• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rape
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର

ବାରିପଦା: ସପ୍ତାହ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କଳଙ୍କିତ ଘଟଣା ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି। ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ...

police
ଖାକିରେ କଳଙ୍କ: ଲାଞ୍ଚ ନେଇ ଧରା ପଡ଼ିଲେ ପୁଲିସ୍‌ ବାବୁ

ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁଲିସ୍‌ ବାବୁ। ଅଭିଯୁକ୍ତ ପୁଲିସ୍‌ ବାବୁ ଜଣଙ୍କ ହେଲେ ଭୁବନେଶ୍ୱର ଧଉଳି ଥାନା ଏସ୍ଆଇ ପ୍ରଦୀପ ମହଲା। ଏକ ଜମିଜମା ସଂକ୍ରାନ୍ତ ମାମଲାରେ ଥାନା ପରିସରରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଦୀପ। ଏହି ସମୟରେ ଭିଜିଲାନ୍ସ...

koraput
ମିସେସ୍‌ ଇଣ୍ଡିଆ ୨୦୧୯: ଓଡ଼ିଶାର ସ୍ନେହାଙ୍କୁ ବେଷ୍ଟ ଓ୍ୱାକ୍ କ୍ରାଉନ

ଭୁବନେଶ୍ୱର: ମିସେସ ଇଣ୍ଡିଆ ୨୦୧୯ରେ ଓଡ଼ିଆ ମହିଳା ସ୍ନେହା କମାଲ ଦେଖାଇଛନ୍ତି। କୋରାପୁଟ ଜିଲ୍ଲା ହାଲ ଟାଉନସିପରେ ଜନ୍ମିତ ସ୍ନେହା ରାଜସ୍ଥାନର ଜୟପୁରରେ ଶେଷ ହୋଇଥିବା ମିସେସ୍ ଇଣ୍ଡିଆ ବିୟୁଟି ପିଜାଣ୍ଟସରେ ବେଷ୍ଟ ଓ୍ୱାକ୍ କ୍ରାଉନ ଜିଣିଛନ୍ତି। ବିଜିନେସ୍, ଫର୍ମାଲ ପ୍ରଶ୍ନ ଉତ୍ତର, ଟ୍ୟାଲେଣ୍ଟ ଓ ଫିଟନେସ ରାଉଣ୍ଡରେ...

chit
ଚିଟ୍‌ଫଣ୍ଡ୍‌ ଘୋଟାଲା: ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ

ଭୁବନେଶ୍ୱର: ରାଜ୍ୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ଲାଗି ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏବେ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ କ୍ଷୁଦ୍ର ଜମାକାରୀ ଚିହ୍ନଟ ସରିଛି। ଅବଶିଷ୍ଟ ଜମାକାରୀଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଜଷ୍ଟିସ...

cbi
ସିବିଆଇ-ପୁଲିସ୍‌ ଏକା ସାଙ୍ଗରେ ହୋଇଗଲେ ଚୁପ୍‌: କେନ୍ଦ୍ର-ରାଜ୍ୟ ସଲାସୁତରା ନା ଆଉ କିଛି ?

ଭୁବନେଶ୍ୱର: ଗତକିଛି ଦିନ ତଳେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଆଡ଼କୁ ବଢୁଥିବା ସିବିଆଇର ପାଦରେ ସତେ ଯେମିତି କିଏ ବ୍ରେକ୍ ଲଗାଇ ଦେଇଛି। ଏମିତି ଲାଗୁଛଇ ପୁଣି ଶିଥିଳ ପଡ଼ି ଯାଇଛି ସିବିଆଇର ଚିଟ୍‌ଫଣ୍ଡ ତଦନ୍ତ। ସେହିପରି ବିଜେପି ନେତା ଗୋଲକ...

pm
ଆୟୁଷ୍ମାନ ଭାରତ ଦଶା ଭୋଗିବ କି ପିଏମ୍-କିଷାନ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପିଏମ୍-କିଷାନ ଯୋଜନା କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ‘କାଳିଆ’ ଯୋଜନା ପାଇଁ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, ପିଏମ୍ କିଷାନ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟ କୃଷି ସଚିବ କହିଛନ୍ତି, “ଓଡିଶା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଏପର୍ଯ୍ୟନ୍ତ ମିଳିନାହିଁ।...

baijayanta
ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ ଲୋକସଭାରେ ଉଠାଇଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗକୁ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଭର୍ତ୍ତୃହରି ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବୈଜୟନ୍ତଙ୍କ...

saran
ସାରନା ଧର୍ମକୁ ସରକାରୀ ମାନ୍ୟତା ଦାବି

ରାଇରଙ୍ଗପୁର: ସାରନା ଧର୍ମକୁ ସରକାରୀ ମାନ୍ୟତା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆଦିବାସୀ ସେଙ୍ଗେଲ ଅଭିଯାନ ଓ ଝାରଖଣ୍ଡ ଦିଶମ ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଶୋଭାଯାତ୍ରା କରାଯାଇଛି। ସାରନା ଧର୍ମକୁ ସରକାରୀ ମାନ୍ୟତା ସହିତ ସ୍ୱତନ୍ତ୍ର କୋଡ...

