• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vigilance
୪୧ ଜଣଙ୍କ ନାଁରେ ଗିରଫ ପରୱାନା

ବଲାଙ୍ଗିର  : ବଲାଙ୍ଗିର ଅମିନ-ଆର୍‌ଆଇ ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। କୋର୍ଟରେ ମାମଲାର ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ୪୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ୩ ଓଏଏସ୍ ଅଧିକାରୀ ଏବଂ ପୂର୍ବତନ DWOଙ୍କ ନାଁ...

nayagarh
ବସ୍ ଧକ୍କାରେ ବାଇକ୍ ଚୁର୍‌ମାର୍‌, ୧୦ ଆହତ

ନୟାଗଡ଼: ନୟାଗଡ଼ରେ ସିରିଜ୍‌ ଦୁର୍ଘଟଣା। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାହାଡ଼ା ଛକରେ ବସ୍ ଧକ୍କାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ୨ଟି ବାଇକ୍ ମଧ୍ୟ ଚୁର୍‌ମାର ହୋଇଯାଇଛି। ବସ୍‌ଟି ପ୍ରଥମେ ଜଣକୁ ଧକ୍କା ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା। ...

vlcsnap-error123
ଦାଉ ସାଧିଛି ଦଇବ; ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ଡାହାଣ ହାତ

ରାୟଗଡ଼ା: ଦୁନିଆକୁ ଜାଣିବା ଆଗରୁ ପର କରି ଚାଲିଗଲେ ବାପା ମାଆ। ଆଉ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କରିବା ବେଳକୁ ଦଇବ ଦାଉ ସାଧିଲା। ଆଉ ଅସ୍ୱାଭାବିକ ଭାବେ ବଢ଼ି ଚାଲିଲା ଡାହାଣ ହାତ। ଏମିତି ଦୁର୍ଦ୍ଦଶା ଭୋଗି ସପ୍ତମ ଶ୍ରେଣୀରେ ପାଠ...

Orissa High Court
ବଦଳିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରିଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ କେନ୍ଦ୍ର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନୀତ୍‌ ଶରଣଙ୍କ ସ୍ଥାନରେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଦାୟିତ୍ୱ...

vlcsnap-error648
ବିଜେପି ପକ୍ଷରୁ ୨୪ ଘଣ୍ଟିଆ ଖମାର ବନ୍ଦ

ପାଲଲହଡ଼ା: ୨ ଦଫା ଦାବିରେ ବିଜେପି ପକ୍ଷରୁ ପାଲଲହଡ଼ା ବ୍ଲକ ଖମାରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ଆନ୍ଦୋଳନକାରୀ ୧୪୯ ନମ୍ବର ଜାତୀୟ ରାଜପଥକୁ ଖମାରଠାରେ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖମାର ମେଡିକାଲରେ ଡାକ୍ତର ନିଯୁକ୍ତି ଏବଂ ଗତବର୍ଷ ମରୁଡିରେ କ୍ଷତିଗ୍ରସ୍ତ...

vlcsnap-error298
ଭାଙ୍ଗିଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବନ୍ଧ

ସାଲେପୁର: ଭାଙ୍ଗିଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବନ୍ଧ। ସାଲେପୁର ଗୋପୀନାଥପୁର ଶାସନ ସାହି ନିକଟରେ ଥିବା ଏହି କେନାଲ ବନ୍ଧ ଭାଙ୍ଗି ଯାଇଛି। ବନ୍ଧ ଭାଙ୍ଗିଯିବା ଦ୍ୱାରା ସେଠାରେ ୩୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ତଳିଆ ଅଞ୍ଚଳରେ ଥିବା ବିଲରେ ମାଡିଯାଇଛି। ସାଲେପୁର:...

bus accident in ctc
କଲେଜ ବସ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ୬ ଆହତ

କଟକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କାଠଯୋଡ଼ି ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ କଲେଜ ଛାତ୍ର ଅଛନ୍ତି। ଆହତଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ କଲେଜ ବସ୍‌କୁ କାକଟପୁର ଅଭିମୁଖେ ଯାଉଥିବା...

AP
ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ, ୧୦ ଶ୍ରମିକ ମୃତ, ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ସୂଚନା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍‌ ଜିଲ୍ଲାରେ ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣରେ ୧୦ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ତେବେ ଆଉ କିଛି ଓଡ଼ିଆ ରହିଥିବା କୁହାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ହୋଇନାହିଁ।...

keonjhar
ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ ଗିରଫ

କେନ୍ଦୁଝର: କେନ୍ଦୁଝର ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସମସ୍ତଙ୍କ ବିରୋଧରେ ପୋକ୍ସ ଆକ୍ଟ ସହ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଏଥିସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ...

A. Johnsel Raja
ଜେଲ୍‌ ଗଲେ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ ଏ. ଜନ୍‌ସେଲ୍ ରାଜାଙ୍କ ଜାମିନ ଆବେଦନ ଖାରଜ ହୋଇଛି।  ଗିରଫ ପରେ ଗତକାଲି ରାତିରେ ଜନ୍‌ସେଲ୍‌ଙ୍କୁ  ଜୁନାଗଡ଼ JMFC କୋର୍ଟରେ ହାଜର କରାଯାଇଥିଲା। ତେବେ JMFC କୋର୍ଟ ଜନ୍‌ସେଲ୍‌ଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଜାମିନ ଆବେଦନ...

nrc-odisha
କୁଅାଡ଼େ ଯିବେ ଅାସାମ ଏନ୍ଆର୍‌ସିରୁ ବାଦ୍ ପଡ଼ିଥିବା ବାଂଲାଦେଶୀ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଅାସାମ ବାଲାଂଦେଶୀ ଅନୁପ୍ରବେଶ ଅାଶଙ୍କା। ସମୁଦ୍ରପଥରେ ଗଳାବାଟ ଦେଇ ଚାଲିଅାସିପାରନ୍ତି ଅାସାମ ନାଗରିକ ପଞ୍ଚିକାରୁ ବାଦ୍ ପଡ଼ିଥିବା ଶରଣାର୍ଥୀ। କାରଣ ବାଲେଶ୍ୱରରୁ ନେଇ ଗଞ୍ଜାମ। ଓଡ଼ିଶାକୁ ଘେରିଛି ୪୭୬ କିଲୋମିଟର ସୁଦୀର୍ଘ ବେଳାଭୂମି। ଏଇ ବିଶାଳ ଉପକୂଳ ହିଁ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାକୁ ପ୍ରବେଶର...