• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

yogi
ବିଜେପି କର୍ମୀଙ୍କ ମନରେ ଜୋସ୍ ଭରିଲେ ଯୋଗୀ ଆଦିତ୍ୟନାଥ

ଭବାନୀପାଟଣା: ଭବାନୀପାଟଣାରେ ବିଜେପି କର୍ମୀଙ୍କ ମନରେ ଜୋସ୍ ଭରିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଥ୍‌ ସ୍ତରୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆତଙ୍କବାଦ ବିରୋଧରେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଗାଁ, ଗରିବ,...

representational image
ସ୍କୁଲରୁ ଫେରିବା ବେଳେ ଦୁଷ୍କର୍ମ

ଗଜପତି: ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ  ହୋଇଛି । ନାବାଳିକାଜଣକ ସ୍କୁଲରୁ ଘରକୁ ଯିବାବେଳେ ନନ୍ଦୁ ରଇତ ନାମକ ଯୁବକ  ତାଙ୍କୁ ଦୁଷ୍କର୍ମ କରିଥିଲେ । ପୀଡ଼ିତାଜଣକ ଚିତ୍କାର କରିବାରୁ ସମ୍ପର୍କୀୟ ଭାଇ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ...

Capture--9--...........
କାର୍‌ରୁ ମିଳିଲା ୧୧ କୋଟି  

ଭୁବନେଶ୍ୱର: ଓଡିଶାରୁ ଉତ୍ତରପ୍ରଦେଶ ଆଗ୍ରାକୁ ଯାଉଥିବା ଏକ କାର୍‌ରୁ ଗତ କାଲି ପ୍ରାୟ ୧୧କୋଟି ଟଙ୍କା ଜବତ ହୋଇଛି ।  ଛତିଶଗଡ଼ ମହାସମୁନ୍ଦଠାରେ ଉକ୍ତ ଗାଡ଼ିକୁ ଅଟକ ରଖାଯାଇ ଚଢାଉ କରାଯିବା ପରେ ଏହି ଘଟଣା ଜଣା ପଡିଛି । ହେଲେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏତେ...

Naba Nirman Krushak Sangathan
ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନାହିଁ। କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ...

Capture--8.......
ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ'

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଜିଠୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ସୋ’ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୋକୁ ଉଦ୍‌ଘାଟନ କରିଛନ୍ତି । ଚାରି ଦିନ ଧରି ହେବାକୁ ଥିବା ଏହି ମେଗା ଏୟାର ସୋ’ରେ ବିଭିନ୍ନ ଲଢୁଆ ବିମାନ ଆକାଶ ମାର୍ଗରେ ଯୁଦ୍ଧ କୌଶଳ ପ୍ରଦର୍ଶନ...

bjd mla
ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ପ୍ରସଙ୍ଗ: କ୍ଷମା ମାଗିଲେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶୋଭନୀୟ ଆଚରଣକୁ ନେଇ ଆନ୍ଦୋଳନ ତଥା ବିବାଦ ଥମୁ ନଥିବାବେଳେ ବଢ଼ୁଥିବା ବିବାଦ ଦେଖି ଦେବାଶିଷ ସାମନ୍ତରାୟ କ୍ଷମା ମାଗିଛନ୍ତି। କଟକ ଜିଲ୍ଲା ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାର...

Capture-7.......
ଭାରତରେ ସାଉଦି ଆରବ ରାଜକୁମାର

ନୂଆଦିଲ୍ଲୀ: ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଉପସ୍ଥିତ ରହିଥିଲେ ।...

fire
ନିଆଁରେ ପୋଡ଼ି ଗୋଟିଏ ପରିବାରର ୪ ଗୁରୁତର

ବଲାଙ୍ଗିର: ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୪ଜଣ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ନୂଆ ପଡ଼ାରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଓ ସେମାନଙ୍କର ଦୁଇ ଛୋଟ ଛୁଆ ଅଛନ୍ତି। ସମସ୍ତଙ୍କୁ ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

Capture--6
ପୁରୀରେ ଆମିକସ କ୍ୟୁରିଙ୍କ ସହଯୋଗୀ

ପୁରୀ  :  ଶ୍ରୀମନ୍ଦିର ସଂସ୍କାର ନିମେନ୍ତ ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାରଙ୍କ ସହଯୋଗୀ ପ୍ରିୟା ହିଙ୍ଗୁରାନୀ ପୁରୀରେ ପହଞ୍ଚିଛନ୍ତି । ଆଜି ସେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ପ୍ରଦୀପ ଚାଟାର୍ଜୀ ଓ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ...

tiger
ଚନ୍ଦକା ଜଙ୍ଗଲରେ ଛଡ଼ାଗଲା ରାଜଧାନୀରୁ ଧରା ପଡ଼ିଥିବା କଲରାପତରିଆ ବାଘ

ଭୁବନେଶ୍ୱର: ରାଜଧାନୀରେ କାବୁ ହୋଇଥିବା କଲରାପତରିଆ ବାଘକୁ ଆଜି ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଛି। ନିଶ୍ଚେତକ ଶୂନ୍ୟ ହେବା ପରେ ବାଘଟିକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ବନବିଭାଗ କର୍ମଚାରୀ ଆଲୋଚନା କରି ନିକଟସ୍ଥ ଚନ୍ଦକା ଜଙ୍ଗରେ ଛାଡ଼ି ଦେଇଛନ୍ତି। ୨ଦିନ ଧରି ପଳାସପଲ୍ଲୀ ଅଞ୍ଚଳରେ...

Capture--5............
ଦୂର ହେଉନି ହଳଦୀ ଚାଷୀଙ୍କ ଦୁଃଖ

 କନ୍ଧମାଳ : କନ୍ଧମାଳ ହଳଦୀର ଚାହିଦା ରାଜ୍ୟ ସହ ଦେଶ ବିଦେଶରେ ମଧ୍ୟ ରହିଛି । ଏତେ ଚାହିଦା ସତ୍ତ୍ୱେ ଏହି  ଚାଷୀଙ୍କ ପ୍ରକୃତ ଦୁଃଖ କିନ୍ତୁ ଦୂର ହେଉନି । ଚାଷ ପାଇଁ ଚାଷୀଙ୍କୁ କେତେବେଳେ ପାଣିପାଗ ସୁହାଉନି ତ ଆଉ କେତେବେଳେ ସରକାରୀ ପ୍ରୋତ୍ସାହନ ମିଳୁନି। ...

Capture-4.............
ଉନ୍ମୋଚିତ ହେଲା ‘କାଳିଆ’ର ୱେବ ପୋର୍ଟାଲ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ୱେବ ପୋର୍ଟାଲ ଓ ଲୋଗୋ ଉନ୍ମୋଚନ କରିଛନ୍ତି । ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଉନ୍ମୋଚନ କରିଥିଲ। ଏହାଦ୍ୱାରା ଚାଷୀ ପରିବାରର ପିଲାମାନେ ବିଭିନ୍ନ କ୍ଷେତ୍ରରେ ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବିଭିନ୍ନ ସରକାରୀ...

bomikhal flyover
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ବମିଖାଲ ଫ୍ଲାଏଓଭର

ଭୁବନେଶ୍ୱର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହାକୁ ଉଦ୍‌ଘାଟନ କରିବେ। ୨୦୧୨ ମସିହାରେ ଏହି ଫ୍ଲାଏଓଭର୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି...

Capture-3......
ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ପ୍ରକାଶ ପାଇବ ଶ୍ୱେତପତ୍ର  

ଭୁବନେଶ୍ୱର: ଚିଟ୍‌ ଫଣ୍ଡ ଦୁର୍ନୀତି ନେଇ ଶ୍ୱେତପତ୍ର ପ୍ରକାଶ ନିମେନ୍ତ ରାଜି ହୋଇଛନ୍ତି ରାଜ୍ୟ ସରକାର । ଏନେଇ  ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଥିଲେ।  ଏହାପରେ ଆସନ୍ତା ୨୨ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଛି କ୍ଷତିଗ୍ରସ୍ତ...

truck accident
ଘର ଭିତରକୁ ମାଡ଼ିଗଲା ହାଇଓ୍ୱା

କଟକ: ଘର ଭିତରେ ପଶିଗଲା ହାଇୱା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପି.ପି. କଲେଜ ଛକରେ ଏକ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯାଇଛି। ଫଳରେ ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିରେ ହାଇୱାର ଡ୍ରାଇଭର ଓ ହେଲ୍‌ପର୍ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ...

bomb blast
ବୋମା ଫୁଟି ୮ ବର୍ଷର ନାବାଳକ ଗୁରୁତର

ଗଞ୍ଜାମ: ବୋମା ଫୁଟି ୮ ବର୍ଷର ନାବାଳକ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ନାବାଳକ ହେଲେ ନାରାୟଣ ସେଠୀ। ଗତକାଲି ଅପରାହ୍ନରେ ନାରାୟଣ ଖେଳୁଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ...

Capture-2...........
ଗାଡ଼ି ରଖିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସାରୁଅ ବଜାରରେ ଗାଡ଼ି ରଖିବାକୁ କେନ୍ଦ୍ର କରି ଗତକାଲି ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ୨ଟି ଗାଁ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏହି ଭଙ୍ଗାରୁଜା ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଏକାଧିକ ଦୋକାନ ଓ ଘର ଭାଙ୍ଗିଯାଇଛି । ଦୋକାନ ଭଙ୍ଗାରୁଜା...

fire
ଜଳିଗଲା ୧୦ ବଖରା

ଭଦ୍ରକ :  ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଆମ୍ବରୋଲି ଗାଁରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛି । ଗାଁର ରାମଚନ୍ଦ୍ର ବେହେରାଙ୍କ ଘରୁ ବ୍ୟାପିଥିବା ନିଆଁ ଯୋଗୁ ୪ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଏଥିରେ ଆସବାବପତ୍ର, ଧାନ ଚାଉଳ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି...

da hike...
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରଙ୍କ ଭେଟି। ଗତକାଲି କେନ୍ଦ୍ର କ୍ୟାବିନେଟ୍ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ୨୦୧୯ ମସିହା ଜାନୁଆରୀ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ। ଏଥିରେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ...