ବରଗଡ଼ : ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ସୋହେଲା ଥାନା ଏଏସ୍ଆଇ ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ଏଏସ୍ଆଇ ବନମାଳୀ କୁଅଁର ଓ ଅନ୍ୟତମ ଅଭିଯୁକ୍ତ କୈବଲ୍ୟ ନାଗଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ଏଏସ୍ଆଇ କୁଅଁରଙ୍କୁ ବରଗଡ଼ ଏସ୍ପି ନିଲମ୍ବନ...
ଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି। ଏହି ଦାବି ପୂରଣ ନିମନ୍ତେ ଦିଲ୍ଲୀରେ ଦିନିକିଆ ଅନଶନରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଅନଶନ ରାତି ୮ଟା ଯାଏଁ...
ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଟିସିଆଇ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଯୁବତୀଙ୍କ ଜୀବନ ଯାଇଛି। ସ୍କୁଟିରେ ଯାଉଥିବା ୨ ଯୁବତୀଙ୍କୁ ଏକ ଟ୍ରେଲର ପିଟି ଦେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରେଲର ଡ୍ରାଇଭର ଗାଡ଼ି ସହ ଫେରାର...
ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବିରେ ରାଜ୍ୟ ସାରା ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି। ହକ୍ ଦେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଭିନ୍ନ ଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ନିକଟରେ ନବ ନିର୍ମାଣ କୃଷକ ସଙ୍ଗଠନ...
ମାଲକାନଗିରି: ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍। ମାଲକାନଗିରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା...
ନୂଆଦିଲ୍ଲୀ/ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଲୋକାୟୁକ୍ତ ଚୟନ କରିବେ। ଏଥିସହ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ ଆରମ୍ଭ କରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମ୍କୋର୍ଟରେ ଏଭଳି ଏକ ସତ୍ୟପାଠ ଦାଖଲ...
କଟକ: ପଡ଼ିଆ ମଝିରେ ଉଡ଼ିଗଲା ପ୍ରାଣ ବାୟୁ। ଫୁଟ୍ବଲ୍ ଖେଳୁଥିବା ବେଳେ ଜଣେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରିତ୍ୱିକ୍ ଦାସ। ରିତୱିକ୍ କଟକ ସ୍ଥିତ ନ୍ୟାସନାଲ ଲ ୟୁନିଭର୍ସିଟି ଓଡ଼ିଶା ତରଫରୁ କୋଲକାତାକୁ ଏକ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ। ମ୍ୟାଚ୍ ଚାଲିଥିବା ବେଳେ...
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଝାରସୁଗୁଡ଼ାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରୀ ଓ ୧୦ଡିଗ୍ରୀ ଉପରେ ରହିଛି। ଗତକାଲି ରାତିରେ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୯.୫ ରେକର୍ଡ କରାଯାଇଥିଲା। ପ୍ରାୟ ସପ୍ତାହେ...
ବ୍ରହ୍ମପୁର: ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି)ର ପ୍ରୟାସ। ସହରର ୫ଟି ଜାଗାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍। ପ୍ରଥମେ ଟାଟାବେଞ୍ଜ ଛକ, ପି.ଭି.ଏନ୍. ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ ଛକ, ଗେଟ୍ବଜାର ଓ କୋର୍ଟପେଟା ଛକରେ ଏହି ବ୍ୟବସ୍ଥା...
ସୋର: ପଛକୁ ପଛ ପିଟି ହେଲା ଟ୍ରକ୍। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଭଗିଆ...
କୋଣାର୍କ: ଆସନ୍ତକାଲି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ପବିତ୍ର ମାଘ ସପ୍ତମୀ ତିଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେପଟେ ଆଜିଠୁ କୋଣାର୍କରେ ଶ୍ରଦ୍ଧାଳୁଙ୍କ...
ମାଲକାନଗିରି: ପୁଣି ମଣ୍ଡିକୁ ନେଇ ଆନ୍ଦୋଳନ। ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାନ ବସ୍ତା ରଖି ଜିଲ୍ଲା କଂଗ୍ରେସର କର୍ମୀମାନେ ଧାରଣା ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଣ୍ଡି ଆରମ୍ଭ ହେବାର ୩ ମାସ ପୂରିବାକୁ ବସିଥିବା...
ବରଗଡ଼: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସ୍ଆଇ ସସ୍ପେଣ୍ଡ୍। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍ଆଇ ବନମାଳି କୁଅଁରଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଗତକାଲି ଏହି ଅଭିଯୋଗ ଆସିବା ପରେ ବରଗଡ଼ ଏସ୍ପି ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା...
କଟକ: ମେଡ଼ିକାଲ୍ ଫାଟକ ସାମ୍ନାରେ ରୋଗୀ ସମ୍ପର୍କୀୟଙ୍କ ବିକ୍ଷୋଭ ପ୍ରଦର୍ଶନ। ଚିକିତ୍ସା ଲାଗି ଡାକ୍ତର ନ ଥିବାରୁ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସେମାନଙ୍କ ଅଭିଯୋଗ, ଡାକ୍ତରଖାନାରେ ରୋଗୀ ଥିଲେ ବି ସେମାନଙ୍କ ଚିକିତ୍ସା ଲାଗି ଜଣେ ବି ଡାକ୍ତର ନାହାନ୍ତି। ୧୫ ଦିନ...
ଭୁବନେଶ୍ୱର: ଆଜି ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଇନଜୀବୀ ଭେଟିବେ। ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଶନିବାର ଦିନ ଖୋର୍ଦ୍ଧା ପୂର୍ତ୍ତ ଡାକ ବଙ୍ଗଳାଠାରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବିଚିତ୍ର...
ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗିବ ବିଜେପି ଯୁବ ମୋର୍ଚ୍ଚା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଠିକଣାରେ ଚିଠି ଲେଖାଯିବ। ଫେବୃଆରୀ ୧୨ରୁ ୧୫ ମଧ୍ୟରେ ଡାକ ଯୋଗେ ଚିଠି ପଠାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଚିଠିରେ ମୁଖ୍ୟତଃ ୩ ଟି...
ମୁମ୍ବାଇ: ବଲିଉଡ୍ ଅଭିନେତା ମହେଶ ଆନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ। ଏକାଧିକ ବଲିଉଡ୍ ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଥିବା ମହେଶଙ୍କ ମୃତଦେହକୁ ଶନିବାର ଦିନ ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍ କହିନଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମଧ୍ୟ ମିଳିନାହିଁ। ୫୭...
କୋଲକାତା : ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାରଙ୍କୁ ଆଜି ମଧ୍ୟ ସିବିଆଇ ଜେରା କରୁଛି।ଗତକାଲି ମେଘାଳୟର ଶିଲଂରେ ରାଜୀବଙ୍କୁ ସିବିଆଇ ଜେରା କରିଥିଲା । ଶାରଦା ଚିଟ୍ଫଣ୍ଡର ତଦନ୍ତ କରୁଥିବା SIT ମୁଖ୍ୟ ଥିଲେ ରାଜୀବ କୁମାର। କିନ୍ତୁ ସେ ପ୍ରମାଣ ନଷ୍ଟ...
ଆନନ୍ଦପୁର : ମେଡିକାଲ୍ କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଯୋଗୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ବାମ ଗୋଡ଼ ବଦଳରେ ଡାହାଣ ଗୋଡ଼ ଡ୍ରେସିଂ କରଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି। ଶୁକ୍ରବାର ଖଡବିଲ ଗାଁର ମିତାରାଣୀ ଜେନା ତାଙ୍କ...
ଢେଙ୍କାନାଳ: ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ। ଢେଙ୍କନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଥିବା ଜଣେ ସେସୁ କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ସେସୁ କର୍ମଚାରୀ ମନୋଜ ସାହୁଙ୍କ...