• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vigilance
 ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ଜୋନାଲ ମ୍ୟାନେଜର

ଭଦ୍ରକ: ବାଲେଶ୍ୱର- ଭଦ୍ରକ ସମବାୟ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ କୁମାର ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ସମ୍ପତ୍ତି ଠୁଳ ଅଭିଯୋଗରେ ହୋତାଙ୍କ ଭଦ୍ରକ ସହର ଉପକଣ୍ଠ ନଳାଙ୍ଗ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି । ଚଢାଉ ବେଳେ...

ips
ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୯ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସୁନୀଲ ରାଏଙ୍କୁ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି କରାଯାଇଛି। ବିନୟାନନ୍ଦ ଝାଙ୍କୁ OHRC ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ସିଦ୍ଧାର୍ଥ ନରଭଣେ ହୋଇଛନ୍ତି...

naxal
ଘରୁ ଡାକି ନେଇ ଯୁବକଙ୍କୁ ଗୁଳି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଭେନସ ଗାଁରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ସେମାନେ ଘରୁ ଡାକି ନେଇ ଟୁନୁ ଗଣ୍ଡ ନାମକ ଯୁବକଙ୍କୁ ଗାଁ ମୁଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହ ପାଖରେ ମାଓବାଦୀମାନେ ଲାଲ୍ କାଳିରେ ଲେଖା ଥିବା ଏକ...

murder in balasore
ଘର ଭିତରୁ ମହିଳାଙ୍କ ସହ ପୁରୁଷ ବନ୍ଧୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର; ପରକୀୟା ପ୍ରୀତି ପାଇଁ ହତ୍ୟା ସନ୍ଦେହ

ବାଲେଶ୍ୱର: ବାଲେଶ୍ୱର ରାଣୀପାଟଣା ବ୍ୟାଙ୍କ କଲୋନୀରେ ଗତକାଲି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘର ଭିତରେ ଗୋଟିଏ ବିଛଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଦୁଇଟି ମୃତଦେହ ପଡ଼ିଛି। ସେମାନଙ୍କ ଉପରେ ଏକ କମ୍ୱଳ ଘୋଡ଼ା ଯାଇଛି। ଏହି ହତ୍ୟାକାଣ୍ଡ ନେଇ କାହା ପାଖରେ କୌଣସି ଖବର ନଥିବା...

hema gamang
ହାତ ଧରିବେ ହେମା

ଭୁବନେଶ୍ୱର: କଂଗ୍ରେସକୁ ପୁଣିଥରେ ଫେରିବେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ହେମା ଗମାଙ୍ଗ କଂଗ୍ରେସକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆଗରୁ କଂଗ୍ରେସ ସାଂସଦ ମଧ୍ୟ...

kalia scheme
ଭୂମିହୀନ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ମିଳିବ ଟଙ୍କା

ଭୁବନେଶ୍ୱର: ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ ଲାଗି ସରକାରଙ୍କ ପଦକ୍ଷେପ। ଆସନ୍ତା ୧୫ ତାରିଖରେ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷରୁ ୫ଲକ୍ଷ ଭୂମିହୀନ ଚାଷୀଙ୍କୁ ଆସନ୍ତା ୧୫ ତାରିଖରେ ୫...

prathana channel
ପ୍ରାର୍ଥନା ଚ୍ୟାନେଲ୍‌ର ‘ଚାଲ କ୍ଷେତ୍ର ଯିବା’ ଶୀର୍ଷକ ପଦଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ‘ପ୍ରାର୍ଥନା’ ଚ୍ୟାନେଲ୍ ପକ୍ଷରୁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ ଆଜି ‘ଚାଲ କ୍ଷେତ୍ର ଯିବା’ ଶୀର୍ଷକ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଆଜିଠୁ ଆସନ୍ତା ୧୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ଦିନରେ...

l1
କାର୍‌ ଧକ୍କାରେ ଗଲା ଜୀବନ

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଭିତରେ ଧସେଇ ପଶିଥିଲେ। ମୃତକ ହେଲେ ମାଲେ ଗାଁର ଗୌରାଙ୍ଗ ଖିଲ। ସୋମବାର ରାତିରେ ଲମତାପୁଟଠାରୁ ୭ କି.ମି. ଦୂର...

b1
ବୀମା, ପେନସନ ଦାବିରେ ­­ଓକିଲଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଅଲ୍ ଇଣ୍ଡିଆ ବାର୍ କାଉନସିଲ ଡାକରାରେ ରାଜ୍ୟ ବ୍ୟାପୀ ଆଇନଜୀବୀଙ୍କ ୨ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୋମବାରଠୁ ଆରମ୍ଭ ହୋଇଛି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଇନଜୀବୀମାନେ ବୀମା, ପେନସନ୍ ଓ ଷ୍ଟାଇପେଣ୍ଡ ଭଳି   ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ।  ଲିଗାଲ ସର୍ଭିସ୍...

hospital
ରୋଗୀ ମୃତ୍ୟୁକୁ ନେଇ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭୀମଟାଙ୍ଗି ଅଞ୍ଚଳର ଇତିଶ୍ରୀ ମିଶ୍ର(୪୯) ନାମକ ଜଣେ ମହିଳା ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ...

dhenkanal
ଢେଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଢେଙ୍କାନାଳ: ଚାରି ଦଫା ଦାବିରେ ଆଜି ବିଜେପି ପକ୍ଷରୁ ଢେଙ୍କାନାଳ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଢେଙ୍କନାଳ ସହରର ବାଜି ରାଉତ ଛକରେ ଥିବା ପୁରାତନ ଜିଲ୍ଲା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ମାନ୍ୟତା ପ୍ରଦାନ,...

h1
ଧର୍ମେନ୍ଦ୍ରଙ୍କ ଗିରଫ ଦାବି କଲେ ହାଁସଦା

ଭୁବନେଶ୍ୱର: କିଛି ଦିନ ପୂର୍ବେ ବାରିପଦାରେ ଆୟୋଜିତ ସାଧାରଣ ସଭାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ନେଇ ରାଜନୀତି ଜୋର ଧରିଛି। ଉକ୍ତ ସଭାରେ ଧର୍ମେନ୍ଦ୍ର ଅପମାନସୂଚକ ମନ୍ତବ୍ୟ ରଖିଥିବା ଅଭିଯୋଗ ଆଣିଛନ୍ତି ହାଁସଦା। ଧର୍ମେନ୍ଦ୍ର ଅପମାନଜନକ ମନ୍ତବ୍ୟ ଦେଇଥିବା ନେଇ...

c1
ନିର୍ବାଚନ ପୂର୍ବରୁ କଂଗ୍ରେସର କସରତ ଆରମ୍ଭ

ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି କଂଗ୍ରେସର କସରତ । ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ତଥା ନିର୍ବାଚନ ରଣନୀତି ନେଇ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ। ଏନେଇ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର କମିଟି ଅଧ୍ୟକ୍ଷ ଭି. ଡ଼ି. ସାଥୀସାନ...

bhawanipatna
ଆଜି ଭବାନୀପାଟଣା ବନ୍ଦ

ଭବାନୀପାଟଣା: ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ ଭବାନୀପାଟଣାରେ ଆଜି ବନ୍ଦ ଡାକରା ଦିଆଯାଇଛି। ଫଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଜନ୍ମ...

naveen patnaik
ପିଏମ୍‌-କିଷାନ ଯୋଜନାକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ପିଏମ୍‌-କିଷାନ ଯୋଜନାକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ ମସିହା ଡିସେମ୍ବର ମାସରେ ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ। ଏହା ପ୍ରଗତିଶୀଳ...

fire
ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ଭୟାବହ ଅଗ୍ନିକାଣ୍ଡ; ୧୭ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ୍‌ ଦିଲ୍ଲୀ କରୋଲ ବାଗ୍‌ ସ୍ଥିତ ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ନିଆଁ ଲାଗି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁ...

Magha Saptami
ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ: ଆଜି ମାଘ  ସପ୍ତମୀ। ଏହି ଅବସରରେ ଆଜି କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଭୋର ୩ଟା ୫୦ରେ ତିନି ଠାକୁରଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ହୋଇଥିଲା। ଏହାପରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁ, ସନ୍ଥ ମାନେ ସାହି ସ୍ନାନ କରିଥିଲେ। ପରେ...

brown-sugar
ପୁଲିସ୍‌ ଇନ୍‌ଫର୍ମର ସାଜିଲେ ନିଶା ବେପାରୀ

‍‍ଭୁବନେଶ୍ୱର:  ବ୍ରାଉନସୁଗାର କାରବାରରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ୍‌ ଇନଫର୍ମର କ୍ଷୀରୋଦ ସାହୁ ଧରାପଡିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର  କ୍ଷିରୋଦଙ୍କ ନିକଟରୁ ୧୦୫ ଗ୍ରାମ୍‌ର ବ୍ରାଉନସୁଗାର ପୁଲିସ ଜବତ କରିଛି।  କିଛି ବର୍ଷ ଧରି ସେ ଏହି କାରବାରରେ ଲିପ୍ତ ଥିବା ଜଣାପଡିଛି। କ୍ଷିରୋଦ କୁମାର ପୁଲିସ୍‌ ଇନଫର୍ମର...

kumarswami
ଜେଡିଏସ୍ ବିଧାୟକଙ୍କୁ କିଣିବା ପ୍ରୟାସର ତଦନ୍ତ ନିର୍ଦ୍ଦେଶ

ବେଙ୍ଗାଲୁର : କର୍ଣ୍ଣାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ ବିଧାୟକଙ୍କୁ କିଣିବା ଲାଗି ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା ପ୍ରୟାସ କରୁଥିବା ଘଟଣାର ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏସଆଇଟି ଗଠନ କରିଛନ୍ତି । ୟେଦିୟୁରପ୍ପା ଓ...

Capture
ନୂଆଣିଆ ଆଜବେଷ୍ଟସ୍ ଘରେ ପାଠପଢା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ ରହିଛି ତଳଇରିଡ଼ା ପ୍ରାଥମିକ ସ୍କୁଲ। ସ୍କୁଲର ଅବସ୍ଥା ଦେଖିଲେ ପାଠପଢା କିଭଳି ଚାଲିଥିବ ତାହା ସହଜରେ ଅନୁମେୟ ହୁଏ। ଗାଁଲୋକଙ୍କ ଚେଷ୍ଟାରେ ନିର୍ମାଣ ହୋଇଛି ଝାଟିମାଟିରେ ତିଆରି ନୂଆଣିଆ ଆଜବେଷ୍ଟସ୍ ପକ୍କା ସ୍କୁଲଘର। ତାରି ଭିତରେ ବସି ପାଠ ପଢୁଛନ୍ତି...