bhanjanagar
 ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଧାନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜାମପଲ୍ଲୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ଯାଇଛି। ଗାଁର ରମେଶ ପ୍ରଧାନଙ୍କର ୪ଟି ଧାନ ଗଦା ଓ ମଧୁ ଅଳତିଆଙ୍କର ଗୋଟିଏ ଧାନଗଦା ଜଳି ଧ୍ୱଂସ ହୋଇଯାଇଛି। ଅଗ୍ନିକାଣ୍ଡରେ ୫ ଏକର ଜମିର ଧାନ ନଷ୍ଟ ହୋଇଯାଇଛି। ଜାମପଲ୍ଲୀ ଗାଁ...

jajpur
ଜମି ବିବାଦକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ

ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ଚଇନିହୁଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ବହୁଦିନରୁ ଜମିବାଡିକୁ ନେଇ...

subarnrekha
ସୁବର୍ଣ୍ଣରେଖା ବନ୍ଦର ପାଇଁ ଇଞ୍ଚେ ଜାଗା ଦେବାକୁ ମନାକଲେ ସ୍ଥାନୀୟ ବାସିନ୍ଦା

ବାଲେଶ୍ୱର: ପ୍ରସ୍ତାବିତ ସୁବର୍ଣରେଖା ବନ୍ଦରକୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ଅଞ୍ଚଳବାସୀ ଜୋରଦାର ବିରୋଧ କରିଛନ୍ତି। ଏହାସହ ଭିଟାମାଟି ଛାଡ଼ିବାକୁ ସଫା ସଫା ମନା କରିଦେଇଛନ୍ତି। ୨୦୦୮ରେ ବିରୋଧ ଯୋଗୁ ପ୍ରକଳ୍ପ କାମ ଆଗକୁ ବଢ଼ିନଥିଲା। ସାଧାରଣ ନିର୍ବାଚନର ଦିନ କେଇଟା ପୂର୍ବରୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର...

bjp
ବିଜେପିର ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମ

ନୂଆପଡ଼ା/ବାଲେଶ୍ୱର: ନୂଆପଡାରେ ବିଜେପି ଆରମ୍ଭ କରିଛି ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମ। ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଜ ଘରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ସଫଳତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରତି ଘରେ ପୋଷ୍ଟର ଓ ଦଳୀୟ ପତାକା ଲଗାଇଛି...

Capture
ବିଜେଡି-କଂଗ୍ରେସ ସମର୍ଥକ ମୁହାଁମୁହିଁ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ୩୦ ଶଯ୍ୟା ବିଶିଷ୍ଟ ଶିଶୁ, ମା’ ଚିକିତ୍ସାଳୟର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କଂଗ୍ରେସ ବିଧାୟକ...

evm
ସଚିବାଳୟରେ ମକ୍ ପୋଲ୍

ତାଲିମ ନେଲେ ଅଧ‍କାରୀ

mao camp
ନକ୍ସଲ କ୍ୟାମ୍ପ୍ ଠାବ: ବିସ୍ଫୋରକ ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡ଼ାରେ ସିଆରପିଏଫ୍ ପକ୍ଷରୁ ନକ୍ସଲ କ୍ୟାମ୍ପ୍ ଠାବ ହୋଇଛି। ଧରମବନ୍ଧା ଥାନା ଓଡ଼ିଶା-ଛତିଶଗଡ଼ ସୀମାର ସନ୍ତୋଷପଡ଼ା, ବାଞ୍ଜିପାନି, ପଣ୍ଡରିପାଣି ଗାଁ ପାଖରେ ଏହି କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ବେଳେ ନକ୍ସଲ କ୍ୟାମ୍ପ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ସାମାଗ୍ରୀ ମଧ୍ୟରେ...

atm van loot
ଏଟିଏମ୍ ଭ୍ୟାନ ଉପରକୁ ବୋମାମାଡ଼

ନୟାଗଡ଼: ଏଟିଏମ୍ ଭ୍ୟାନକୁ ବୋମାମାଡ଼ କରି ଟଙ୍କା ବାକ୍ସ ଲୁଟ୍ ଭଳି ଘଟଣା ମଙ୍ଗଳବାର ନୟାଗଡ଼ରେ ହୋଇଛି । ଏଟିଏମ୍‌ରେ ଟଙ୍କା ପୁରାଇବାକୁ ଯାଉଥିବା ଏକ ଭ୍ୟାନ ଉପରକୁ ବୋମାମାଡ କରି ଦୃବୁର୍ତ୍ତମାନେ ରାସ୍ତାରୁ ଟଙ୍କା ଲୁଟ୍ କରି ନେଇଛନ୍ତି । ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଏହି ଲୁଟ୍...

sankaracharjya
ଶ୍ରୀମନ୍ଦିର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଲେ ଶଙ୍କରାଚାର୍ଯ୍ୟ

ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାଣୁତା ଆସିଥିବା ଶ୍ରୀମନ୍ଦିର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଆସନ୍ତା ୧୭ ତାରିଖରେ ଏ ପ୍ରସଙ୍ଗରେ ଗୋବର୍ଦ୍ଧନ ମଠରେ ଆଲୋଚନା ପାଇଁ ବୈଠକ ଡାକିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,...

sundragarh
ରାଉରକେଲା-କୋରାପୁଟ୍ ବିଜୁ ଏକ୍ସପ୍ରେସ ୱେ ଅବରୋଧ

ସୁନ୍ଦରଗଡ଼: କିରେଇ ଆଇଟିଟିରୁ ୫୨ କର୍ମଚାରୀଙ୍କୁ ବହିଷ୍କାର ଦାବିରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା-କୋରାପୁଟ୍ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରାଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି । ଏନେଇ ଜିଲାପାଳ, ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ...