ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳର ଜଣେ ମହିଳା ଜ୍ୟୋତିର୍ମୟୀ ଶତପଥୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ବୁର୍ଲା ମେଡିକାଲରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଏପରି ଘଟଣା କିପରି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା...
କୋଣାର୍କ: ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ର କୋଣାର୍କକୁ ଯିବା ବାଟରେ ଜାତୀୟ ରାଜପଥରେ ଘୋର ଟ୍ରାଫିକ ସମସ୍ୟା ଦେଖାଦେଉଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ଯାତ୍ରୀ ଏଠାକୁ କୋଣାର୍କର କାରୁକାର୍ଯ୍ୟ ଦେଖାଇବାକୁ ଭିଡ଼ ଜମାଉଛନ୍ତି । ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଏହି ରାସ୍ତା ଦେଇ ବହୁ ଲୋକ...
ଜଗତସିଂହପୁର: ସରସ୍ୱତୀ ପୂଜା ଭସାଣ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇ ଗୋଷ୍ଠୀର ୧୦ଜଣ ଆହତ ହୋଇଛନ୍ତି। ଗତକାଲି ସରସ୍ୱତୀ ପୂଜା ଭସାଣ ବେଳେ କୁନ୍ଦୁପୁର ଗାଁରେ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କ...
ବ୍ରହ୍ମପୁର : ଚିଟ୍ଫଣ୍ଡରେ ଲଗାଇଥିବା ଟଙ୍କା ଫେରି ପାଇବା ଆଶାରେ ବ୍ରହ୍ମପୁର ଗୋଲ୍ଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ ଅଫିସ୍ ସମ୍ମୁଖରେ ଦୀର୍ଘ ୧୭ ଦିନ ଧରି ଜମାକାରୀ ଓ ଏଜେଣ୍ଟମାନେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ଝାଳବୁହା ଟଙ୍କା ଫେରସ୍ତ ନ ପାଇବା ଯାଏ ଏପରି ଭାବେ ଧାରଣା...
ନୟାଗଡ଼: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପିଇଟି ଶିକ୍ଷକଙ୍କୁ ଲୋକମାନେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ ଏପରି କିଛି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।...
ଭୁବନେଶ୍ୱର: ରାଜସ୍ଥାନରେ ବିକ୍ରି ହୋଇଥିବା ସମ୍ବଲପୁରର ଜଣେ ନାବାଳିକା ଉଦ୍ଧାର ଘଟଣାରେ ନୂଆ ମୋଡ଼। ନାବାଳିକା ଅପହରଣର ଲିଙ୍କ୍ ରାଜଧାନୀ ଭୁବନେଶ୍ୱରକୁ ଲମ୍ବିଥିବା ପୁଲିସ୍ ସୂଚନା ଦେଇଛି। ନାବାଳିକା ଜଣକୁ ରାଜସ୍ଥାନରେ ବିକ୍ରି ଘଟଣାରେ ଭୁବନେଶ୍ୱରର ଜଣେ ମହିଳା ଓ ଯୁବକଙ୍କ ହାତ ଥିବା ପୁଲିସ୍ କହିଛି। ପୁଲିସ୍...
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଆଜି ୪ଟି ବ୍ଲକରେ ବନ୍ଦ ପାଳନ କରାଯାଉଛି। ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି...
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ ନିର୍ବାଚନ କମିଶନ ଟିମ୍। ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ। ଆଜି ବିଭିନ୍ନ ରାଜନୈତିକ ଦଳର...
ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇନ୍ସ ଡେ’। ଏହି ଦିନକୁ ନେଇ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳିଥାଏ। ପ୍ରେମ ସପ୍ତାହର ଶେଷ ଦିନରେ ଆଜି ନିଜର ମନର ମଣିଷକୁ ହୃଦୟର କଥା କୁହାଯାଇଥାଏ। ଆଜିର ଦିନରେ ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର ପ୍ରେମ...
ଭୁବନେଶ୍ୱର: ରାଜଧାନୀରୁ ବି ଟେକ୍ ଡିଗ୍ରୀଧାରୀଙ୍କଠାରୁ ମିଳିଲା ଧଳା ଜହର। ଭୁବନେଶ୍ୱର ସାଲିଆସାହିରୁ ସମ୍ପୃକ୍ତ ଛାତ୍ରଙ୍କ ନିକଟରୁ ପ୍ରାୟ ୮୩ ଗ୍ରାମ ବ୍ରାଉନ୍ସୁଗାର ପୁଲିସ୍ ଜବତ କରିଛି। ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ବ୍ରାଉନ୍ସୁଗାର କାରବାରରେ ସଂପୃକ୍ତ ଡିଗ୍ରୀଧାରୀ ଛାତ୍ରଙ୍କୁ ଗିରଫ କରି...
ଚଣ୍ଡୀଗଡ଼: ପଞ୍ଜାବ ବଦଳରେ ଚୀନ୍ରେ ପହଞ୍ଚିଲା ପାର୍ସଲ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ ମା’ଙ୍କ ପାଖକୁ ପଞ୍ଜାବର ଏକ ଗାଁ ଠିକଣାରେ ପାର୍ସଲ ପଠାଇଥିଲେ। ହେଲେ ପାର୍ସଲଟି ପଞ୍ଜାବ ବଦଳରେ ଚୀନ୍ରେ ଯାଇ ପହଞ୍ଚିଥିଲା। କେବଳ ଗୋଟିଏ ଅକ୍ଷରକୁ ନେଇ ବୁଝିବାରେ...
ଭୁବନେଶ୍ୱର: ପୂର୍ବତନ ସାଂସଦ ହେମା ଗମାଙ୍ଗଙ୍କ କଂଗ୍ରେସ ବାହୁଡ଼ାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ତାରା ରୋକଠୋକ୍ କହିଛନ୍ତି, ହେମା ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ...
ନବରଙ୍ଗପୁର: ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ବୟସ ୧୮ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପାରିଆବେଢା ଗାଁର ୧୫ଜଣ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ଶାରୀରିକ...
ଭୁବନେଶ୍ୱର: ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ ଟିମ୍। ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ କମିଶନ।...
ଭୁବନେଶ୍ୱର: ସରକାରଙ୍କ ଉଦାସୀନତା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏକ ଲକ୍ଷ ଶିକ୍ଷକ, କର୍ମଚାରୀ ବୁଦ୍ଧିଜୀବୀଙ୍କୁ ନେଇ ୨୦ ତାରିଖରେ ଲୋୟର ପିଏମ୍ଜି ଛକରେ ଏକ ମହାସମାବେଶ ଅନୁଷ୍ଠିତ ହେବ। ଏହାପରେ ଦାବି...
ବରଗଡ଼: ଚଳିତ ମାସ ଶେଷ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ଼ ଜିଲ୍ଲା ଗସ୍ତରେ ଆସିପାରନ୍ତି। ବରଗଡ ଜିଲ୍ଲା ଏକ ଚାଷୀ ପ୍ରବଣ ଜିଲ୍ଲା ହୋଇଥିବାରୁ ସେ ବରଗଡ ଆସିବେ ବୋଲି ଗତକାଲି ବରଗଡ଼ ଗସ୍ତରେ ଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା...