• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

sukhbir...
‘ଆତଙ୍କବାଦୀଙ୍କ ନର୍ସରୀ ହେଉଛି ପାକିସ୍ତାନ’

ମୋଗା(ପଞ୍ଜାବ): ଆତଙ୍କବାଦୀଙ୍କ ନର୍ସରୀ ହେଉଛି ପାକିସ୍ତାନ ବୋଲି ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଶୁଖ୍‌ବୀର୍‌ ସିଂ ବାଦଲ କହିଛନ୍ତି। ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସବ୍‌-ଇନ୍ସପେକ୍ଟର୍‌ ଜୈମଲ ସିଂହଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଶୁଖ୍‌ବୀର ଏହା କହିଛନ୍ତି। ‘ଏହା ବହୁତ ବଡ଼ ଦୁଃଖଦ ଘଟଣା। ଆମେ ଆମର...

Capture-9......
ସହିଦଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା

ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ରାଜ୍ୟର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ହୋଇଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଦୁଇ ମିନଟ୍ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି । ଏହି ପ୍ରାର୍ଥନା ସଭାରେ ସହିଦଙ୍କ ଆତ୍ମାର ସଦ୍‌ଗତି କାମନା...

Capture--8.....
ଅସୁସ୍ଥ ପୁଞ୍ଜିଲାଲ୍ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ଅସୁସ୍ଥ ହୋଇପଡିଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ବିଚାରଧିନ ବନ୍ଦୀ ପୁଞ୍ଜିଲାଲ୍ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାଟଣାଗଡ ଜେଲ୍‌ରୁ ଚମ୍ପଟ ମାରିବାକୁ ଉଦ୍ୟମ ପରେ ତାଙ୍କୁ...

pm modi
‘ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି’

ମୁମ୍ବାଇ: ପାକିସ୍ତାନର ନାଁ ନ ନେଇ ପ୍ରବଳ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ସଂଗଠନ ଯିଏ ବି ଏଭଳି ବର୍ବର କାଣ୍ଡ କରିଛନ୍ତି ଓ ଯେତେ ବି ଲୁଚିବା ପାଇଁ ଚେଷ୍ଟା କଲେ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦିନିକିଆ ମହାରାଷ୍ଟ୍ର...

Capture-7......
କାମ କରିବାର ୨ ବର୍ଷ ପରେ ବି ମିଳୁନି ପାଉଣା

ବୌଦ୍ଧ : ସମସ୍ତଙ୍କୁ ମିଳିବ କାମ। ଏହି ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ମହାତ୍ମା ଗାନ୍ଧି ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା । ହେଲେ କାମ କରିବାର ୨ ବର୍ଷ ପରେ ପରେ ବି ମିଳୁନି ପାଉଣା । ଫଳରେ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।...

bandh
ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ୧୮ରେ ବ୍ୟବସାୟୀଙ୍କ ବନ୍ଦ ଡାକରା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଶର ବିଭିନ୍ନ ବର୍ଗରୁ ସ୍ୱର ଉଠୁଛି। ଆକ୍ରମଣର ପ୍ରତିବାଦରେ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ବନ୍ଦ ଡାକରା ଦେଇଛି। ଆସନ୍ତା ୧୮ ତାରିଖରେ ସାରା ଭାରତରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ...

protest
ଜମା ଟଙ୍କା ଫେରି ପାଇବା ଲାଗି ଧାରଣା

ବ୍ରହ୍ମପୁର: ବ୍ରହ୍ମପୁର ଆସିକା ରୋଡ଼ରେ ଥିବା ଗୋଲଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନି ସମ୍ମୁଖରେ ଜମାକାରୀମାନେ ଧାରଣାରେ ବସିଛନ୍ତି। ଏତେ ଦିନ ଅପେକ୍ଷା କରିବା ସତ୍ତ୍ୱେ ମଧ୍ୟ ଜମା ଟଙ୍କା ଫେରି ନ ପାଇବାରୁ ଧୈର୍ଯ୍ୟହରା ହୋଇ ସେମାନ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏଥିରେ ବହୁ ଜମାକାରୀ ଓ...

