ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ। ସୂଚନା ମୁତାବକ, ୧୬ ତାରିଖରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର ଥିଲା। ମାତ୍ର ସେଦିନ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଭୁବନେଶ୍ୱର ଏମ୍ସରେ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଇ ପାରିବେନି...
ଭୁବନେଶ୍ୱର: ହୁସିଆର କଲେଜ ରୋମିଓ। କାହିଁକି ନା ଏଣିକି ଆଖି ମାରିଲେ ହେବ ଆକ୍ସନ। କଲେଜରେ ଯଦି କେହି କାହାକୁ ଆଖି ମାରନ୍ତି ତେବେ ସେମାନଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। କଲେଜ ଛାତ୍ରଛାତ୍ରୀଙ୍କୁ ରାଗିଂ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ...
ଭୁବନେଶ୍ୱର: ପୁଲିସ ଏଡିଜିଙ୍କ ଝିଅକୁ ଟ୍ରାଫିକ୍ କନଷ୍ଟେବଳଙ୍କ ମାଡ଼ ଅଭିଯୋଗ ଘଟଣାକୁ ନେଇ ସଂପୃକ୍ତ ଟ୍ରାଫିକ କନଷ୍ଟେବଳ ଥାନାରେ ଏତଲା ଦେଇଛନ୍ତି। ଏନେଇ ଆଜି ଟ୍ରାଫିକ୍ କନଷ୍ଟେବଳ ପୁଷ୍ପଲତା ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ପରେ ପୁଲିସ ପକ୍ଷରୁ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।...
ଭୁବନେଶ୍ୱର: ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ସତ୍ୟଜିତ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍ କମିଶନର। ୧୯୮୮ ବ୍ୟାଚ୍ର ଆଇପିଏସ ହେଉଛନ୍ତି ସତ୍ୟଜିତ୍ ମହାନ୍ତି। ପୂର୍ବରୁ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍ପି...
ଜଳେଶ୍ୱର: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଦା ହଟୁ ନାହିଁ। ମେଡିକାଲ ପରିସରରେ ଚାଲିଛି ଝଡ଼ାଫୁଙ୍କା। ତାହା ବି ପୁଣି ଫୋନ୍ରେ। ମୃତକଙ୍କ କାନରେ ମନ୍ତ୍ର ଫୁଙ୍କୁଛନ୍ତି ଗୁଣିଆ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଜି.କେ ଭଟ୍ଟର...
ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ୍ ବାଟମଙ୍ଗଳା ଓଭର ବ୍ରିଜ୍ ନିକଟରୁ ଏକ ଗୋରୁ ବୋଝେଇ ଜବତ ହୋଇଛି। ଟ୍ରକ୍ ଭିତରୁ ୫୦ ମୃତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୁର୍ମୂଷ ଅବସ୍ଥାରେ ୫୦ ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଗୋରୁଙ୍କୁ କଟକର ଏକ ଗୋଶାଳାକୁ ଅଣାଯାଇଛି। ବେଆଇନ ଚାଲାଣ...
ରାଉରକେଲା: ରାଉରକେଲାରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ଦାବି ଜୋର ଧରିଛି। ତିନି ବର୍ଷ ତଳେ ଆଇଆଇଏମ୍ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ରାଉରକେଲାରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଷ୍ଠା କରାଯାଇନଥିବାରୁ ରାଉରକେଲାରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ରାଉରକେଲା...
ଭୁବନେଶ୍ୱର: ଆଜି ସରୁଛି ମାଓବାଦୀଙ୍କ ସହିଦ ସପ୍ତାହ। ସହିଦ ସପ୍ତାହର ଶେଷ ଦିନରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ମାଓବାଦୀଙ୍କ ଝାଡ଼ଖଣ୍ଡ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଓଡ଼ିଶା ପୁଲିସ ଏବଂ ସିଆରପିଏଫ ପକ୍ଷରୁ ବିଶ୍ରା,...
ସମ୍ବଲପୁର: ସବୁଦିନ ପରି ଆଜି ମଧ୍ୟ ଫେରିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ। ହେଲେ ଘରକୁ ଆଉ ଫେରି ନ ଥିଲେ, ମିଳିଥିଲା ତାଙ୍କ ମୃତଦେହ। ସମ୍ବଲପୁରରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି॥ ପାଓ୍ୱାର ଚ୍ୟାନେଲରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ...
ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଚାରିଟି ନୂଆ ଫିଲ୍ମ। ମୁଲ୍କ, ଫନି ଖାନ୍, କାରୱାନ୍ ଏବଂ ପିହୁ ସାରା ଦେଶରେ ରିଲିଜ୍ ହୋଇଛି। କିଛି ଦିନର ବ୍ୟବଧାନ ପରେ ଦର୍ଶକଙ୍କ ସାମ୍ନାକୁ ଆସିଛି କୋର୍ଟ ରୁମ୍ ଡ୍ରାମା। ତାପସୀ ପାନ୍ନୁ ଏବଂ ରିଶି କପୁରଙ୍କ ‘ମୁଲ୍କ’...
ମାଲକାନଗିରି: କମ୍ପ୍ୟୁଟର ରୁମ୍ରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଶିଖପାଲୀ ଆବାସିକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଉକ୍ତ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ପାଖ ଏକ କମ୍ପ୍ୟୁଟର...