• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

kendrapara
ପ୍ରେମକୁ ନେଇ ହତ୍ୟାକାଣ୍ଡ

କେନ୍ଦ୍ରାପଡ଼ା  : ପ୍ରେମକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କଦଳୀବଣ ଗାଁର ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ମୃତକ ହେଲେ ସଂଯୁକ୍ତା ବେହେରା। ବାଉଁଶ ବୁଦାରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମ ସଂପର୍କକୁ ନେଇ ସଂଯୁକ୍ତାଙ୍କୁ...

andhrapradesh
ବିସ୍ଫୋରଣରେ ଏଯାଏ ୩ ଓଡ଼ିଶାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ

ଅାନ୍ଧ୍ରପ୍ରଦେଶ  : ଅାନ୍ଧ୍ରପ୍ରଦେଶ କର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତିନି ମୃତକ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଂଜନ ନାହାକ। ଅାଗରୁ ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅାଜି ସକାଳେ...

burns
ନିଆଁରେ ପୋଡ଼ିହୋଇ ନାବାଳିକା ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅାନନ୍ଦପୁର ଅଞ୍ଚଳରେ ଅଭାବନୀୟ ଘଟଣା।  ନିଆଁରେ ପୋଡ଼ିହୋଇ ଜଣେ ନାବାଳିକା ଗୁରୁତର ଅାହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘସିପୁରା ଥାନା ଅନ୍ତର୍ଗତ ଗୋହିରା ଗାଁରେ ରୋଷେଇ କରୁଥିବା ବେଳେ ନାବାଳିକା ଜଣକ ଚୁଲି ନିଆଁରେ ପୋଡ଼ି ହୋଇ ଗୁରୁତର ଅାହତ ହୋଇଥିଲେ।...

virat
ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ...

chian snaching
ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା

ଅନୁଗୁଳ : ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା। ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦରେ ଗ୍ରାମବାସୀଙ୍କ ମାଡ଼ରେ ଲୁଟେରା ଗୁରୁତର। ଜଣେ ମହିଳା ଚାଲି ଚାଲି ଆସୁଥିବାବେଳେ ବାଇକ୍‌ରେ ଅାସି ଦୁର୍ବୃତ୍ତ ଜଣକ ଚେନ୍‌ ଛିଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା...

bjp
କେନ୍ଦ୍ରୀୟ ନେତାଙ୍କୁ ହିସାବ ଦେଉଛନ୍ତି ରାଜ୍ୟ ନେତା

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାସ୍କ ରାଜ୍ୟରେ କେତେ ପୂରଣ କରିଛି ଦଳ ଏନେଇ ଅାଜି ରାଜ୍ୟ ବିଜେପି ପଦାଧିକାରୀଙ୍କ ବସିଛି ବୈଠକ। ଗତମାସ ୧ ତାରିଖରେ ଶାହ ଓଡିଶା ଅାସି  ମିଶନ ୧୨୦ ପ୍ଲସ୍‌ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ ୩୦ଟି ଟାସ୍କ।...

pregnant
ଖଟିଅାରେ ବୁହା ହେଲେ ଗର୍ଭବତୀ

ବାଲେଶ୍ୱର : ପୁଣି ଖଟିଅାରେ ବୁହା ହେଲେ ଗର୍ଭବତୀ। ରାସ୍ତା ନ ଥିବାରୁ ଅାସିପାରିଲାନି ୧୦୨ ଅାମ୍ବୁଲାନ୍ସ।  ତେଣୁ ଖଟିଅାରେ ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବିରୁଅା ପଞ୍ଚାୟତର ପଣ୍ଡାସାହି ଗାଁରେ। ଗାଁର ଜୟନ୍ତୀ ସିଂ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା...

vlcsnap-error443
ପୋକରା ପିଡିଏସ୍‌ ଚାଉଳ

ଢେଙ୍କାନାଳ: ପୋକରା ପିଡିଏସ୍ ଚାଉଳକୁ ନେଇ ଦେଖାଦେଇଛି ଉତ୍ତେଜନା। ଢେଙ୍କାନାଳ ମ୍ୟୁନ୍ସିପାଲଟିର ୧ ନମ୍ବର ଓ୍ୱାର୍ଡରେ ପୋକରା ପିଡିଏସ୍ ଚାଉଳ ଦିଆଯାଇଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଯେଉଁ ଚାଉଳ ଦିଆଯାଇଛି, ସେଥିରୁ ପୋକ ବାହାରୁଛି। ଏଥିସହ ରୋଷେଇ କରିବା ବେଳେ ପ୍ରବଳ ଗନ୍ଧ ହେଉଥିବା ମଧ୍ୟ ଲୋକେ ଅଭିଯୋଗ...

bollywood actress
ଦେହଜୀବୀଙ୍କ ଦୁଃଖ କାହାଣୀ...କାମ ସରିବା ପରେ ଫିଙ୍ଗି ଦିଅନ୍ତି ନାରୀମାଂସ ଲୋଭୀ ରାକ୍ଷସ

ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ...