accident
ଟ୍ରକ୍‌ ପଛରେ ପିଟି ହେଲା ଯାତ୍ରୀବାହୀ ବସ୍‌

କଟକ: କଟକ ଜିଲ୍ଲା ଜଗତପୁରର ଖଇରା ନାଳ ପୋଲ ଉପରେ ଏକ ଦୁର୍ଘଟଣା ଘଟିଛି। ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବାବାମଣି ନାମକ ଏକ ଘରୋଇ ବସ୍‌ ପୋଲ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

Capture-6
ପୁଲୱାମା ହମଲା ପରେ ଭାରତର କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଂସଦର ଲାଇବ୍ରେରୀ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠକ ବସିଛି। ଏହି ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହ ମନ୍ତ୍ରୀ ରାଜନାଥ ସିଂ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବେ । ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକରେ ପାକିସ୍ତାନର ମୋଷ୍ଟ...

jawan
କାନ୍ଦୁଛି ଜନ୍ମମାଟି, କାନ୍ଦୁଛି ପରିବାର

ନୂଆଦିଲ୍ଲୀ: ବାପା ସିନା ନାହାନ୍ତି…ହେଲେ ପଛରେ ଛାଡ଼ି ଯାଇଛନ୍ତି ଅଦମ୍ୟ ସାହାସ। ତେଣୁ ତାଙ୍କ ମରଶରୀରକୁ ସମ୍ମାନ ଜଣାଇଛନ୍ତି ତାଙ୍କ ଝିଅ। ଏ ଆଖିର ଲୁହ ହିଁ ବୟାନ କରୁଛି ବାପାଙ୍କୁ ହରାଇଥିବା କଷ୍ଟ। ଡେରାଡୁନ୍‌ରେ ସିଆର୍‌ପିଏଫ୍‌ ASI ସହିଦ ମୋହନ ଲାଲ୍‌ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ...

Capture-5..............
ଏନଆଇଏ, ଏନଏସଜିର ମିଳିତ ତଦନ୍ତ ଆରମ୍ଭ

ଶ୍ରୀନଗର: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି । ଏନଆଇଏ ଓ ଏନଏସଜି ପକ୍ଷରୁ ଏହି ଘଟଣାର ମିଳିତ ତଦନ୍ତ ଆରମ୍ଭ ହୋଇଛି। ଉଭୟ ଏନଆଇଏ ଓ ଏନଏସଜିର ବରିଷ୍ଠ ଅଧିକାରୀ ଶ୍ରୀନଗର ଯାଇ ଘଟଣାର ତର୍ଜମା ଆରମ୍ଭ କରିଛନ୍ତି । ଆତଙ୍କବାଦୀଙ୍କ ଏତେ ବଡ଼...

accident
ଓଲଟି ପଡ଼ିଲା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି

ପାଟକୁରା: ଓଲଟି ପଡ଼ିଲା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି। କେନ୍ଦ୍ରାପଡା ଜିଲ୍ଲା ଚିତ୍ରତ୍ପୋଳା ନଦୀବନ୍ଧର ପହଣାଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଭରତ ଚନ୍ଦ୍ର ମଲ୍ଲିକ। ସୂଚନା ଅନୁସାରେ, ଗତକାଲି ରାତିରେ ବିବାହ ଉତ୍ସବରେ ଯୋଗଦେଇ ଏକ...

Capture-4....
ପିଇବା ପାଣିରେ ପୋକ ସାଲୁବାଲୁ

ବଲାଙ୍ଗିର: ପାଣିରେ ପୋକ ସାଲୁବାଲୁ ହେଉଛନ୍ତି। ଫୁଟାଇଲା ପରେ ବି ଯାଉନି ଦୁର୍ଗନ୍ଧ। ଏପରି ପାଣି ପିଇ ବଞ୍ଚୁଛନ୍ତି ବଲାଙ୍ଗିର ପୌରାଞ୍ଚଳ ବାସିନ୍ଦା। ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଫଳରେ ଗତ ଥର ଜଣ୍ଡିସର ଭୟଙ୍କର ରୂପ ଦେଖିଥିବା ପୌରାଞ୍ଚଳ ବାସିନ୍ଦା ଏଥର ବି ଏହି...

Vande Bharat Express
ଶୁଭାରମ୍ଭର ଦିନକ ପରେ ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ରେ ତ୍ରୁଟି

ନୂଆଦିଲ୍ଲୀ: ଭାରତର ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଶୁଭାରମ୍ଭ ହେବାର ଦିନକ ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଛି। ବିନା ଇଞ୍ଜିନ୍‌ରେ ଚାଳିତ ଏହି ଟ୍ରେନ୍‌ ଏହାର ପ୍ରଥମ ଯାତ୍ରା ବାରାଣସୀରୁ ସାରି ଫେରୁଥିବା ବେଳେ ଦିଲ୍ଲୀରୁ ୨୦୦କି.ମି. ଦୂରରେ କୌଣସି କାରଣରୁ ଆଜି ସକାଳେ ଏହା ଅଟକି...

vlcsnap-error344
ଓଲଟିଲା ବରଯାତ୍ରୀ ଭ୍ୟାନ୍

କେନ୍ଦୁଝର: ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଉଥିବା ଏକ ବରଯାତ୍ରୀ ଭ୍ୟାନ୍ କେନ୍ଦୁଝର ପଣ୍ଡାପଡ଼ା ବଡପିଛୁଳା ଛକରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆହତମାନଙ୍କୁ ପଣ୍ଡାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ହରିଚନ୍ଦନପୁର ମେଡିକାଲକୁ ସ୍ଥାନାନ୍ତର...

Capture2....
ଘରକୁ ଫେରିବା ବେଳେ ଅଟଘଣ

ସୋନପୁର: ସୋନପୁର-ବଲାଙ୍ଗୀର ରାସ୍ତାର ଝିଂକି ଛକରେ ଏକ ଟ୍ରକ ଧକ୍କା ଦେବାରୁ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୌଦ୍ଧ ମନମୁଣ୍ଡା ଫଗୁଣାମାଳ ଗାଁର ରଞ୍ଜିତ ମଲ୍ଲିକ ଏବଂ ମରମେଶ୍ୱର ବଘାର । ଉଭୟ ବଲାଙ୍ଗୀରରୁ ଘରକୁ ଫେରୁଥିବାବେଳେ ଝିଂକି ଛକରେ ସାମନା ପଟୁ ଆସୁଥିବା...

Capture-1....
ପରିବାରର ୪ଜଣଙ୍କୁ ଆଜୀବନ ଜେଲ୍‌

ଯାଜପୁର: ଯାଜପୁର ଜିଲ୍ଲା ଦୌରାଜଜ୍ ଏକ ନବବଧୂ ହତ୍ୟା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବିଚାରପତି ଏକ ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୧୪ ମସିହାରେ ପାଣିକୋଇଲିରେ ଜଣେ ନବବଧୂ କୁସୁମଲତା ସାହୁଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା...

heavy rainfall
ପାଣିିପାଗରେ ଆକସ୍ମିକ ପରିବର୍ତ୍ତନ: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ପାଣିପାଗରେ ପରିବର୍ତ୍ତନ ଦେଖା ଦେଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିସହ ପାଗ କୋହଲା ମଧ୍ୟ ରହିଛି। ଫଳରେ ପୁଣି ଶୀତ ବଢ଼ିବାର ଆଶଙ୍କା ଦେଖା ଦେଇଛି। ଆଜି ସକାଳୁ ସକାଳୁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ...

odia jawan
ଆଜି ଭୁବନେଶ୍ୱରରେ ପହଞ୍ଚିବ ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ସକାଳେ ଉଭୟଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଗାଡିରେ ସେମାନଙ୍କ ଜନ୍ମମାଟିକୁ ନିଆଯିବ। ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀରକୁ ଜଗତସିଂହପୁର ନାଉଗାଁ...

Capture-5-...
ଜଳିଗଲା ଆଖୁ କିଆରି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଣ୍ଡୁଗୁଡ଼ା ପଞ୍ଚାୟତ ବାଦପୁର ଗାଁ ଆଖୁ କିଆରିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ଶହେ ଏକରରୁ ଅଧିକ ଅଞ୍ଚଳରେ ହୋଇଥିବା ଆଖୁ ଫସଲ ଜଳି ନଷ୍ଟ ହୋଇଯାଇଛି । କୋଷାଗୁମୁଡ଼ା ଅଗ୍ନିଶମ ଗାଡ଼ି ପହଞ୍ଚିଥିଲେ ବି କ୍ଷେତକୁ ଯାଇ ନ...