ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ସାତକୁଟା ଗାଁରେ ଖଜୁରୀ ରସ ପିଇ ୫ଜଣ ଅସୁସ୍ଥ ହୋଇ ପଡିଛନ୍ତି । ଗତକାଲି ରାତିରେ ଗାଁର ୫ଜଣ ଏକାଠି ମିଶି ଖଜୁରୀ ରସ ପିଇଥିଲେ। ହେଲେ କିଛି ସମୟ ପରେ ସେମାନ ଅସୁସ୍ଥତା ଅନୁଭବ କରିଥିଲେ। ଚିକିତ୍ସା...
ଭୁବନେଶ୍ୱର: ଧରାପଡ଼ିଲା ବାଘ। କୁକୁଡ଼ା ଖାଇବାକୁ ଆସି ବନ ବିଭାଗର ଯନ୍ତାରେ ପଡ଼ିଲା କଲରାପତରିଆ ବାଘ। ବିମାନବନ୍ଦରର କାର୍ଗୋ ଗେଟ୍ ପାଖରେ ବନ ବିଭାଗ ଯନ୍ତା ବସାଇଥିଲା। ଗତ ୨ଦିନ ଧରି ରାଜଧାନୀରେ ଏହି କଲରାପତରିଆ ବାଘ ଆତଙ୍କ ଖେଳାଇଥିଲା। ବନ ବିଭାଗର ୩ଟି ଟିମ୍ ଗତ ୨ଦିନ...
ଲିମ୍କା ବୁକ୍ ଅଫ୍ ଓ୍ୱାର୍ଲଡରେ ସାମିଲ ବମ୍ୱେ : ମହାରାଷ୍ଟ୍ରରେ ଖୁବ୍ ଧୁମଧାମରେ ପାଳିତ ହୋଇଛି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଉତ୍ସବ । ମହାରାଷ୍ଟ୍ରବାସୀଙ୍କ ପାଇଁ ଶିବାଜୀ କୌଣସି ଦେବତାଙ୍କଠାରୁ କମ୍ ନୁହନ୍ତି ବୋଲି ମନେ କରିନ୍ତି ସେଠାକାର ବାସିନ୍ଦା । ଯାହାର ଝଲକ ଆଜି...
ନୂଆଦିଲ୍ଲୀ: କୁଳଭୂଷଣ ଯାଦବ ଫାଶୀ ଦଣ୍ଡାଦେଶ ମାମଲାର ଶେଷ ପର୍ଯ୍ୟାୟ ଶୁଣାଣି ଗତକାଲିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ କୁଳଭୂଷଣଙ୍କ ଗିରଫଦାରୀ ଏବଂ ପାକିସ୍ତାନର ଦଣ୍ଡବିଧାନ ସହ ଜଡ଼ିତ ଅନେତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି...
ନୂଆଦିଲ୍ଲୀ: ଆଜି ରାତିରେ ମହାକାଶରେ ଦେଖିବାକୁ ମିଳିବ ସୁପର୍ ସ୍ନୋ ମୁନ୍ । ଏହାକୁ ମିଡ୍ ଓ୍ୱିଣ୍ଟର ମୁନ୍ ବା ହଙ୍ଗର ମୁନ୍ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି । ଆଜି ଚନ୍ଦ୍ର, ପୃଥିବୀର ଏତେ ନିକଟତର ହେବ ଯେ, ଏହାର ଆକାର ସମସ୍ତଙ୍କୁ ଚକିତ କରିବ ଏବଂ...
ଚେନ୍ନାଇ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତରେ ମେଣ୍ଟ ରାଜନୀତି ଜୋର ଧରିଛି । ଏନଡିଏରେ ଆନୁଷ୍ଠାନିକ ଭାବେ ଏଆଇଏଡିଏମକେ ସାମିଲ ହୋଇଛି। ଏନେଇ ଆଜି ବିଜେପି ସହ ଦଳ ବୁଝାମଣା କରିଛି। ଆସନ୍ତା ସାଧାରଣ ନିର୍ବାଚନରେ ଏଆଇଏଡିଏମକେ ୨୭ଟି ଆସନରେ ଲଢିବ। ଅନ୍ୟପକ୍ଷରେ ବିଜେପି...
କେନ୍ଦୁଝର : ବିକାଶ ନାଁରେ ବିନାଶ । ରାସ୍ତା କରିବା ଆଳରେ ଲୋକଙ୍କ ଜମିରୁ ବେଆଇନ ମାଟି ଉଠାଣ ସହ ଅବାଧରେ ଗଛକଟା ଚାଲିଛି। କେନ୍ଦୁଝର ଜିଲ୍ଲାର ମୋଟୁଦା ଓ ଲହଣ୍ଡା ଅଞ୍ଚଳବାସୀ ଏପରି ଅଭିଯୋଗ ଆଣିଛନ୍ତି । କେନ୍ଦୁଝର ଜିଲ୍ଲା ମୋଟୁଦା ଓ ଲହଣ୍ଡା ଅଞ୍ଚଳରେ ପରିବେଶ...
କଟକ: ଗ୍ରାମାଞ୍ଚଳକୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ବହୁ ଯୋଜନା ପ୍ରଣୟନ ସତ୍ତ୍ୱେ ଏବେ ବି ସମସ୍ୟା ଘେରରେ ବହୁ ଗାଁ ରହିଛି। ଗାଁର ଅବସ୍ଥା ଏପରି ଯେ ଯିବାକୁ ରାସ୍ତା ନାହିଁ କି ପିଇବାକୁ ମୁନ୍ଦେ ଶୁଦ୍ଧ ପାଣି ମିଳୁନି। ସ୍କୁଲ କି...
ଭୁବନେଶର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୮ଟି ଶିଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ୨୧୯୬.୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୩୪୬୫ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଏହାଛଡ଼ା ଏହିସବୁ ଶିଳ୍ପ ପ୍ରତିଷ୍ଠା...
ଶ୍ରୀନଗର: ବନ୍ଧୁକ ଛାଡ଼ ନ ହେଲେ ମୃତ୍ୟୁ ସୁନିଶ୍ଚିତ । କାଶ୍ମୀର ଉପତ୍ୟକାର ଯୁବ ପୀଢ଼ିଙ୍କ ପାଇଁ ଏମିତି ଚରମବାଣୀ ଶୁଣାଇଛି ଭାରତୀୟ ସେନା। ଆତଙ୍କବାଦର ରାସ୍ତା ଆପଣାଇଥିବା ଯୁବ ଗୋଷ୍ଠୀଙ୍କୁ ଆତ୍ମସମର୍ପଣ କରାଇବାକୁ କାଶ୍ମୀରର ମା’ ମାନଙ୍କୁ ମଧ୍ୟ ସେନାଅପିଲ୍ କରିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ...
ଭଦ୍ରକ : ଭଦ୍ରକ ସହର ପୁରୁଣା ବଜାର ପୁଲିସ୍ ପକ୍ଷରୁ ଏକ ନକଲି ଜର୍ଦ୍ଦା କାରଖାନାରେ ଚଢଉ କରାଯାଇଛି। ଚଢ଼ଉ ସମୟରେ ବିଭିନ୍ନ ନାମୀଦାମୀ ଜର୍ଦ୍ଦା କମ୍ପାନୀର ଲୋଗୋ, ସରଞ୍ଜାମ, ଖୋଳ ଏବଂ ଯନ୍ତ୍ରାଂଶ ପୁଲିସ୍ ଜବତ କରିଛି । ଏହି ଜର୍ଦ୍ଦା କାରଖାନା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ...
ଭୁବନେଶ୍ୱର: ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି ‘ଟ୍ରେନିଂ ଫର ମୋ ବସ୍ ଗାଇଡ୍ସ ଆଣ୍ଡ କ୍ୟାପଟେନ୍ସ’। ଅନେକ ସମୟରେ ବସ୍ରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ଆସୁଛି। ତେଣୁ ବସ୍ କର୍ମଚାରୀ ଯାତ୍ରୀଙ୍କୁ କିଭଳି ବ୍ୟବହାର କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ। ବିଭିନ୍ନ ପର୍ଯ୍ୟାୟରେ ୧୬୦୦ ଡ୍ରାଇଭର, କ୍ୟାପଟେନ ଓ...