vlcsnap-error797
ପୁଣି ବିଷ ପିଇଲେ ଚାଷୀ

ଟିଟିଲାଗଡ଼: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। ଭବାନୀପାଟଣା ବ୍ଲକ ମାଦିଗୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ଓ ଋଣଭାରଯୋଗୁଁ ଗତକାଲି ଚାଷୀ ଜଣକ ବିଷ ପିଇ ଦେଇଥିଲେ। ଆଜି ଟିଟିଲାଗଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ଅନୁସାରେ,...

vlcsnap-error508
ହାତୀଙ୍କ ପିକ୍‌ନିକ୍ ପାର୍ଟି; ଗଳ୍ପ ନୁହେଁ ବାସ୍ତବ

ଭୋପାଳ: ହାତୀପଲ ଆସିଛନ୍ତି ପିକ୍‌ନିକ୍‌ରେ। ଖାଲି ସେତିକି ନୁହେଁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ ସହ ଖେଳକୁଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ ହାତୀପଲ ବି ବେଶ୍‌ ଖୁସିରେ ମାତିଛନ୍ତି। ପିକନିକ୍‌କୁ ଭରୂପର ଉପଭୋଗ କରୁଛନ୍ତି। ଏ ଏକ ଗଳ୍ପ ନୁହେଁ ସତ। ଏମିତି...

vlcsnap-error127
୧୧ରୁ ୧୫ ରାଜଧାନୀରେ ହେବ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରୁ ୧୫ ମଧ୍ୟରେ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍। ଏଥିରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିବେ। ସେହି ଦିନ ମୁଖ୍ୟମନ୍ତ୍ରୀଙ୍କର ମୁମ୍ବାଇରେ ଏକ ରୋଡ୍ ସୋ’ର କାର୍ଯ୍ୟକ୍ରମ ମଧ୍ୟ ରହିଛି।...

vlcsnap-error021
୨୦୧୯ ସୁଦ୍ଧା ସରିବ କଟକ-ଭୁବନେଶ୍ୱରରେ ଚାଲିଥିବା ଜାଇକା କାମ

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ଚାଲିଥିବା ଜାଇକା ପ୍ରକଳ୍ପ କାମ ୨୦୧୯ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ଜାଇକା ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ପରିଡ଼ା। କଟକରେ ସ୍ୱେରେଜ୍‌ ପାଇପ୍‌ଲାଇନ ବିଛାଇବା କାମ ୭୫ ପ୍ରତିଶତ ଓ ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୯୫ ପ୍ରତିଶତ ଶେଷ ହୋଇଛି। ସେହିପରି ଭୁବନେଶ୍ୱରରେ ସ୍ୱେରେଜ୍‌...

vlcsnap-error516
ଆନ୍ଧ୍ରପ୍ରଦେଶ ପଥର ଖାଦାନରେ ବିସ୍ଫୋରଣ ଘଟଣା: ଆଉ ଜଣେ ଓଡ଼ିଆଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍‌ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩ରେ ପହଞ୍ଚିଛି। ଆଗରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ଆଉ ଜଣେ ଓଡ଼ିଆ ଭୀମ...

baligiuda
ପ୍ରେମିକଙ୍କ ଘର ଆଗରେ ୩ଟି ବାଇକ୍‌ ଜାଳିଦେଲେ ପ୍ରେମିକା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁନାପଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକ୍‌କୁ ଜଣେ ଯୁବତୀ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସୁନାପଙ୍ଗାର ଦିଲୀପ କୁମାର ନାୟକଙ୍କ ପୁଅଙ୍କର କେ.ନୂଆ...

friendship day
ଆଜି ଫ୍ରେଣ୍ଡସିପ୍ ଡେ’

ଭୁବନେଶ୍ୱର: ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ  ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି...

monsoon
ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି...

accident
ଫ୍ରେଣ୍ଡସିପ୍ ଡେ’ ରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ବଲାଙ୍ଗିର: ଆଜି ହେଉଛି ‍ବନ୍ଧୁତ୍ୱ ଦିବସ ଅର୍ଥାତ୍‌ ଫ୍ରେଣ୍ଡସିପ୍ ଡେ’। ପ୍ରତି ବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ଏଭଳି ଦିନରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ତିନି ସାଙ୍ଗଙ୍କ...

yojana
ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କ ଲୋଭନୀୟ ସ୍କିମ୍‌ର ଭେଟି

ଭୁବନେଶ୍ୱର : ଅଗଷ୍ଟ ୧୫ରୁ ରାଜ୍ୟରେ ଅାରମ୍ଭ ହେବ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ୩ କୋଟି ୫୦ ଲକ୍ଷ ଲୋକ ଅର୍ଥାତ ୭୦ ଲକ୍ଷ ପରିବାର ପାଇଁ ସରକାର ଦେବେ ସ୍ୱାସ୍ଥ୍ୟ ସହାୟତା। ଖର୍ଚ୍ଚ ହେବ ପାଖାପାଖି ୫୦୦ କୋଟି। କିନ୍ତୁ ବଜେଟରେ ଏଥିପାଇଁ ବ୍ୟବସ୍ଥା...