ଭୁବନେଶ୍ୱର: ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍ମେଟ୍। ହେଲ୍ମେଟ୍ ନପିନ୍ଧିଲେ ବାଇକ୍ ଷ୍ଟାର୍ଟ ହେବନି। ଆଉ ଯଦି ମଦ୍ୟ ପାନ କରିଛନ୍ତି ତାହେଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହେବନି। ଖାଲି ଏତିକି ନୁହେଁ, ଯଦି ବାଇକ୍ ଦୁର୍ଘଟଣା ଘଟେ ତେବେ ଜିପିଏସ୍ ବ୍ୟବସ୍ଥାରେ ୧୬ ଜଣଙ୍କ ମୋବାଇଲକୁ ଦୁର୍ଘଟଣାସ୍ଥଳ ବିଷୟରେ...
ଭୁବନେଶ୍ୱର: ଥମୁନି ଦାଦନ ଦୁଃଖ। ତେଲେଙ୍ଗାନାରୁ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର। ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଉଦ୍ଧାର...
ରାୟଗଡ଼ା: ଚାଉଳରେ ପୋକ ସାଲୁବାଲୁ। ଖାଇବା ତ ଦୂରର କଥା ଦେଖିଲେ ବି ଘୃଣା ଲାଗିବ। ଏତେ ନିମ୍ନମାନର ଯେ, ହାତରେ ଘଷିଲେ ବି ଗୁଣ୍ଡ ହୋଇଯାଉଛି। ହେଲେ ଏମିତି ଚାଉଳ ଗରିବ ହିତାଧିକାରୀ ଖାଉଛନ୍ତି। ଜାତୀୟ ଖାଦ୍ୟ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଏଭଳି ନିମ୍ନମାନର ଚାଉଳ ମିଳୁଥିବା...
ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବମୁଖର। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମା’ ସରସ୍ୱତୀଙ୍କ ପୂଜା ବେଶ୍ ଧୁମ୍ଧାମରେ ପାଳନ ହେଉଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନରେ ପହଞ୍ଚି ସରସ୍ୱତୀଙ୍କୁ ଆରାଧନା କରୁଛନ୍ତି।...
ମାଲକାନଗିରି: ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏହିପରି ଅଭିନବ କୌଶଳ ଆପଣାଇ ଗଞ୍ଜେଇ ଚୋରା ଚାଲାଣ କରୁଥବା ୨ଜଣ ମାଲକାନଗିରି ଜିଲ୍ଲା ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଉକ୍ତ ଟ୍ରକ୍ଟି ଚିତ୍ରକୋଣ୍ଡାରୁ ଛତିଶଗଡ଼ ରାୟପୁର ଅଭିମୁଖେ ଯାଉଥବା ବେଳେ ପୁଲିସ୍ ସେହି ଟ୍ରକ୍ରୁ ୮ କୁଇଣ୍ଟାଲ୍...
ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଡୁଙ୍ଗୁରିପାଲ୍ଲି ଗାଁ ଭାଲୁଡୁଙ୍ଗୁରି ପାହାଡ଼ରୁ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ ଜବତ ହୋଇଛି। ଚୋରା ଚାଲାଣ ବେଳେ ଗ୍ରାମବାସୀ ଏହି ଟ୍ରକକୁ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଜବତ ମାଙ୍ଗାନିଜର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବେଲି...
ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବେକାରୀ ସମସ୍ୟା ନେଇ ବିଜେପି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଓ ପରେ ୩ଟା...
ବାରିପଦା: ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ ଥିବା ଏକ ଆଦିବାସୀ ଆଶ୍ରମ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମୋରଡ଼ା ଥାନାରେ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ...
ଭୁବନେଶ୍ୱର: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ମୃତଦେହ ଉଦ୍ଧାର ପରେ ବୁଧବାର ଦିନ ଅଗ୍ନିଶମ ବାହିନୀ ଓଡିଶା ଫେରିଛି। ଗତବର୍ଷ ଡିସେମ୍ବର ୨୮ ତାରିଖରେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଓଡିଶାରୁ ଅଗ୍ନିଶମ ବାହିନୀ ଟିମ୍ ମେଘାଳୟ ଯାଇଥିଲେ। ସେଠାରେ ଶୂନ...
ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ନେଇ ଆସନ୍ତା ୮ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଦୁର୍ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସମ୍ବାଦିକଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର...
ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଅସୁରକ୍ଷିତ ବନ୍ୟଜନ୍ତୁ। ବଡମାଲ ଗୋଳାବାରୁଦ କାରଖାନା ଭିତର ଜଙ୍ଗଲରେ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ପରେ ଏହି ଚର୍ଚ୍ଚା ଜୋର ଧରିଛି। କେବଳ ଏହି ଘଟଣା ନୁହେଁ ପୂର୍ବରୁ ଟିଟିଲାଗଡ଼ ଅଞ୍ଚଳରେ କଲରାପତରିଆ ବାଘ ଓ ଭାଲୁକୁ ପିଟିପିଟି ହତ୍ୟା...
ଭୁବନେଶ୍ୱର: ଆଇନଜୀବୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ଦାବିରେ ଆସନ୍ତା ୧୧ ଏବଂ ୧୨ ତାରିଖରେ ରାଜ୍ୟର ସମସ୍ତ ଆଇନଜୀବୀ ପ୍ରତିବାଦ ସଭା କରିବେ। ୧୧ ତାରିଖରେ ସମସ୍ତ ବାର୍ ଆସୋସିଏସନର ସଦସ୍ୟ ସ୍ଥାନୀୟ କୋର୍ଟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିବେ। ଏଥିସହ ଦାବି ପତ୍ର...
ଭୁବନେଶ୍ୱର: ଆଜି ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟ୍ର ଆକାର ୫୬ ହଜାର ୯୨୧ କୋଟି ଟଙ୍କାର ହେବ। ପୂର୍ବରୁ ମନ୍ତ୍ରୀ ପରିଷଦ ବଜେଟ୍ର ଆକାରକୁ ଅନୁମୋଦନ ଦେଇ ସାରିଛି। ଆଜି ଅପରାହ୍ଣରେ କାମଚଳା ବଜେଟ୍ ଉପସ୍ଥାପନ...
ବାରିପଦା: ନିଆଁରେ ପୋଡ଼ି ପାଉଁଶ ହୋଇଗଲା ବିସ୍ଥାପିତଙ୍କ ଘର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିସ୍ଥାପିତଙ୍କ ୨୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା...
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗୋଳାବାରୁଦ କାରଖାନାର କୋର ଏରିଆର କାଳକୁଟ ଜଙ୍ଗଲରୁ ଗୋଟିଏ ବାଘର ମୃତଦେହ ଠାବ କରାଯାଇଛି। ମୃତ ବାଘଟି କଲରାପତରିଆ ବୋଲି କୁହାଯାଉଛି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନି। ବାର୍ହା ଧରିବା ପାଇଁ ବିଛାଯାଇଥିବା ଫାଶରେ...
କୋଲକାତା/ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଆନ୍ଦୋଳନ ଜାରି ରହିବ କି ନାହିଁ ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରି ନାହାନ୍ତି। ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏପରିକି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ...
ନୂଆଦିଲ୍ଲୀ: ସିବିଆଇ ବନାମ କୋଲକାତା ପୁଲିସ୍ ବିବାଦରେ ଆଜି ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତଦନ୍ତରେ ସହଯୋଗ କରିବାକୁ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାରଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ ସିବିଆଇ ତଦନ୍ତ ପାଇଁ ନିଜକୁ ପ୍ରସ୍ତୁତ ରଖିବେ ଏବଂ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତରେ ବିଶ୍ୱସନୀୟତାର ସହିତ...
ଧର୍ମଗଡ଼/ଚାନ୍ଦବାଲି: ମାତିଛନ୍ତି ଏଟିଏମ୍ ଲୁଟେରା। ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟେରାମାନେ ଏଟିଏମ୍ ଭାଙ୍ଗି ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସୁଛି। କେଉଁଠି ଏଟିଏମ୍ ମେସିନ୍ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରୁଛନ୍ତି ତ ଆଉ କେଉଁଠି ଲୁଟ୍ ପାଇଁ ନୂଆ ନୂଆ କୌଶଳ ବ୍ୟବହାର କରୁଛନ୍ତି। ଗତକାଲି ରାତିରେ ରାଜ୍ୟର...
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଭବାନୀପାଟଣା ଯାଇ ସାଧାରଣ ସଭାରେ ଯୋଗଦେବେ। ରାହୁଲ ଗାନ୍ଧି ସାଧାରଣ ସଭାରେ ଚାଷ ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ନିଜ ଅଭିଭାଷଣରେ ମୁଖ୍ୟ ପ୍ରସଙ୍ଗ କରିପାରନ୍ତି ବୋଲି କୁହାଯାଉଛି। ଦୀର୍ଘ ୯ ବର୍ଷ...
ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ରିପୋର୍ଟ ୩ ଜଣିଆ ତଦନ୍ତକାରୀ ଟିମ୍ ଅଗ୍ନିଶମ ଡିଜିଙ୍କ ନିକଟରେ ବନ୍ଦ ଲଫାପାରେ ଦାଖଲ କରିଛନ୍ତି। ଏନେଇ ତଦନ୍ତକାରୀ ଅଧତ୍କାରୀ ବି. ଘଡେଇ ସୂଚନା ଦେଇଛନ୍ତି। ହସ୍ପିଟାଲ୍ର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରୁ ଧୂଆଁ ବାହାରିବା ପରେ ନିଆଁ ଲାଗିଥିବା...