ନୂଆଦିଲ୍ଲୀ: ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ଘଟଣାକୁ ସମଗ୍ର ବଲିଉଡ୍ ତୀବ୍ର ନିନ୍ଦା କରିଛି । ଏହାର ଫଳ ସ୍ୱରୂପ ପାକିସ୍ତାନୀ କଳାକାରଙ୍କ ବିରୋଧରେ ଟିଭି ଓ ସିନେମା ଇଣ୍ଡଷ୍ଟ୍ରୀ ଅଧିକ କଠୋର ହୋଇଛି। ଭାରତରେ ଏଣିକି କୌଣସି ପାକିସ୍ତାନ କଳାକାର ଓ ଟେକନିସିଆନଙ୍କୁ କାମ ମିଳିବ ନାହିଁ ବୋଲି...
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ସମ୍ପର୍କରେ ସୁଧାର ଲାଗି କଥାବାର୍ତ୍ତା କରିବାର ସମୟ ସରିଯାଇଛି। ଏବେ କାର୍ଯ୍ୟାନୁଷ୍ଠାନର ବେଳ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଆତଙ୍କବାଦ ବିରୋଧୀ ଲଢେଇ ପାଇଁ...
ପୁରୀ: ପୁରୀ ଜ଼ିଲ୍ଲା ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଇଛି । ଆଜି ସକାଳୁ ଡ଼େଲାଙ୍ଗ ଆଙ୍କୁଲା ଛକ ଠାରେ ଡ଼ାକପଡା ଗାଁର ଜଣେ ଯୁବକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି...
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଦେଉଳି ଗାଁ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହାଣି ଦେଇଛନ୍ତି। ମୃତ ଯୁବକଜଣକ ହେଲେ ଦେଉଳି ଗାଁର ଚିନ୍ମୟ ସାହୁ । ସେ ବାଇକ୍ରେ ଯାଉଥିବାବେଳେ ଦୁର୍ବୃତ୍ତମାନ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ...
ନୂଆଦିଲ୍ଲୀ: ପୁଲଓ୍ୱାମା ଆକ୍ରମଣ ଘଟଣାରେ ଭାରତର ୪୦ ଯବାନ ସହିଦ ହେବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ, ଏଭଳି ପରିସ୍ଥିତିରେ ଆଜିଠୁ କୁଲଭୂଷଣ ଯାଦବ ମାମଲାରେ ଶୁଣାଣି ଆରମ୍ଭ...
ଜୟପୁର: କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଘଷରଡ଼ାରେ ଥିବା ଏକ କାଜୁ ମିଲ୍ରୁ ଗତ ୧୬ ତାରିଖରେ ୩, ୮୫୦ କେଜି କାଜୁ ଚୋରି ହୋଇଥିଲା। ଏକ ୧୦ ଜଣିଆ ଗ୍ୟାଙ୍ଗ ଏହି କାଣ୍ଡ ଘଟାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲା । ପରେ ଏହି...
ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର ଧରୁଛି। ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀର ନେତାଙ୍କ ସହିତ ଇସ୍ତାହାର କମିଟି ଆଲୋଚନା କରିଥିବା ଜଣାଯାଇଛି । ଇସ୍ତାହାରରେ ଚାଷୀ ଓ ଚାଷ ସମସ୍ୟା ଫୋକସ୍ରେ ରହିବ। ପିସିସି ସଭାପତି...
ବରଗଡ଼: ମୋବାଇଲ ନ ଫେରାଇବାରୁ ସାଙ୍ଗକୁ ହତ୍ୟା। ଏପରି ଅଭାବନୀୟ ଘଟଣା ବରଗଡ଼ରେ ଘଟିଛି । ମୃତକ ହେଲେ ବରଗଡ଼ ବାନ୍ଦୁଟିକ୍ରାର ସଦାନନ୍ଦ ତାଣ୍ଡିଙ୍କ ପୁଅ ଇନେଶ ତାଣ୍ଡି । ଇନେଶଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ଦୁଇ ସାଙ୍ଗ ଆଶିଷ ଭୋଇ ଓ ବିକାଶ ବାଗଙ୍କୁ ବରଗଡ଼ ଟାଉନ୍...