• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Capture-4-...
ଦୁର୍ଗମ ଅଞ୍ଚଳରେ ବଢୁଛି ଶିଶୁ ଶ୍ରମିକ ଚାଲାଣ

ଗଜପତି: ଦାରିଦ୍ରତା ଓ ନିରକ୍ଷରତାକୁ ଅସ୍ତ୍ର କରି ବଢି ଚାଲିଛି ଶିଶୁ ଚାଲାଣ। ବିଭିନ୍ନ ପ୍ରଲୋଭନ ଦେଖାଇ ଦଲାଲମାନେ ନିରୀହ ପିଲାଙ୍କୁ ରାଜ୍ୟ ବାହାରେ କମ୍ପାନୀ ଓ ଘରୋଇ କାମରେ ନିୟୋଜିତ କରାଉଛନ୍ତି । ଏହାର ବେଶି ପ୍ରଭାବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକରେ। ବାହାର...

Capture-3...
ନିର୍ବାଚନକୁ ଅବାଧ କରିବ ‘ସିଟିଜେନ୍ ଭିଜିଲାନ୍ସ ଆପ୍’

ଭୁବନେଶ୍ୱର: ଓଡିଶା ଗସ୍ତରେ ଥିବା ନିର୍ବାଚନ କମିଶନର ଅଶୋକ ଲାଭାସା ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଚଳିତ ଥର ସିଟିଜେନ୍ ଭିଜିଲାନ୍ସ ଆପ୍ ଲଞ୍ଚ କରାଯିବ। ଯଦି କିଛି ଅଭିଯୋଗ ଥାଏ ,ତେବେ କୌଣସି ବ୍ୟକ୍ତି ଚାହିଁଲେ ଫଟୋଗ୍ରାଫ୍ ନେଇ ଆପେ ଅଭିଯୋଗ କରିପାରିବେ...

Capture-2
‘ପୂରା ପାକିସ୍ତାନକୁ ଦୋଷ ଦେବା ଉଚିତ୍ ନୁହେଁ’ : ସିଦ୍ଧୁ

ନୂଆଦିଲ୍ଲୀ : ପୁଲୱାମା ହମଲା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସରକାରଙ୍କ ସମର୍ଥନରେ ଆସି ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ ଏନେଇ ଆଲୋଚନା ମାଧ୍ୟମରେ ସମାଧାନ ଆବଶ୍ୟକ ବୋଲି କହିଛନ୍ତି ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ । ଗୋଟେ ପଟେ ଆତଙ୍କବାଦୀ...

Capture-1
ପାକ୍‌ ହାଇକମିଶନରଙ୍କୁ ସମନ୍

ଶ୍ରୀନଗର: ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ। ଏହି ଘଟଣାକୁ ସମଗ୍ର ବିଶ୍ୱବାସୀ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ଜୈସ- ଇ – ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ...

l1
ଆଳୁ ବ୍ୟବସାୟୀ ଲୁଟ୍‌ ଘଟଣା: ୬ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିର ଆଳୁ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ୬ ଜଣିଆ ଡକାୟତ ଦଳକୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାସ୍ଥଳରୁ ମିଳିଥିବା ଫୋନ୍‌କୁ ଟ୍ରାକ୍‌ କରି ପୁଲିସ୍‌ ଏହି ସଫଳତା ପାଇଥିବା...

b1
 ଭାଗ୍ୟ, ଭଗବାନ ଭରସାରେ ବୃଦ୍ଧବୃଦ୍ଧା

ଯାଜପୁର :ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଡଙ୍କାରୀ ଗାଁରେ ୪୦ରୁ ଅଧିକ ହିତାଧିକାରୀ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ନିମନ୍ତେ ବର୍ଷ ବର୍ଷ ଧରି ସରପଞ୍ଚ, ବ୍ଲକ୍‌...

s11
ହସ୍ତଶିଳ୍ପ କାରିଗରଙ୍କୁ ମାସିକ ୧୨ ହଜାର ପେନ୍‌ସନ୍‌ ଦାବି

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କୁ ମାସିକ ୧୨ ହଜାର ଟଙ୍କା ଲେଖାଏ ପେନ୍‌ସନ୍‌ ପ୍ରଦାନ କରିବାକୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦାବି ହୋଇଛି। ୨୦୧୮ ମସିହାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ଏଥିରେ ୪୦ ବର୍ଷରୁ  ଊର୍ଦ୍ଧ୍ୱ ମହିଳା...

girl
ଷଷ୍ଠ ଶ୍ରେଣୀ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ  

ଖୋର୍ଦ୍ଧା: ନାବାଳିକା ଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଗିରଫ କରିଛି ପୁଲିସ। ବୁଧବାର ରାତିରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ନିକଟ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ରାମଚନ୍ଦ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ...

road
ମରୁଡ଼ି ବୀମା ରାଶି ପାଇ ନଥିବା ପ୍ରତିବାଦରେ ରାସ୍ତାରୋକ୍

ଅନୁଗୁଳ: ମରୁଡ଼ି ବୀମା ରାଶି ପାଇ ନ ଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବୁରକୁଣା ପଞ୍ଚାୟତବାସୀ। ପଞ୍ଚାୟତର ଶତାଧିକ ଲୋକେ ପବିତ୍ରନଗର ଓ ବରପାଳ ନିକଟରେ ରାସ୍ତାରୋକ କରିଥିଲେ। ୨୦୧୭-୧୮ ମସିହାର ଅଞ୍ଚଳବାସୀ ହକ୍‌ ପାଇବା ଲାଗି ଆନ୍ଦୋଳନ କରୁଛନ୍ତି। ଫଳରେ ରାସ୍ତାର...

jail
ଜେଲ୍‌ରୁ ଚମ୍ପଟ୍ ମାରିଲେ କଏଦୀ

କୋରାପୁଟ: ନିଜ ପୁଅକୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ହେଲେ ସୁଯୋଗ ପାଇ ଜେଲ୍‌ରୁ ଚମ୍ପଟ ମାରିଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଜେଲ୍‌ରେ। ଫେରାର ବନ୍ଦୀ ଜଣକ ମୋତିସିଂ ଚଲାନ । ୨୦୧୨ରୁ ସେ ଜେଲ୍‌ରେ ରହି ୧୦ ବର୍ଷର ଆଜୀବନ କାରାଦଣ୍ଡ...

niha
ଏମିତି ଏକ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ...

ସୁବର୍ଣ୍ଣପୁର: (ରବୀନ୍ଦ୍ର ହୋତା) ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ଯୁଗେ ଯୁଗେ ପ୍ରେମ ଅମର। ଏବେ ଭାଲେଣ୍ଟାଇନ୍ସ ଡେକୁ ନେଇ କେତେ ପ୍ରେମ କାହାଣୀ ଆଉ କବିତା ମୋବାଇଲ ଓ ସୋଶାଲ୍ ମିଡିଆରେ ଘୂରି ବୁଲୁଛି। କିନ୍ତୁ ନିଜ ପ୍ରେମକୁ ଚିରନ୍ତନ କରିବାକୁ କିଏ ନିଜ ମନର ମଣିଷକୁ...

fish
ସୁନ୍ଦର କେଶ ଓ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ମାଛ ତେଲ

ଭୁବନେଶ୍ୱର: ମାଛ ଶରୀର ଓ ତ୍ୱଚା ପାଇଁ ଉପକାରୀ । ତେଣୁ ଡାକ୍ତର ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି। କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ସୁନ୍ଦର ତ୍ୱଚା ଓ କେଶ ପାଇଁ ବହୁ ଲାଭଦାୟକ। ଏଥିରେ...

love
ପ୍ରେମ ପାଇଁ ଫେ‌ଙ୍ଗ୍‌ସୁଇ

ଭୁବନେଶ୍ୱର: ଏହି ଭାଲେଣ୍ଟାଇନ୍‌ ସପ୍ତାହରେ ନିଜ ମନର ମଣିଷକୁ ଖୁସିରେ ରଖି ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ଅନେକ ସମୟରେ ସମ୍ପର୍କରେ ନିରାଶା ଓ ଦୁଃଖର କଳାବାଦଲ ଦେଖାଯାଇଥାଏ। ତେବେ କ’ଣ ଆପଣ କେବେ ଚିନ୍ତା କରିଛନ୍ତି, ଏସବୁ ବାସ୍ତୁଦୋଷ ଯୋଗୁ ମଧ୍ୟ ହୋଇପାରେ। ଏସବୁ...

