• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Capture-8...........
ଢାକାରେ ଭୟଙ୍କର ଅଗ୍ନିକାଣ୍ଡ: ଗଲାଣି ୭୦ ଜୀବନ

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ପ୍ରାୟ ସାଢେ ୯ଟାରେ ପୁରୁଣା ଢାକାର ଛୁରିହାଟ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଥିଲା। ତେବେ ସେଠାରେ ପାଖରେ କିଛି କେମିକାଲ ଓ...

Capture-7..........
ବସ୍‌ ଷ୍ଟାଣ୍ଡରେ ବସିଛନ୍ତି ଯାତ୍ରୀ

ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ ଯୋଗୁଁ ରାଜ୍ୟବ୍ୟାପୀ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଭୁବନେଶ୍ୱର ବରମୁଣ୍ଡାରେ ସକାଳୁ...

jaish planning again attack
ପୁଲ୍‌ୱାମା ପରେ ପୁଣି ଏକ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ!

ନୂଆଦିଲ୍ଲୀ: ପୁଲ୍‌ୱାମାରେ ଆତ୍ମଘାତୀ ବିସ୍ଫୋରଣରେ ସଫଳ ହେବାପରେ ପୁଣିଥରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଯୋଜନା କରୁଛି। ଗତ ୧୪ ତାରିଖରେ ପୁଲ୍‌ଓ୍ୱାମାରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣଠୁ  ଆହୁରି ବଡ଼ ଧରଣର ଆକ୍ରମଣ ପାଇଁ ଏହି ଆତଙ୍କବାଦୀ ସଂଗଠନ...

Capture-6.........
  ମାଓ ମୁକାବିଲା ନେଇ ରଣନୀତି

କୋରାପୁଟ: ଆଗାମୀ ସାଧାରଣ ନିର୍ବାଚନ ସହ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି। ତେଣୁ ନିର୍ବାଚନ ସମୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ଆନ୍ତରାଜ୍ୟ ପୋଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ଙ୍କ...

accident
ବରଯାତ୍ରୀ ବସ୍‌ ଓଲଟି ୨୦ରୁ ଊର୍ଦ୍ଧ୍ୱ ଆହତ

ଭଞ୍ଜନଗର: ଓଲଟି ପଡ଼ିଲା ବରଯାତ୍ରୀ ବସ୍‌। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଏକ ବରଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା...

Capture-5-.........
ଭୂତକୋଠି ପାଲଟିଲାଣି ଶୀତଳ ଭଣ୍ଡାର

ଗଞ୍ଜାମ : ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନାର ବର୍ଷା  କରି ଚାଲିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀର ଗୋଳନ୍ଥରା ଓ ଆମ୍ବପୁଆରେ ରହିଥିବା ୨ଟି ଶୀତଳ ଭଣ୍ଡାର, ଏବେ ଚାଷୀଙ୍କର କାମରେ ଆସୁନି। ବର୍ଷ ସାରା ଚାଷ କରି ଅଭାବୀ ବିକ୍ରିର...

Capture-4-............
ଦର୍ଶକଙ୍କ ମନ ମୋହିଲା ଲୋକନୃତ୍ୟ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଛି ତିନି ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଂଗୀତ ମହୋତ୍ସବ । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ୩୦ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ...

Capture-3-.....
୨୩ରେ ‘ଆଲୁମିନ୍‌ ମିଟ୍ ବ୍ୟାକ ଟୁ ସ୍କୁଲ’

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଡିଏମଏସ ସ୍କୁଲରେ  ‘ଆଲୁମିନ୍‌ ମିଟ୍ ବ୍ୟାକ ଟୁ ସ୍କୁଲ’ ୨୦୧୯ କାର୍ଯ୍ୟକ୍ରମ ଆୟୋଜିତ   ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉକ୍ତ ସ୍କୁଲର ଛାତ୍ର ତଥା ବର୍ତ୍ତମାନର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯୋଗ ଦେବେ...

Capture-2..........
ଟାଙ୍ଗିଆରେ ହାଣିଦେଲେ, ଯୁବକଙ୍କ ମୃତ୍ୟୁ

ନୟାଗଡ଼ :  ନୟାଗଡ଼ ଜିଲ୍ଲା ନୂଆଗାଁ ସୋରଡ଼ାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଗୁରୁବାର ଘରଠୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ରାଉତ। ସେ ଦଶପଲ୍ଲାରେ ଏକ ହୋଟେଲରେ କାମ କରୁଥିଲେ। ବୁଧବାର ରାତିରେ ସେ ଘରକୁ ଫେରିଥିଲେ। ହେଲେ ରାତିରେ ସେ...

odisha bandh
ଚାଷୀଙ୍କୁ ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେଉଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛି। ରାଜଧାନୀ ଭୁବନେଶ୍ୱର...

Capture--1-...........
 କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଲାଗି ତତ୍ପରତା

ବାଲେଶ୍ୱର: ଖୁବ୍ କମ ଦିନରେ ଅଧିକ ରୋଜଗାର ଆଶାରେ ବାଲେଶ୍ୱର ଜିଲ୍ଲାର ବହୁ ଲୋକ ନିଜ କଷ୍ଟ ଉପାର୍ଜ୍ଜିତ ଧନକୁ ଚିଟ୍‌ ଫଣ୍ଡ ସଂସ୍ଥାରେ ଲଗାଇଥିଲେ। ହେଲେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ଦିନର ଆନ୍ଦୋଳନ ପରେ...

election
ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ

ଭୁବନେଶ୍ୱର: ଭୋଟର ଲିଷ୍ଟରୁ ବାଦ୍‌ ପଡିଥିବା ମତଦାତାଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖରେ ସମସ୍ତ ମତଦାନ କେନ୍ଦ୍ରରେ ଏହି ଅଭିଯାନ ଦିବସ ପାଳନ କରାଯିବ। କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଅଭିଯାନ ଦିବସ...

fog
ସାରା ରାଜ୍ୟରେ ଘନ କୁହୁଡ଼ି

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ ଦୂରତା ୨୦ ମିଟର ତଳକୁ ଖସି ଆସିବାରୁ ୧୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି...

odisha bandh
ନବ ନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶାରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛି।...

utakal-university
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସବୁ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।  ଏନେଇ ଗତକାଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ପୁଣି କେବେ ହେବ ସେନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି...

abul
‘୪ ସପ୍ତାହ ମଧ୍ୟରେ ୪୫୩ କୋଟି ଫେରାଅ’ ନଚେତ୍ ୩ ମାସ ଜେଲ୍‌ଦଣ୍ଡ

ନୂଆଦିଲ୍ଲୀ : ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରିଲାଏନ୍ସ ଗ୍ରୁପ ମୁଖ୍ୟ ଅନୀଲ ଅମ୍ବାନୀ। ଟେଲିକମ୍ ଉପକରଣ କ୍ରମ ମାମଲାରେ ୫୫୦ କୋଟି ଟଙ୍କା ବକେୟା ପ୍ରଦାନ କରିନଥିବାରୁ ରିଲାଏନ୍ସ ବିରୋଧରେ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲା ଏରିକ୍ସନ୍। ଏହି ଘଟଣାରେ ଅନୀଲଙ୍କ ସହ ତାଙ୍କ କମ୍ପାନୀର...