• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

accident
ଗଛକୁ ପିଟିଲା ବରଯାତ୍ରୀ ବସ୍‌: ଡ୍ରାଇଭର ମୃତ, ୨୫ ଆହତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଏକ ବରଯାତ୍ରୀ ଗାଡ଼ି ଗଛରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାଟି ଝରିଗାଁ ବ୍ଲକ ହାତୀବାଡ଼ିଠାରେ ଘଟିଛି। ଆହତଙ୍କ ମଧ୍ୟରେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ...

mohana
୩ ଦେଶୀ ବନ୍ଧୁକ ଜବତ, ଦୁଇ ଗିରଫ

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର. ଉଦୟଗିରି ପୁଲିସ ଆଜି ସକାଳେ ପାଟ୍ରୋଲିଂ କରୁଥିବା ବେଳେ ୩ଟି ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି। ତେବେ ଚଢ଼ଉ ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା...

telkoi
ଆନ୍ଦୋଳନକାରୀଙ୍କ ଗିରଫ ପ୍ରତିବାଦରେ ଥାନା ଘେରାଉ

ତେଲକୋଇ (ଚିନ୍ମୟ ସାହୁ): ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବା ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ଶଳେଇକେନା ପଞ୍ଚାୟତର ଶତାଧିକ ଲୋକେ ଆଜି ତେଲକୋଇ ଥାନା ଘେରାଉ କରିଛନ୍ତି। ପିଡିଏସ୍‌ ଚାଉଳ ପ୍ରଦାନରେ ଅନିୟମିତତା ଅଭିଯୋଗ କରି ପଞ୍ଚାୟତର ଶତାଧିକ ବାସିନ୍ଦା ଗତ ୧୧ ତାରିଖରେ ତେଲକୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରି...

naxal
ଏନ୍‌କାଉଣ୍ଟରରେ ମହିଳା କ୍ୟାଡର ନକ୍ସଲଙ୍କ ମୃତ୍ୟୁ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନିକଟ ଜଙ୍ଗଲରେ ଏନ୍‌କାଉଣ୍ଟରରେ ଜଣେ କ୍ୟାଡର ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଛି। ତୁମୁଡ଼ିବନ୍ଧ ନିକଟସ୍ଥ ଜଙ୍ଗଲରେ ନକ୍ସଲ ସକ୍ରିୟ ଥିବା ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ଏହା ପରେ ଏସ୍ଓଜି ଓ ଡିଭିଏଫ୍ ଯବାନମାନେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌...

bjp
କାଳିଆ ଟଙ୍କା ବଣ୍ଟାକୁ ନେଇ ଆପତ୍ତି ଉଠାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ଏକ ଟିମ୍‌ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କାଳିଆକୁ ନେଇ ଫେରାଦ ହୋଇଛି। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାଳିଆ ଯୋଜନାରେ ଅର୍ଥ ବଣ୍ଟନରେ ସ୍ୱଚ୍ଛତା ରହୁ ନଥିବା ଅଭିଯୋଗ କରିଛି।...

naveen
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ କସରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇନାଲ୍‌ ଟଚ୍‌ ଦେବା ବାକି ରହିଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ପାଇଁ...

congress
ପୃଥ୍ୱୀ ନିର୍ବାଚନ ଲଢ଼ିବାକୁ ଚାହିଁଲେ, ବିଚାର କରିବୁ: ନିରଞ୍ଜନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଥିବା ସଙ୍କେତ ଦେବା ପରେ ରାଜ୍ୟ କଂଗ୍ରେସ୍‌ରେ ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ମତ ରଖିଛନ୍ତି। ସେ କହିଛନ୍ତି, “ନିର୍ବାଚନ ଲଢିବା...

RAGU
ପୁଞ୍ଜିବାଦ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ତଥାକଥିତ ‘ପୁଞ୍ଜିବାଦ’ ବା କ୍ୟାପିଟାଲିଜମ ଭୟଙ୍କର ବିପଦ ମଧ୍ୟରେ ରହିଛି। କେବଳ ଏହାରି ପାଇଁ ହିଁ ଆଜି ଦେଶର ରାଜନୀତିକ ଓ ଅର୍ଥନୈତିକ ବ୍ୟବସ୍ଥା ଲୋକମାନଙ୍କୁ ସମାନ ସୁବିଧା ଓ ସୁଯୋଗରୁ ବଞ୍ଚିତ କରିଛି। ଗରିବକୁ ଆହୁରି ଗରିବ ଏବଂ ଧନୀକୁ ଅତ୍ୟଧିକ ଧନୀ ସଜେଇଥିବା ଏହି...

Untitled-1
 ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ବିବାଦ: ମିଶେଲ୍‌ଙ୍କୁ ଧମକାଇ ଥିଲେ ଅସ୍ଥାନା

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍‌ର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିଶେଲ। ଅସ୍ଥାନା ତାଙ୍କୁ ଧମକାଉଥିବା ଅଭିଯୋଗ କରିଛନ୍ତି ମିଶେଲ। ଦିଲ୍ଲୀ କୋର୍ଟରେ ମିଶେଲ୍‌ ଦେଇଥିବା ବୟାନ୍‌ରେ କହିଛନ୍ତି ଯେ ଅସ୍ଥାନା ତାଙ୍କୁ ଦୁବାଇରେ ଭେଟିଥିଲେ।...

fdf
ଜୋର୍ ଧରିଲା ବିଜେଡିର ପ୍ରାର୍ଥୀ ଚୟନ କସରତ

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ବଢ଼ିଲାଣି ଦଳ ଡିଆଁ ପର୍ବ। ଆଜି ହାତ ଛାଡ଼ି ଶଙ୍ଖ ଧରିଛନ୍ତି ଲାଞ୍ଜିଗଡ଼ର କଂଗ୍ରେସ ନେତା ପ୍ରଦୀପ ଦିଶାରୀ। ୨୦୧୪ରେ ପ୍ରଦୀପ, କଂଗ୍ରେସ୍ ଟିକେଟରେ ଲାଞ୍ଜିଗଡ଼ରୁ ନିର୍ବାଚନ ଲଢ଼ିଥିଲେ। ଏଭଳି ସ୍ଥିତିରେ କ’ଣ ହେବ କଳାହାଣ୍ଡିର ଭେଟାରନ୍ ଲିଡର୍ ବଳଭଦ୍ର...

hindustan-times
ଟିଏମ୍‌ସି ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା: ୧୯ ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ ସମସ୍ତ ୪୨ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ। ତାଲିକାରେ ୧୦ ଜଣ ସିଟିଂ ଏମ୍ପିଙ୍କ ଟିକଟ କଟିଥିବା ବେଳେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି ଦଳର ସୁପ୍ରିମୋ ମମତା ବାନାର୍ଜୀ। ଏମାନଙ୍କ...

navven
ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବି ଲାଗିଛି ସରକାରୀ ହୋର୍ଡିଂ

ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୪୮ଘଣ୍ଟା ପରେ ବି ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ସରକାରୀ ହୋର୍ଡିଂ। କିଛି ସ୍ଥାନରୁ ସରକାରୀ ବ୍ୟାନର୍ ଓ ପୋଷ୍ଟର୍ ହଟାଯାଇଥିଲେ ବି ଏବେବି ଅନେକ ସ୍ଥାନରେ ଲାଗିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ। ଭୁବନେଶ୍ୱରର ରସୁଲଗଡ,...

Free-Press-Journal
ଇଲେକ୍ସନ୍‌ କାଉନ୍‌ ଡାଉନ୍: କଂଗ୍ରେସରେ ମିଶିଲେ ହାର୍ଦ୍ଦିକ, ବିଜେପିରେ ସୁଜୟ

ନୂଆଦିଲ୍ଲୀ: ବାଜି ସାରିଛି ନିର୍ବାଚନୀ ବିଗୁଲ୍। ପ୍ରସ୍ତୁତ ହେଉଛି ରାଜନୈତିକ କ୍ଷେତ୍ର। ଚର୍ଚ୍ଚାରେ ରହିଛି ଦଳବଦଳ ରାଜନୀତି। ଆଜି  କଂଗ୍ରେସରେ ମିଶିଛନ୍ତି ପାଟିଦାର ନେତା ହାର୍ଦ୍ଦିକ ପଟେଲ୍। ପାଟିଦାର ସଂରକ୍ଷଣ ଦାବି କରି ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସ ଆଜି ହାର୍ଦ୍ଦିକ ସ୍ୱାଗତ କରିଛି। ଅହମଦାବାଦଠାରେ କଂଗ୍ରେସର...

school
ଆଣ୍ଠୁଏ ପାଣିରେ ପଶି ସ୍କୁଲ୍‌ ଯାଉଛନ୍ତି କୁନିକୁନି ଛାତ୍ରଛାତ୍ରୀ

ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସରକାର ସ୍କୁଲ୍‌ ତ ଖୋଲିଦେଲେ, ହେଲେ ଭିତ୍ତିଭୂମି କଥା ଭୁଲିଗଲେ। ଆମେ କହୁଛୁ ନୟାଗଡ଼ ଜିଲ୍ଲା ନିର୍ମାଣୀ ଗାଁରେ ଥିବା ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର କଥା। ଏଠି ସ୍କୁଲ୍‌ ତ ଅଛି ହେଲେ ସ୍କୁଲ୍...

ipl
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନଗ୍ନ ନମୁନା

ଭୁବନେଶ୍ୱର : ଗାଁରୁ ସହର ସବୁଠାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ଏହାପରେ ଭି ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ଉପଯୁକ୍ତ ଚିକିତ୍ସା ତ ଦୂର କଥା ଡାକ୍ତର ବି ନାହାନ୍ତି। ଫଳରେ ଲୋକେ...