• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

pak actor
ଭାରତୀୟ ସିନେ ଜଗତକୁ ପାକିସ୍ତାନୀ କଳାକାର ବ୍ୟାନ୍

ମୁମ୍ବାଇ: ପୁଲୱାମା ହମ୍‌ଲା ପରେ ପାକିସ୍ତାନ ଉପରେ ସବୁମତେ ପ୍ରତିଶୋଧ ନେବାକୁ ଭାରତ ପଣ କରିଛି । ପ୍ରଥମେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍‌ ନେଶନ (ଏମ୍‌ଏଫ୍‌ଏନ୍‌)’ର ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ...

Capture--5-...
 ୮୨ କିଲୋ ଗଞ୍ଜେଇ ଜବତ

ଗଜପତି : ଗଜପତି ଜିଲ୍ଲା ଅଡ଼ବା ପୋଲିସ ୪ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮୨ କିଲୋ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତମାନେ ଗଞ୍ଜେଇ ନେଇ ଅଡ଼ବା ଥାନା...

Capture--4--........
ମୂଳପୋଛ ହେବା ପରିବର୍ତ୍ତେ ବଢି ଚାଲିଛି ‘କୁଷ୍ଠ’

କୋରାପୁଟ :  କୋରାପୁଟ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୫ ମସିହାରେ ଏହି ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ମୂଳପୋଛ ହେଲା ବୋଲି ଘୋଷଣା ହୋଇଥିଲା । କିନ୍ତୁ ଏକ ଆକଳନ ଅନୁସାରେ, ଧୀରେ ଧୀରେ ଏହି ରୋଗୀଙ୍କ...

Capture--3-...
‘ରୁଗ୍‌ଣ ଶୀତଳଭଣ୍ଡାର ଚାଲୁ କରିବାକୁ ସହାୟତା ଦିଅ’

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢିଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍‌ଣ ଅବସ୍ଥାରେ ପଡ଼ିଛି। ତେଣୁ ସମସ୍ତ ରୁଗ୍‌ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବୀ ହୋଇଛି ।...

Capture-2...........
 ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ମୋ ଘର ବିଜେପି ଘର, ମୋ ପରିବାର ବିଜେପି ପରିବାର ନାଁରେ ବିଜେପି ପକ୍ଷରୁ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରୁ କାର୍ଯ୍ୟକ୍ରମ ଅ।ରମ୍ଭ ହୋଇଛି ।...

Capture1...........
 ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ  

ଦେବଗଡ଼ : ରେଙ୍ଗାଳି ବନ୍ଧ ଯୋଗୁ ବାସଚ୍ୟୁତ ହୋଇଥିବା ଅଞ୍ଚଳବାସୀଙ୍କୁ ଦୀର୍ଘ ବର୍ଷ ପରେ ବି ଥଇଥାନ କରାଯିବାକୁ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ  ନିଆଯାଉ ନାହିଁ। ଏହାବ୍ୟତୀତ ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉ ନାହିଁ। ଏଥିରେ ଅତିଷ୍ଠ ହୋଇ ରେଙ୍ଗାଳି ବନ୍ଧ ବାସଚ୍ୟୁତ...

encounter
ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଲେ ଯବାନ; ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଲେ ଯବାନ। ପୁଲ୍‌ୱାମାରେ ଏକ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ୨ ଆତଙ୍କବାଦୀ ପୁଲ୍‌ଓ୍ୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗାଜି ରସିଦ୍‌ ନିହତ ହୋଇଛି। ତା ସହିତ ଅନ୍ୟ ଜଣେ ଆତଙ୍କବାଦୀ କାମରାନ...

