• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

cm
ପଶ୍ଚିମ ଓଡ଼ିଶା କାର୍ଡ ଖେଳିଲେ ନବୀନ: ବିରୋଧୀ କହିଲେ ବୁମେରାଂ ହେବ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ି ପାରନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ନବୀନ ଏହାକୁ ଗୁରୁତର ସହ ବିଚାର କରୁଥିବା...

h
ହାତୀ ଦେବୁ, ଘୋଡ଼ା ଦେବୁ, ଯାହା ମାଗିବ, ତାହା ଦେବୁ: ନିର୍ବାଚନ ସରିଲେ ସବୁ ଫୁସ୍‌

ଭୁବନେଶ୍ୱର: ନିର୍ବାଚନ ବେଳେ ଭୋଟରଙ୍କୁ ମିଳେ ଲମ୍ବା ଲମ୍ବା ପ୍ରତିଶ୍ରୁତି। ମନ ଜିଣିବାକୁ ଦଳ ଓ ପ୍ରାର୍ଥୀ ଲମ୍ବାଇ ଦେଇଥାନ୍ତି ପ୍ରତିଶ୍ରୁତିର ତାଲିକା। ‘ହାତୀ ଦେବୁ, ଘୋଡ଼ା ଦେବୁ ଯାହା ମାଗିବ, ତାହା ଦେବୁ’। ହେଲେ କ୍ଷମତାକୁ ଆସିଲେ ସେ ସବୁକୁ ଯେମିତି ନିମିଷକେ ଭୁଲି ଯାଆନ୍ତି ନେତା,...

irfan
ଇରଫାନ୍‌ଙ୍କୁ ଅଲମ୍ପିକ୍ସ ଟିକେଟ୍‌

ନୂଆଦିଲ୍ଲୀ: ଜାତୀୟ ରେକର୍ଡଧାରୀ ଇରଫାନ୍ କେଟି ପ୍ରଥମ ଭାରତୀୟ ଆଥଲେଟ୍ସ ଭାବେ ଆସନ୍ତାବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ନୋମିରେ ଚାଲିଥିବା ଏସିଆନ୍ ରେସ ୱାକିଂ ଚାମ୍ପିଅନଶିପରେ ଇରଫାନ୍ ୨୦ କି.ମି. ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି।...

congress
‘ଯେତେ ସମାଲୋଚନା କଲେ ବି କମିବନି ମୋଦିଙ୍କ ଲୋକପ୍ରିୟତା’

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ପରେ ଦେଶରେ ରାଜନୀତି ସରଗରମ ହେବାକୁ ଲାଗିଛି। ଆଉ ଏହାସହ ତାଳ ଦେଇ ବଢ଼ିବାରେ ଲାଗିଛି ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ। ଗତକାଲି ମୋଦିଙ୍କୁ ତାତ୍ସଲ୍ୟ କରିଥିବା କଂଗ୍ରେସ୍‌କୁ ବିଜେପି ଦୃଢ଼ ଜବାବ ଦେଇଛି। ମୋଦିଙ୍କୁ ଯେତେ କଟୁ ଭାଷାରେ ଗାଳି...

j
କେଉଁଠି ଗଛ ତଳେ ତ, ଆଉ କେଉଁଠି ବନ ବିଭାଗ ଘରେ ଚାଲିଛି ପାଠପଢ଼ା

ଯାଜପୁର(ଗୁଲାମ ଗସ୍)/ ମୁନିଗୁଡା(ନନ୍ଦକିଶୋର ପଟ୍ଟନାୟକ): ସବୁ ପିଲାଙ୍କୁ ସ୍କୁଲକୁ ଆଣିବାକୁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ପିଲାମାନଙ୍କୁ ବହି, ଜୋତା, ସାଇକେଲ, ପୋଷାକଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦିଆଯାଉଛି। ଏହାସହ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି, ସବୁ ପିଲାଙ୍କୁ ସ୍କୁଲକୁ...

bjp
କେନ୍ଦ୍ରାପଡ଼ାରେ ପ୍ରଚାର ଆରମ୍ଭ କଲା ବିଜେପି

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆଜିଠୁ ପ୍ରଚାର ଆରମ୍ଭ କରିଛି ବିଜେପି। ଏହି ସଂସଦୀୟ କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ୨୧ଟି ରଥ ବୁଲିବ। ପ୍ରତି ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏ ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଏନେଇ ଜିଲ୍ଲା...

vlcsnap-error985
ପାଣିଟାଙ୍କିରୁ ମିଳିଲା ଯୁବତୀଙ୍କ ମୃତଦେହ

ବାଲିଗୁଡ଼ା (ଅଜିତ ନାୟକ): ପାଣିଟାଙ୍କିରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର ଲତେଡ଼ିକିଆ ଗାଁରେ। ଗାଁ ପାଖ ଦେଇ ଯାଇଥିବା ନାଳ ନିକଟସ୍ଥ ପାଣିଟାଙ୍କିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କେହି ତାଙ୍କୁ...

TURTEL
୪୫ କଇଁଛ ଉଦ୍ଧାର, ୩ ଅଟକ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ରୁପସା ରେଳ ଷ୍ଟେସନରୁ ୪୫ଟି କଇଁଛ ଉଦ୍ଧାର କରାଯାଇଛି। ଚୋରାଚାଲଣ ହେଉଥିବା ଏହି କଇଁଛଙ୍କୁ ଆରପିଏଫ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। କଇଁଛ ଚୋରାଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଧରି ଆରପିଏଫ୍‌ ବନ ବିଭାଗକୁ ହସ୍ତାନ୍ତର କରିଛି। କଇଁଛଗୁଡିକ କୋଲକାତା ଚାଲାଣ କରାଯାଉଥିବା...

muniguda
ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ମୃତ ନାବାଳିକାଙ୍କ ମାଆ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ସମଦଳା ଗାଁ ନିକଟ ପୋଖରୀ କୂଳରୁ ଜଣେ ୪ ବର୍ଷିଆ ନାବାଳିକାଙ୍କ ମୃତଦେହ ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ନାବାଳିକାଙ୍କ ମୃତଦେହ ମିଳିବା ସ୍ଥାନଠାରୁ ମାତ୍ର ୧୦୦ ମିଟର ଦୂରରୁ ତାଙ୍କ ମାଆଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ...

accident
ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟର ପୁରୁଲା ଛକରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚାଟିଗୁଡ଼ା ଗାଁର ସଦା ପନକା ଏବଂ ମେଦନା ଗାଁର ଭଦର ପନକା। ସଦା ଏବଂ ମେଦନା ବାଇକରେ ଯାଉଥିବା ବେଳେ ଏକ ଟ୍ରାକ୍ଟର ସେମାନଙ୍କ ବାଇକକୁ ଧକ୍କା...

balabhadra
ବିଜେଡି ଉପରେ ବର୍ଷିଲେ ବଳଭଦ୍ର

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି। ବିଜେଡି ଶାସନରେ ଆଦିବାସୀମାନଙ୍କ ବିକାଶ ହୋଇପାରି ନାହିଁ। ଆଦିବାସୀଙ୍କୁ ଭୁଆଁ ବୁଲାଇବାକୁ ସ୍ପେଶାଲ ଟ୍ରାଇବାଲ କାଉନସିଲ ଗଠନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସାଂସଦ ହିସାବରେ କୌଣସି ମତ...

election
ରାଜନୀତିକ ଦଳଙ୍କ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରଣକୌଶଳ ପ୍ରସ୍ତୁତି କରିସାରିଲେଣି। ଏପରିକି ରାଜନେତାମାନେ ମଇଦାନକୁ ଲମ୍ଫ ମାରିବାକୁ ସଜବାଜ ହେଲେଣି। ହେଲେ ଚଳିତବର୍ଷ ରାଜନୀତିକ ଦଳ ଗୁଡ଼ିକ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ଠକିଥିବାରୁ...

india
ନ୍ୟୁଜିଲାଣ୍ଡରେ ୯ ପ୍ରବାସୀ ଭାରତୀୟ ନିଖୋଜ

ୱେଲିଙ୍ଗଟନ୍‌: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ ନରସଂହାର ଘଟଣାରେ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସଞ୍ଜୀବ କହିଛନ୍ତି ବିଭନ୍ନ ସୂତ୍ରରୁ ସେ ଏହି...

amit
ଶନିବାର ବିଜେପି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିବ। ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ହେବ। ଯେଉଁଥିରେ...

kuchinda
୪ଟି କଲରାପତରିଆ ବାଘ ଚମଡ଼ା ଜବତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡଧରଣର କଲରାପତରିଆ ବାଘ ରାକେଟର ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ପର୍ଦ୍ଦାଫାଶ କରିଛି। ଏହାସହ ଏସ୍‌ଟିଏଫ୍‌ ଟିମ୍‌ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି। ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଚମଡ଼ାଗୁଡିକ କୁଚିଣ୍ଡାରୁ ସମ୍ବଲପୁର ଚାଲାଣ...

dgp
ଦକ୍ଷିଣାଞ୍ଚଳ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କଲେ ଡିଜିପି

ବ୍ରହ୍ମପୁର (ଜଗନ୍ନାଥ ): ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି। ଏପରିସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ କିପରି ନିର୍ବାଚନ ଶେଷ ହେବ ସେ ନେଇ ଦକ୍ଷିଣାଞ୍ଚଳ ଜିଲ୍ଲାର ଏସ୍‌ପି ଓ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ହୋଇଯାଇଛି। ପୋଲିସ୍ ଡିଜି ଆର.ପି. ଶର୍ମା ବ୍ରହ୍ମପୁର ଗସ୍ତ କରି...

school
ଓଡିଏମ ସ୍କୁଲରେ ୧୧ ଛାତ୍ରଛାତ୍ରୀଙ୍କୁ ଟିସି ଦେଇ ବିଦା କରାଯିବାକୁ ନେଇ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର: ସ୍କୁଲ ଫି ପୈଠ ନକରିପାରିବାରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ଛଟେଇ କରିଛି ଭୁବନେଶ୍ୱର ଓଡିଏମ ସ୍କୁଲ। ଏଲ୍‌କେଜିରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଟିସି ଦେଇ ବିଦା କରିଦେଇଛ। ଘରୋଇ ସ୍କୁଲରେ ଶିକ୍ଷାର ଏପରି ବ୍ୟବସାୟୀକରଣକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏଠାରେ ଶିଶୁ ସୁରକ୍ଷା...

puri
ଅନୁମୋଦିତ ହେଲା ଶ୍ରୀମନ୍ଦିର ବଜେଟ୍

ପୁରୀ (ମଧୁସୂଦନ ମିଶ୍ର): ୨୦୧୯-୨୦ ଆର୍ଥିକବର୍ଷ ଲାଗି ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ବଜେଟ୍। ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦନ ହୋଇଛି ଆୟବ୍ୟୟ ଅଟକଳ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର। ସେ କହିଛନ୍ତି,...

prakash-behera
କଂଗ୍ରେସ ଛାଡ଼ି ପାରନ୍ତି ସାଲେପୁର ବିଧାୟକ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଡାକ୍ତର ଦାମୋଦର ରାଉତଙ୍କ ପରେ ପଦ୍ମ କ୍ୟାମ୍ପରେ ସାମିଲ୍‌ ହୋଇପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ଆସନ୍ତାକାଲି ସେ କଂଗ୍ରେସ ଛାଡୁଥିବା ପ୍ରକାଶଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରକାଶ କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି।...

pratap
ସାମ୍ନାକୁ ଆସିଲା ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ମନ୍ତ୍ରୀଙ୍କ ଭିଡିଓ

ଭୁବନେଶ୍ୱର: ବିଜେଡି ସଭାରେ ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡିଓକୁ ନେଇ ବିବାଦ ପରେ ଏବେ ଏହାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ସାଲେପୁର ମାଳଠାରେ ଗତ ୧୩ ତାରିଖରେ ଏକ ସଭାରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖୋଲା ଅଫର ଦେଇଥିଲେ ପ୍ରତାପ। ସାଲେପୁର...