କୋରାପୁଟ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଗସ୍ତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ସହ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରିବେ। ଯୁବ ବାହିନୀଙ୍କ ଉଦ୍ଦେଶ୍ୟରେ ଏକ ଯୁବ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବୈଜୟନ୍ତ ପଣ୍ଡାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ପକ୍ଷାଘାତ ରୋଗୀ ସନ୍ଧ୍ୟାରାଣୀ ବେଉରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଯିବା ବେଳେ ବିଜୁ ଯୁବ ବାହିନୀ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବୈଜୟନ୍ତ ପଣ୍ଡା ଆଜି ମାର୍ଶାଘାଇ ବ୍ଲକ୍ ଜୁଣମାର୍ଶାଘାଇ...
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ହରିହର କରଣଙ୍କ ପରଲୋକକୁ ନେଇ ତାଙ୍କ ପୁଅ ରାଜେଶ କରଣ କହିଛନ୍ତି, ‘୩ ସପ୍ତାହ ତଳେ ବାପା ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ। ସ୍ଥାନାନ୍ତର...
ଭୁବନେଶ୍ୱର: ବିଭିନ୍ନ ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବିଧାନସଭା ଘେରାଉ କରିବ। ୫୦ ହଜାରରୁ ଅଧିକ ଶିକ୍ଷକ ଏହି ଆନ୍ଦୋଳନରେ ଯୋଗ ଦେବେ। ୨୮ ଶହ ଗ୍ରେଡ୍ ପେ’ ଦେଇ ସପ୍ତମ ବେତନ କମିଶନର ସଂଶୋଧନ, କନିଷ୍ଠ ଶିକ୍ଷକଙ୍କ ମୂଳ ଦରମାର ୨୫...
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜେଡିରେ ଫାଟ। ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ରହ୍ମଗିରି ବିଜେଡିରେ ବିବାଦ ଦେଖିବାକୁ ମିଳିଛି। ବ୍ରହ୍ମଗିରିର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଧାୟକଙ୍କୁ ବିରୋଧ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ବିରୋଧ କରି ଦଳର ଛାମୁଆ ନେତା...
ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି। କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମାଞ୍ଚଳ ବିକାଶର ସ୍ୱର୍ଣ୍ଣିମ ଚେହେରା ଉପସ୍ଥାପନ କରିଛନ୍ତି ରାଜ୍ୟପାଳ। ଗାଁ ଗହଳିରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା...
ଭୁବନେଶ୍ୱର: ପୁଣି ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ପକ୍ଷରୁ ସୂଚନା ମିଳିଛି। ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ,...
ବଲାଙ୍ଗିର: ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ। ବଲାଙ୍ଗିର ଜିଲ୍ଲା ତୁଷୁରା ଛକ ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା ଆହତ ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ କ୍ରିଷ୍ଣାକୁ ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା...
କୋଲକାତା: ମୋଦି ସରକାରଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣହୁଙ୍କାର। ରବିବାର ସନ୍ଧ୍ୟାରେ କୋଲକତା ପୁଲିସ୍ ମୁଖ୍ୟ ରାଜୀବ କୁମାରଙ୍କ ବାସଭବନ ଆଗରେ ସିବିଆଇ ଏବଂ ରାଜ୍ୟ ପୁଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସିବିଆଇର ୪୦ଜଣ ଅଫିସର ଗତକାଲି କୋଲକାତାର ପାର୍କ ଷ୍ଟ୍ରିଟ୍ ସ୍ଥିତ...
ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ। ଏହାପୂର୍ବରୁ ବିରୋଧୀ ଓ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକ ବସି ସରକାରଙ୍କୁ ଗୃହରେ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି।...
କନ୍ଧମାଳ: ପୁରୀରେ କାଳିଆ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଜଣେ ଚାଷୀ ଆଉ ଘରକୁ ଫେରି ନାହାନ୍ତି। କନ୍ଧମାଳ ଜିଲ୍ଲାର ଏହି ଚାଷୀ ଜଣକ ଆଜିକୁ ୧୧ ଦିନ ହେବ ଘରକୁ ଫେରି ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ବିଲାମାଳ ଓଡ଼ିଆ ସାହିର ଲିଙ୍ଗରାଜ...
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୭୨ ବର୍ଷ ବୟସ ହୋଇଥିଲା। ଷଷ୍ଠ,...
ଭୁବନେଶ୍ୱର: କାଳିଆ ଯୋଜନା ପରେ ରାଜ୍ୟ ସରକାର ପୁଣି ଆଉ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ନୂଆ ଯୋଜନା ହେଲା ‘କାଳିଆ ଛାତ୍ରବୃତ୍ତି’। ଆଜି କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ପଣ୍ଡାପଡ଼ାରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ନୂଆ...
କଟକ: କଟକ ପୁରୀଘାଟ ସ୍ଥିତ ବଙ୍ଗାଳି ସାହିରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବଙ୍ଗାଳି ସାହି ସ୍ଥିତ ଜଷ୍ଟିସ୍ ମଦନ ମୋହନ ଦାସଙ୍କ ପୈତୃକ ବାସଭବନ ଭିତରେ ଭାଙ୍ଗି ପଶି ଯାଇଥିଲା। ଏଥିରେ ୨ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି।...
ଭୁବନେଶ୍ୱର: ହାତୀ ପିଠିରେ ବସିଲେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ଆଜି ସେ ବିଧିବଦ୍ଧ ଭାବେ ବହୁଜନ ସମାଜ ପାର୍ଟି (ବିଏସ୍ପି)ରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ବିଏସ୍ପିର ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ...
କେନ୍ଦୁଝର: ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ ଅନ୍ୟତମ। ବିଶେଷ କରି ଶୀତ ଦିନରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କ ସୁବିଧା ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଶାସନ ପକ୍ଷରୁ ସାନଘାଗରାରେ ବିଭିନ୍ନ ନୂଆ ସୁବିଧା ସବୁ ଆରମ୍ଭ ହୋଇଛି।...
ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ରେ କିପରି ନିଆଁ ଲାଗିଲା, ତାର ତଦନ୍ତ ହେବ। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିପାଇଁ ଏଡିଏମ୍ଓଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ ହୋଇଛି। କିପରି ନିଆଁ ଲାଗିଲା, ତା’ର ଅନୁଧ୍ୟାନ କରିବ ଏହି...
ଭୁବନେଶ୍ୱର: କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ବହୁଜନ ସମାଜ ପାର୍ଟି(ବିଏସ୍ପି)ରେ ଯୋଗଦେବେ। ଭୁବନେଶ୍ୱରରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ବିଏସ୍ପିରେ ସାମିଲ ହେବେ। ମିଶ୍ରଣ ପର୍ବରେ ବିଏସ୍ପିର ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସଗରିଆ...
ପୁରୀ: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅପରାହ୍ନ ୧୨ଟା ୩୦ ସୁଦ୍ଧା ଶାହ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଗତକାଲିଠାରୁ ଚାଲିଥିବା ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନରେ ଅମିତ ଶାହ ଯୋଗଦେବେ। ଏଥିସହ ‘ଆଦିବାସୀ ଅଧିକାର’ ସମାବେଶକୁ ଅମିତ ଶାହ ଉଦ୍ବୋଧନ...
ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଧିନ୍ଙ୍କ ପୁତୁରାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିହାର ରାଜଧାନୀ ପାଟନାରୁ ୧୬୨ କିଲୋମିଟର ଦୂର ସିୱାନରେ ଏହି ଘଟଣା ଘଟିଛି। ଶାହାବୁଦ୍ଧିନ୍ଙ୍କ ପୁତୁରା ମହମ୍ମଦ ୟୁସୁଫ୍ଙ୍କୁ କିଛି ଅଜଣା ବ୍ୟକ୍ତି...