Volleyball tournament
ଚଉଦକୁଲାଟରେ ରାଜ୍ୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଚଉଦକୁଲାଟର ଆଜାଦ ସ୍ପୋର୍ଟିଂ କ୍ଲକ୍‌ ଆନୁକୂଲ୍ୟରେ ପଞ୍ଚଦଶ ରାଜ୍ୟ ସ୍ତରୀୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ହଜାର ହଜାର ଦର୍ଶକ ପୂର୍ବତନ ସାଂସଦଙ୍କୁ ସ୍ୱାଗତ କରିଥିଲେ। କ୍ରୀଡାର ବିକାଶ...

terrorists killed
ପୁଲ୍‌ୱାମାରେ ପୁଣି ସହିଦ ହେଲେ ୪ ସୁରକ୍ଷାକର୍ମୀ

ପୁଲ୍‌ୱାମା: ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ପୁଣି ସହିଦ ହୋଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ମେଜରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଭି.ଏସ୍...

traders calls bandh
ପୁଲ୍‌ଓ୍ୱାମା ଆକ୍ରମଣର ପ୍ରତିବାଦରେ ଆଜି ଦେଶବ୍ୟାପୀ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଲ୍‌ଓ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଆଜି ବନ୍ଦ ପାଳନ କରୁଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଏହି ଆକ୍ରମଣକୁ ନିନ୍ଦା କରି ରାଜ୍ୟ ସମେତ ଦେଶର ବିଭିନ୍ନ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ଆଜି ଅପରାହ୍ନ ୪ଟା ଯାଏ ଦୋକାନ...

sura baba
ସୁର ବାବାଙ୍କ ନାଁରେ ପୁଣି ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ସୁର ବାବାଙ୍କ ନାଁରେ ପୁଣି ଅଭିଯୋଗ। ପୂଜା ବାହାନାରେ ଅଧ ରାତିରେ ଜଣେ ମହିଳାଙ୍କୁ ନିଜ କୋଠରୀକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ହତ୍ୟା କରିବାକୁ ତ୍ରାହି ଅଚ୍ୟୁତ ଆଶ୍ରମର...

separists leaders
୬ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର

ଶ୍ରୀନଗର: ମୀର୍‌ୱାଇଜ୍‌ ଉମର୍‌ ଫାରୁକ୍‌ଙ୍କ ସମେତ ୬ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷା ପ୍ରତ୍ୟାହାର ପାଇଁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୀର୍‌ୱାଇଜ୍‌ଙ୍କ ସହିତ ଅବଦୁଲ୍‌ ଗନି ଭଟ୍‌, ବିଲାଲ୍‌ ଲୋନ୍‌, ଫଜଲ ହକ୍ କୁରେଶୀ, ହାଶିମ୍ କ୍ୟୁରେଶି ଓ ଶାବିର୍‌ ଶାହଙ୍କୁ ଦିଆଯାଇଥିବା ସୁରକ୍ଷା...

representational image
ଯୋଗ କରୁଥିବା ବେଳେ ଟଳି ପଡ଼ିଲେ

ପାରଳାଖେମୁଣ୍ଡି: ମୃତ୍ୟୁ କୌଣସି ବି ମୁହୂର୍ତ୍ତରେ ଆସିପାରେ। ଯାହାର ଜ୍ୱଳନ୍ତ ଉଦାହରଣ ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। ଯୋଗ କରୁଥିବା ବେଳେ ଜଣେ ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ତେବେ ବୃଦ୍ଧଙ୍କ ପରିଚୟ ଜଣାପଡ଼ି ନାହିଁ। ଆଜି ସକାଳେ ହାଇଟେକ୍‌ ପ୍ଲାଜା ପଡ଼ିଆରେ ଯୋଗ ଶିବିର ଚାଲିଥିଲା। ଯୋଗ ଚାଲିଥିବା...

Amitabh Bachchan
ପ୍ରତି ସହିଦଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସାହାଯ୍ୟ କରିବେ ଅମିତାଭ ବଚ୍ଚନ

ମୁମ୍ବାଇ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ସହାୟତାର ହାତ ବଢ଼ାଇଛନ୍ତି। ସହିଦ ହୋଇଥିବା ୪୦ଜଣ ଯବାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ବିଗ୍‌ ବି ଘୋଷଣା କରିଛନ୍ତି।  ପ୍ରତି ସହିଦଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବାପାଇଁ...

mandi
ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା

କେନ୍ଦୁଝର: ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା। କେନ୍ଦୁଝର ଜିଲ୍ଲା ତେଲକୋଇ ସମବାୟ ସମିତିର ଅବହେଳା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନ କିଣାନଯିବାରୁ ଶହ ଶହ ଧାନ ବସ୍ତା ବର୍ଷାରେ ଭିଜିଯାଇଛି। ଜାନୁଆରୀ ୨୫ ତାରିଖରୁ ଧାନ କିଣା ବନ୍ଦ ହୋଇଯାଇଥିଲା। ହେଲେ ୨ ହଜାର...

jajpur
ବୋହୂକୁ ଆକ୍ରମଣ କରି ଶ୍ୱଶୁର ଆତ୍ମହତ୍ୟା କରିଥିବା ଅଭିଯୋଗ

ଯାଜପୁର: ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଶ୍ୱଶୂର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବରୁଣେଇପଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି କୌଣସି କଥାକୁ ନେଇ ଶ୍ୱଶୁର ଓ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଶ୍ୱଶୁର...

india
ପାକିସ୍ତାନ ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଦିନକ ପରେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍‌ ନେଶନ (ଏମ୍‌ଏଫ୍‌ଏନ୍‌)’ର ମାନ୍ୟତାକୁ ଭାରତ ସରକାର  ପ୍ରତ୍ୟାହାର କରିନେଇଥିବା ବେଳେ ଗତକାଲି ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ତତ୍କାଳ...

rajnath singh
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭଦ୍ରକ ଉପକଣ୍ଠ ରାଣୀତାଲ୍‌ରେ ଏକ ସାଧାରଣ ସଭାରେ ରାଜନାଥ ସିଂ ଯୋଗଦେବେ। ରାଜନାଥଙ୍କ ଗସ୍ତକୁ ନେଇ ଭଦ୍ରକ ଜିଲ୍ଲା ବିଜେପି ଚଳଚଞ୍ଚଳ ହୋଇଛି। ରାଜନାଥ ସିଂହ ରାଣୀତାଲ୍‌ରେ ବୁଥ୍‌ ସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ...

jawan
ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଜନ୍ମ ମାଟିରେ ସହିଦଙ୍କୁ ଦିଆଗଲା ଶେଷ ବିଦାୟ। ପୁଲ୍‌ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ଗତକାଲି ବିରାଟ ଶୋଭାଯାତ୍ରାରେ ତାଙ୍କ ଗାଁକୁ ନିଆଯାଇଥିଲା। ସେଠାରେ ଶୋକାକୂଳ ପରିବେଶ ଭିତରେ ପରିବାର, ପରିଜନ ଓ ଗାଁ ଲୋକେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କେନ୍ଦ୍ର...

reliance...
ସହିଦଙ୍କ ପିଲାଙ୍କର ଦାୟିତ୍ୱ ନେବ ରିଲାଏନ୍ସ

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ରିଲାଏନ୍ସ ଫାଉଣ୍ଡେସନ୍‌ ସହାୟତାର ହାତ ବଢ଼ାଇଛି। ପରିବାରର ପିଲା ମାନଙ୍କ ଶିକ୍ଷା ଓ ଚାକିରି ସମେତ ସବୁ ପ୍ରକାରର ଦାୟିତ୍ୱ ନେବାକୁ ରିଲାଏନ୍ସ ଫାଉଣ୍ଡେସନ୍‌ ପ୍ରସ୍ତୁତ ବୋଲି କହିଛି। ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ ଏହା କାମନା କରିଛି।   ଏଥିସହ...