cp
ବଦଳିଲେ କଟକ-ଭୁବନେଶ୍ୱରର ୨୬ଟି ଥାନାର ଆଇଆଇସି

ଭୁବନେଶ୍ୱର/କଟକ: କମିଶନରେଟ୍‌ ପୁଲିସ୍‌ରେ ବଡ଼ ଧରଣର ବଦଳି ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ  କରାଯାଇଛି। ଏଥିସହ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ...

Capture 9
କେଜରିଓ୍ୱାଲଙ୍କ ଆପ୍ ସରକାରକୁ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଅନିଲ ବଇଜଲଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା ବିବାଦର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଣ୍ଟି କରପ୍‌ସନ୍ ବ୍ୟୁରୋ, ତଦନ୍ତ କମିଶନ, ଗ୍ରେଡ୍ ୧ ଓ ଗ୍ରେଡ୍ ୨ ଅଫିସରଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଅନ୍ୟପକ୍ଷରେ ଇଲେକଟ୍ରିସିଟି,...

Capture 8
ଭୁବନେଶ୍ୱରରେ ନିର୍ବାଚନ ଆୟୋଗ ପ୍ରତିନିଧି ଦଳ

 ଭୁବନେଶ୍ୱର:ଓଡ଼ିଶାରେ ୨୦୧୯ ନିର୍ବାଚନ ପ୍ରସ୍ତୁତି ନେଇ ଜାତୀୟ ନିର୍ବାଚନ ଆୟୋଗ ପ୍ରତିନିଧି ଦଳର ସମୀକ୍ଷା। ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍  ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଆୟୋଜିତ...

Capture 7
ଉପରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ଶୋଇ ରହିଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉପରାଜ୍ୟପାଳଙ୍କ କିଛି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ବିରୋଧ କରିଛନ୍ତି । ପ୍ରତିବାଦରେ ବୁଧବାର ରାତିରେ ସେ ଉପରାଜ୍ୟପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଶୋଇ ରହି ବିକ୍ଷୋଭ କରିଥିଲେ। କଂଗ୍ରେସ ଓ ଡିଏମକେର କେତେକ...

google-ai-predict-death-artificial-intelligence
ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜେଲ୍‌ର ବିଚାରଧୀନ କଏଦୀ ଧିରେନ୍ ବେହେରାଙ୍କର ମୃତ୍ୟୁ ହୋଇଛି ।  ଧିରେନ୍  ବୁଧବାର ରାତିରେ ହଠାତ୍ ଅସୁସ୍ଥତା ଅନୁଭୂତ କରିଥିଲେ। ଏହାପରେ ତାଙ୍କୁ ଜେଲ୍‌ କର୍ତ୍ତୃପକ୍ଷ  କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ ବିଚାରାଧୀନ...

Capture 6
ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ତଳ ଗେଙ୍ଗୁଟିଆ ଗାଁର ଭୋଇ ସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ୧୦ ପରିବାର ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି । ସେମାନଙ୍କ ଘରର ସବୁ ଆସବାବପତ୍ର ପୋଡ଼ି  ପାଉଁଶ ହୋଇଯାଇଛି। ୧୦ଟି ପରିବାରର ପ୍ରାୟ ୧୫ ବଖରା ଏହି ଅଗ୍ନିକାଣ୍ଡରେ...

Capture 5
 ମାନ୍ୟତା ମିଳି ବି ହେଉନି ଉନ୍ନତି

ଯାଜପୁର : ପ୍ରଶାସନିକ ଅବହେଳା ଯୋଗୁଁ ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ବ୍ୟାସ ସରୋବର ପୀଠର କୌଣସି ଉନ୍ନତି ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଅନେକ ଦାବି ଓ ବାଦ ବିବାଦ ପରେ ୨୦୧୧ ମସିହାରେ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ । ଏହାପରେ...