• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Secretariat-718x430
ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ସମୁଦାୟ ୨୩ ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ମହେନ୍ଦ୍ର କୁମାର ମଲ୍ଲିକ ଉତ୍ତରାଞ୍ଚଳ RDC ହୋଇଛନ୍ତି। ତାଙ୍କୁ କେନ୍ଦ୍ରାଞ୍ଚଳ RDCର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ଏସ୍.ଏନ୍ ଗିରିଶଙ୍କୁ ରାଜ୍ୟ ସମବାୟ...

western odisha
ରାଜ୍ୟ ସରକାରଙ୍କ ଅାନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ କଟକ, ପୁଣି କଟକରୁ ଦିଲ୍ଲୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସବୁଠି ଶୁଭିଛି ଆନ୍ଦୋଳନର ସ୍ୱର। ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଚାଲିଛି ଆନ୍ଦୋଳନ। ତେବେ ସଂସଦରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି .ପି ଚୌଧୁରୀଙ୍କ ଉତ୍ତର ପରେ ପୁଣି...

MLA
ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ

ଝାରସୁଗୁଡ଼ା  : ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ। ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ୍ ଅମନାପାଲି ଗାଁରେ। ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଗାଁର ଜଣେ ବୃଦ୍ଧା ଭିକାରୁଣୀଙ୍କ ମୃତ୍ୟୁ ପରେ କେହି ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ନଯିବାରୁ କିଛି ସ୍ୱେଚ୍ଛାସେବୀଙ୍କ...

ISHANTSHARMA
ଭାରତ ଆଗରେ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ

ବର୍ମିଂହାମ: ଯୁବ ଅଲରାଉଣ୍ଡର ସାମ କରାନ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସରେ ମାତ୍ର ୧୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଗସ୍ତର ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ବିରାଟ୍‌ ବାହିନୀ ସମ୍ମୁଖରେ ଏବେ ୧୯୪ ରନ୍‌ ରହିଛି। ଇନିଂସ...

nit
ମଉଳିବାକୁ ବସିଛି ରାଉରକେଲାବାସୀଙ୍କ ମେଡିକାଲ୍ କଲେଜ ସ୍ୱପ୍ନ

ରାଉରକେଲା  : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ହଁ , କିନ୍ତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନା। ଏହି ଦୁଇ ମନ୍ତ୍ରାଳୟର ନିୟମ ଜାଲରେ ଛନ୍ଦି ହୋଇ ମଉଳି ଯାଇଛି ରାଉରକେଲା NITରେ ମେଡିକାଲ୍ କଲେଜ ପ୍ରତିଷ୍ଠା ସ୍ୱପ୍ନ। ଗତ ଏପ୍ରିଲ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ NIT...

railway3
ରେଳ ବିଭାଗ ସହାୟକ ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବୀ ସଂଖ୍ୟା ବଢ଼ାଇଲା

ଆପଣ ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ଏବେ ଆଉ ଚିନ୍ତା କରନ୍ତୁନି। ରେଳ ବିଭାଗ ଏହାର ଖାଲି ଥିବା ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌ ପଦବୀ ସଂଖ୍ୟାକୁ ୨୬ହଜାର ୫୦୨ରୁ ୬୦ ହଜାରକୁ ବଢ଼ାଇଦେଇଛି। ଏହାର ଅନ୍‌ଲାଇନ୍‌ ନିଯୁକ୍ତି ପରୀକ୍ଷା ୯ ଅଗଷ୍ଟରେ...

nrc
NRC ତାତି

ନୂଆଦିଲ୍ଲୀ : NRC ପ୍ରସଙ୍ଗରେ ତେଜୁଛି ରାଜନୀତି। କେନ୍ଦ୍ରକୁ ବିରୋଧୀ ଟାର୍ଗେଟ୍‌ କରୁଥିବାବେଳେ, ପ୍ରସଙ୍ଗକୁ ନେଇ ଗୃହରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ବିରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ସ୍ପଷ୍ଟୀକରଣ ରଖିଛନ୍ତି ରାଜନାଥ। ଅାସାମରେ ନାଗରିକଙ୍କ ତାଲିକା ଡ୍ରାଫ୍ଟ ପ୍ରସଙ୍ଗରେ ବିରୋଧୀ ଅାଣିଥିବା ଅଭିଯୋଗକୁ ଅସ୍ୱୀକାର...

crab
ଘରେ ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା

ମାଟିହାଣ୍ତି ପ୍ରସ୍ତୁତ ଖାଦ୍ୟର ସ୍ୱାଦ ସବୁ ବେଳେ ନିଆରା। ଯୁଗ ଯେତେ ଆଗେଇଲେ ବି ମାଟି ହାଣ୍ଡିର ବିକଳ୍ପ ନାହିଁ। ପ୍ରେସର କୁକର୍‌ ଯୁଗରେ ଆଜି ବି ମାଟିହାଣ୍ଡିର ଚାହିଦା ରହିଛି। ବାହାର ତେଲ ମସଲାଯୁକ୍ତ ଖାଦ୍ୟ ବଦଳରେ ଘରେ ପ୍ରସ୍ତୁତ କରନ୍ତୁ ଓଡ଼ିଆ ପାରମ୍ପରିକ ଖାଦ୍ୟ। ଜାଣି...

dibyanga
ଦିବ୍ୟାଙ୍ଗ ସନ୍ତାନଙ୍କୁ ବଞ୍ଚାଇବା ଲାଗି ମାଅାର ସଂଘର୍ଷ

ସୁବର୍ଣ୍ଣପୁର  : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି...

python
ଅଜଗର ସାପ ଉଦ୍ଧାର

ଅନୁଗୁଳ  : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କାଠଫାଳ ଗାଁରେ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପକୁ ଗ୍ରାମରେ ଦେଖିବା କ୍ଷଣି ଗ୍ରାମବାସୀ ସ୍ନେକ୍‌ ହେଲ୍‌ପ ଲାଇନ୍‌କୁ ଯୋଗାଯୋଗ କରିଥିଲେ। ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସଦସ୍ୟ ଅାସି ସାପଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଶିମିଳିପାଳ...

road problem
ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମୁଖ୍ୟ ବଜାରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ୨ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ କାରବାର ହେଉଛନ୍ତି। କିନ୍ତୁ କେତେବେଳେଯେ କ’ଣ ଘଟିଯିବ କେହି କହି ପାରିବେନି। ରାସ୍ତାଟିର ଏଭଳି ଦୁରବସ୍ଥା...

bank loot
ବ୍ୟାଙ୍କ୍‌ରେ କଳାକନା ବୁଲାଇଲେ ଦୁର୍ବୃତ୍ତ

କୁଚିଣ୍ଡା : ବ୍ୟାଙ୍କ୍‌ରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କୁଚିଣ୍ଡାରେ ଯମନକିରା ଅାନ୍ଧ୍ର ବ୍ୟାଙ୍କ୍‌ରୁ ବନ୍ଧୁକ ମୁନରେ ୧୦ ଲକ୍ଷ ୯୩ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କ୍‌ର ୩ କର୍ମଚାରୀ ଓ ଗ୍ରାହକଙ୍କୁ ଧମକାଇ ଲୁଟ୍ କରିଥିବାବେଳେ CCTV ହାର୍ଡ଼ଡିସ୍କ ବି ନେଇଯାଇଛନ୍ତି ଦୁର୍ବୃତ୍ତ। କଳା ପଲସରରେ...

rice3
ଫିଙ୍ଗାଗଲା ଟନ୍ ଟନ୍ ଚାଉଳ

ସମ୍ବଲପୁର : ସମ୍ବଲପୁର ହୀରାକୁଦରେ ଫିଙ୍ଗାଗଲା ଟନ୍ ଟନ୍ ଚାଉଳ। ଏଠାରେ ଥିବା ଏକ ରାଇସ୍ ମିଲ୍‌ର ଚାଉଳ ଖରାପ ହୋଇଯାଇଥିବାରୁ ହୀରାକୁଦ ଲରପଙ୍କ ଅଞ୍ଚଳର ଏକ ଖୋଲା ପଡିଅାରେ ପକାଯାଉଛି ଏହି ଚାଉଳ। ବର୍ଷା ପାଣିରେ ଚାଉଳ ସବୁ ନଷ୍ଟ ହୋଇଯାଇଥିବାରୁ ତାକୁ ଫିଙ୍ଗାଯାଉଥିବା ନେଇ ଅନୁମାନ...

allegation to collector
ଜିଲ୍ଲାପାଳ ଗାଳିଗୁଲଜ କରିଥିବା ଅଭିଯୋଗ କଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

କୋରାପୁଟ : କୋରାପୁଟ ଜିଲ୍ଲାପାଳଙ୍କ ନାଁରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ।  କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ଅଣିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ଶ୍ରେଣୀ କର୍ମଚାରୀମାନେ। ଅାସନ୍ତା ୨୪ ଘଣ୍ଟା ଭିତରେ ଜିଲ୍ଲାପାଳ କ୍ଷମା ନମାଗିଲେ କାଲିଠାରୁ...

A. Johnsel Raja
କଳାହାଣ୍ଡି ସର୍ଦ୍ଦାର ରାଜାସ ମେଡିକାଲ କଲେଜ ମୁଖ୍ୟ ଗିରଫ

କଳାହାଣ୍ଡି : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଘଟଣାରେ ମେଡିକାଲ କଲେଜ୍ ମୁଖ୍ୟ ଗିରଫ। କଲେଜ ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ୍‌ସେଲ୍ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ତାଙ୍କୁ ତାମିଲନାଡ଼ୁ ନଗରକୋଏଲରୁ ଗିରଫ କରାଯାଇଛି ।...

school girl
ଝାଡୁ ନମାରିବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ

ଫୁଲବାଣୀ: ବିଦ୍ୟାଳୟରେ ଝାଡୁ ନମାରିବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ। କନ୍ଧମାଳ ଜିଲ୍ଲା କେ. ନୂଅାଗାଁ ବ୍ଲକ୍ ମହାସିଙ୍ଗ ନୋଡାଲ ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅାସିଛି ଏଭଳି ସଙ୍ଗୀନ ଅଭିଯୋଗ। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଅାହତ ୩ ଛାତ୍ରୀ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗ ଅନୁସାରେ,...

anti romeo
ଝିଅମାନେ ନିଜକୁ ସୁରକ୍ଷା ଦେବାର ୧୦ଟି ଉପାୟ?

(ରୋଜାଲିନ୍‌ ରଥ)ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ  ଦୁର୍ବ୍ୟବହାର। ନାବାଳିକା ବି ବାଦ୍‌ ପଡ଼ୁନାହାନ୍ତି। ଏହି ସବୁରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ...