୍ଷମତା ରଖିଛି। ଆଜି ସକାଳ ସାଢ଼େ ୧୧ରେ ଏହାର...
ବ୍ରହ୍ମପୁର: ବ୍ରହ୍ମପୁର ମେଡିକାଲ୍ରେ ଅପରେସନ ହୋଇଥିବା ଲୋମଶ ଶିଶୁ କାହ୍ନାର ଆଜି ଷ୍ଟିଚ୍ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟ ଅପରେସନ ପରେ କାହ୍ନାର ଷ୍ଟିଚ୍ ଖୋଲାଯାଇଛି। ଅପରେସନ ପରେ କାହ୍ନା ଭଲ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି...
ସୋର: ବିବାହ ପ୍ରଲୋଭନ ଦେଖାଇ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୨୮ ତାରିଖରେ ଦିଗଭଅଁରା ଗାଁର ଜଣେ ବିବାହିତ ଯୁବକ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଘରକୁ...
ନୂଆଦିଲ୍ଲୀ: ଦେଶର ଗଣମାଧ୍ୟମ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି। ନାବାଳିକା ଦୁଷ୍କର୍ମ ଘଟଣାରେ ଉଭୟ ବୈଦ୍ୟୁତିକ ଓ ପ୍ରିଣ୍ଟ ଗଣମାଧ୍ୟମ ନାବାଳିକାଙ୍କ ଭିଡିଓ ଫୁଟେଜ୍ କିମ୍ବା ଫଟୋ ଦେଖାଇ ପାରିବେ ନାହିଁ। ଏପରିକି ନାବାଳିକାଙ୍କ ମୁହଁ ବ୍ଲର୍ କରି ମଧ୍ୟ ଦେଖାଇ ପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆଜି...
ଜଗତସିଂହପୁର: ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ବାଲିଆକଣି ଗାଁରେ ୨ ପରିବାର ଭିତରେ ଗଣ୍ଡଗୋଳ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ହେଲେ ରବିନ୍ଦ୍ର ସ୍ୱାଇଁ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁର ରବିନ୍ଦ୍ର ସ୍ୱାଇଁ ଏବଂ ଗୁନ ନାଏକଙ୍କ ପରିବାର ମଧ୍ୟରେ...
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ପରମପାଙ୍ଗା ୫୯ ଜାତୀୟ ରାଜପଥର ଏକ ଅସ୍ଥାୟୀ ପୋଲ ଉପରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ଏହି ରାସ୍ତା ଦେଇ ଗାଡ଼ିମଟର ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ରହିଛି। ରାସ୍ତାର ଉଭୟ...
ପାରାଦୀପ: ପାରାଦୀପ ଅଠରବାଙ୍କିଠାରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ୧୦ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଲାଇନ୍ଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ମାଲବାହୀ ଟ୍ରେନ୍ଟି ତାଳଚେରରୁ କୋଇଲା ବୋଝେଇ କରି ଆଣି ବନ୍ଦରରେ ମାଲ୍...
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବସନ୍ତ ରାଉତ। ସୂଚନା ଅନୁସାରେ, ସେ ଅନୁଗୁଳରେ ମେଡିସିନ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଏବଂ...
କଟକ: କଟକରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’। କଟକ ଚୌଧୁରୀ ବଜାର ସ୍ଥିତ ସିଏମ୍ସି ରୋଡ୍ ନିକଟ ମଙ୍ଗୁଳି ଚା’ ଦୋକାନରେ ଗତକାଲି ଏହି ଚା’ ଖଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଚା’ର ମଜା ଉଠାଇଥିଲେ।...
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଶିବ ମନ୍ଦିର କାନ୍ଥରେ ମାଓବାଦୀମାନେ ୪ଟି ପୋଷ୍ଟର ଲଗାଇଛନ୍ତି। ମାଓ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି...
କଟକ: ପୁରୀ-ପାଟନା ଏକ୍ସପ୍ରେସ୍ରୁ ୨ କ୍ୱିଣ୍ଟାଲ ଭାଙ୍ଗ ଜବତ ହୋଇଛି। ଏକ୍ସପ୍ରେସ୍ଟି କଟକ ଆସୁଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୧ଟା ବେଳେ କଟକ ରେଲୱେ ଷ୍ଟେସନରେ ଚଢ଼ାଉ କରି ଜବତ କରିଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ...
ପାଟନା: ଜୀବନ ସହ ଦୀର୍ଘ ୩୦ ଘଣ୍ଟାର ସଂଗ୍ରାମ ପରେ ଶେଷରେ ପୁନର୍ଜନ୍ମ ପାଇଲା ବିହାରର ୩ ବର୍ଷର ଶିଶୁକନ୍ୟା ସାନା। ୧୧୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ଗତକାଲି ଉଦ୍ଧାର ପରେ ସାନା ଏବେ ସୁସ୍ଥ ଥିବା ଜଣାପଡିଛି। ସେନା, ଏନଡିଆରଏଫ୍, ବିହାର ଏସଡିଆରଏଫ୍ ଓ ପୁଲିସର...
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜ ଆମରୁଡ଼ି ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ବେଳେ ୬ ରୁ ୭ଟି ହାତୀ ଗାଁର ଦେବେନ୍ଦ୍ର ମୁଣ୍ଡାଙ୍କ...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଓଡ଼ିଆ ମାରଣ ନୀତି। ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୫୦ ପ୍ରତିଶତ ସିଟ୍ରୁ ୨୫ ପ୍ରତିଶତ ସିଟ୍ରେ ଏଣିକି ଆଡ୍ମିଶନ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ଓପେକାର ଆବେଦନ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛି ଦକ୍ଷତା ବିକାଶ ବିଭାଗର ପଲିସି ପ୍ଲାନିଂ ବଡ଼ି।...
ଭୁବନେଶ୍ୱର: ଟଙ୍କିକିଆ ଚାଉଳ ପାଇବାକୁ ଯୋଗ୍ୟ ନହୋଇ ରାସନକାର୍ଡ ହାତେଇଥିବା ହିତାଧିକାରୀଙ୍କୁ ଗିରଫ କରିଥିଲେ ରାଜ୍ୟ ସରକାର। ବାଦ୍ ପଡ଼ିନଥିଲେ ବୟସ୍କା କିମ୍ବା ପ୍ରସୁତି। ତେବେ ପଞ୍ଚୟାତ ନିର୍ବାଚନରେ ଭୋଟ୍ କଟିବାର ଭୟ ଯୋଗୁଁ ମାମଲା ପ୍ରତ୍ୟାହାର ସହ ଆଦାୟ କରିଥିବା ଜୋରିମାନା ଟଙ୍କା ଫେରସ୍ତ ପାଇଁ ଘୋଷଣା...