ନୂଆଦିଲ୍ଲୀ: ଫ୍ଲାଇଟ୍ରେ ବସିବା ପାଇଁ କାହାର ବା ଇଚ୍ଛା ନଥାଏ। ତେବେ ଟିକେଟ୍ର ମୂଲ୍ୟ ଅଧିକ ଯୋଗୁ ଅନେକ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ‘ଗୋ ଏୟାର’ ଏକ ଦମ୍ଦାର ଅଫର ଆଣିଛି। ସାଧାରଣ ବର୍ଗର ଲୋକଙ୍କୁ ଆକାଶରେ ଉଡ଼ିବାର...
ଗୁଣପୁର: ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ର ନିଦ ହଜାଇ ଦେଇଥିବା ସୁନୀଲ ଭଳି ଗୁଣପୁରରେ ଧରାପଡ଼ିଛି ଆଉ ଏକ ଦେହ ଦଲାଲ ସୁନୀଲ ରେଡ୍ଡୀ। ରାୟଗଡ଼ା ଜିଲ୍ଲା ଗୁଣପୁର ଶେଖର ନଗରର ଏକ ଭଡ଼ା ଘରୁ ପୁଲିସ୍ ଏକ ସେକ୍ସ ରାକେଟ୍ ଠାବ କରିଛି। ଗତକାଲି ସନ୍ଧ୍ୟାରେ ଏହି ଭଡ଼ା...
ଭୁବନେଶ୍ୱର: ମାଲକାନଗିରି ସୀମାରେ ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼ ସୁକ୍ମା ନିକଟସ୍ଥ ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କୋଣ୍ଟା ଓ ଗୋଲାପାଲ୍ଲୀ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ମିକା ଟୋଙ୍ଗ...
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ମୃତ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ଓଡ଼ିଶାରେ ପହଞ୍ଚିବ। ସକାଳେ କୁର୍ଣ୍ଣୁଲ୍ରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ବାହାରି ସାରିଛି। ସନ୍ଧ୍ୟା ସୁଦ୍ଧା ରମ୍ଭା ଅଞ୍ଚଳରେ ୩ ଶ୍ରମିକଙ୍କ ମୃତଦେହ ପହଞ୍ଚିବ। ଗତ ଶନିବାର କୁର୍ଣ୍ଣୁଲ୍ ପଥର ଖାଦାନରେ ବିସ୍ଫୋରଣ ଘଟି...
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ପେରୁପାଙ୍ଗୁ ଗାଁର ମିତା ଶବର ନାମକ ଜଣେ ଯୁବତୀଙ୍କ ଡାହାଣ ହାତ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମିତାଙ୍କୁ...
ବାଲେଶ୍ୱର: ଏକ ବଡ଼ ଧରଣର ଏଟିଏମ୍ ଲୁଟ୍କୁ ପଣ୍ଡ କଲା ପୁଲିସ୍। ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ସମୟରେ ୨ ଲୁଟେରା ପୁଲିସ୍ ହାତରେ ଧରା ପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱରରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ୨ ଜଣ ଲୁଟେରା ବାଲେଶ୍ୱର ରେଳ...
ପୁରୀ: ଯୋଜନା ହେଲା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ। ଏଥିପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପୁରୀ ଓ କୋଣାର୍କରେ ହସ୍ପିଟାଲ୍ ବି ତିଆରି ହେଲା। ହେଲେ ବିଡମ୍ବନାର ବିଷୟ ଯେ ୩ ବର୍ଷ ହେବ ସରକାର ହସ୍ପିଟାଲ୍କୁ କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି। ନବକଳେବର ବେଳେ ଆରମ୍ଭ...
ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ...
ଜାକର୍ତ୍ତା: ସପ୍ତାହ ପରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ଲୋମ୍ବକ୍ ଦ୍ୱୀପରେ ରବିବାର ସନ୍ଧ୍ୟାରେ ଏହି ବଡ଼ ଧଣଣର ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରେକର୍ଡ଼ କରାଯାଇଛି। ଭୂକମ୍ପରେ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।...
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ହାଇଗ୍ରେଡ୍ କ୍ୟାନସର୍ ହୋଇଥିବା ଖବର ପ୍ରଶଂସକମାନଙ୍କୁ ବ୍ୟଥିତ କରିଛି। ସୋନାଲି ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି। ଏହି ଫଟୋରେ ସୋନାଲି ପୂରା ଲଣ୍ଡା...
ସୁନ୍ଦରଗଡ଼ : ବନ କର୍ମଚାରୀଙ୍କ ଅାଗରେ ହାତୀ ଅାକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ୨ କୁନି ପୁଅର ଏ କ୍ଷୋଭ ଅମୂଳକ ନୁହେଁ। ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଥିବା ଭିଡିଓ ବଖାଣୁଛି ଅାତ୍ମୀୟଙ୍କୁ ହରାଇଥିବା ପରିବାରର ଦୁର୍ଦ୍ଦଶାର କାହାଣୀ। କେତେବେଳେ ହାତୀ ପଛରେ ମଣିଷ ତ କେତେବେଳେ...
ଭୁବନେଶ୍ୱର : ନବୀନ ପଟ୍ଟନାୟକ ,ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଛବିକୁ ଅାୟୁଧ କରି ଓଡ଼ିଶାରେ ସର୍ବାଧିକ ସମୟ କ୍ଷମତା ଡୋରି ଧରିଅାସିଥିବା ମୁଖ୍ୟମନ୍ତ୍ରୀ। ହେଲେ ଏହା ପଛର ରହସ୍ୟ କଣ? କେମିତି ରାଜ୍ୟ ରାଜନୀତିରେ ହେଲା ନବୀନଙ୍କ ଏଣ୍ଟ୍ରି? କାହିଁକି ତାଙ୍କ ଅପ୍ରତିଦ୍ୱନ୍ଦ୍ୱୀ ଦବ୍ଦବା । ଏ ସବୁ...
ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ସେଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, କଟକ, ସମ୍ବଲପୁର, ସୁନ୍ଦରଗଡ଼ ଓ ପୁରୀ। ଏହି ୧୨ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା...
ପୁରୀ : ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସେବାୟତ ଓ ସାଧାରଣ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିବାକୁ ଅାସନ୍ତା ୧୦ ତାରିଖରେ ହେବ ଏକ ଜନ ଶୁଣାଣି। ଏହି ଜନ ଶୁଣାଣି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଅାସନ୍ତା ୧୦ ତାରିଖରେ ଦିନ ୧୧ଟାରୁ ୨ଟା...
ସୁନ୍ଦରଗଡ଼ : ଫେଲ୍ ମାରିଲା ମହାପ୍ରୟାଣ ଯୋଜନା। ଟ୍ରଲିରେ ବୁହାହେଲା ମୃତଦେହ। ସୁନ୍ଦରଗଡ଼ ସହରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୁହୁରାଢିପାରର ଟିକେଶ୍ୱର ରୋହିଦାସଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମହାପ୍ରୟାଣ ଗାଡି ହସ୍ପିଟାଲରେ ଥିଲେ ମଧ୍ୟ ଡ୍ରାଇଭର ନେବାକୁ...